Daily Archives

July 24, 2019

ଚୀନ୍‌ ପ୍ରକାଶ କଲା ପ୍ରତିରକ୍ଷା ଶ୍ୱେତପତ୍ର: ଡୋକଲାମ୍‌ ଠାରୁ ଆରମ୍ଭ କରି ଭାରତ-ପାକ ସଂପର୍କକୁ ନେଇ ଉଠାଇଲା ଅଙ୍ଗୁଳି

 ବେଜିଂ:ଚୀନ୍‌ ଆଜି (ବୁଧବାର) ନିଜ ପ୍ରତିରକ୍ଷା ସଂପର୍କିତ ଏକ ଶ୍ୱେତପତ୍ର ପ୍ରକାଶ କରିଛି। ‘ଚୀନ୍‌’ସ୍‌ ନ୍ୟାସନାଲ ଡିଫେନ୍ସ ଇନ୍‌ ଦ ନ୍ୟୁ ଏରା’ ଶୀର୍ଷକରେ ପ୍ରକାଶିତ ଏହି ଶ୍ୱେତପତ୍ରରେ ଚୀନ୍‌ ନିଜର ପ୍ରତିରକ୍ଷା ସଂସ୍କାର ସହ ତା’ର ପଡ଼ୋଶୀ ରାଷ୍ଟ୍ରମାନଙ୍କ ସାମରିକ ଚୁକ୍ତି ଓ ସାମରିକ…
ଅଧିକ ଖବର ଦେଖନ୍ତୁ...

କଟକରେ ନିରାଶ୍ରୟ ଏବଂ ମଜୁରିଆଙ୍କୁ ଟାର୍ଗେଟ କରି ବୁଲୁଛି ସାଇକୋ କିଲର, ୨୪ଘଣ୍ଟା ମଧ୍ୟରେ ଗଡ଼ାଇଲାଣି ତିନିଟି ମୁଣ୍ଡ

କଟକ: କଟକରେ ସାଇକୋ କିଲର ବୁଲୁଥିବା ନେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ଏହି ସାଇକୋ କିଲର ଯାହାକୁ ପାଉଛି ଯିଏ ସାମ୍ନାକୁ ଆସୁଛି ତାକୁ ହାଣୁଛି। ୨୪ ଘଣ୍ଟାରେ ମଧ୍ୟରେ ସାଇକୋ କିଲର ତିନିତିନି ଜଣଙ୍କ ଜୀବନ ନେଇଥିବା ଖବର ମିଳିଛି। ଦିନ ଦ୍ୱିପ୍ରହରେ କଟକରୁ ଏଭଳି ଛାତିଥରା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ନାବାଳିକା ଅତ୍ୟାଚାରକୁ ରୋକିବା ପାଇଁ ସରକାର ସମ୍ପୂର୍ଣ୍ଣ ବିଫଳ : ବିରୋଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ନାବାଳିକା ଅସଦାଚରଣ ରୋକିବାରେ ସରକାର ବିଫଳ ହୋଇଛନ୍ତି ବୋଲି ଆଜି ବିଧାନସଭାରେ ବିରୋଧୀ ବିଜେପି ଓ କଂଗ୍ରେସ ଅଭିଯୋଗ କରିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଦୃଢ଼ ଖଣ୍ଡନ କରାଯାଇଛି। ନାବାଳିକା ଦୁଷ୍କର୍ମ ସଂଖ୍ୟା ଏ ବର୍ଷ କମିଛି ବୋଲି ରାଜ୍ୟ ସରକାରଙ୍କ…
ଅଧିକ ଖବର ଦେଖନ୍ତୁ...

ପ୍ରଥମେ ବିରିୟାନି ଓ ଏବେ ସିଙ୍ଗଡାରୁ ମଲା ଝିଟିପିଟି ବାହାରିବା ଅଭିଯୋଗ କରିଥିଲେ ଏହି ବ୍ୟକ୍ତି, ଯାଞ୍ଚ ପରେ ଘଟଣା…

ନୂଆଦିଲ୍ଲୀ: ଅନେକ ସମୟରେ କିଛି ସରକାରୀ ତଥା ଘରୋଇ ଫୁଡ ଆଉଟଲେଟ ଖାଦ୍ୟରୁ କିଛି ଅଖାଦ୍ୟ ମିଶିଥିବା ଖବର ସାମ୍ନାକୁ ଆସିଥାଏ। ଯେମିତି କି ମଲା ଝିଟିପିଟି, ମୂଷା, ତ କେତେବେଳେ ଅସରପା । ଏମିତି ଏକ ମାମଲା ଜବଲପୁର ରେଲେଓ୍ଵ ଷ୍ଟେସନ୍‌ରେ ଘଟିଥିବା ଜଣାପଡ଼ିଛ। ତେବେ ଯାଞ୍ଚ ପରେ ଘଟଣା ଓଲଟ ଥିଲା।…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ ନାବାଳିକା ଦୁଷ୍କର୍ମ ମାମଲା: ୪ ନାବାଳକ ସମେତ ୧୦ ଗିରଫ, ୩ ଫେରାର

ସୁନ୍ଦରଗଡ଼/ରାଉରକେଲା: ବୀରମିତ୍ରପୁର, ହେମଗିରି ଓ ରାଜଗାଙ୍ଗପୁର ଥାନା ଅଞ୍ଚଳରେ ଚଳିତ ମାସ ଘଟିଥିବା ୩ଟି ଭିନ୍ନ ଭିନ୍ନ ଦୁଷ୍କର୍ମ ଘଟଣାରେ ସୁନ୍ଦରଗଡ଼ ପୁଲିସ ୪ ଜଣ ନାବାଳକ ସମେତ ୧୦ ଜଣ ଦୁଷ୍କର୍ମକାରୀଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରା ବୁଧବାର ଗଣମାଧ୍ୟମର…
ଅଧିକ ଖବର ଦେଖନ୍ତୁ...

