Daily Archives

June 14, 2019

ଇଞ୍ଜିନିୟରିଂ ଡିଗ୍ରି ସାରି ପକୋଡ଼ା ବ୍ୟବସାୟ କରି ଉଦାହରଣ ସାଜିଲେ ସାଗର

ନୂଆଦିଲ୍ଲୀ: ନିର୍ବାଚନ ସରିଯାଇଛି। ହେଲେ ପକୋଡ଼ା ବେପାର କରି ଅର୍ଥ ଉପାର୍ଜନ କରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ ଆଜି ବି ବଞ୍ଚିରହିଛି। ଉତ୍ତରାଖଣ୍ଡର ଯୁବ ଇଞ୍ଜିନିୟରିଂ ଗ୍ରାଜୁଏଟ୍‌ ସାଗର ଶାହା ନିଜର ପାଠ ପଢ଼ା ସାରିବା ପରେ ଚାକିରି ପଛରେ ନ ଗୋଡ଼ାଇ ପିପାଲକୋଟିର…
ଅଧିକ ଖବର ଦେଖନ୍ତୁ...

ସରକାରୀ ମଦ ଦୋକାନ କର୍ମଚାରୀଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବଅଁରପାଳ: ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଫୁଲପଡ଼ା ରାସ୍ତା ପାଓ୍ଵାର ଗ୍ରୀଡ ନିକଟସ୍ତ ରାସ୍ତାରେ ଆଜି ମଦଦୋକାନ କର୍ମଚାରୀଙ୍କ ଠାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି। ସୂଚନାଯୋଗ୍ୟ, ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ଦେବଦୂତ ସାଜି ପହଞ୍ଚିଥିଲେ ଟିଟିଇ, ମହିଳାଙ୍କ ଯନ୍ତ୍ରଣା ସହି ନପାରି ଟ୍ରେନ୍‌ରେ କରାଇଲେ ପ୍ରସବ: ରେଳବାଇ ସେୟାର କଲା…

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଆପଣ ଟ୍ରେନ୍‌, ବସ୍‌ ଓ ରେଳଷ୍ଟେସନ୍‌ରେ ମହିଳାଙ୍କ ପ୍ରସବ ହୋଇଥିବା ଘଟଣା ତ ଅନେକ ଥର ଶୁଣିଥିବେ। କିନ୍ତୁ ଆଜି ଯେଉଁ ମାମଲା ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ ସହିତ ଯୋଡ଼ି ହୋଇ ରହିଛି। କିନ୍ତୁ ପ୍ରତିଥର ଘଟଣା ଠାରୁ ଏହା କିଛି…
ଅଧିକ ଖବର ଦେଖନ୍ତୁ...

ଇସଲାମିକ ବ୍ୟାଙ୍କ ନାମରେ ୩୦ ହଜାର ମୁସଲମାନଙ୍କଠାରୁ ୧୫୦୦ କୋଟି ଟଙ୍କାର ଠକେଇ କରି ମହମ୍ମଦ ମନସୁର ଖାନ୍ ଫେରାର୍

ବେଙ୍ଗାଲୁରୁ :ଇସଲାମିକ ବ୍ୟାଙ୍କ ନାମରେ ପାଖାପାଖି ୩୦ ହଜାର ମୁସଲମାନଙ୍କଠାରୁ ପ୍ରାୟ ୧୫୦୦ କୋଟି ଟଙ୍କାର ଠକେଇ କରି ମହମ୍ମଦ ମନସୁର ଖାନ୍ ନାମକ ଜଣେ ବ୍ୟକ୍ତି ଦୁବାଇ ପଳାଇଥିବା ଜଣାଯାଇଛି । ଏହି ଘଟଣା ସାରାଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେ ମୁସଲମାନ ଲୋକମାନଙ୍କୁ ଟାର୍ଗେଟ୍ କରି…
ଅଧିକ ଖବର ଦେଖନ୍ତୁ...

ସଂଧ୍ୟା ସୁଦ୍ଧା ୧୨ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା

ଭୁବନେଶ୍ବର: ଆଜି ସନ୍ଧ୍ୟା ୭ଟା ସୁଦ୍ଧା ରାଜ୍ୟର ୧୨ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଆଗୁଆ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର,…
ଅଧିକ ଖବର ଦେଖନ୍ତୁ...

ରଜ ଆସୁଛି, ସିଏ ମରୁଛି…!

