Daily Archives

June 11, 2019

ଗରମ ଛୁଟିରେ ମାତ୍ର ୯୯୯ଟଙ୍କାରେ କରନ୍ତୁ ବିମାନ ଯାତ୍ରା

ନୂଆଦିଲ୍ଲୀ: ଗରମ ଛୁଟିରେ ଅଧିକାଂଶ ଲୋକ ବୁଲିବାର ଯୋଜନା କରି ଥାଆନ୍ତି। ଯଦି ଆପଣ ବି ବୁଲିବା ପାଇଁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପ୍ଲାନ୍‌କୁ ଆହୁରି ମଜାଦାର କରି ପାରିବ। ଲୋ-କଷ୍ଟ ଏୟାରଲାଇନ୍ସ ଇଣ୍ଡିଗୋ ଶସ୍ତା ଟିକେଟର ଅଫର ଦେଇଛି। ଏୟାରଲାଇନ୍ସ ଶସ୍ତା ଟିକେଟ ଅଫର ଘୋଷଣା…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଶିଖର ଧାଓ୍ଵନଙ୍କ ଆଘାତ ନେଇ ଦିନସାରା ଚାଲିଲା ଆଲୋଚନା, ସନ୍ଧ୍ୟାରେ ବିସିସିଆଇ ଦେଲା ଏହି ବୟାନ

ନୂଆଦିଲ୍ଲୀ: ଭାରତୀୟ ଓପନରନ୍‌ ଶିଖର ଧାଓ୍ଵନ୍‌କୁ ଆଇସିସି କ୍ରିକେଟ ବିଶ୍ୱକପ୍‌ରେ ରବିବାର ଆଘାତ ଲାଗିଛି। ସୋମବାର ଯାଏଁ ଠିକ୍‌ଠାକ୍‌ ଚାଲିଥିଲା। କୌଣସି ସ୍ଥାନରେ ଆଘାତ ନେଇ ଆଲୋଚନା ହୋଇ ନଥିଲା। ମଙ୍ଗଳବାର ତାଙ୍କୁ ଯେତେବେଳେ ସ୍କାନିଂ ପାଇଁ ହସ୍‌ପିଟାଲ୍‌ ନିଆଯାଇଥିଲା, ତା’ ପରଠାରୁ…
ଅଧିକ ଖବର ଦେଖନ୍ତୁ...

ପୁଣି ଶାହାଙ୍କ ହାତରେ ବିଜେପି ମଙ୍ଗ! ନିରାଶ ହୋଇପାରନ୍ତି ଅନେକ ଆଶାୟୀ

ନୂଆଦିଲ୍ଲୀ: ସାରା ଦେଶରେ ସରିଛି ର୍ନିବାଚନ। ତେବେ କେବଳ ଯେ, ର୍ନିବାଚନ ସରିଛି ତାହା ନୁହେଁ ଦେଶରେ ବିଜେପି ଆଶାନୁରୂପକ ଫଳ ମଧ୍ୟ ପାଇଛି। ବିଜେପିର ଏହି ମହାନ ବିଜୟ ପଛରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ହାତ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତମାନ ସମୟରେ ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଭାରତକୁ ଆସିଲେ ଗୋଟିଏ ଜେଲରେ ପାଖାପାଖି ରହିବେ ମାଲ୍ୟା ଓ ନିରବ ମୋଦୀ

ମୁମ୍ବାଇ : ଭାରତରେ ଏବେ ଦୁଇ ଜଣ ବଡ଼ ଠକଙ୍କୁ ଖୋଜା ଚାଲିଛି । ସେମାନେ ହେଲେ ବିଜୟମାଲ୍ୟା ଓ ନିରବ ମୋଦୀ । ଉଭୟ ଦେଶର ବ୍ୟାଙ୍କମାନଙ୍କ ହଜାର ହଜାର କୋଟି ଖାଇ ଫେରାର ହୋଇଯାଇଛନ୍ତି । ତେବେ ସେମାନଙ୍କୁ ଭାରତ ଆଣିବାକୁ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଦୁଇଜଣ ଏବେ ଲଣ୍ଡନରେ ଥିବାରୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ଲାଭ ଓ ଉନ୍ନତିର ଯୋଗ ପ୍ରବଳ ରହିଛି। ଜମି କାରବାରରେ ନିବେଶ ପାଇଁ ବାପାଙ୍କ ସହଯୋଗ ପାଇବେ। ଘରକୁ ଅତିଥି ଆସିବା ହେତୁ ପରିବାରରେ ଖୁସିର ବାତାବରଣ ରହିବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଚନ୍ଦନେଶ୍ବର। ବୃଷ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ବେପାରିଙ୍କୁ ବଡ଼…
ଅଧିକ ଖବର ଦେଖନ୍ତୁ...

