Daily Archives

August 5, 2019

କାଶ୍ମୀର ନିଷ୍ପତ୍ତି ସଂପର୍କରେ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟମାନଙ୍କୁ ଅବଗତ କରାଇଲା ଭାରତ

ନୂଆଦିଲ୍ଲୀ : କାଶ୍ମୀର ସଂପର୍କରେ ଆଜି ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଭାରତ ସରକାର ଜାତିସଂଘ ନିରାପତ୍ତାର ସଦସ୍ୟମାନଙ୍କୁ ଅବଗତ କରିଛି । ନିରାପତ୍ତା ପରିଷଦରେ ଏବେ ୫ଟି ସ୍ଥାୟୀ ସଦସ୍ୟ ଆମେରିକା,ଚୀନ,ଋଷିଆ,ଫ୍ରାନ୍ସ ଓ ବ୍ରିଟେନ ଓ ୧୦ଟି ଅସ୍ଥାୟୀ ସଦସ୍ୟ ଅଛନ୍ତି । ଏହି ଦେଶମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ସବୁଠାରୁ ଦାମୀ ଅଭିନେତା ବନିଲେ ପ୍ରଭାସ, ‘ସାହୋ’ ପାଇଁ ମିଳିଲା ୧୦୦କୋଟି ଟଙ୍କା!

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୩୦ ତାରିଖରେ ପ୍ରେକ୍ଷାଳୟକୁ ଆସୁଛି ଫିଲ୍ମ ‘ସାହୋ’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଅଭିନେତା ପ୍ରଭାସ ଓ ଅଭିନେତ୍ରୀ ଶ୍ରଦ୍ଧା କପୁର । ଫିଲ୍ମର କିଛି ଗୀତ ସାମ୍ନାକୁ ଆସି ସାରିଥିବା ବେଳେ ଟ୍ରେଲର ଦେଖି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ମନରେ…
ଅଧିକ ଖବର ଦେଖନ୍ତୁ...

ଇନ୍ଧନ କମ ଥିବାରୁ ଦିଲ୍ଲୀ ଆସୁଥିବା ବିମାନ ଅମୃତସରରେ ଅବତରଣ କଲା, ବିମାନରେ ଥିଲେ ୫ଜଣ ସାଂସଦ

ନୂଆଦିଲ୍ଲୀ : କୋଲକାତାରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନକୁ ଅମୃତସରରେ ଅବତରଣ କରାଯାଇଥିବା ଜଣାପଡ଼ିଛି । ଇନ୍ଧନର ଅଭାବ ଦେଖାଯିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ବିମାନରେ ତୃଣମୂଳ କଂଗ୍ରେସର ୫ଜଣ ସାଂସଦ ଥିବା ବେଳେ ସେମାନେ ଦିଲ୍ଲୀ ସଂସଦରେ ଥିବା ବୈଠକରେ ଯୋଗ ଦେବା ପାଇଁ…
ଅଧିକ ଖବର ଦେଖନ୍ତୁ...

ସତର୍କତା ମୂଳକ ପଦକ୍ଷେପ ସ୍ବରୂପ ମେହେବୁବା ମୁଫତି ଓ ଓମର ଅବଦୁଲ୍ଲାଙ୍କୁ ଗିରଫ କରାଗଲା

ଶ୍ରୀନଗର : କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ ଏହାର ପୁନର୍ଗଠନ କରିବା ପରେ କାଶ୍ମୀର ଉପତ୍ୟାକାରେ ଯେପରି ଅଶାନ୍ତି ଓ ହିଂସା ନ ବ୍ୟାପେ ସେଥିଲାଗି କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତକାଲିଠାରୁ ଗୃହବନ୍ଦୀ ଥିବା ରାଜ୍ୟର ଦୁଇ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସମୟ ଆପଣଙ୍କ ପାଇଁ ଅନୁକୂଳ। ଆପଣଙ୍କର କୌଣସି ଜରୁରୀ କାମ ପୂରା ହୋଇଯିବ। ସାମାଜିକ କାର୍ଯ୍ୟ ପାଇଁ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ନୂଆ ଘର ବା ଭୂସ˚ପତ୍ତି କିଣିବା ଯୋଗ ରହିଛି। ଦାଂପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ। ବୃଷ: ଆର୍ଥିକ ଲାଭ…
ଅଧିକ ଖବର ଦେଖନ୍ତୁ...

