Daily Archives

June 7, 2019

ଇଣ୍ଟରନେଟ୍‌ ନଥିବାରୁ ୩ମାସ ହେଲାଣି ରାଶନ ଦେଉ ନଥିଲା ଡିଲର, ୪ଦିନ ଭୋକରେ ରହି ଚାଲିଗଲା ବୃଦ୍ଧଙ୍କ ଜୀବନ

ନୂଆଦିଲ୍ଲୀ : ଝାଡ଼ଖଣ୍ଡର ଲାତେହରରେ ୪ଦିନ ନ ଖାଇ ଜଣେ ବୃଦ୍ଧ ମୃତ୍ୟୁବରଣ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତକ ରାମଚରଣ ମୁଣ୍ଡାଙ୍କ ଝିଅଙ୍କ କହିବା ଅନୁଯାୟୀ, ଇଣ୍ଟରନେଟ୍‌ ଚାଲୁ ନଥିବାରୁ ଡିଲର ୩ମାସ ହେଲାଣି ରାଶନ ଦେଉ ନଥିଲା । ଯାହା ପାଇଁ ଘରେ ଥିବା ସବୁ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ଚାରିଟି ମେଡିକାଲ କଲେଜକୁ ନାମଲେଖା ପାଇଁ ମିଳିଲା ଏମସିଆଇର ଅନୁମତି, ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଆଜି ରାଜ୍ୟର ଚାରିଟି ମେଡିକାଲ କଲେଜକୁ ନାମଲେଖା ଅନୁମତି ମିଳିଛି । ଏହିସବୁ ମେଡିକାଲ କଲେଜରେ ଛାତ୍ରଛାତ୍ରୀମାନେ ଏବେ ବିଭିନ୍ନ ବ୍ୟାଚରେ ପାଠ ପଢୁଛନ୍ତି। ଏମସିଆଇ ପକ୍ଷରୁ ଆଜି ଏହି ଅନୁମତି…
ଅଧିକ ଖବର ଦେଖନ୍ତୁ...

କୋରାପୁଟ: ମାଉଜର ଦେଖାଇ ବ୍ୟବସାୟୀଙ୍କ ଠାରୁ ସାଢେ ୯ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

କୋରାପୁଟ: ଦୁବୃର୍ତ୍ତ ମାନେ ଶୁକ୍ରବାର ମାଉଜର ମୁନରେ ସାଢେ ୯ ଲକ୍ଷ ଟଙ୍କା ଲୁଟ କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଦୁର୍ବୁତ୍ତ ମାନଙ୍କ ଦ୍ୱାରା ଆଜି ସହର ଉପକଣ୍ଠ ମସ୍ତିପୁଟ ପାଖରେ ଜଣେ ବ୍ୟବସାୟୀ ଏହି ଲୁଟର ଶିକାର ହୋଇଛନ୍ତି। ଏଥିନେଇ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ ହେବା ପରେ…
ଅଧିକ ଖବର ଦେଖନ୍ତୁ...

ରକ୍ତ କର୍କଟ ରୋଗରେ ଲଢ଼ୁଥିବା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ହିନା ଖାନ୍‌

ମୁମ୍ବାଇ : ପ୍ରଥମେ ଅକ୍ଷରା ଏବଂ ପରେ କୋମୋଲିକା ଚରିତ୍ରରେ ଆସି ଦର୍ଶକଙ୍କ ଖୁବ୍‌ ମନୋରଞ୍ଜନ କରିଥିଲେ ଅଭିନେତ୍ରୀ ହିନା ଖାନ୍‌ । ଏହା ପରେ ପରେ କାନ୍ସର ରେଡ୍‌ କାର୍ପେଟରେ ଚାଲି ସେ ଚର୍ଚ୍ଚାକୁ ଆସିଥିଲେ । ଏବେ ପୁଣି ହିନାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ସେ…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ବସ୍‌ରେ ଚୁମ୍ବନ ଦେବାକୁ ମନା କରିବାରୁ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଏବଂ ତାଙ୍କ ପ୍ରେମିକାଙ୍କୁ ମାଡ଼ ମାରିଲେ ଯୁବକ

ନୂଆଦିଲ୍ଲୀ : ଲଣ୍ଡନରେ ଚଳନ୍ତା ବସ୍‌ରେ ଜଣେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଏବଂ ତାଙ୍କ ପ୍ରେମିକାଙ୍କୁ ମାଡ଼ ମରାଯିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁହେଁ ବସ୍‌ରେ ଯାଉଥିବା ବେଳେ ଉପସ୍ଥିତ ଥିବା କିଛି ଯୁବକ ନିଜର ମନୋରଞ୍ଜନ ପାଇଁ ଦୁହିଁଙ୍କୁ ଚୁମ୍ବନ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଗ୍ଲୋଭସରେ ସେନାର ବଳିଦାନ ଲୋଗୋ ପ୍ରସଙ୍ଗରେ ଆଇସିସି କହିଲା- ଧୋନି ନିୟମ ଉଲଂଘନ କରିଛନ୍ତି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ବିଶ୍ୱକପ୍‌-୨୦୧୯ରେ ଭାରତୀୟ ଟିମ୍‌ର ସଦସ୍ୟ ମହେନ୍ଦ୍ର ସିଂହ ଧୋନି ନିୟମ ଉଲଂଘନ କରିଛନ୍ତି ବୋଲି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶୁକ୍ରବାର କହିଛି। ମହେନ୍ଦ୍ର ସିଂହ ଧୋନିଙ୍କ ଗ୍ଲୋଭସରେ ସେନାର ବଳିଦାନ ଲୋଗୋ ପ୍ରସଙ୍ଗରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏସ୍‌ ଅଫିସରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା, ପିଛା କରିବା ସହ ଅଶ୍ଲୀଳ ମେସେଜ ପଠାଉଥିଲେ ଅଫିସର

ଜୟପୁର : ରାଜସ୍ଥାନର ବିକାନେର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଆଇପିଏସ୍‌ ଅଫିସରଙ୍କ ଉପରେ ପିଛା କରିବା ସହ ଅଶ୍ଲୀଳ ମେସେଜ ପଠାଇବାର ଅଭିଯୋଗ ଆଣିଛନ୍ତି ମହିଳା । ମହିଳାଙ୍କ ଏଭଳି ଅଭିଯୋଗ ଏବେ ସ୍ଥାନୀୟ ପୁଲିସକୁ ଆଶ୍ଚର୍ଯ୍ୟ କରିଛି । ବାରମ୍ବାର ଅଭିଯୋଗ କରିବା ପରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। ଚାକିରିଆଙ୍କୁ ବିଶେଷ ସଫଳତା ହାସଲ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ନାରାୟଣୀ। ବୃଷ: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ବନ୍ଧୁଙ୍କ ମାଧୢମରେ କିଛି…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ସମ୍ବର୍ଦ୍ଧିତ ହେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-ପ୍ରତାପ ଷଡ଼ଙ୍ଗୀ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି। ସେମାନଙ୍କ ସହ ରାଜ୍ୟ ପ୍ରଭାରୀ ଅରୁଣ ସିଂ ଆସୁଛନ୍ତି। ସେମାନେ…
ଅଧିକ ଖବର ଦେଖନ୍ତୁ...