Monthly Archives

July 2019

ପ୍ରଥମ ସାଉଥ୍‌ ସୁପରଷ୍ଟାର ଭାବେ ‘ସାହୋ’ ଫିଲ୍ମରୁ ହେବାକୁ ଥିବା ଲାଭର ଭାଗୀଦାର ହେବେ ପ୍ରଭାସ

ନୂଆଦିଲ୍ଲୀ : ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସାହୋ’ ଏବେ ଚର୍ଚ୍ଚାରେ ରହିଛି । ଫିଲ୍ମର ରିଲିଜ୍‌ ଡେଟ୍‌ ବାରମ୍ବାର ବଦଳୁଥିବା ବେଳେ ଦର୍ଶକଙ୍କ ଉତ୍ସାହ ମଧ୍ୟ ବଢ଼ି ବଢ଼ି ଚାଲିଛି । ପ୍ରଥମେ ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ…
ଅଧିକ ଖବର ଦେଖନ୍ତୁ...

ସିସିଡି ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ କହିଲେ ଆନନ୍ଦ ମହିନ୍ଦ୍ରା; ଅସଫଳତାକୁ ନେଇ ଏତେ ପ୍ରଭାବିତ…

ନୂଆଦିଲ୍ଲୀ : ସିସିଡିର ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ୍ୟୁ ଏବେ ସାରା ଦେଶକୁ ଦୋହଲାଇ ଦେଇଛି । ମୁଁ ନିଜ କାମରେ ଅସଫଳ ହୋଇଛି ବୋଲି ଲେଖି ସେ ଆତ୍ମହତ୍ୟା କରିଥିବା ଖବର ଆସିବା ପରେ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏ ନେଇ ଏବେ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ପରିଦର୍ଶନ ବେଳେ ଅନ୍ୟ ଦଳ ବିଧାୟକଙ୍କୁ ଜଣାଉ ନାହାନ୍ତି ମନ୍ତ୍ରୀ: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର: ମନ୍ତ୍ରୀମାନେ ଅନ୍ୟ ଜିଲ୍ଲା ପରିଦର୍ଶନ କଲେ ଅନ୍ୟ ଦଳ ବିଧାୟକଙ୍କୁ ଜଣାଉ ନାହାନ୍ତି । ସୁଦାମ ମାରାଣ୍ଡିଙ୍କ ମାଲକାନଗିରି ଗସ୍ତ ଏହାର ଉଦାହରଣ । ବଜେପି ବିଧାୟକ ଆଦିତ୍ୟ ମାଡ଼ିଙ୍କୁ ଏହା ଅପମାନିତ ଲାଗିଛି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଗୃହରେ ଉଠାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସଂପର୍କରେ ଫାଟ : ପରସ୍ପରକୁ ଅନ୍‌ଫଲୋ କଲେ ସୁସ୍ମିତାଙ୍କ ଭାଇ-ଭାଉଜ

ମୁମ୍ବାଇ : ଟେଲି ଅଭିନେତ୍ରୀ ଚାରୁ ଅସୋପା ଓ ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବଙ୍କ ବିବାହ ଜୁନ୍‌ ୧୬, ୨୦୧୯ରେ ହୋଇଥିଲା । ଦୁହେଁ ଖୁବ୍‌ ଆଡ଼ମ୍ବରରେ ଗୋଆରେ ବିବାହ କରିଥିଲେ । ବିବାହ ପରେ ସେମାନଙ୍କ ବିବାହର ଫଟୋ ଓ ଭିଡିଓ ଖୁବ୍‌ ଭାଇରାଲ ହୋଇଥିଲା । କିନ୍ତୁ ଏବେ…
ଅଧିକ ଖବର ଦେଖନ୍ତୁ...

ମସ୍ତିଷ୍କକୁ ପଢ଼ି ପାରୁଥିବା ଡିଭାଇସ୍‌ ଆଣିବାକୁ ଯାଉଛି ଫେସ୍‌ବୁକ୍‌, ଏବେ କେବଳ ଚିନ୍ତା କଲେ ହିଁ ହୋଇଯିବ ଟାଇପିଙ୍ଗ

ନୂଆଦିଲ୍ଲୀ : ସୋସିଆଲ ମିଡିଆ କମ୍ପାନୀ ଫେସ୍‌ବୁକ୍‌ ବ୍ରେନ୍‌ ରିଡିଙ୍ଗ୍‌ କମ୍ପ୍ୟୁଟର ଇଣ୍ଟରଫେସ୍‌କୁ ନେଇ ଥିବା ଯୋଜନା ବିଷୟରେ ଜଣାଇଛି । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ସହ ମିଶି କମ୍ପାନୀ ମସ୍ତିଷ୍କକୁ ପଢ଼ିପାରୁଥିବା ଡିଭାଇସ୍‌ ଆଣିବାକୁ ଯାଉଥିବା ଘୋଷଣା କରିଛି ।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ଆପଣଙ୍କର କୌଣସି ମିତ୍ରଙ୍କୁ ସାହାଯ୍ୟ କରିବାର ଅବସର ମିଳିବ। ଅଫିସରେ ନିଜର ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: କଫି। ଆରାଧନା: ଶ୍ରୀଗଣେଶ। ବୃଷ: ପୁରୁଣା କଥାକୁ ନେଇ ଆପଣ ଟିକେ…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଲା କେନ୍ଦ୍ର କ୍ୟାବିନେଟ୍‌

