Daily Archives

June 10, 2019

ଗରମ ବଢିଛି, ମୃତ୍ୟୁ ସଂଖ୍ୟା କମିଛି

ନୂଆଦିଲ୍ଲୀ: ଦେଶର ୧୫ ରାଜ୍ୟର ପାଖାପାଖି ୭୨ କୋଟି ଲୋକ ଏବେ ଗରମରେ ଅସ୍ତବ୍ୟସ୍ତ ହେଉଛନ୍ତି | ଏହି ରାଜ୍ୟର ପାରଦ ୪୦ରୁ ୫୦ ଡିଗ୍ରୀ ମଧ୍ୟରେ ରହୁଛି | ଉତ୍ତର ଭାରତରେ ପ୍ରବଳ ଗରମ ଅନୁଭୂତ ହେଉଛି | ତେବେ ୨୦୧୫ ତୁଳନାରେ ଅଂଶୁଘାତରେ ଲୋକଙ୍କର ମୃତ୍ୟୁ ସଂଖ୍ୟା କମିଛି | ଗତ ୪୯ ବର୍ଷରେ…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ ସହ ଫିଲ୍ମରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରି ସାରିଛନ୍ତି ଏହି ସବୁ କ୍ରିକେଟର

ଭାରତରେ କିଛି ଏଭଳି କ୍ରିକେଟର ରହିଛନ୍ତି, ଯେଉଁମାନେ ଭଲ କ୍ରିକେଟ ଖେଳି ପାରୁଥିବା ସହ ଫିଲ୍ମରେ ମଧ୍ୟ ଅଭିନୟ କରି ସାରିଛନ୍ତି । ଫିଲ୍ମରେ ନିଜର କ୍ୟାରିୟର ଆଗକୁ ବଢ଼ାଇ ପାରି ନଥିଲେ ମଧ୍ୟ କିଛି କ୍ରିକେଟର ନିଜର ଭାଗ୍ୟ ପରୀକ୍ଷା କରିଥିଲେ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ.... ୧.…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତି ଅଭିଯୋଗରେ ୧୨ ବରିଷ୍ଠ ଆୟକର ଅଧିକାରୀଙ୍କ ଚାକିରିରୁ ବହିଷ୍କାର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଦୁର୍ନୀତି ବିରୋଧରେ ଏକ ବଡ଼ ପଦକ୍ଷେପ ନେଇ ୧୨ ଜଣ ବରିଷ୍ଠ ଆୟକର ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରେ କେତେକ ଭାରତୀୟ ରାଜସ୍ୱ ସେବା ଅଧିକାରୀ ମଧ୍ୟ ଅଛନ୍ତି । ବରଖାସ୍ତ ହୋଇଥିବା ଅଧିକାରୀମାନଙ୍କ ତାଲିକାର ସବୁଠାରୁ ଉପରେ…
ଅଧିକ ଖବର ଦେଖନ୍ତୁ...

ବିଳାସପୂର୍ଣ୍ଣ କାର୍‌ ବିଏମ୍‌ଡବ୍ଳ୍ୟୁରେ ତେଲ ଭରିବା ପାଇଁ କୁକୁଡ଼ା ଏବଂ ବତକ ଚୋରି କରୁଥିଲେ ଯୁବକ

ନୂଆଦିଲ୍ଲୀ : ଚୀନ୍‌ରେ ରହୁଥିବା ଜଣେ ଯୁବକ ନିଜ ୨କୋଟି ଟଙ୍କାର ବିଏମ୍‌ଡବ୍ଲ୍ୟୁରେ ତେଲ ଭରିବା ପାଇଁ ଯେଉଁ କାମ କରିଛନ୍ତି, ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗାଡ଼ି କିଣିବା ପୂର୍ବରୁ ତାଙ୍କର ଏଭଳି ଅବସ୍ତା ହେବ ବୋଲି ଭାବି ନଥିଲେ ଲିନ୍‌ସୁଇ । କିନ୍ତୁ ପରିସ୍ଥିତିରେ ପଡ଼ି ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନର ଚୁରୁରେ ପୁଣି ସର୍ବୋଚ୍ଚ ତାପମାତ୍ରା ୫୦ ଡିଗ୍ରୀ ଟପିଲା, ଓଡ଼ିଶାର ୧୧ ସହରରେ ପାରଦ ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର : ସାରା ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ରାଜସ୍ଥାନର ଚୁରୁରେ ତାପମାତ୍ରା ପୁଣି ଥରେ ୫୦ ଡିଗ୍ରୀ ଟପିଯାଇଛି । ରାଜଧାନୀ ଦିଲ୍ଲୀରେ ତାପମାତ୍ରା ଆଜି ୪୮ ଡିଗ୍ରୀ ଟପିଯାଇଛି । ଦିଲ୍ଲୀରେ ଏହା ଏକ ନୂଆ ରେକର୍ଡ । ମୌସୁମୀ ବାୟୁ ଉତ୍ତରଭାରତରେ ପହଞ୍ଚିବାକୁ ଆହୁରି…
ଅଧିକ ଖବର ଦେଖନ୍ତୁ...

