Daily Archives

June 14, 2019

ସିଂହ ମୁହଁରେ କେକ ମାରିବାର ଭିଡିଓ ଦେଖି ରାଗି ଗଲେ ରବିନା : କହିଲେ, ‘ନର୍କରେ ଏମାନେ ଶଢ଼ିବେ’

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ କିଛି ଲୋକ ସିଂହ ମୁହଁରେ କେକ ଲଗାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଦେଖି ବଲିଉଡ୍‌ ଅଭିନେତ୍ରୀ ରବିନା ଟଣ୍ଡନ କ୍ରୋଧିତ ହୋଇଯାଇଛନ୍ତି। ପ୍ରତିଥର ଭଳି ରବିନା ଟଣ୍ଡନ ପଶୁପକ୍ଷୀ ବିରୋଧ ସ୍ୱର ଉଠାଇଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ମୟୂରଭଂଜ: ଚିକିତ୍ସା ଅବହେଳା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ

ବାରିପଦା: ଚିକିତ୍ସା ଅବହେଳା ଯୋଗୁଁ ଶୁକ୍ରବାର ଜଣେ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମହିଳାଙ୍କ ମୃତଦେହକୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖି କ୍ଷତିପୂରଣ ଦାବି କରିଛନ୍ତି। ସୂଚନା ମୁତାବକ ଖୁଣ୍ଟା ଥାନା ଅଧିନ ଘଣ୍ଟିସିଲା ଗ୍ରାମର ଦାଶରଥି ମୁର୍ମୁଙ୍କ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ୩ ନାବାଳିକା ଓ ବାପାଙ୍କ ମୃତଦେହ ଠାବ

କେନ୍ଦୁଝର: ଆନନ୍ଦପୁର ଥାନାର ଏକ ଦୁର୍ଗମ ଅଂଚଳରେ ଥିବା ଏକ ଘର ଭିତରୁ ଶୁକ୍ରବାର ୩ ନାବାଳିକା ଝିଅ ସମେତ ବାପାଙ୍କ ମୃତଦେହ ଠାବ ହୋଇଛି। ଆନନ୍ଦପୁର ଠାରୁ ୪୦ କିଲୋମିଟର ଦୂର ଗୟଳବସା ପଂଚାୟତ ଅଧିନସ୍ଥ ଉଲିବସା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳକୁ…
ଅଧିକ ଖବର ଦେଖନ୍ତୁ...

୧୭ରେ ସାରା ଦେଶରେ ବିକ୍ଷୋଭ କରିବେ ଡାକ୍ତର; ଘୋଷଣା କଲା ଇଣ୍ଡିଆନ ମେଡିକାଲ ଆସୋସିଏସନ୍

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ପୂରା ଦେଶରେ ଡାକ୍ତର କରିବେ ବିକ୍ଷୋଭ । ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ୧୭ ତାରିଖରୁ ୧୮ ତାରିଖ ସକାଳ ଯାଏଁ ଏହି ବିକ୍ଷୋଭ ଜାରି ରହିବ ବୋଲି ସ୍ପଷ୍ଟ କରିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ତେବେ ଜରୁରୀକାଳୀନ ସେବା ଜାରି…
ଅଧିକ ଖବର ଦେଖନ୍ତୁ...

ମୁଁ ମୃତ୍ୟୁକୁ ନୁହେଁ, ବରଂ ମୃତ୍ୟୁ ମୋତେ ଡରେ, ମୋତେ ଅଟକାଇବା କାହାର ସାହାସ ନାହିଁ: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ସମେତ ଦେଶର ଅନ୍ୟ ଅଂଚଳରେ ଜାରି ଥିବା ଡାକ୍ତରଙ୍କ ଆନ୍ଦୋଳନ ମଧ୍ୟରେ ଶୁକ୍ରବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ମମତା ବାନାର୍ଜୀ ଉତ୍ତର ୨୪ ପ୍ରଗଣାରେ କହିଛନ୍ତି, ମୁଁ ମୃତ୍ୟୁକୁ ଡରୁ ନାହିଁ ବରଂ ମୃତ୍ୟୁ ମୋତେ ଡରିଥାଏ।…
ଅଧିକ ଖବର ଦେଖନ୍ତୁ...

