Daily Archives

August 3, 2019

‘ବିକ୍ରମ-ବେଦା’ର ହିନ୍ଦୀ ରିମେକ୍‌ରେ ନଜର ଆସି ପାରନ୍ତି ସୈଫ୍‌-ଆମୀର

ମୁମ୍ବାଇ : କିଛି ଦିନ ତଳେ ତାମିଲ ଫିଲ୍ମ ‘ବିକ୍ରମ-ବେଦା’ର ବଲିଉଡ୍‌ ରିମେକ୍‌ କରାଯିବ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏଥିରେ କିଙ୍ଗ୍‌ଖାନ୍‌ ଶାହାରୁଖ୍‌ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ କିଛି ଦିନ ପରେ ଫିଲ୍ମକୁ ନେଇ ଅନ୍ୟ କୌଣସି ଖବର ଆସିନଥିଲା । ଏବେ…
ଅଧିକ ଖବର ଦେଖନ୍ତୁ...

ଦୀର୍ଘ ମିଆଦି ଉନ୍ନତ ବିହନ ଉତ୍ପାଦନ ବୃଦ୍ଧି ସହିତ କୃଷି କ୍ଷେତ୍ରରେ ଓଡ଼ିଶାକୁ ବଳକା ରାଜ୍ୟରେ ପରିଣତ କରାଯିବ: ମନ୍ତ୍ରୀ…

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଉନ୍ନତି ଆଣିବା ନିମନ୍ତେ ରାଜ୍ୟ ସରକାର ଅନେକ ଦୀର୍ଘ ମିଆଦୀ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତିା ଉନ୍ନତ ମାନର ବିହନ ସୃଷ୍ଟି ସହ କୃଷକମାନଙ୍କୁ ଅଧକ ପରିମାଣରେ ବିହନ ଯୋଗାଇ ରାଜ୍ୟରେ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିବାର ସମ୍ଭାବନା…
ଅଧିକ ଖବର ଦେଖନ୍ତୁ...

ଇଞ୍ଜିନିୟରିଂ ପଢ଼ିବା ବେଳେ ଦୁଇଟି ବିଷୟରେ ଫେଲ୍‌ ହୋଇଥିଲେ, ପ୍ରଥମ ଚେଷ୍ଟାରେ ୟୁପିଏସ୍‌ସି ପରୀକ୍ଷା ପାସ୍‌ କରି ବନିଲେ…

ନୂଆଦିଲ୍ଲୀ : ୟୁପିଏସ୍‌ସି-୨୦୧୭ ପରୀକ୍ଷା ପ୍ରଥମ  ପ୍ରଚେଷ୍ଟାରେ ପାସ୍‌ କରିଥିବା ହିମାଂଶୁ କୌଶିକ୍‌ଙ୍କ କାହାଣୀ ଏବେ ଚର୍ଚ୍ଚାରେ । ନିଜକୁ ମଧ୍ୟମ ଧରଣର ଛାତ୍ର ଭାବୁଥିବା ହିମାଂଶୁ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ଦୁଇଟି ବିଷୟରେ ଫେଲ୍‌ ହୋଇଥିଲେ । ଆଇଆଇଟିରେ ପଢ଼ିବା ପାଇଁ ଚେଷ୍ଟା କରି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ତାହିରାଙ୍କ ଫଟୋ ସେୟାର କରି ୩ମାସ ପରେ ଘରକୁ ଫେରିବାର ଖୁସି ଜାହିର କଲେ ଆୟୁଷ୍ମାନ

ମୁମ୍ବାଇ : ପରିବାରଠାରୁ ଦୂରରେ ରହିବାର ଦୁଃଖ କେତେ ତାହା ଜଣାଇଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ପରିବାରଠାରୁ ୩ ମାସ ଦୂରରେ ରହିବା ପରେ ଏବେ ସେ ଘରକୁ ଫେରିଛନ୍ତି । ସେ କରିଥିବା ଇନ୍‌ଷ୍ଟା ପୋଷ୍ଟରେ ୩ମାସ ପରେ ଘରକୁ ଫେରିଥିବା ଜଣାଇଛନ୍ତି ଆୟୁଷ୍ମାନ । ପତ୍ନୀ ତାହିରାଙ୍କ ଫଟୋ ସେୟାର…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଟି-୨୦: ୱେଷ୍ଟଇଣ୍ଡିଜକୁ ୯୫ ରନ୍‌ରେ ଅଟକାଇଲା ଭାରତ, ନଭଦୀପ ସାଇନିଙ୍କୁ ୩ ଓ୍ଵିକେଟ୍‌

ଫ୍ଲୋରିଡ଼ା: ୱେଷ୍ଟଇଣ୍ଡିଜକୁ ଶନିବାର ଭାରତ ୯୫ ରନ୍‌ରେ ଅଟକାଇଛି। ପ୍ରଥମ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୨୦ ଓଭରରେ ୯ଟି ଓ୍ଵିକେଟ ହରାଇ ଏହି ରନ୍‌ ସଂଗ୍ରହ କରିଛି। ଟିମ୍‌ ଇଣ୍ଡିଆର ଯୁବ ବୋଲର ନଭଦୀପ ସାଇନି ୩ଟି ଓ୍ଵିକେଟ ନେଇଛନ୍ତି। ସେହିପରି ଦ୍ରୁତ ବୋଲର ଭୁବନେଶ୍ୱର କୁମାର…
ଅଧିକ ଖବର ଦେଖନ୍ତୁ...

