Daily Archives

July 9, 2019

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଚିବାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମହାସମାରୋହରେ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟ ଟିଭିରେ ପର୍ଣ୍ଣ ସାଇଟ୍‌ ଦେଖିବା ପଡ଼ିଲା ମହଙ୍ଗା, ହ୍ୟାକର ସ୍ୱାମୀ-ସ୍ତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର…

ନୂଆଦିଲ୍ଲୀ: ସୁରତର ନିକଟସ୍ଥ ଅଞ୍ଚଳରେ ରହୁଥିବା ଜଣେ ଯୁବକଙ୍କୁ ପର୍ଣ୍ଣ ସାଇଟ ଦେଖିବାର ଅଭ୍ୟାସ ଥିଲା। ଏକଦା ସେ ତାଙ୍କ ପତ୍ନୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତ ଦୃଶ୍ୟକୁ ଉକ୍ତ ପର୍ଣ୍ଣ ସାଇଟ୍‌ରେ ଦେଖିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଯୁବକ ଏନେଇ ନିଜ ପତ୍ନୀଙ୍କୁ ଜଣାଇବା ସହ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀର ମହିଳା, ଗାଜିଆବାଦରେ ଆତ୍ମହତ୍ୟା, ବେଙ୍ଗାଲୁରୁରୁ ମିଳିଲେ ଜୀବିତ

ନୂଆଦିଲ୍ଲୀ: ଦିଲ୍ଲୀରେ ରହୁଥିବା ଏକ ହାଇପ୍ରୋଫାଇଲ୍‌ ପରିବାରର ଜଣେ ବିବାହିତା ମହିଳା ନିଜ ଆତ୍ମହତ୍ୟାକୁ ନେଇ ମିଛ କାହାଣୀ ରଚିଛନ୍ତି। ଯାହା ଉପରୁ ମଙ୍ଗଳବାର ପରଦା ଉଠିଛି। ଏହି ମହିଳା ନିଜ କାରକୁ ଗାଜିଆବାଦର ହିଡନ୍‌ ବ୍ୟାରେଜ ନିକଟରେ ଛିଡା କରି ସେଥିରେ ସୁସାଇଡ ନୋଟ ଛାଡ଼ି ଫେରାର…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ: କମିଲା ବର୍ଷା, କଭର ଉଠାଇବାକୁ ଅପେକ୍ଷା

ମଂଚେଷ୍ଟର: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମଙ୍ଗଳବାର ଚାଲିଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ବର୍ଷା ବାଧକ ସାଜିଛି। ମ୍ୟାଚ୍‌ ବନ୍ଦ ହେବାର ୨ ଘଣ୍ଟା ପରେ ବି ବର୍ଷା ଜାରି ରହିଛି। ମାତ୍ର ପୂର୍ବାପେକ୍ଷା ଟିକେ ବର୍ଷାର ପ୍ରକୋପ କମ ରହିଛି। ପିଚ୍‌ରୁ କେତେବେଳେ କଭର ଉଠିବ ସେ ନେଇ ଆୟୋଜକ,…
ଅଧିକ ଖବର ଦେଖନ୍ତୁ...

ମୋଦୀ ସରକାର ଆରମ୍ଭ କଲେ ଶସ୍ତା ଏସି ବିକ୍ରି, ଏପରି ଉଠାନ୍ତୁ ଲାଭ

ନୂଆଦିଲ୍ଲୀ: ଯଦି ଆପଣ ଏସି କିଣିବା ପାଇଁ ଭାବୁଛନ୍ତି ତେବେ ଏକ ସୁବର୍ଣ୍ଣ ସୁଯୋଗ ଆପଣମାନଙ୍କ ପାଇଁ ଆସିଛି। ସରକାରୀ କମ୍ପାନି ଏନର୍ଜି ଇଫିସିଏନ୍ସି ସର୍ଭିସେସ ଲିମିଟେଡ (ଇଇଏସ୍‌ଏଲ୍‌) ଏସି ବିକ୍ରି ଆରମ୍ଭ କରିଛି। ଏହି ଏସି ମୂଲ୍ୟ ଅନ୍ୟ କମ୍ପାନିମାନଙ୍କ ଠାରୁ କମ୍‌ ରହିବ ବୋଲି କୁହାଯାଉଛି।…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ର ବମ୍ପର ଅଫର, ଏହି ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ମାଗଣାରେ ମିଳିବ ୨.୨ଜିବି ଡାଟା

