Daily Archives

July 11, 2019

ଶୋଚନୀୟ ହେବାରେ ଲାଗିଛି ଚେନ୍ନାଇର ପାଣି ସମସ୍ୟା, ସର୍ଜରୀ ପାଇଁ ପାଣି କିଣୁଛନ୍ତି ଡ଼ାକ୍ତର, ବଢ଼ିପାରେ ଚିକିତ୍ସା…

ଚେନ୍ନାଇ : ଭାରତର ବିଭିନ୍ନ ସହରରେ ପାଣି ସମସ୍ୟା ରହିଥିଲେ ମଧ୍ୟ ଚେନ୍ନାଇରେ ଏହା ଅଧିକ ଶୋଚନୀୟ ହେବାରେ ଲାଗିଛି । ଦରକାରଠାରୁ ୩୦ପ୍ରତିଶତ କମ ବର୍ଷା ହେବା ଏହି ସମସ୍ୟାକୁ ଆହୁରି ବଢ଼ାଇଛି । ଘରଠାରୁ ଆରମ୍ଭ କରି ହୋଟେଲ ଏବଂ ଡ଼ାକ୍ତରଖାନାରେ ଲୋକେ ପାଣି କିଣି ବ୍ୟବହାର କରିବା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ୱକପ ଫାଇନାଲରେ ଇଂଲଣ୍ଡ, ଟ୍ରଫି ପାଇଁ ନ୍ୟୁଜିଲାଣ୍ଡ ସହ କରିବ ମୁକାବିଲା

ବର୍ମିଂହାମ୍‌: ଆଇସିସି ବିଶ୍ୱକପ୍‌ ୨୦୧୯ର ୨ୟ ସେମିଫାଇନାଲରେ ଗୁରୁବାର ଅଷ୍ଟ୍ରେଲିଆକୁ ୮ଟି ଓ୍ଵିକେଟ୍‌ରେ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପହଂଚିଛି। ଫାଇନାଲରେ ଟ୍ରଫି ପାଇଁ ନ୍ୟୁଜିଲାଣ୍ଡକୁ ଜୁଲାଇ ୧୪ରେ ମୁକାବିଲା କରିବ। ଏହି ମ୍ୟାଚ୍‌ ଲଣ୍ଡନର ଲଡର୍ସରେ ଭାରତୀୟ ସମୟ ଅନୁସାରେ ଅପରାହ୍ଣ…
ଅଧିକ ଖବର ଦେଖନ୍ତୁ...

ମଝି ଆକାଶରେ ବନ୍ଦ ହୋଇଗଲା ବିମାନର ଇଞ୍ଜିନ, ନିଆଁ ଲାଗିବା ପରେ ନେଟଓ୍ଵାର୍କ ନଥାଇ ମଧ୍ୟ ପରିଜନମାନଙ୍କୁ ମେସେଜ କରି…

ନୂଆଦିଲ୍ଲୀ : ଆମେରିକାରେ ୧୪୮ଜଣ ଯାତ୍ରୀଙ୍କ ନିଶ୍ୱାସ ସେତେବେଳେ ବନ୍ଦ ହୋଇ ଯାଇଥିଲା, ଯେତେବେଳେ ବିମାନର ଇଞ୍ଜିନରେ ସମସ୍ୟା ଥିବା ନେଇ ପାଇଲଟ ଯାତ୍ରୀମାନଙ୍କୁ ଜଣାଇଥିଲେ । ମଝି ଆକାଶରେ ହଠାତ ଇଞ୍ଜିନ କାମ ନ କରିବା ଖବର ସମସ୍ତଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଇଥିଲା । ବିମାନର ଝରକା ପଟେ…
ଅଧିକ ଖବର ଦେଖନ୍ତୁ...

ବର୍ଷକୁ ଆୟ ୪୪୪କୋଟି, ସବୁଠାରୁ ଅଧିକ ଆୟ କରୁଥିବା ଭାରତୀୟ ଅଭିନେତା ବନିଲେ ଅକ୍ଷୟ କୁମାର

ମୁମ୍ବାଇ : ୨୦୧୯ରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ଅଭିନେତା ଅକ୍ଷୟ କୁମାର । ଫୋର୍ବସ ବିଶ୍ୱର ସବୁଠାରୁ ଅଧିକ ଟଙ୍କା ନେଉଥିବା ସେଲିବ୍ରିଟିଙ୍କ ସୂଚୀ ଜାରି କରିଛି । ଏହି ସୂଚୀରେ କେବଳ ଭାରତୀୟ ଅଭିନେତା ଅକ୍ଷୟ କୁମାରଙ୍କ ନାଁ ସାମିଲ ହୋଇ ପାରିଛି । ସୂଚୀରେ ପ୍ରଥମ ନାଁ ଟେଲର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀକୁ ମାଙ୍କଡ ମୁକ୍ତ କରିବା ପାଇଁ ପ୍ରଥମ ଥର ହେବ ଜନଗଣନା

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ମାଙ୍କଡଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମାଙ୍କଡ଼ଙ୍କ ଜନଗଣନା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାର ପଛର କାରଣ ଦିଲ୍ଲୀକୁ ମାଙ୍କଡ଼ମୁକ୍ତ କରାଯିବ ବୋଲି କୁହାଯାଉଛି। ଏହି ଯୋଜନାରେ ଡେରାଡୁନ୍‌ର ଓ୍ଵାଇଲଡ…
ଅଧିକ ଖବର ଦେଖନ୍ତୁ...