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌ କୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୦ରୁ ୩୩କୁ ବୃଦ୍ଧି କରିବା ସଂପର୍କିତ ଏକ ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟର ଅନୁମୋଦନ ମିଳିଛି। କ୍ୟାବିନେଟ ଅନୁମୋଦନ ପରେ ଏ ସଂକ୍ରାନ୍ତୀୟ ବିଲ୍‌ ସଂସଦରେ ଗୃହୀତ ହୋଇଗଲେ ସୁପ୍ରିମ୍‌ କୋର୍ଟରେ…
ଅଧିକ ଖବର ଦେଖନ୍ତୁ...

ସ୍ଥାନୀୟ ଅଂଚଳର ଲୋକଙ୍କ ସହଯୋଗରେ ଲୁଟେରାଙ୍କୁ ଧରିବ କମିସନରେଟ୍‌ ପୁଲିସ

ଭୁବନେଶ୍ୱର: ପୁଲିସ ତୁଳନାରେ ଚୋର, ଡକାୟତ, ଲୁଟେରା ମାନେ ଅଧିକ ଚତୁର ହୋଇପଡ଼ିଛନ୍ତି, ଯେଉଁଥି ପାଇଁ କି ରାଜଧାନୀ ଭୁବନେଶ୍ୱର ଦିନିକୁ ଦିନ ଅଧିକ ଅସୁରକ୍ଷିତ ହୋଇପଡୁଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୁଟ୍‌ ହେଉଛି। ଏପରିକି ଟଙ୍କା, ଧନ-ସଂପତ୍ତି ପାଇଁ ଲୁଟେରା ମାନେ ହଣା-କଟାକୁ କରିବାକୁ…
ଅଧିକ ଖବର ଦେଖନ୍ତୁ...

ସ୍ୱତନ୍ତ୍ର ଅସ୍ତ୍ରୋପଚାର ଜରିଆରେ ସାତ ବର୍ଷିଅ ପିଲା ପାଟିରୁ ୫୨୬ଟି ଦାନ୍ତ ଓପାଡ଼ିବାରେ ଡାକ୍ତର ସଫଳ

ଚେନ୍ନାଇ: ଚେନ୍ନାଇର ଜଣେ ୭ ବର୍ଷିଅ ବାଳକ ପାଟିରେ ଥିବା ୫୨୬ଟି ଦାନ୍ତକୁ କାଢ଼ିବା ପାଇଁ ସହରର ‘ସବିତା ଡେଣ୍ଟାଲ୍‌ କଲେଜ୍‌ ଆଣ୍ଡ୍‌ ହସ୍ପିଟାଲ୍‌’ର ଡାକ୍ତରମାନେ ଏକ ସ୍ୱତନ୍ତ୍ର ଅସ୍ତ୍ରୋପଚାର କରି ସେଥିରେ ସଫଳ ହୋଇଛନ୍ତି। ‘କମ୍ପାଉଣ୍ଡ୍‌ କମ୍ପୋଜିଟ୍‌ ଅନ୍‌ଡୋନ୍‌ଟୋମ’ ନାମକ ରୋଗର ଶିକାର…
ଅଧିକ ଖବର ଦେଖନ୍ତୁ...

ଭାରତର ଆଣ୍ଟି-ସାଟେଲାଇଟ୍‌ ପରୀକ୍ଷାର ୪ ମାସ ପରେ ବି ଘୂରିବୁଲିଛି ୪୦% ଧ୍ୱଂସାବଶେଷ

ନୂଆଦିଲ୍ଲୀ : ଭାରତ ପକ୍ଷରୁ ଆଣ୍ଟି ସାଟେଲାଇଟ ଟେଷ୍ଟ କରିବାର ୪ ମାସ ବିତିଯାଇଥିଲେ ମଧ୍ୟ ଏବେ ବି ମହାକାଶରେ ଏହାର ଧ୍ୱଂସାବଶେଷ ଘୁରିବୁଲୁଛି । ହାର୍ଭାର୍ଡର ଜଣେ ଜ୍ୟୋତିର୍ବିଜ୍ଞାନୀ ଜୋନାଥନ ମାକଡାେଓ୍ଵଲ କହିଛନ୍ତି ଯେ ଏହି ପରୀକ୍ଷା ହେବାର ୧୨୨ ଦିନ ବିତିଯାଇଥିଲେ ମଧ୍ୟ ଧ୍ୱଂସ ପାଇଥିବା…
ଅଧିକ ଖବର ଦେଖନ୍ତୁ...