Daily Archives

August 9, 2019

ଗୋଟେ ଦିନରେ ୨୨କୋଟି ଚାରା ଗଛ ଲଗାଇ ବିଶ୍ୱ ରେକର୍ଡ ସୃଷ୍ଟି କଲେ ଉତ୍ତରପ୍ରଦେଶ ସରକାର

ପ୍ରୟାଗରାଜ : ଗୋଟେ ଦିନରେ ୨୨କୋଟି ଚାରା ଗଛ ଲଗାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ ସରକାର । ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡରେ ଉତ୍ତରପ୍ରଦେଶର ନାଁ ସାମିଲ ହୋଇଥିବା ବେଳେ ଶୁକ୍ରବାର ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡର ଅଧିକାରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ…
ଅଧିକ ଖବର ଦେଖନ୍ତୁ...

‘ସାହୋ’କୁ ‘ବାହୁବଲୀ’ ଭଳି ସଫଳ କରିବା ପାଇଁ ପ୍ରଥମ ଥର ଏଭଳି କାମ କରିଛନ୍ତି ପ୍ରଭାସ

ମୁମ୍ବାଇ : ଆସନ୍ତା ଅଗଷ୍ଟ ୩୦ ତାରିଖରେ ରିଲିଜ୍‌ ହେବାକୁ ଯାଉଛି ଫିଲ୍ମ 'ସାହୋ' । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସାଉଥ୍‌ ସୁପରଷ୍ଟାର ପ୍ରଭାସ ନଜର ଆସୁଥିବା ବେଳେ ଅଭିନେତ୍ରୀ ଶ୍ରଦ୍ଧା କପୁର ଏହି ଫିଲ୍ମ ଜରିଆରେ ପ୍ରଥମ ଥର ପାଇଁ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜୀବନରୁ ମାରିବା ପାଇଁ ଧମକ ଦେଉଥିଲେ ଯୁବକ,…

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସମେତ ଅନେକ ରାଜନେତାମାନଙ୍କୁ ଫୋନ କରି ଧମକ ଦେଉଥିବା ଯୁବକଙ୍କୁ ପୁଲିସ ଗିରଫ କରି ନେଇଥିବା ଜଣା ପଡ଼ିଛି । ଯୁବକଙ୍କ ନାଁ ଅଭିଷେକ ତିଓ୍ଵାରି ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ କେଜ୍ରିଓ୍ଵାଲଙ୍କୁ ଫୋନ କରି ଜୀବନରୁ ମାରିବାର ଧମକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପ୍ରଭୁଙ୍କୁ ଦର୍ଶନ କରନ୍ତୁ, ମନକୁ ଶାନ୍ତି ମିଳିବ। ଭାବିଥିବା ସବୁ କାମ ପୂରା ହେବ। ଚାକିରିଆଙ୍କୁ ସହକର୍ମୀଙ୍କ ସାହାଯ୍ୟ ମିଳିବ। କାରବାରୀଙ୍କୁ ଧନଲାଭ ହେବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ବୈବାହିକ ଜୀବନ ଭଲ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ବାବା…
ଅଧିକ ଖବର ଦେଖନ୍ତୁ...

ପିତାଙ୍କ ବିଜୁଳି ଭୟ ହେତୁ ଲାଇଟ୍‌ ଅନ୍‌-ଅଫ୍‌ କରିବାର ରିମୋଟ ବାହାର କଲା ପୁଅ

ଆଜମଗଢ଼: ଉତ୍ତରପ୍ରଦେଶର ମଉ ଜନପଦରେ ରହୁଥିବା ୧୩ବର୍ଷୀୟ ବାଳକ ଏମିତି ଏକ ଆବିଷ୍କାର କରିଛି ଯାହାକି ସମସ୍ତଙ୍କୁ ଚକିତ କରି ଦେଇଛି। ଉତ୍ସବ ନାମକ ବାଳକ ରିମୋଟ ମାଧ୍ୟମରେ ବିଜୁଳି ବଲକୁ ଅନ୍‌-ଅଫ୍‌ ଟେକ୍‌ନିକ୍‌ ଆବିଷ୍କାର କରିଛି। ତେବେ ପିଲାର ଏଭଳି କାମକୁ ଦେଖି ପିତା-ମାତା ବହୁତ ଖୁସି…
ଅଧିକ ଖବର ଦେଖନ୍ତୁ...