୮ବର୍ଷୀୟା ପୀଡ଼ିତା ସହ ଦୁଷ୍କର୍ମ ଏବଂ ହତ୍ୟା କରିଥିବା ଅଭିଯୁକ୍ତକୁ ଫାଶି ଦଣ୍ଡ, ୩୨ଦିନ ମଧ୍ୟରେ ରାୟ ଶୁଣାଇଲେ ଅଦାଲତ

ଭୋପାଳ : ଭୋପାଳ ଜିଲ୍ଲା ଅଦାଲତ ଏକ ପ୍ରଶଂସନୀୟ ପଦକ୍ଷେପ ନେଇ ଏବେ ଚର୍ଚ୍ଚାରେ । ୮ବର୍ଷୀୟା ପୀଡ଼ିତାଙ୍କ ସହ ଦୁଷ୍କର୍ମ ଏବଂ ପରେ ହତ୍ୟା କରାଯାଇଥିବା ବେଳେ ଘଟଣାର ୩୨ଦିନ ମଧ୍ୟରେ ଅଦାଲତ ଅଭିଯୁକ୍ତ ବିଷ୍ଣୁ ପ୍ରସାଦଙ୍କୁ ଫାଶି ଦଣ୍ଡ ଶୁଣାଇଛନ୍ତି । ଏତେ କମ ଦିନ ମଧ୍ୟରେ ଅଭିଯୁକ୍ତକୁ ଦଣ୍ଡ…
ଅଧିକ ଖବର ଦେଖନ୍ତୁ...

ଇସ୍ରାଇଲରୁ ମାରାତ୍ମକ ସ୍ପାଇକ ଆଣ୍ଟି-ଟ୍ୟାଙ୍କ ମିସାଇଲ ଖରିଦ କରିବାକୁ ଅର୍ଡର ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ : ଇସ୍ରାଏଲରୁ ଆଣ୍ଟି-ଟ୍ୟାଙ୍କ ସ୍ପାଇକ ମିଶାଇଲ ଖରିଦ କରିବାକୁ ଭାରତୀୟ ସେନା ଅର୍ଡର ଦେଇଛି । ଏହି କ୍ରୟ ପାଇଁ ଗତ ଏପ୍ରିଲ ମାସରେ ଭାରତ ସେନାକୁ ଅନୁମତି ମିଳିଥିଲା, ଚଳିତ ମାସରେ ଅର୍ଡର ଦିଆଯାଇଛି ବୋଲି ଜଣାପଡିଛି । ଏହି ମିସାଇଲର ବିଶେଷତ୍ୱ ହେଉଛି ଏହା ବିଶ୍ୱର ସବୁଠୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସାରା ଦିନ ସତର୍କ ରହିବାର ଆବଶ୍ୟକତା ରହିଛି। ପ୍ରଭୁଙ୍କୁ ସ୍ମରଣ କରନ୍ତୁ, ଆପଣଙ୍କ ସ୍ଥଗିତ ଥିବା କାମରେ କେହି ସାହାଯ୍ୟ କରିବେ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଆପଣଙ୍କର ପାରିବାରିକ ଦାୟିତ୍ବ ବଢ଼ିପାରେ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ଦିନଟି…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶିଲେ ଗତକାଲି କଂଗ୍ରେସ ଛାଡିଥିବା ଗୋଆର ୧୦ ବିଧାୟକ

ପାନାଜୀ : ଆଜି ଗୋଆର କଂଗ୍ରେସ ବିଧାୟକ ଦଳ ନେତା ଚନ୍ଦ୍ରକାନ୍ତ କାବଲେକରଙ୍କ ସମେତ ମୋଟ ୧୦ ଜଣ କଂଗ୍ରେସରୁ ଇସ୍ତଫା ଦେଇ ଶାସକ ବିଜେପିରେ ମିଶିଛନ୍ତି । ୧୦ ବିଧାୟକ ଇସ୍ତଫା ଦେବା ପରେ ଗୋଆ ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ସଂଖ୍ୟା ୫କୁ ହ୍ରାସ ପାଇଛି । କଂଗ୍ରେସ ବିଧାୟକଙ୍କ ଏହି ମିଶ୍ରଣ…
ଅଧିକ ଖବର ଦେଖନ୍ତୁ...