Daily Archives

July 5, 2019

ମା’କୁ ସମ୍ମାନ ଓ ନାରୀ ଶକ୍ତିର ଅନନ୍ୟ ନିଦର୍ଶନ: ବାରିପଦାରେ କେବଳ ମହିଳା ଟାଣିଲେ ଦେବୀ ସୁଭଦ୍ରାଙ୍କ ରଥ

ବାରିପଦା (ରାଜ୍‌ କିଶୋର ଦାଶ): ଶାସ୍ତ୍ର କହୁଛି ଯେଉଁଠାରେ ନାରୀଙ୍କୁ ସମ୍ମାନ କରାଯାଏ, ସେଠାରେ ଦେବତାମାନେ ବାସ କରିଥାଆନ୍ତି। ନାରୀ କେବଳ ଅବଳା କି ଦୁର୍ବଳା ନୁହେଁ। ବିଶ୍ୱର ଆରମ୍ଭ ହୋଇଥାଏ ମା’ ପାଖରୁ। ଆଉ ବର୍ତ୍ତମାନ ସମୟରେ ସମ୍ପୂର୍ଣ୍ଣ ବିଶ୍ୱରେ ସଫଳତାର ଶୀର୍ଷରେ ପହଞ୍ଚିସାରିଲେଣି…
ଅଧିକ ଖବର ଦେଖନ୍ତୁ...

ଅର୍ଜୁନ, ବିଦ୍ୟା, ବାଦ୍‌ଶାହା ଏବଂ ସୋନାକ୍ଷୀଙ୍କୁ ନେଇ ‘ଟ୍ରକ’ ଫିଲ୍ମ ତିଆରି କରିବେ ବୋଲି କହିଲେ କେଆର୍‌କେ, ମିଳିଲା…

ମୁମ୍ବାଇ: କେଆର୍‌କେ ନାମରେ ପ୍ରସିଦ୍ଧ ଥିବା କମାଲ ଆର ଖାନ୍‌ ସବୁବେଳେ ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଅନେକ ସମୟରେ ସେ ଲୋକଙ୍କୁ ଟ୍ରୋଲ କରିବାକୁ ଯାଇ ନିଜେ ଟ୍ରୋଲିଂର ଶିକାର ହୋଇଥାନ୍ତି । ଯାହା ପୁଣି ଥରେ ତାଙ୍କ ସହ ଘଟିଛି । ଅଭିନେତ୍ରୀ ବିଦ୍ୟା ବାଲାନ,…
ଅଧିକ ଖବର ଦେଖନ୍ତୁ...

ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ପଦରୁ ହଟିଲେ ଏମ୍‌ ନାଗେଶ୍ୱର ରାଓ

ନୂଆଦିଲ୍ଲୀ/ଭୁବନେଶ୍ୱର: ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ପଦରୁ ଶୁକ୍ରବାର ଓଡ଼ିଆ ଆଇପିଏସ୍‌ ଅଧିକାରୀ ଏମ୍‌. ନାଗେଶ୍ୱର ରାଓ ହଟିଛନ୍ତି। ସେ ଅଗ୍ନିଶମ ଓ ନାଗରିକ ସୁରକ୍ଷା ବିଭାଗର ମହାନିର୍ଦେଶକ ହୋଇଛନ୍ତି। ତାଙ୍କୁ ସିଭିଲ ଡିଫେନ୍ସ ଓ ହୋମଗାର୍ଡ ଡିଜି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ…
ଅଧିକ ଖବର ଦେଖନ୍ତୁ...

ଡ଼ାକ୍ତର ପାୟଲ ଆତ୍ମହତ୍ୟା ମାମଲା: ଡ଼ାକ୍ତରଖାନା ନେବା ପରିବର୍ତ୍ତେ ସୁଇସାଇଡ୍‌ ନୋଟ୍‌କୁ ନଷ୍ଟ କରିଥିଲେ ୩ଜଣ ମହିଳା…

ମୁମ୍ବାଇ : ଦିନ ବିତିବା ସହ ଡ଼ାକ୍ତର ପାୟଲ ତଡ୍‌ବୀଙ୍କ ଆତ୍ମହତ୍ୟାକୁ ନେଇ ଗୋଟେ ପରେ ଗୋଟେ ନୂଆ ତଥ୍ୟା ସାମ୍ନାକୁ ଆସିବାରେ ଲାଗିଛି । ଏବେ ପାୟଲଙ୍କ ଆତ୍ମହତ୍ୟା ପରେ ଦାୟୀ ଥିବା ୩ଜଣ ମହିଳା ଡ଼ାକ୍ତର ରୁମ୍‌କୁ ଆସି ପାୟଲଙ୍କ ସୁଇସାଇଡ୍‌ ନୋଟ୍‌କୁ ନଷ୍ଟ କରି ଦେଇଥିଲେ ବୋଲି କହିଛି ମୁମ୍ବାଇ…
ଅଧିକ ଖବର ଦେଖନ୍ତୁ...