ମିସ୍‌ବା ଉଲ-ହକ୍‌ ହୋଇପାରନ୍ତି ପାକିସ୍ତାନର ଆଗାମୀ କୋଚ, ଦୌଡ଼ରେ ଅଛନ୍ତି ମାଇକ୍‌ ହାସନ୍‌

ଲାହୋର: ପାକିସ୍ତାନର ପୂର୍ବତନ ଅଧିନାୟକ ମିସବା ଉଲ୍‌-ହକ୍‌ ଟିମ୍‌ର ମୁଖ୍ୟ କୋଚ୍‌ ହୋଇପାରନ୍ତି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ନିକଟରେ ମୁଖ୍ୟ କୋଚ୍‌ ମିକି ଆର୍ଥରଙ୍କ ଅନୁବନ୍ଧ ଆଗକୁ ବଢ଼ାଇବା ନେଇ ନିଷ୍ପତ୍ତି ନେଇଥିଲା। ମାତ୍ର ପାକିସ୍ତାନର ଏକ ଜଣାଶୁଣା ଖବରକାଗଜ ୪୫ ବର୍ଷିଅ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ, ଏମ୍ସରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ, ଶାହା

ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ହେବାରେ ଲାଗିଛି । ଆଜି ସକାଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଦେଖିବା ପାଇଁ ଏମ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା,ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନ,…
ଅଧିକ ଖବର ଦେଖନ୍ତୁ...

ଦିଗହରା ହୋଇ ଚିଲିକାରେ ଲାଗିଲା ମାଲବାହୀ ଜାହାଜ

ବ୍ରହ୍ମଗିରି: ଓଡ଼ିଶା ଉପକୂଳରେ ଶୁକ୍ରବାର ଏକ ଜାହାଜ ଦିଗହରା ହୋଇଛି। ସୂଚନା ଅନୁସାରେ ଏକ ମାଲବାହୀ ଜାହାଜ ଚିଲିକାରେ ଲାଗିଛି। ଜାହାଜଟି ମାଲେସିଆରୁ ଲୁହାପଥର ଓ ମାଙ୍ଗାନିଜ ଆଣିବାକୁ ବାଂଲାଦେଶ ଯାଉଥିଲା। ମାତ୍ର ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟ ସମୁଦ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇ ଚିଲିକାର…
ଅଧିକ ଖବର ଦେଖନ୍ତୁ...

ଜେଜେବାପାଙ୍କ ମୃତ୍ୟୁ ଖବର ପାଇ ଦୀର୍ଘ ଦିନ ଧରି ଘରକୁ ଆସୁୁନଥିବା ହ୍ରିତିକଙ୍କ ଭଗ୍ନୀ ସୁନୈନା ରୋଶନ ପରିବାରରେ ପାଦ…

ମୁମ୍ବାଇ: ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ ତଥା ଅଭିନେତା ହ୍ରିତିକ ରୋଶନଙ୍କ ଜେଜେବାପା ଜେ ଓମ୍‌ ପ୍ରକାଶଙ୍କର ବୁଧବାର ଦେହାନ୍ତ ହୋଇଯାଇଛି। ହ୍ରିତିକଙ୍କ ଜେଜେବାପାଙ୍କ ହେହାନ୍ତ ହେବା ପରେ ଅନେକ ବନ୍ଧୁପରିଜନ ତାଙ୍କ ଘରକୁ ଆସିବାରେ ଲାଗିଛନ୍ତି। ସେମାନଙ୍କ ମଧ୍ୟରୁ ହ୍ରିତିକଙ୍କ ଭଉଣୀ ସୁନୈନା…
ଅଧିକ ଖବର ଦେଖନ୍ତୁ...