Daily Archives

July 8, 2019

ବିଗ୍‌ ବସ୍‌ର ଅଫରକୁ ନାଁ କହିଲେ ଜାଇରା, ମିଳିଥିଲା ଏତେ କୋଟି ଟଙ୍କାରେ ଅଫର

ମୁମ୍ବାଇ : ଦଙ୍ଗଲ ଗର୍ଲ ଜାଇରା ଓ୍ଵସିମ୍‌ ଏବେ ନିଜ ନିଷ୍ପତ୍ତିକୁ ନେଇ ଚର୍ଚ୍ଚାରେ ରହିଛନ୍ତି । କିଛି ଦିନ ତଳେ ସେ ଫେସ୍‌ବୁକ୍‌ରେ ନିଜ ମନର କଥା ଲେଖି ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଇସ୍‌ଲାମ ଧର୍ମଠାରୁ ଦୂରକୁ ଚାଲି ଯାଉଥିବାରୁ ବଲିଉଡ୍‌ ଛାଡ଼ୁଥିବା ନେଇ ଘୋଷଣା କରିଥିଲେ । ଜାଇରାଙ୍କ…
ଅଧିକ ଖବର ଦେଖନ୍ତୁ...

ପେଟରେ ଯନ୍ତ୍ରଣା ହେବାରୁ ଡ଼ାକ୍ତରଙ୍କ ପାଖରେ ପହଞ୍ଚିଲେ ଯୁବକ, ଅସ୍ତ୍ରୋପଚାର ପରେ ପେଟରୁ ବାହାରିଲା ୬ଫୁଟ ୩ଇଞ୍ଚର ପୋକ

ଜିନ୍ଦ(ହରିୟାଣା) : ହରିୟାଣାର ଜିନ୍ଦରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଯୁବକ ପେଟରେ ଯନ୍ତ୍ରଣା ନେଇ ଡ଼ାକ୍ତରଙ୍କ ପାଖରେ ପହଞ୍ଚିବା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଯାହା ପରେ ଯୁବକଙ୍କ ପେଟରେ ୬ଫୁଟ ୩ଇଞ୍ଚର ପୋକ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଡ଼ାକ୍ତର । ଏବେ…
ଅଧିକ ଖବର ଦେଖନ୍ତୁ...

ସବୁ ନିରାପତ୍ତା ମାନଦଣ୍ଡକୁ ପାଳନ କରୁଛୁ, କାରଖାନାର ଉତ୍ପାଦନ ପ୍ରଭାବିତ ହେବ ନାହିଁ : ଅଗ୍ନିକାଣ୍ଡ ସଂପର୍କରେ…

ଭୁବନେଶ୍ୱର : ଗତ ୬ ତାରିଖରେ ବେଦାନ୍ତର ଝାରସୁଗୁଡା କାରଖାନାରେ ହୋଇଥିବା ଅଗ୍ନିକାଣ୍ଡ ପରେ  କାରଖାନାର ସ୍ମେଲଟର-୨ରେ ଥିବା ଗ୍ରୀନ ଆନୋଡ ପ୍ଲାଣ୍ଟ ବନ୍ଦ କରିବାକୁ ରାଜ୍ୟ ଫାକ୍ଟରୀ ଓ ବଏଲର ବିଭାଗ ସହକାରୀ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏ ପ୍ରସଙ୍ଗରେ କମ୍ପାନି ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ୧୭ଟି ଅନନ୍ୟ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ କୋଣାର୍କ ଓ ପୁରୀକୁ ସ୍ଥାନିତ କରାଯାଉ: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ପ୍ରସିଦ୍ଧ କୋଣାର୍କ ମନ୍ଦିର ଓ ଶ୍ରୀଜଗନ୍ନାଥଧାମ ପୁରୀକୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତୁତ ୧୭ଟି ଐତିହ୍ୟସ୍ଥଳୀ ତାଲିକାରେ ଅନ୍ତର୍ଭୁକ୍ତ କରା ନଯିବା ଦୁର୍ଭାଗ୍ୟଜନକ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।…
ଅଧିକ ଖବର ଦେଖନ୍ତୁ...