ରେଳ ଷ୍ଟେସନ୍‌ ଏଟିଏମ୍‌ରୁ ଆକସ୍ମିକ ଭାବେ ବାହାରିବାକୁ ଲାଗିଲା ଟଙ୍କା, ଲୋକମାନେ ଦୃଶ୍ୟ ଦେଖି ହୋଇଗଲେ ସ୍ତବ୍ଧ

ନୂଆଦିଲ୍ଲୀ: ଲଣ୍ଡନର ରେଳ ଷ୍ଟେସନ୍‌ରେ ଏମିିତି ଏକ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରେଳ ଷ୍ଟେସନ୍‌ରେ ଲାଗିଥିବା ବିଟକଏନ୍‌ ମେସିନ୍‌ରୁ ଆକସ୍ମିକ ଭାବେ ୨୦ପାଉଣ୍ଡ ନୋଟ ବାହାରିକୁ ଲାଗିଥିଲା। ଏହି ଘଟଣାର ଭିଡିଓ .ଦେଖିବାକୁ ମିଳିଛି।  ୨୦ ସେକେଣ୍ଡର ଏହି ଭିଡିଓ…
ଅଧିକ ଖବର ଦେଖନ୍ତୁ...

ଏଟିଏମ୍‌ କାଉଣ୍ଟର ୩ ଘଣ୍ଟାରୁ ଅଧିକ ସମୟ ପାଇଁ ଟଙ୍କା ଶୂନ୍ୟ ରହିଲେ ଏଣିକି ସଂପୃକ୍ତ ବ୍ୟାଙ୍କ୍‌ ଗଣିବେ ଜରିମାନା:…

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କ୍‌ଗୁଡ଼ିକ ଏଣିକି ସେମାନଙ୍କର ଏଟିଏମ୍‌ଗୁଡ଼ିକୁ ଆଉ ଟଙ୍କା ଶୂନ୍ୟ କରି ରଖିପାରିବେ ନାହିଁ। ଯଦି କୌଣସି ବ୍ୟାଙ୍କ୍‌ର ଏଟିଏମ୍‌ କାଉଣ୍ଟରଗୁଡ଼ିକ ୩ ଘଣ୍ଟା ଧରି ଟଙ୍କା ଶୂନ୍ୟ ହୋଇ ରହିଲା; ତେବେ ଏଥିପାଇଁ ସଂପୃକ୍ତ ବ୍ୟାଙ୍କ୍‌କୁ ବିପୁଳ ପରିମାଣର ଜରିମାନା ଗଣିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌-୨୦୧୯ରେ ଭାରତ-ପାକିସ୍ତାନ ମ୍ୟାଚ୍‌ର ଚାହିଦା, ଟିକେଟ୍‌ ମୂଲ୍ୟ ୬୦ ହଜାର ଟଙ୍କା!

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ ଟିମ୍‌ ମଧ୍ୟରେ ରବିବାର ମଚେଂଷ୍ଟରସ୍ଥିତ ଓଲଡ୍‌ ଟ୍ରାଫେଡ ଷ୍ଟାଡିୟମ୍‌ରେ ହେବାକୁ ଥିବା ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ) ବିଶ୍ୱକପ୍‌ର ଅନ୍ୟତମ ମୁକାବିଲା ପାଇଁ ଟିକେଟ୍‌ ମୂଲ୍ୟ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଂଚିଛି। ବର୍ଷ ୨୦୧୩ ପରେ…
ଅଧିକ ଖବର ଦେଖନ୍ତୁ...

ସାଙ୍ଗସାଥୀ ଧରି ରଜରେ ବୁଲିବାକୁ ଯାଇଥିଲେ, ସଡ଼କ ଦୁର୍ଘଟଣାରେ ହେଲା ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଗଛମାଳିଆ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଣେ ମୃତକଙ୍କ ନାମ ଭକ୍ତବନ୍ଧୁ ସିଂହ ଓ ଅନ୍ୟ ଦୁଇ ମୃତକଙ୍କ ପରିଚୟ ମିଳିପାରି ନାହିଁ। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ସାହିତ୍ୟ ଅକାଦେମିର ଘୋଷଣା: ବୀରେନ୍ଦ୍ର ସାମନ୍ତରାୟ ପାଇବେ ବାଲ୍‌ ସାହିତ୍ୟ ପୁରସ୍କାର, ଶିଶିରଙ୍କୁ ଯୁବ ପୁରସ୍କାର

ନୂଆଦିଲ୍ଲୀ : ସାହିତ୍ୟ ଅକାଦେମି ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ବାଲ୍‌ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଆଜି ଘୋଷଣା କରାଯାଇଛି। ଚଳିତ ବର୍ଷ ଲାଗି ଦେଶର ୨୩ଟି ଭାଷାର ସାହିତ୍ୟିକଙ୍କୁ ଯୁବ ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଥିବା ବେଳେ ୨୨ଟି ଭାଷାର ଶିଶୁ…
ଅଧିକ ଖବର ଦେଖନ୍ତୁ...