ଆସିଛି ରଜ, ଗାଁ ଦାଣ୍ଡ ଦୁଲୁକୁଛି | ପାଦରେ ଅଳତା, ପାଟିରେ ପାନ ଖାଇ କୁମାରୀ ସଜେଇହୋଇଛନ୍ତି | ଦୋଳିରେ ଝୁଲୁଝୁଲୁ ଗୀତ ଗାଉଛନ୍ତି ବନସ୍ତେ ଡ଼ାକିଲାଣି ଗଜ, ବରଷକେ ଥରେ ଆସିଛି ରଜ | ପାରମ୍ପରିକ ଓଡ଼ିଆ ସଂସ୍କୃତିର ଏହି ଲୋକଗୀତ ଏବେ ହୁଏତ କିଛିକାଂଶରେ ବଦଳିଯାଇଛି | କାରଣ ଜଙ୍ଗଲରେ ଗଜ ବା…
ଅଧିକ ଖବର ଦେଖନ୍ତୁ...

ବିସ୍କେକରେ ପାକ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କଲେ ମୋଦୀ: ଇମ୍ରାନଙ୍କ ଉପସ୍ଥିତିରେ ପାକିସ୍ତାନ ଉପରେ ବର୍ଷିଲେ

ବିସ୍କେକ୍: କିର୍ଗିଜସ୍ଥାନର ରାଜଧାନୀ  ବିସ୍କେକରେ ଚାଲିଥିବା ସଂଘାଇ ସହଯୋଗ ସଙ୍ଗଠନ (ଏସସିଓ) ଶିଖର ସମ୍ମିଳନୀରେ  ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପାକିସ୍ତାନର ନାଁ ନ ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ କ୍ରିକେଟ: ଆଜି ଘରୋଇ ଇଂଲଣ୍ଡକୁ ଭେଟିବ େଓ୍ଵଷ୍ଟଇଣ୍ଡିଜ, ଟସ୍‌ ଜିତିବା ପରେ ଫିଲଡିଂ ପାଇଁ ନିଷ୍ପତ୍ତି ନେଲା…

ସାଉଥ୍‌ଆମ୍ପଣ୍ଟଟନ୍‌(ଇଂଲଣ୍ଡ): ଆଇସିସି ବିଶ୍‌କପ୍‌ କ୍ରିକେଟ ୨୦୧୯ରେ ଆଜି ଘରୋଇ ଇଂଲଣ୍ଡ ଓ ଭ୍ରମଣକାରୀ େଓ୍ଵଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଖେଳା ଯିବ। ଏହି ମ୍ୟାଚରେ ଇଂଲଣ୍ଡ ଟସ୍‌ ଜିତିବା ପରେ ପ୍ରଥମେ ଫିଲଡିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଏବଂ ବ୍ୟାଟିଂ କରିବା ପାଇଁ େଓ୍ଵଷ୍ଟଇଣ୍ଡିଜକୁ…
ଅଧିକ ଖବର ଦେଖନ୍ତୁ...

ଘରୁ ମିଳିଲା ବୃଦ୍ଧ ଭାଇ-ଭଉଣୀଙ୍କ ପଚାସଢ଼ା ମୃତ ଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ନଗରର ରାଣା ପ୍ରତାପ ବାଗ ସ୍ଥିତ ଏକ ଘରେ ବୃଦ୍ଧ ଭାଇ ଭଉଣୀଙ୍କ ପଚା ଶବ ଉଦ୍ଧାର କରାଯାଇଛି। ହେଲେ ଏମାନଙ୍କର ମୃତ୍ୟୁ କିପରି ହୋଇଛି ସେ ସଂପର୍କରେ ପୁଲିସ ଏଯାବତ୍‌ ସୁରାକ୍‌ ପାଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ମୃତ ଭାଇ ଚମନ ଲାଲ ଖୋସଲାଙ୍କ ବୟସ ୯୫…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କାଙ୍କୁ ଦେଖି ଲୋକ କହିଲେ ମୋଦୀ-ମୋଦୀ, କାହିଁକି ଜାଣନ୍ତୁ

ମୁମ୍ବାଇ: ଏକ ମାଗାଜିନ ପାଇଁ ଫଟୋଶୁଟ କରି ହରଡ଼ଘଣାରେ ପଡିଲେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା | କଥାଟି ଏମିତି | ଗୁରୁବାର ଦିନ ପ୍ରିୟଙ୍କା ଗେରୁଆ ରଙ୍ଗର ଡ୍ରେସ ପିନ୍ଧି ଏକ କାର୍ଯ୍ୟକ୍ରମକୁ ଯାଇଥିଲେ | ନିଜ ଶରୀରକୁ ସମ୍ପୂର୍ଣ୍ଣ ଗେରୁଆ ରଙ୍ଗର ପୋଷାକରେ ଢାଙ୍କି ଆସିଥିବାବେଳେ କିଛି…
ଅଧିକ ଖବର ଦେଖନ୍ତୁ...