ଗୁରୁତର ଅବସ୍ଥାରେ ରିତିକ୍‌ଙ୍କ ଭଉଣୀ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ନେଇ ମିଳିଥିଲା ଖବର, ଟୁଇଟ୍‌ କରି ମିଛ ବୋଲି…

ମୁମ୍ବାଇ : ରିତିକ୍‌ ରୋଶନଙ୍କ ଭଉଣୀ ସୁନୈନା ରୋଶନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ିବାରୁ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା । ତାଙ୍କର ବାଇପୋଲାର ଡିଜଅର୍ଡର ସମସ୍ୟା ଥିବା ସହ ମାନସିକ ସ୍ଥିତି ଅଧିକ ବିଗିଡ଼ିବାରୁ ତୁରନ୍ତୁ ତାଙ୍କୁ ଡ଼ାକ୍ତରଖାନାରେ…
ଅଧିକ ଖବର ଦେଖନ୍ତୁ...

ଜରୁରୀକାଳିନ ଅବତରଣର କୋଡ୍‌ ଦବାଇବା ପରିବର୍ତ୍ତେ ଭୁଲରେ ହାଇଜାକ୍‌ର କୋଡ୍‌ ଦବାଇ ଦେଲେ ପାଇଲଟ୍‌, ତା’ ପରେ…..

ଚଣ୍ଡିଗଡ଼ : ଦିଲ୍ଲୀ-ଶ୍ରୀନଗର ଯାଉଥିବା ଏୟାର ଏସିଆ ବିମାନ ରବିବାର ସକାଳ ୬ଟର ୩୦ମିନିଟ୍‌ରେ ଦିଲ୍ଲୀ ବିମାନବନ୍ଦରରୁ ଉଡ଼ାଣ କରିଥିଲା । କିନ୍ତୁ ଉଡ଼ାଣ ଭରିବାର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ଦେଖା ଯିବାରୁ ପାଇଲଟ୍‌ କିରଣ ସାଙ୍ଗଓ୍ଵାନ ବିମାନଙ୍କୁ ପୁଣି ଥରେ ଦିଲ୍ଲୀ ନେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ବୀରତ୍ବକୁ ବଳ ମିଳିବ। କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଫଇସଲା ନେଇପାରନ୍ତି। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ। ଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଆପଣଙ୍କ କ୍ୟାରିଅର ଲାଗି ଭଲ…
ଅଧିକ ଖବର ଦେଖନ୍ତୁ...

ପଞ୍ଚମ ଦିନରେ ‘ଭାରତ’: ବ୍ୟବସାୟ ୧୫୦ କୋଟି ଟପିଲା, ଏହା ସଲମାନଙ୍କ ୧୪ତମ ୧୦୦କୋଟିଆ ଫିଲ୍ମ

ମୁମ୍ବାଇ: ରିଲିଜ୍‌ ହେବାର ପାଞ୍ଚ ଦିନ ଭିତରେ ୧୫୦.୧୦ କୋଟି ବ୍ୟବସାୟ କରିଛି ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଭାରତ’। ସଲମାନଙ୍କୁ ବକ୍ସ ଅଫିସ୍‌ର ଚୁମ୍ବକୀୟ ବ୍ୟକ୍ତିତ୍ୱ ବୋଲି କହିଲେ ଆଦୌ ଭୁଲ୍‌ ହେବ ନାହିଁ। ଚଳଚ୍ଚିତ୍ର ରିଲିଜ୍‌ ହେବାର ଚତୁର୍ଥ ଦିନରେ ଏହା ୧୦୦ କୋଟି ବ୍ୟବସାୟ…
ଅଧିକ ଖବର ଦେଖନ୍ତୁ...

ଆଫ୍ରିକୀୟ ଦେଶ ମାଲିରେ ଗଣହତ୍ୟା, ୧୦୦ରୁ ଅଧିକ ମୃତ, ମଣିଷଶୂନ୍ୟ ହୋଇଗଲା ସମୁଦାୟ ଗାଁ

ବାମାକୋ : ପଶ୍ଚିମ-ଆଫ୍ରିକୀୟ ଦେଶ ମାଲିରେ ଗତ କାଲି ରାତିରେ ଏକ ଅତି ଦୁର୍ଭାଗ୍ୟଜନକ ଘଟଣା ଘଟିଛି । କେନ୍ଦ୍ରୀୟ ମାଲିର ସୋବେନ ଅଞ୍ଚଳରେ ଥିବା ଏକ ଡୋଗୋନ ଆଦିବାସୀ ଗ୍ରାମଉପରେ ଆତତାୟୀମାନେ ଆଖିବୁଜା ଗୁଳି ଚଳାଇବାରୁ ପ୍ରାୟ ୯୫ ଜଣ ନିହତ ହୋଇଛନ୍ତି । ଆମେରିକୀୟ ଚ୍ୟାନେଲ ଫକ୍ସ ନ୍ୟୁଜ…
ଅଧିକ ଖବର ଦେଖନ୍ତୁ...