Daily Archives

July 3, 2019

୩୦ବର୍ଷ ପରେ କଙ୍ଗନାଙ୍କ ଜୀବନରେ ଏହି ଖାସ୍‌ ପରିବର୍ତ୍ତନ ଆସିବ ବୋଲି କହିଥିଲେ ଜ୍ୟୋତିଷ, ଏବେ ତାହା ସତ ହେଉଥିବା…

ମୁମ୍ବାଇ : ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ଏବଂ ଅଭିନେତା ରାଜକୁମାର ରାଓଙ୍କ ଫିଲ୍ମ ଜଜମେଣ୍ଟାଲ ହେ କ୍ୟାର ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇ ସାରିଛି । ଟ୍ରେଲର ରିଲିଜ୍‌ ପରେ ଫିଲ୍ମକୁ ନେଇ ଦର୍ଶକ କେତେ ଉତ୍ସୁକ ତାହା ଦେଖିବାକୁ ମିଳିଛି । ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ…
ଅଧିକ ଖବର ଦେଖନ୍ତୁ...

୨୦୧୮ କେରଳ ବନ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରିଥିଲେ ମତ୍ସ୍ୟଜୀବୀ, ଏବେ ତଟରକ୍ଷୀ ପୁଲିସ ଭାବେ ନିଯୁକ୍ତି…

ଥିରୁବନନ୍ତପୁରମ: ୨୦୧୮ ମସିହା କେରଳବାସୀଙ୍କ ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ । ଏହି ବର୍ଷ କେରଳ ସବୁଠାରୁ ବଡ଼ ବନ୍ୟାର ସାମ୍ନା କରିଥିବା ବେଳେ ଅନେକ ଲୋକ ପ୍ରାଣ ହରାଇଥିଲେ । ଏହି ସମୟରେ ଲୋକମାନଙ୍କ ସୁରକ୍ଷା ପାଇଁ ସରକାର ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ଲଗାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଛୋଟ ବେଳେ ବାପା ଚାଲିଯିବା ସହ ମା’ କରିଥିଲେ ହତ୍ୟାର ପ୍ରୟାସ, କିଛି ଏଭଳି ଥିଲା କମେଡିଆନ ଭାରତୀ ସିଂହଙ୍କ ପିଲାଦିନ

ମୁମ୍ବାଇ: ନିଜ କମେଡିରେ ସମସ୍ତଙ୍କୁ ହସାଉଥିବା ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କ ପିଲାଦିନ ଅନେକ ଦୁଃଖରେ କଟିଥିଲା । ଅଭାବ ଅନଟନ ଭିତରେ ସେ ନିଜକୁ ଗଢ଼ିବାରେ ସଫଳ ହେବା ସହ ଆଜି ଭାରତର ଚର୍ଚ୍ଚିତ କମେଡିଆନମାନଙ୍କ ମଧ୍ୟରେ ସେ ନିଜର ନାଁ ସାମିଲ କରି ପାରିଛନ୍ତି । ଜୁଲାଇ ୩, ୧୯୮୪ରେ ଜନ୍ମ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଧନା

ଭୁବନେଶ୍ୱର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ୟୁଜିୟୁପି ସ୍କୁଲର ଶିକ୍ଷକ ନାରାୟଣ ପ୍ରଧାନଙ୍କୁ ଭାବବିହ୍ଵଳ ପରିବେଶରେ ରବିବାର ଅବସରକାଳୀନ ବିଦାୟ ସମ୍ବର୍ଧନା ଦିଆଯାଇଛି। ଅବସରପ୍ରାପ୍ତ ଶିକ୍ଷକ ମନମୋହନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅସ୍ତରଙ୍ଗ ଏବିଇଓ ବ୍ରଜବଂଧୁ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଅଭିଯୋଗରେ ପୂରା ପରିବାରକୁ ଗିରଫ କରିବା ପରେ ଏବେ ଘରେ ଥିବା ପୋଷା କୁକୁରର ଦାୟିତ୍ୱ ନେଇଛି ମଧ୍ୟପ୍ରଦେଶ ପୁଲିସ