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍‌ରେ ରିଲାଏନ୍ସ ଜିଓ ଆସିବା ଦିନଠାରୁ ଅନ୍ୟସବୁ ଟେଲିକମ୍‌ କମ୍ପାନିଙ୍କ ଅସୁବିଧା ବଢ଼ି ଯାଇଛି। ଜିଓର ଶସ୍ତା ଓ ମଗଣା ପ୍ଲାନ୍‌ ହେତୁ ଅନ୍ୟ ସବୁ କମ୍ପାନିଙ୍କୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ୁଛି। ଏହାକୁ ଦୃଷ୍ଟିରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାରର କାମ ପୂରା କରିବାରେ ପରିବାର ଲୋକଙ୍କ ସହଯୋଗ ମିଳିବ। ବ୍ୟବସାୟ‌େର ବୃଦ୍ଧି ଲାଗି ଉପାୟ ଫଳପ୍ରଦ ହେବ। କୌଣସି ସମାରୋହରେ ଯିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: କମ୍‌ କଥା…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ୨ ପରିବାରର ଜଣେ ନାବାଳିକା ସମେତ ୬ ଅସୁସ୍ଥ

ନବରଙ୍ଗପୁର: ନବରଙ୍ଗପୁର ସଦର ବ୍ଲକର ମନ୍ତ୍ରୀଗୁଡା ପଞ୍ଚାୟତର ଶରଣପୁର ଗାଁରେ ବିଷାକ୍ତ ଛତୁ ଖାଇ ୨ ଗୋଟି ପରିବାରର ଜଣେ ଶିଶୁ ସମେତ ୬ ଜଣ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ନବରଙ୍ଗପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଛି। ଦୁଇ ପରିବାରର ଲୋକେ ଆଜି ସକାଳୁ…
ଅଧିକ ଖବର ଦେଖନ୍ତୁ...

ଘନେଇଲା କର୍ଣ୍ଣାଟକ ରାଜନୈତିକ ସଂକଟ, ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ରୋଶନ ବୈଗ୍‌, ବିଦ୍ରୋହୀ ବିଧାୟକ ସଂଖ୍ୟା ୧୫ରେ…

ବାଙ୍ଗାଲୁରୁ : କର୍ଣ୍ଣାଟକରେ ରାଜନୈତିକ ସଂକଟ ଦିନକୁ ଦିନ ଅଧିକ ଗଭୀର ହେଉଛି । ଆଜି ନିଳମ୍ବିତ କଂଗ୍ରେସ ନେତା ରୋଶନ ବୈଗ୍‌ ବିଧାୟକଭାବେ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାରେ ସେ ହେଉଛନ୍ତି ୧୫ତମ ବିଧାୟକ । ଏହା ପୂର୍ବରୁ ବିଧାନସଭା ବାଚସ୍ପତି କେଆର ରମେଶ କୁମାର ବିଧାୟକଙ୍କ ଇସ୍ତଫାକୁ…
ଅଧିକ ଖବର ଦେଖନ୍ତୁ...

ରୋଜ୍‌ଭ୍ୟାଲି ଦୁର୍ନାତୀ ମାମଲାରେ ବଙ୍ଗୀୟ ଅଭିନେତା ପ୍ରସେନଜିତ୍‌ ଚାର୍ଟାଜୀଙ୍କୁ ସମନ ଜାରି କଲେ ଇଡି

ନୂଆଦିଲ୍ଲୀ: ରୋଜ୍‌ଭ୍ୟାଲି ଦୁର୍ନୀତି ମାମଲାରେ ବଙ୍ଗୀୟ ଅଭିନେତା ପ୍ରସେନଜିତ୍‌ ଚାର୍ଟାଜୀଙ୍କୁ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ(ଇଡି) ସମନ ଜାରି କରିଛନ୍ତି। ଇଡି ସମନ ଜାରି କରି ପ୍ରସେନଜିତ୍‌ଙ୍କୁ ଜୁଲାଇ ୧୯ ତାରିଖରେ କୋର୍ଟରେ ହାଜିର ହେବାକୁ କହିଛନ୍ତି। ରୋଜଭ୍ୟାଲି କମ୍ପାନି ଓ ଏହି କମ୍ପାନିର…
ଅଧିକ ଖବର ଦେଖନ୍ତୁ...