କିଏ ନେଇଯିବ ବୋଲି ୨୫ ହଜାର ଟଙ୍କିଆ ରୁମରେ ବିଧାୟକଙ୍କୁ ଲୁଚାଇ ରଖିଛି ଜେଡିଏସ, ମୁମ୍ବାଇରେ ଡ଼େରା ପକାଇଛନ୍ତି ବାଗୀ…

ନୂଆଦିଲ୍ଲୀ : ନାଟକୀୟ ମୋଡରେ କର୍ଣ୍ଣାଟକ ରାଜନୀତି । ପ୍ରତି ମୁହୂର୍ତ୍ତରେ ବଦଳୁଛି ରାଜନୈତିକ ସମୀକରଣ । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ଥିବା ୧୩ଜଣ ବିଧାୟକ ଇସ୍ତଫା ଦେଇସାରିବା ପରେ ଏବେ କର୍ଣ୍ଣାଟକରେ ମେଣ୍ଟ ସରକାର ତିଷ୍ଠି ପାରିବ ନା ନାହିଁ ସେ ନେଇ ପ୍ରଶ୍ନ ଉଠୁଛି । ଆଉ ଏଭଳି ସମୟରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। କ୍ୟାରିଅରରେ ଆପଣଙ୍କର ବଢ଼ିଆ ସୁନିଶ୍ଚିତ ହେବ। ଉଦିତ ଲେଖକଙ୍କ ପାଇଁ ଦିନଟି ଶୁଭ। ଆପଣ କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି। ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସୁରେଶ୍ବରୀ। ବୃଷ:…
ଅଧିକ ଖବର ଦେଖନ୍ତୁ...

ମସଜିଦରେ ମହିଳାଙ୍କ ପ୍ରବେଶ ଅଧିକାର ସମ୍ପର୍କୀତ ମାମଲା ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ମସଜିଦରେ ମହିଳାଙ୍କ ପ୍ରବେଶକୁ ନେଇ ଆଗତ ଏକ ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ ।  ଏ ସଂପର୍କରେ  ହିନ୍ଦୁ ମହାସଭା-କେରଳ ଶାଖା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇଥିଲା ।  କିନ୍ତୁ ମସଜିଦରେ ମହିଳାଙ୍କ ପ୍ରବେଶ ପ୍ରସଙ୍ଗରେ ହିନ୍ଦୁମହାସଭା ଏକ ପ୍ରଭାବିତ ପକ୍ଷ ନୁହେଁ…
ଅଧିକ ଖବର ଦେଖନ୍ତୁ...

ସରକାରୀ ଡାକ୍ତରଖାନାକୁ ଦିଆଯିବ ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି, ଧାର୍ଯ୍ୟ ସମୟ ମଧ୍ୟରେ ନ ଦେଲେ କମ୍ପାନି ହେବେ…

ଭୁବନେଶ୍ୱର:  ସରକାରୀ ଡାକ୍ତରଖାନାଗୁଡିକ ଲାଗି ରାଜ୍ୟ ସରକାର ବିଶ୍ୱସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି ଖରିଦ କରିବେ । ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ଏହା ଖରିଦ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଓଡିଶା ମେଡିକାଲ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ କେନ୍ଦ୍ର ମନ୍ତ୍ରୀ ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋମବାର ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଗୁଜରାଟରୁ ଖାଲି ପଡ଼ିଥିବା ଦୁଇ ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ଶୁକ୍ରବାର ଦିନ ଏସ୍ ଜୟଶଙ୍କର ବିଜୟ ଲାଭ କରିଥିଲେ। ଜୟଶଙ୍କରଙ୍କ କଂଗ୍ରେସ ଦଳର…
ଅଧିକ ଖବର ଦେଖନ୍ତୁ...

୨୦୨୧ ସୁଦ୍ଧା ନୌସେନାରେ ସାମିଲ୍‌ ହେବ ସ୍ୱଦେଶୀ ବିମାନବାହୀ ଯୁଦ୍ଧ ଜାହାଜ ‘ବିକ୍ରାନ୍ତ’: ଭାଇସ୍‌ ଆଡ୍‌ମିରାଲ୍‌ ଏକେ…

ନୂଆଦିଲ୍ଲୀ: ଆସନ୍ତା ୨୦୨୧ରେ ଭାରତୀୟ ନୌସେନାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ  ବିମାନବାହୀ ଯୁଦ୍ଧ ଜାହାଜ ‘ବିକ୍ରାନ୍ତ’ ସାମିଲ୍‌ ହେବାକୁ ଯାଉଛି ବୋଲି ସୋମବାର ଭାଇସ୍‌ ଆଡ୍‌ମିରାଲ୍‌ ଏକେ ସକ୍ସେନା କହିଛନ୍ତି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଭାରତୀୟ ନୌସେନାର ବିମାନବାହୀ…
ଅଧିକ ଖବର ଦେଖନ୍ତୁ...