ଭୋପାଳ: ମଧ୍ୟପ୍ରଦେଶରେ ଥିବା ବୀଣା ସହରରେ ପୁଲିସକର୍ମୀଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ସେମାନଙ୍କ ଭିତରେ ମଧ୍ୟ ଏକ ହୃଦୟ ରହିଛି, ତାହାକୁ ପ୍ରମାଣ କରିଛି ମଧ୍ୟପ୍ରଦେଶ ପୁଲିସ । ହତ୍ୟା ଅଭିଯୋଗରେ ଏକ ପରିବାରର ସମସ୍ତ ସଦସ୍ୟଙ୍କୁ ଗିରଫ କରିବା ପରେ ଘରେ ଥିବା ପୋଷା କୁକୁର ସୁଲତାନକୁ…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳରେ ଭାରରେ ଶବ ବୁହା ଘଟଣା: ଆଟେଣ୍ଡାଣ୍ଡ ଓ ଷ୍ଟାଫନର୍ସ ନିଲମ୍ବିତ, ୨ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ଫୁଲବାଣୀ: ମହାପ୍ରୟାଣ ଗାଡି ଯୋଗାଇ ନ ଦେବାରୁ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ସ୍ୱାସ୍ଥ୍ୟକେନ୍ଦ୍ରରରୁ ଭାରରେ ଶବ ବୁହା ଘଟଣାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟକେନ୍ଦ୍ରର ଆଟେଣ୍ଡାଣ୍ଡ ସୁନିତା ରଣା ଓ ଷ୍ଟାଫନର୍ସ ଦିପ୍ତିରେଖା ବିଶୋଇଙ୍କୁ ନିଲମ୍ବିତ କରାଯାଇଥିବା ନେଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। ସମାଜରେ ମାନ ସମ୍ମାନ ବଢ଼ିବ। ଫେସନ୍‌ ଡିଜାଇନିଙ୍ଗ୍ ବ୍ୟକ୍ତି ବିଶେଷଙ୍କୁ ନୂଆ ଚାକିରି ମିଳିପାରେ। ପରିବାର ଲୋକଙ୍କ ସହିତ ହସଖୁସିର ସମୟ ବିତିବ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: କୌଣସି ଜରୁରୀ କାମରେ ଯାଉଥିଲେ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ସହିତ ପୁଲିସ ଏଏସ୍‌ଆଇଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌

ଗୁରଦାସ୍‌ପୁର: ବଟାଲା ପୁଲିସର ଜଣେ ଏଏସ୍‌ଆଇଙ୍କ ହୋଟେଲ୍‌ରେ ଜଣେ ମହିଳାଙ୍କ ସହିତ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓ ଭାଇରାଲ୍‌ ହେଲାପରେ ପୁଲିସ୍‌ ବିଭାଗ ଉପରେ ଚଡ଼କ ପଡ଼ିଯାଇଛି। ଏଏସ୍‌ଆଇ ବିରୋଧରେ ମାମଲା ରୁଜୁ ହୋଇ ତାଙ୍କୁ କରି ଗିରଫ କରାଯାଇଛି। ଭାଇରାଲ୍‌ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

୨୦୧୪ ଠାରୁ ଏପର୍ଯ୍ୟନ୍ତ ୪୪ଟି ବିମାନ ହରାଇଛି ଭାରତୀୟ ବାୟୁସେନା, ୪୬ ଜଣ ମୃତ୍ୟୁବରଣ କରିଛନ୍ତି

ନୂଆଦିଲ୍ଲୀ : ଗତ ୨୦୧୪-୧୫ ଠାରୁ ଏପର୍ଯ୍ୟନ୍ତ ଭାରତୀୟ ବାୟୁସେନା ମୋଟ ୪୪ଟି ବିମାନ ଦୁର୍ଘଟଣାରେ ହରାଇଛି । ଏହା ମଧ୍ୟରୁ ୨୬ଟି ଲଢୁଆ ବିମାନ, ୬ ହେଲିକାପ୍ଟର,୯ଟି ତାଲିମ ବିମାନ ଅନ୍ତର୍ଭୁକ୍ତ ବୋଲି କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ଲୋକସଭାରେ ସୂଚନା ଦେଇଛନ୍ତି । ଏସବୁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ଓ ଦୁଇ ପିଲାଙ୍କୁ ୩ ବର୍ଷ ତଳେ ଛାଡ଼ି ପଳାଇଥିବା ଯୁବକଙ୍କ ପାଇଁ ଟିକ୍‌ଟକ୍‌ କାଳ ହେଲା, ଧରିଲା ପୁଲିସ୍‌

ଚେନ୍ନାଇ: ଭିଡିଓ ସେୟାରିଂ ଆପ୍‌ ଟିକ୍‌ଟକ୍‌ରୁ ମିଳିଲେ ୩ ବର୍ଷ ତଳେ ପତ୍ନୀ ଓ ପିଲାଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କ ହାତ ଧରିଥିବା ବ୍ୟକ୍ତି। ଆଜ୍ଞା ହଁ, ଟିକ୍‌ଟକ୍‌ ହେତୁ ପୂର୍ବରୁ ବହୁ ଅଘଟଣ ଘଟିଥିଲେ ବି ଏବେ ଏହି ଟିକ୍‌ଟକ୍‌ ପାଇଁ ଜଣେ ପରିତ୍ୟକ୍ତା ପତ୍ନୀ ତାଙ୍କ ସ୍ୱାମୀଙ୍କ ସନ୍ଧାନ…
ଅଧିକ ଖବର ଦେଖନ୍ତୁ...