ଖାଉଟିଙ୍କ ପାଇଁ ଖୁସି ଖବର ! ଏବର୍ଷ ବଢିବନି ବିଜୁଳି ଦର

ଭୁବନେଶ୍ବର : ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ଏ ବର୍ଷ ବଢ଼ବନି ବିଦ୍ୟୁତ୍ ଦର । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ( ଓଇଆରସି ) । ଗତ ବର୍ଷଠାରୁ ଖୁଚୁରା ତାରିଫ ଅପରିବର୍ତ୍ତିତ ରହିଛି…
ଅଧିକ ଖବର ଦେଖନ୍ତୁ...

ମିଲେଟ ମିଶନ ଜରିଆରେ ହିତାଧିକାରୀଙ୍କୁ ୧ ଟଙ୍କାରେ ୧ କିଲୋ ମାଣ୍ଡିଆ ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର: ମିଲେଟ୍‌ ମିଶନ ଜରିଆରେ ଏଣିକି ୧ ଟଙ୍କାରେ ମିଳିବ ଏକ କିଲୋ ମାଣ୍ଡିଆ ମିଳବ ବୋଲି ଘୋଷଣା କରାଯାଇଛି। ଏଭଳି କିଛି ଯୋଜନା ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ତେବେ ରାଜ୍ୟରେ ଥିବା ରାସନ କାର୍ଡଧାରୀଙ୍କୁ ଆସନ୍ତା ଜୁଲାଇ ମସାସରୁ ୧ ଟଙ୍କାରେ କିଲେ ମାଣ୍ଡିଆ ଦିଆଯିବ ବୋଲି…
ଅଧିକ ଖବର ଦେଖନ୍ତୁ...

ବାୟୁସେନା ବିମାନର ଧ୍ୱଂସାବଶେଷ ଚିହ୍ନଟ ସ୍ଥାନରେ ଓହ୍ଲାଇ ପାରୁନାହିଁ ବାୟୁସେନା ହେଲିକାପ୍ଟର

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ଏଏନ ୩୨ ବିମାନର ଧ୍ୱଂସାବଶେଷ ଚିହ୍ନଟ ହେବାର ବେଶ କିଛି ଘଣ୍ଟା ବିତିଯାଇଥିଲେ ମଧ୍ୟ ଉକ୍ତ ସ୍ଥାନକୁ ପହଞ୍ଚିବାରେ ସଫଳ ହୋଇନାହି ବାୟୁସେନା । ଦୁର୍ଗମ ପାର୍ବତ୍ୟାଞ୍ଚଳ ଓ ଘଞ୍ଚ ଜଙ୍ଗଲ ହୋଇଥିବାରୁ ସେଠାରେ ହେଲିକାପ୍ଟର ଓହ୍ଲାଇପାରୁନାହିଁ ।…
ଅଧିକ ଖବର ଦେଖନ୍ତୁ...

ନୀଳଚକ୍ରର କୌଣସି କ୍ଷତି କରିନି ବାତ୍ୟା ‘ଫନି’

ଭୁବନେଶ୍ୱର: ନୀଳଚକ୍ରର କ୍ଷୟକ୍ଷତି ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମଙ୍ଗଳବାର ବଡ଼ ସୂଚନା ଦେଇଛନ୍ତି। ବାତ୍ୟା ଫନିରେ ନୀଳଚକ୍ରର କୌଣସି କ୍ଷତି ହୋଇନି। ପ୍ରଳୟଙ୍କରୀ ପବନରେ ନୀଳଚକ୍ର କ୍ଷତି ହୋଇଥିବା ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ସମ୍ପୂର୍ଣ୍ଣ ଭୁଲ। ବାତ୍ୟାରେ…
ଅଧିକ ଖବର ଦେଖନ୍ତୁ...