Daily Archives

June 15, 2019

ମୟୂରଭଂଜ: ଦେହରେ ବିଷ ପ୍ରକ୍ରିୟା ପରେ ନାବାଳକ ମୃତ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଅଂଚଳର ନାପ୍ରି ଫଚାୟତ ଖଡିପାହାଡି ଗ୍ରାମର ବିଜୟ ନାଏକଙ୍କ ନାବାଳକ ପୁଅ ଦୀପକ ନାଏକ (୧୪) ଦେହରେ ବିଷ ପ୍ରକ୍ରିୟା ଦ୍ଵାରା ମୃତ୍ୟୁବରଣ କରିଛି। ସକାଳୁ ଉଠିଲା ପରେ ହଠାତ୍‌ ମୁଣ୍ଡ ବୁଲେଇବା ସହିତ ବାନ୍ତି ହୋଇଥିଲା। ଏହା ପରେ ପରିବାର ଲୋକେ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ୫ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶାର ୩ଟି ସମେତ ମୋଟ ୬ ଆସନ ପାଇଁ ହେବ ଭୋଟ

ଭୁବନେଶ୍ୱର : ଆସନ୍ତା ଜୁଲାଇ ୫ରେ ଖାଲିଥିବା ୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ଏହି ୬ଟି ଆସନ ମଧ୍ୟରୁ ଓଡ଼ିଶାର ୩ ଟି, ଗୁଜୁରାଟର ୨ଟି ଓ ବିହାରର ଗୋଟିଏ ଆସନ ଅନ୍ତର୍ଭୁକ୍ତ । ଓଡ଼ିଶାରେ ସୌମ୍ୟରଂଜନ ପଟ୍ଟନାୟକ, ପ୍ରତାପକେଶରୀ ଦେବ ଓ ଅଚ୍ୟୁତ ସାମନ୍ତ ରାଜ୍ୟସଭାରୁ ଇସ୍ତଫା ଦେବା ପରେ…
ଅଧିକ ଖବର ଦେଖନ୍ତୁ...

ନଇଁଲେ ମମତା: ଡାକ୍ତରଙ୍କ ସବୁ ଦାବି ଗ୍ରହଣ କଲେ, କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧର୍ମଘଟ ଚଳାଇଥିବା  ଡାକ୍ତରଙ୍କ ସମସ୍ତ ଦାବି ମାନି ନେଇଛନ୍ତି ଏବଂ  ସେମାନଙ୍କୁ କାମ ଆରମ୍ଭ କରିବା ପାଇଁ ନିବେଦନ କରିଛନ୍ତି। ସେ ଡାକ୍ତରଙ୍କ ପ୍ରତି ହୋଇଥିବା ହିଂସା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବାକୁ ଯାଇ ଖୁବ୍‌ ଶୀଘ୍ର ଏହି…
ଅଧିକ ଖବର ଦେଖନ୍ତୁ...

ଭଗବାନ ରାମଙ୍କୁ ଧନ୍ୟବାଦ ଜଣାଇବାକୁ ଅଯୋଧ୍ୟା ଯିବେ ଉଦ୍ଧବ ଠାକରେ ଓ ତାଙ୍କର ୧୮ ସାଂସଦ

ମୁମ୍ବାଇ : ଭଗବାନ ରାମଙ୍କୁ ଧନ୍ୟବାଦ ଜଣାଇବାକୁ ଆସନ୍ତା କାଲି ଅର୍ଥାତ ରବିବାରଦିନ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ନିଜ ଦଳର ୧୮ ନବନିର୍ବାଚିତ ସାଂସଦଙ୍କ ସହ ଅଯୋଧ୍ୟା ଗ୍ରସ୍ତରେ ଯିବେ । ଭଗବାନଙ୍କ ଦୟାରୁ ଏଥର ଶିବସେନା ୧୮ ଟି ଆସନରେ ଜିତିଥିବାରୁ  ଉଦ୍ଧବ  ଭଗବାନ ରାମଙ୍କୁ ଦର୍ଶନ କରି…
ଅଧିକ ଖବର ଦେଖନ୍ତୁ...

ନୀତି ଆୟୋଗ ବୈଠକରେ ନବୀନ : ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ପାହ୍ୟା ଲାଗି ମାପଦଣ୍ଡ ପରିବର୍ତ୍ତନ ଦାବି ସହ ଦେଶରେ ଏକକ…

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୀତି ଆୟୋଗ ବୈଠକରେ ଯୋଗ ଦେଇ ବାତ୍ୟା ଫନି ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ସହାୟତା ଏବଂ ଓଡ଼ିଶାକୁ  ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ପାହ୍ୟା ଦେବାକୁ ଦାବି କରିଛନ୍ତି। ଏଥିସହ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ପାହ୍ୟା…
ଅଧିକ ଖବର ଦେଖନ୍ତୁ...