ଜନ୍ମବେଦୀରେ ଚତୁର୍ଦ୍ଧାମୂରତି, ଆସନ୍ତାକାଲିଠୁ ମିଳିବ ଆଡ଼ପ ଦର୍ଶନ-ଆଡ଼ପ ଅବଢ଼ା

ପୁରୀ: ବିଶ୍ୱ ପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରେ ଶୁକ୍ରବାର ସନ୍ଧ୍ୟାରେ ଗୋଟି ପହଣ୍ଡି ଶେଷ ହେବା ପରେ ଚତୁର୍ଦ୍ଧାମୂରତି ମାନେ ଜନ୍ମବେଦୀରେ ବିରାଜମାନ କରିଛନ୍ତିି। ତାଳଧ୍ୱଜରୁ ବଳଭଦ୍ର, ଦର୍ପଦଳନରୁ ଦେବୀ ସୁଭଦ୍ରା ଓ ନନ୍ଦିଘୋଷରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ତଳକୁ ଅଣାଯିବା ପରେ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ କଂଗ୍ରେସକୁ ବଡ ଝଟକା, ଇସ୍ତଫା ଦେଲେ ଅଳ୍ପେଶ ଠାକୁର

ଅହମ୍ମଦାବାଦ: ଗୁଜୁରାଟରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି | କଂଗ୍ରେସର ବିଧାୟକ ଅଳ୍ପେଶ ଠାକୁର ଓ ଧବଳ ସିଂ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଦୁଇଟି ରାଜ୍ୟସଭା ଆସନକୁ ନେଇ ଆଜି ବିଧାନସଭାରେ ଭୋଟିଂ ହୋଇଥିଲା | ବିଜେପି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ଓବିସି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ନିଜର ସାମାଜିକ ଜୀବନରେ ଆନନ୍ଦ ଉପଭୋଗ କରନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ଭଲ ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଧାର୍ମିକ ଯାତ୍ରା ସ୍ମରଣୀୟ ରହିବ। ଶୁଭରଙ୍ଗ: କଫି। ଆରାଧନା: ମାଆ ଭୈରବୀ। ବୃଷ: ଜରୁରି କାମ ପାଇଁ ଊର୍ଜାକୁ ଏକତ୍ର…
ଅଧିକ ଖବର ଦେଖନ୍ତୁ...

ଧନୀଙ୍କ ଲାଗି ଅତିରିକ୍ତ କର ଘୋଷଣା ପୂର୍ବରୁ ନିର୍ମଳା ବଖାଣି ଥିଲେ ହାତୀ କାହାଣୀ !

ନୂଆଦିଲ୍ଲୀ:  ପ୍ରଥମ ଥର ଲାଗି ସଂସଦରେ ବଜେଟ ଉପସ୍ଥାପନ କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ଅଭିଭାଷଣ ସମୟରେ ଶ୍ଲୋକ, ଶାୟରୀ ସମେତ ରୋଚକ ଆଖ୍ୟାନ ବି  ପରିବେଷଣ କରିଥିଲେ। ଆୟକର ଓ ଅନ୍ୟ ଶୁକ୍ଲ ସମ୍ବନ୍ଧିତ ସୂଚନା ଦେବା ପୂର୍ବରୁ ନିର୍ମଳା ଏକ ହାତୀର କାହାଣୀ ବଖାଣିଥିଲେ। ସେ…
ଅଧିକ ଖବର ଦେଖନ୍ତୁ...

ଦେଶଦ୍ରୋହ ମାମଲାରେ ଭାଇକୋଙ୍କୁ ୧ ବର୍ଷ ଜେଲ୍‌ ଦଣ୍ଡାଦେଶ

ଚେନ୍ନାଇ: ଏମ୍‌ଡିଏମ୍‌କେ ମୁଖ୍ୟ ଭାଇକୋଙ୍କୁ ଚେନ୍ନାଇର ସ୍ୱତନ୍ତ୍ର ଅଦାଲତ  ଶୁକ୍ରବାର ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ କରିଛନ୍ତି । ଅଦାଲତ ଜେଲ୍‌ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ବି ଘୋଷଣା କରିଛନ୍ତି। ଗତ ୨୦୦୯ ମସିହାରେ ଏକ ପୁସ୍ତକ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ୍‌ ୨୦୧୯ରୁ ବିଦାୟ ନେଲା ପାକିସ୍ତାନ

ଲଣ୍ଡନ: ଆଇସିସି ବିଶ୍ୱକପ୍‌ ୨୦୧୯ରେ ଶୁକ୍ରବାର ପାକିସ୍ତାନର ଅଭିଯାନ ଶେଷ ହୋଇଛି। ସେମିଫାଇନାଲରେ ପ୍ରବେଶ ପାଇଁ ବାଂଲାଦେଶକୁ ଏବ ବିଶାଳ ବ୍ୟବଧାନରେ ପରାସ୍ତ କରିବାର ଥିଲେ ମଧ୍ୟ ଏହି କାମ କରିବାରେ ବିଫଳ ହୋଇଛି। ନିଜର ଅନ୍ତିମ ଲିଗ୍‌ ମ୍ୟାଚରେ ୩୧୫ ରନ୍‌ କରିବା ପରେ ବାଂଲାଦେଶକୁ ମାତ୍ର ୭…
ଅଧିକ ଖବର ଦେଖନ୍ତୁ...