Daily Archives

August 2, 2019

କାଜଲ ଅଗ୍ରଓ୍ଵାଲଙ୍କୁ ଭେଟିବାକୁ ଚାହୁଁଥିବା ପ୍ରଶଂସକଙ୍କଠାରୁ ୭୫ଲକ୍ଷ ଟଙ୍କା ଠକି ନେଇଥିବା ଫିଲ୍ମ ପ୍ରଯୋଜକ ଗିରଫ

ନୂଆଦିଲ୍ଲୀ : ତାମିଲନାଡୁ ପୁଲିସ ଜଣେ ଫିଲ୍ମ ପ୍ରଯୋଜକଙ୍କୁ ଗିରଫ କରିଥିବା ଜଣା ପଡ଼ିଛି । ଗିରଫ କରିଥିବା ଅଭିଯୁକ୍ତଜଣଙ୍କ ଜଣେ ବ୍ୟବସାୟୀଙ୍କ ପୁଅକୁ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲଙ୍କ ସହ ଭେଟ କରାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯାହା ପାଇଁ ପ୍ରଯୋଜକଜଣଙ୍କ ୭୫ଲକ୍ଷ ଟଙ୍କା ନେଇଥିଲେ ।…
ଅଧିକ ଖବର ଦେଖନ୍ତୁ...

୩୦ଘଣ୍ଟାର ଅସ୍ତ୍ରୋପଚାର ପରେ ଦୁଇ ବାଂଲାଦେଶୀ ଯୋଡ଼ାମୁଣ୍ଡ ଶିଶୁଙ୍କୁ ଅଲଗା କରିବାରେ ସଫଳ ହେଲେ ଡାକ୍ତର

ନୂଆଦିଲ୍ଲୀ : ୩୦ଘଣ୍ଟାର ଅସ୍ତ୍ରୋପଚାର ପରେ ଦୁଇ ବାଂଲାଦେଶୀ ଯମଜ ଯୋଡ଼ାମୁଣ୍ଡ ଶିଶୁଙ୍କୁ  ଅଲଗା କରିବାରେ ସଫଳ ହୋଇଛନ୍ତି ହଙ୍ଗେରୀର ଡାକ୍ତରୀ ଟିମ୍‌। ୩ବର୍ଷର ଦୁଇ ଭଉଣୀ ରବୈୟା ଓ ରୁକୈୟାଙ୍କର ଜନ୍ମରୁ ମୁଣ୍ଡ ଯୋଡ଼ି ହୋଇ ରହିଥିଲା । ଭ୍ରୁଣ ସମ୍ବନ୍ଧିତ ବିକାର ଥିବାରୁ ଏଭଳି ସମସ୍ୟା…
ଅଧିକ ଖବର ଦେଖନ୍ତୁ...

କୁକୁଡ଼ା ମାଂସ ତରକାରୀର ନାମ ବ୍ରାହ୍ମଣ ଜାତି ସହ ଜଡ଼ିତ ଶବ୍ଦକୁ ନେଇ ରଖିଥିବାରୁ କ୍ଷମା ମାଗିଲା ମଦୁରାଇର ହୋଟେଲ

ମଦୁରାଇ : ନିଜ ହୋଟେଲରେ ବ୍ରାହ୍ମଣ ସମ୍ପ୍ରଦାୟକୁ ନେଇ କୁକୁଡ଼ା ମାଂସ ତରକାରୀର ନାଁ ରଖିଥିବାରୁ ବିବାଦ ଆରମ୍ଭ ହୋଇଥିଲା । ମଦୁରାଇରେ ଥିବା ହୋଟେଲ ମିଲାଗୁରେ ଲୋକମାନଙ୍କୁ ଦିଆଯାଉଥିବା କୁକୁଡ଼ା ମାଂସ ତରକାରୀର ନାଁ କୁମ୍ବକୋନମ ଆୟାର ଚିକେନ ବୋଲି ରଖାଯାଇଥିଲା । ଯାହାକୁ ଦେଖି ହିନ୍ଦୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବେପାର ମାମଲାରେ ମନରେ ନୂଆ ନୂଆ ବିଚାର ଆସିବ। ଖାସ୍‌ ଲୋକଙ୍କ ସହିତ ମିଶିବା ଲାଭପ୍ରଦ ହୋଇପାରେ। ଶିକ୍ଷା କ୍ଷେତ୍ରରେ ଆପଣଙ୍କର ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ଶୁଭରଙ୍ଗ:କଫିରଙ୍ଗ। ଆରାଧନା:ମାଆ ଭଦ୍ରକାଳୀ। ବୃଷ: କୌଣସି କାମ ଆରମ୍ଭ କରିବା…
ଅଧିକ ଖବର ଦେଖନ୍ତୁ...