ପାକ୍‌ ମନ୍ତ୍ରୀ ଫେସ୍‌ବୁକ୍‌ରେ ଲାଇଭ୍‌ କନ୍‌ଫରେନ୍ସ କରୁଥିବା ସମୟରେ ବନିଗଲେ ବିଲେଇ, ହେଲେ ଟ୍ରୋଲ

ଇସ୍‌ଲାମ୍‌ବାଦ୍‌: ପାକିସ୍ତାନର ଜଣେ ମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ରେ ଲାଇଭ୍‌ କନ୍‌ଫରେନ୍ସ କରୁଥିବା ସମୟରେ ହସ୍ୟାସ୍ପଦ ସ୍ଥିତିରେ ପଡ଼ିଛନ୍ତି। ଫେସ୍‌ବୁକ୍‌ରେ ଲାଇଭ୍‌ କନ୍‌ଫରେନ୍ସ ସମୟରେ ଭୁଲରେ କ୍ୟାଟ୍‌ ଫିଲଟର ଆକ୍ଟିଭ ହୋଇଯାଇଥିଲା ଫଳରେ ତାଙ୍କ ଚେହେରାରେ ବିଲେଇ…
ଅଧିକ ଖବର ଦେଖନ୍ତୁ...

ନିୟନ୍ତ୍ରଣ ରେଖା ନିକଟରେ ୧୫ଟି ଏଫଏମ ରେଡିଓ ଷ୍ଟେସନ ଖୋଲି ଭାରତ ବିରୋଧରେ ପ୍ରଚାର କରୁଛି ପାକିସ୍ତାନ

ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ପାକିସ୍ତାନ ଉପରେ ଏବେ ସାରା ବିଶ୍ୱରୁ ପ୍ରବଳ ଚାପ ପଡୁଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ବିଶ୍ୱସମୁଦାୟକୁ ଦେଖାଇବା ପାଇଁ ନିଜର କେତେକ ଆତଙ୍କବାଦୀ କ୍ୟାମ୍ପରେ ତାଲା ପକାଇଛି । କିନ୍ତୁ ପାକିସ୍ତାନ ଯେ ନିଜ ଭାରତ ବିରୋଧୀ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌: ଫିଞ୍ଚଙ୍କ ଶତକ-ସ୍ମିଥଙ୍କ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ୩୩୫ ରନ୍‌ ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଲଣ୍ଡନ: ଆରୋନ ଫିଞ୍ଚଙ୍କ ବିସ୍ଫୋରକ ଶତକ (୧୫୩ ରନ, ୧୩୨ ବଲ, ୧୫ ଚୌକା, ୫ ଛକା) ଏବଂ ଷ୍ଟିଭେନ ସ୍ମିଥଙ୍କ ଅର୍ଦ୍ଧଶତକ (୭୩ ରନ, ୫୯ ବଲ, ୭ ଚୌକା, ୧ ଛକା) ବଳରେ ଶନିବାର ଅଷ୍ଟ୍ରେଲିଆ ଏକ ମଜବୁତ ସ୍କୋର କରିଛି। ଆଇସିସି ବିଶ୍ୱକପ୍‌ ମ୍ୟାଚ୍‌ରେ ଲଣ୍ଡନ୍‌ର ଓଭାଲ ଗ୍ରାଉଣ୍ଡରେ ଶ୍ରୀଲଙ୍କା ଟସ୍‌…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ଗଛ ତଳେ ଖେଳୁଥିବା ବେଳେ ବଜ୍ରପାତ, ଜଣେ ମୃତ

ସୁନ୍ଦରଗଡ଼: ସଦର ଥାନା ଅନ୍ତର୍ଗତ ସୁବଳୟା ଗାଁରେ ଶନିବାର ଦୁଃଖଦ ଘଟଣା ଘଟିଛି। ଗଛ ତଳେ ଖେଳୁଥିବା ବେଳେ ବଜ୍ରାଘାତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ମୌସୁମ ନାଏକ (୮ବର୍ଷ)। ଏହି ଘଟଣାରେ ନିଳିମା ନାଏକ, ଶୁଭମ କିଷାନ ଓ ଯଶୋଦା ପ୍ରଧାନଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...