Daily Archives

August 8, 2019

ଧାରା ୩୭୦ ଉଚ୍ଛେଦ ନେଇ ଆମେରିକାର ପ୍ରତିକ୍ରିୟା ! ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୋଲୁନାହାନ୍ତି ମୁହଁ

ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଳିବିଳେଇଲାଣି ପାକିସ୍ତାନ । ମାମଲାକୁ ବିଶ୍ୱ ମଂଚକୁ ନେଇ ଭାରତକୁ ସମସ୍ୟାରେ ପକାଇବାକୁ ପାକିସ୍ତାନ ଯୋଜନା କରୁଥିବା ବଳେ ସାମ୍ନାକୁ ଆସିଛି ଆମେରିକାର ବୟାନ୍ । ଟ୍ରମ୍ପ ପ୍ରଶାସନ କହିଛି ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ ଏ ଉଚ୍ଛେଦ ନେଇ ଭାରତ…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ନିଜ ଝିଅ ନାଁ ବାଂସୁରୀ ରଖିଥିଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ : ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଅଗଷ୍ଟ ୬ ତାରିଖ ମଙ୍ଗଳବାର ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଦିଲ୍ଲୀର ଏମ୍ସରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ଅଗଷ୍ଟ ୭ତାରିଖରେ ତାଙ୍କର ଅନ୍ତିମ…
ଅଧିକ ଖବର ଦେଖନ୍ତୁ...

ସୁଷମାଙ୍କ ବଡ଼ ପ୍ରଶଂସକ ଏହି ବଲିଉଡ୍‌ ଅଭିନେତ୍ରୀ, ବାୟୋପିକ୍‌ରେ ତାଙ୍କ ଭୂମିକାରେ ଆସିବାକୁ ରଖିଛନ୍ତି ଇଚ୍ଛା

ମୁମ୍ବାଇ : ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ମଙ୍ଗଳବାର ରାତିରେ ଏମ୍ସରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ହଠାତ୍‌ ଏହି ଖବର ଆସିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ୬୭ବର୍ଷ ବୟସରେ ତାଙ୍କ ବିୟୋଗ ହୋଇଥିବା ବେଳେ ରାଜନୀତି ଇତିହାସରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି…
ଅଧିକ ଖବର ଦେଖନ୍ତୁ...

‘ସେବା ପେପର ମିଲ’କୁ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ପକ୍ଷରୁ ସବୁ ସହାୟତା ଯୋଗାଇ ଦିଆଯିବ: ମନ୍ତ୍ରୀ ଦିବ୍ୟ ଶଙ୍କର…

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ଜୟପୁର ନିକଟସ୍ଥ ସେବା ‘ପେପର ମିଲ’ଟି କିଭଳି କାର୍ଯ୍ୟକ୍ଷମ ହୋଇପାରିବ ସେଥି ସକାଶେ ଏକ ଉଚ୍ଚସ୍ତରୀୟ ବୈଠକ ଲୋକସେବା ସଦନ ପରିସରରେ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ବିଭାଗୀୟ ମନ୍ତ୍ରୀ କ୍ୟାପ୍ଟେଟ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପାଳିବ କ୍ରାନ୍ତି ଦିବସ

ଭୁବନେଶ୍ୱର: ଅଗଷ୍ଟ ୯ ତାରିଖ ଦେଶର ଇତିହାସରେ ଏକ ପ୍ରାତଃସ୍ମରଣୀୟ ଦିବସ। ଇଂରେଜମାନଙ୍କ ବିରୁଦ୍ଧରେ ଅନ୍ତିମ ଯୁଦ୍ଧ ସ୍ୱରୂପ ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଗାନ୍ଧିଜୀ ଡାକରା ଦେଇଥଲେ ଭାରତ ଛାଡ଼’ ଆନ୍ଦୋଳନା କର ବା ମର’ ଥଲା ତାଙ୍କର ସ୍ଳୋଗାନା ଏହି ଦିନଟିକୁ ମଧ୍ୟ ଅଗଷ୍ଟ କ୍ରାନ୍ତି ଦିବସ…
ଅଧିକ ଖବର ଦେଖନ୍ତୁ...