୭ ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ଜରିମାନା ଲଗାଇଲା ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ : ବିଭିନ୍ନ ନିୟମ ଉଲ୍ଲଙ୍ଘନ କରିଥିବାରୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୭ଟି ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ ମୋଟ ୧୧ କୋଟି ଟଙ୍କାର ଜରିମାନା ଲଗାଯାଇଛି । ଏସବୁ ବ୍ୟାଙ୍କମାନେ ନୂଆ ଆକାଉଣ୍ଟ ଖୋଲିବା ଓ ମନିଟରିଂ କରିବା, ବାଲାନ୍ସ ସିଟରେ ଫଣ୍ଡ ରିପୋର୍ଟିଂ ଆଦି କ୍ଷ୍ରେରେ ଥିବା ନିୟମର…
ଅଧିକ ଖବର ଦେଖନ୍ତୁ...

ବିଦେଶରେ ନନାଙ୍କ ନୂଆ କାରନାମା:କୁମ୍ଭୀରକୁ ଆଉଁସିଲେ, ଭାରତୀୟଙ୍କୁ ରସଗୋଲା ଖୁଆଇଲେ

ଭୁବନେଶ୍ୱର: ବାଲେଶ୍ୱର ନୀଳଗିରିରୁ ଆଫ୍ରିକାର ଗାମ୍ବିଆ | ଓଡ଼ିଶାରୁ ବିଦେଶ ଏବେ ପ୍ରତାପ ନନାଙ୍କୁ ନେଇ ଚର୍ଚ୍ଚା।  କାରଣ କେନ୍ଦ୍ରମନ୍ତ୍ରୀ ହେବା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପଶ୍ଚିମ ଆଫ୍ରିକା ଗସ୍ତରେ ଯାଇଛନ୍ତି ପ୍ରତାପ ଷଡ଼ଙ୍ଗୀ | ତେବେ ନନାଙ୍କ ଏଭଳି କିଛି ଦୃଶ୍ୟ ଏବେ…
ଅଧିକ ଖବର ଦେଖନ୍ତୁ...

ବାଲେଶ୍ୱର: ଗାଡ଼ି ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ ଅଭିଯୋଗ

ନୀଳଗିରି: ଗାଡ଼ି ଡିକି ଭାଙ୍ଗି ସ୍ପଷ୍ଟ ଦିବାଲୋକରେ ଶୁକ୍ରବାର ୧ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲ୍ଲାର ନୀଳଗିରି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ନୀଳଗିରି ସହରର ରବି ପରିଡ଼ାଙ୍କ ଘର ସମ୍ମୁଖରେ ତାଙ୍କ ଝିଆରୀ ଗାଡ଼ି ଡିକିରେ ୧ ଲକ୍ଷ ଟଙ୍କା ରଖି ଭିତରକୁ…
ଅଧିକ ଖବର ଦେଖନ୍ତୁ...

ଖୁବଶୀଘ୍ର ମାରୁତି ସୁଜୁକି ଆଣୁଛି ଏହି ନୂଆ କାର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଖୁବଶୀଘ୍ର ଭାରତୀୟ ବଜାରରେ ଏକ ନୂଆ କାର ଲଞ୍ଚ କରିବାକୁ ଯାଉଛି | ଏହି କାରର ନାମ ରହିଛି ଏକ୍ସଏଲ ୬ | ଏହି କାରକୁ ଅଗଷ୍ଟ ୨୧ ତାରିଖରେ ଲଞ୍ଚ କରାଯିବ ବୋଲି ଜଣାପଡିଛି | ଆଜି ମାରୁତି ପକ୍ଷରୁ ପ୍ରଥମ ଥର ପାଇଁ ଏହି…
ଅଧିକ ଖବର ଦେଖନ୍ତୁ...

କନ୍ଧମାଳ: ବେଆଇନ୍‌ ହଷ୍ଟେଲ ଉପରେ ଚଢ଼ାଉ, ୭୧ ଶିଶୁ ଉଦ୍ଧାର

ତୁମୁଡ଼ିବନ୍ଧ/ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଅଂଚଳରେ ଶୁକ୍ରବାର ବେଆଇନ ଭାବେ ପରିଚାଳିତ ୨ଟି ହଷ୍ଟେଲ ଉପରେ ଅତର୍କିତ ଚଢ଼ାଉ ହୋଇଛି। ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ହୋଇଥିବା ଚଢ଼ାଉ ସମୟରେ ୭୧ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରୁ ୬୧ ଜଣ ପୁଅ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭାରେ ଗୃହୀତ ହେଲା ମଜୁରୀ ଆଇନ ବିଲ୍‌ ୨୦୧୯, କେନ୍ଦ୍ର ସରକାର ନିର୍ଦ୍ଧାରଣ କରିବେ ସର୍ବନିମ୍ନ ମଜୁରୀ

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଜି ମଜୁରୀ ଆଇନ ବିଲ ବା କୋଡ ଅନ େଓ୍ଵଜେସ ବିଲ ୨୦୧୯ ଗୃହୀତ ହୋଇଛି । ଗତ ୩୦ ତାରିଖରେ ଏହା ଲୋକସଭାରେ ଗୃହୀତ ହୋଇଥିଲା । ଉଭୟ ଗୃହରେ ଗୃହୀତ ହେବା ପରେ ଏବେ ଏହା ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଯିବ । ଆଇନରେ ପରିଣତ ହେବା ପରେ ସରକାର ସାରା ଦେଶ ପାଇଁ…
ଅଧିକ ଖବର ଦେଖନ୍ତୁ...