ଅନୁଷ୍କାଙ୍କୁ ନୁହେଁ ‘ସାହୋ’ ରିଲିଜ୍‌ ପରେ ଏହି ଯୁବତୀଙ୍କୁ ବିବାହ କରିବେ ପ୍ରଭାସ

ନୂଆଦିଲ୍ଲୀ : ‘ବାହୁବଲୀ’ ଷ୍ଟାର ପ୍ରଭାସଙ୍କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଆସିଛି । ସେ କେବେ ଓ କାହାକୁ ବିବାହ କରିବେ ତାହା ଦେଖିବା ପାଇଁ ଅନାଇ ବସିଛନ୍ତି ପ୍ରଭାସଙ୍କ ପ୍ରଶଂସକ । ପୂର୍ବରୁ ତାଙ୍କ ସହ କଳାକାର ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କର ନାଁ ଯୋଡ଼ାଯିବା ସହ ପ୍ରଭାସ…
ଅଧିକ ଖବର ଦେଖନ୍ତୁ...

୫ ଦିନ ପୂର୍ବରୁ ବିଧାନସଭା ଅଧିବେଶନ ଶେଷ

ଭୁବନେଶ୍ୱର: ନିର୍ଦ୍ଧାରିତ ତାରିଖର ୫ ଦିନ ପୂର୍ବରୁ ଶନିବାର ବିଧାନସଭାର ବଜେଟ ଅଧିବେଶନ ସମାପ୍ତ ହୋଇଛି। ଏହି ଅଧିବେଶନ ଅଗଷ୍ଟ ୮ ତାରିଖରେ ଶେଷ ହେବାର ଥିଲା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାର ଅଧିବେଶନକୁ ଶନିବାର ସନ୍ଧ୍ୟାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଲା ବୋଲି…
ଅଧିକ ଖବର ଦେଖନ୍ତୁ...

ଖୁବ୍‌ ଶୀଘ୍ର ନୂଆ ନାଁରେ ସାମ୍ନାକୁ ଆସିବ ହ୍ଵାଟ୍‌ସଆପ୍‌ ଓ ଇନ୍‌ଷ୍ଟାଗ୍ରାମ

ନୂଆଦିଲ୍ଲୀ : ସୋସିଆଲ ମିଡିଆ ସାଇଟ୍‌ ହ୍ଵାଟ୍‌ସଆପ୍‌ ଓ ଇନ୍‌ଷ୍ଟାଗ୍ରାମର ନାଁ ଖୁବ୍‌ ଶୀଘ୍ର ବଦଳିବ ବୋଲି ସୂଚନା ମିଳିଛି । ଫେସ୍‌ବୁକ୍‌ ଇନ୍‌ଷ୍ଟାଗ୍ରାମ ଓ ହ୍ଵାଟ୍‌ସଆପ୍‌ରେ ନିଜ ନାଁ ଯୋଡ଼ିବା ସହ ଏବେ ପ୍ରଚଳିତ ଥିବା ନାଁକୁ ବଦଳାଇବ । କିଛି ବର୍ଷ ତଳେ ଫେସ୍‌ବୁକ୍‌ ଏହି ଦୁଇଟି ଆପ୍‌କୁ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ ସେନା ଯୋଗୁଁ ପାକିସ୍ତାନର ଏକ ବଡ଼ ଅଞ୍ଚଳ ଏବେ ଅନ୍ଧାରରେ , କାରଣ ଜାଣନ୍ତୁ

ଶ୍ରୀନଗର : କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରିବାକୁ ପାକିସ୍ତାନ ଉଦ୍ୟମ ଧରାପଡିବା ପରେ ରକ୍ତମୁଖା ହୋଇପଡିଛି ଭାରତୀୟ ସେନା । ଗତ କାଲି ଭାରତୀୟ ସେନା ନିୟନ୍ତ୍ରଣ ରେଖାଠାରୁ ପ୍ରାୟ ୩୦ କିଲୋମିଟର ପାକଅଧିକୃତ କାଶ୍ମୀରରେ ଆକ୍ରମଣ କରି ସେଠାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ମିଳିଥିବା ସୂଚନା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ସାମାନ୍ୟ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ। ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କ ଲାଗି ସମୟ ଭଲ ରହିବ। ରବି ଓ ସୋମବାର: ଅଧୁରା କାମ ସଂପୂର୍ଣ୍ଣ ହୋଇପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ କାର୍ଯ୍ୟରେ…
ଅଧିକ ଖବର ଦେଖନ୍ତୁ...