ବାହୁବଲୀ ଅଭିନେତାଙ୍କ ପତ୍ନୀ ଆତ୍ମହତ୍ୟା କରିବା ଘଟଣା: ଯୌତୁକ ପାଇଁ ପ୍ରତିଦିନ ପତ୍ନୀଙ୍କୁ ମାଡ଼ ମାରୁଥିଲେ ଅଭିନେତା

ମୁମ୍ବାଇ : ବହୁ ଚର୍ଚ୍ଚିତ ଫିଲ୍ମ ବହୁବଲୀରେ ଏକ ଛୋଟ ଚରିତ୍ରରେ ନଜର ଆସିଥିବା ଅଭିନେତା ମଧୁ ପ୍ରକାଶଙ୍କ ପତ୍ନୀ ଭାରତୀ ଆତ୍ମହତ୍ୟା କରିନେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମଙ୍ଗଳବାର ମଧୁ ପ୍ରକାଶ ଜିମ୍‌ରୁ ଫେରିବା ପରେ ଭାରତୀଙ୍କୁ ପଙ୍ଖାରେ ଝୁଲୁଥିବା ଦେଖିଥିଲେ । ଏବେ…
ଅଧିକ ଖବର ଦେଖନ୍ତୁ...

‘ଭାରତର ଭୂସ୍ୱର୍ଗ ବିକାଶର ଶିଖର ଛୁଇଁବ’

ନୂଆଦିଲ୍ଲୀ : ସମ୍ବିଧାନର ୩୭୦ଧାରା ଉଚ୍ଛେଦ ହେବା ପରେ ଜମ୍ମ-କଶ୍ମୀର ଓ ଲଦାଖବାସୀ ବଞ୍ଚିତ ହେଉଥିବା ଅନେକ ସୁବିଧା ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ଧାରା ୩୭୦ ଓ ୩୫(କ) ଏବେ ଇତିହାସ ପାଲଟିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସଂନ୍ଧ୍ୟାରେ…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ସୁଟିଂ ପାଇଁ ବଲିଉଡକୁ ଆମନ୍ତ୍ରଣ ଜଣାଇଲେ ମୋଦୀ

ନୂଆଦିଲ୍ଲୀ : ରାଜନୈତିକ ବିଚାରଧାରାକୁ ଭୁଲି ଜମ୍ମୁ ଓ କାଶ୍ମୀରର ବିକାଶ ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ଵାନ ଜଣାଇଛନ୍ତି । ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇ ସେ କହିଛନ୍ତି ଯେ ଜମ୍ମୁ ଓ କାଶ୍ମୀରରେ ଖୁବ ଶୀଘ୍ର ନିର୍ବାଚନ କରାଯିବ । ଏଥିରୁ ଯେଉଁ ସରକାର ଗଢାଯିବ…
ଅଧିକ ଖବର ଦେଖନ୍ତୁ...

ବର୍ଷା ବାଧିତ ପ୍ରଥମ ଦିନିକିଆରେ ଟସ୍‌ ଜିଣି ଭାରତର ବୋଲିଂ ନିଷ୍ପତ୍ତି

ଗୟନା: ବର୍ଷା ବାଧିତ ପ୍ରଥମ ଦିନିକିଆରେ ଗୁରୁବାର ଟସ୍‌ ଜିଣି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଆୟୋଜକ ୱେଷ୍ଟଇଣ୍ଡିଜ ବ୍ୟାଟିଂ କରୁଛି। ଗୟନାସ୍ଥିତ ପ୍ରୋଭିଡିଏନସ୍‌ ଷ୍ଟାଡିୟମରେ ଜାରିଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ବିଳମ୍ବରେ ଟସ୍‌ ପଡ଼ିଥିଲା। ପ୍ରଥମ ଦିନିକିଆକୁ ଉଭୟ ଦଳ…
ଅଧିକ ଖବର ଦେଖନ୍ତୁ...

ସ୍ପଷ୍ଟ କଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ପାକ୍‌ ବାୟୁସୀମାକୁ ବନ୍ଦ କରାଯାଇ ନାହିଁ

ନୂଆଦିଲ୍ଲୀ : ଭାରତୀୟ ବିମାନ ପାଇଁ ପାକ୍‌ ବାୟୁସୀମାକୁ ବନ୍ଦ କରାଯାଇ ନାହିଁ ବୋଲି ଗୁରୁବାର ପାକିସ୍ତାନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ସହ ଭାରତୀୟ ବିମାନର ଉଡ଼ାଣ ପାଇଁ କୌଣସି ମାର୍ଗ ମଧ୍ୟ ପରିବର୍ତ୍ତନ କରାଯାଇ ନଥିବା କହିଛି ପାକିସ୍ତାନ । ପାକିସ୍ତାନର ବେସାମରିକ ବିମାନ ଚାଳାଚଳର…
ଅଧିକ ଖବର ଦେଖନ୍ତୁ...