ୟୁଜିସି ବାରଣ ଯୋଗୁଁ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତି ହୋଇପାରୁ ନ ଥିଲା: ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଶିକ୍ଷକ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ଲାଗି ବିଶ୍ୱ ବିଦ୍ୟାଳୟ ମଂଜୁରୀ ଆୟୋଗ(ୟୁଜିସି)ଙ୍କ ସୁପାରିସ ଯୋଗୁଁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷକ ନିଯୁକ୍ତ ହୋଇପାରୁ ନ ଥିଲା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବିଧାନସଭାରେ ସଫେଇ ଦିଆଯାଇଛି। ଖଣ୍ଡପଡ଼ା…
ଅଧିକ ଖବର ଦେଖନ୍ତୁ...

କାଶ୍ମୀର ଯୁବକମାନେ ପୁଲଓ୍ଵାମା ଆକ୍ରମଣ କରିଥିଲେ, ଅଯଥାରେ ପାକିସ୍ତାନକୁ ବଦନାମ କରାଯାଉଛି : ଇମ୍ରାନ

ଓ୍ଵାସିଂଟନ : ଗତ ଫେବ୍ରୁଆରୀରେ ହୋଇଥିବା ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ସ୍ଥାନୀୟ ଅସନ୍ତୁଷ୍ଟ କାଶ୍ମିରୀ ଯୁବକମାନେ ଘଟାଇଥିଲେ । ଜୈସ-ଇ-ମହମ୍ମଦ ମଧ୍ୟ ଏହାକୁ ଘଟାଇଥିବା ଦାବି କରିଥିଲେ ମଧ୍ୟ ଏହା ଭାରତରେ କାର୍ଯ୍ୟକରୁଥିବା ଜୈସ ଅଟେ । କିନ୍ତୁ ଏଥିପାଇଁ ଅଯଥାରେ ପାକିସ୍ତାନକୁ ବଦନାମ…
ଅଧିକ ଖବର ଦେଖନ୍ତୁ...

ଅଗଷ୍ଟ ୨୦ରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଚନ୍ଦ୍ରଯାନ-୨

ଚେନ୍ନାଇ: ଭାରତର ଦ୍ୱିତୀୟ ଚନ୍ଦ୍ର ଅଭିଯାନ କାର୍ଯ୍ୟକ୍ରମରେ ଗତ ସୋମବାର ଦିନ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଚନ୍ଦ୍ରଯାନ-୨ ଆସନ୍ତା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଚନ୍ଦ୍ର ପୃଷ୍ଠରେ ପାଦ ଥାପିବ ବୋଲି ଆଜି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଜାରି ଏକ ବିବୃତିରେ…
ଅଧିକ ଖବର ଦେଖନ୍ତୁ...

ଏକମାତ୍ର ଟେଷ୍ଟ: ବିଶ୍ୱ ଚାମ୍ପିଅନ୍‌ ଇଂଲଣ୍ଡକୁ ୮୫ ରନ୍‌ରେ ଅଲଆଉଟ୍‌ କଲା ଆୟରଲ୍ୟାଣ୍ଡ, ହ୍ୟାଟ୍ରିକ୍‌ ସହ ୫…

ଲଣ୍ଡନ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପ୍‌ ୨୦୧୯ର ଚାମ୍ପିଅନ ଇଂଲଣ୍ଡକୁ ଆୟରଲ୍ୟାଣ୍ଡ ମାତ୍ର ୮୫ ରନ୍‌ରେ ଅଲ୍‌ଆଉଟ୍‌ କରିଛି। ଆୟରଲ୍ୟାଣ୍ଡର ଓପନିଂ ବୋଲର ଟିମ୍‌ ମୁର୍ତାଗଙ୍କ ବଳିଷ୍ଠ ପ୍ରଦର୍ଶନ ଯୋଗୁଁ ଇଂଲଣ୍ଡ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ସେ…
ଅଧିକ ଖବର ଦେଖନ୍ତୁ...

୭ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ସାମ୍ଭାବ୍ୟ ଲଘୁଚାପକୁ ଦୃଷ୍ଟିରେ ରଖି ରାଜ୍ୟର ୭ଟି ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ରାୟଗଡ଼ା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୁରଭଞ୍ଜ ରହିଛି। ଏହି ୭ଟି ଜିଲ୍ଲାରେ ଆସନ୍ତାକାଲି ପ୍ରବଳ ବର୍ଷା…
ଅଧିକ ଖବର ଦେଖନ୍ତୁ...