ଚିଡିଆଖାନା ଜାଲି ଡେଇଁ ଜିରାଫ ପିଠିରେ ବସିବା ପରେ ଯୁବକଙ୍କ ସହ ଘଟିଲା ଏମିତି କିଛି…ଭିଡିଓ ଭାଇରାଲ

ନୂଆଦିଲ୍ଲୀ: କଜାକିସ୍ତାନରେ ଜଣେ ବ୍ୟକ୍ତି ଚିଡିଆଖାନା ଜାଲି ଡେଇଁ ଜିରାଫ ପିଠିରେ ବସିବାକୁ ଉଦ୍ୟମ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ବ୍ୟକ୍ତିଜଣକ ଚିଡିଆଖାନାର ଜାଲି ପାର କରି ଜିରାଫ ଉପରେ ବସୁଥିବା ଦେଖିବାକୁ ମିଳୁଛି। ଏହି ଘଟଣା ସିମକେଣ୍ଟ ଜୁ’ର ବୋଲି…
ଅଧିକ ଖବର ଦେଖନ୍ତୁ...

ଭାରତରେ ଏବେ ୨୮ଟି ରାଜ୍ୟ, ୯ଟି କେନ୍ଦ୍ରଶାସିତ ଅଞ୍ଚଳ, ଜାମ୍ମୁ ଓ କାଶ୍ମୀର ବୃହତ୍ତମ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ : ରାଜ୍ୟସଭାରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ-୨୦୧୯ ଗୃହୀତ ହୋଇଛି । ଏହା ବିଲ ଆଇନରେ ପରିଣତ ହେବା ପରେ ଜାମ୍ମୁ ଓ କାଶ୍ମୀର ଏକ କେନ୍ଦ୍ର ଶାସିତ ଅଂଚଳ ଓ ଲଦାଖ ଏକ କେନ୍ଦ୍ର ଶାସିତ ଅଂଚଳ ହେବ । ଆଜିର ଏହି ଐତିହାସିକ ନିଷ୍ପତ୍ତି ପରେ ସ୍କୁଲ କଲେଜରେ ପିଲାମାନେ…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପ୍ରସଙ୍ଗରେ କ’ଣ କହୁଛନ୍ତି ବିଶ୍ୱର ପ୍ରମୁଖ ଗଣମାଧ୍ୟମ

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ୱାରା ଜମ୍ମୁ- କଶ୍ମୀରରୁ ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ ନେଇ ସଂସଦରେ ଆଗତ ପ୍ରସ୍ତାବ ଦେଶରେ ଝଡ଼ ସୃଷ୍ଟି କରିଥିବା ବେଳେ ଦେଶ ତଥା ବିଦେଶର ସମସ୍ତ ଗଣମାଧ୍ୟମରେ ଏହି ଖବର ଏକ ପ୍ରମୁଖ ଖବର ରୂପେ ସ୍ଥାନ ପାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି…
ଅଧିକ ଖବର ଦେଖନ୍ତୁ...

ଗିରଫ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି

ଶ୍ରୀନଗର : କେନ୍ଦ୍ର ସରକାର ଜାମ୍ମୁ ଓ କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା ରଦ୍ଦ କରିବା ସହ ଏହାର ପୁନର୍ଗଠନ କରିବା ପରେ କାଶ୍ମୀର ଉପତ୍ୟାକାରେ ଯେପରି ଅଶାନ୍ତି ଓ ହିଂସା ନ ବ୍ୟାପେ ସେଥିଲାଗି କେତେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତକାଲିଠାରୁ ଗୃହବନ୍ଦୀ ଥିବା ରାଜ୍ୟର ପୂର୍ବତନ…
ଅଧିକ ଖବର ଦେଖନ୍ତୁ...

ଫଟୋସୁଟ୍‌ର ପ୍ରଥମ ଫଟୋ ସେୟାର୍‌ କଲେ ଆମୀର ତନୟା ଈରା ଖାନ୍‌

ମୁମ୍ବାଇ: ଗତ କିଛି ବର୍ଷ ଭିତରେ ଅନେକ ଷ୍ଟାର୍‌ କିଡ୍‌ ବଲିଉଡ୍‌ରେ ପ୍ରବେଶ କରିଥିବାର ଉଦାହରଣ ରହିଛି। ଭିନ୍ନ ଭିନ୍ନ କ୍ଷେତ୍ରରେ ଡେବ୍ୟୁ କରିଛନ୍ତି ଅନେକ ସିନେ କଳାକାରଙ୍କ ସନ୍ତାନ-ସନ୍ତତି। ଯେମିତି ଆପଣ ଜାଣିଥିବେ ନିଶ୍ଚୟ ଯେ ସୁପରଷ୍ଟାର୍‌ ସାହାରୁଖ ଖାନ୍‌ଙ୍କ ତନୟା ସୁହାନା ଖାନ୍‌…
ଅଧିକ ଖବର ଦେଖନ୍ତୁ...