Daily Archives

August 13, 2019

ଯୁବକ କାର୍ଡବୋର୍ଡରେ ବନାଇଲେ ଫାଇଟର ଏୟାରକ୍ରାଫ୍ଟର ମଡେଲ, ଫଟୋ ଦେଖି ଆପଣ ବି ହେବେ ଆଶ୍ଚର୍ଯ୍ୟ

ଅହମ୍ମଦାବାଦ: ଅହମ୍ମଦାବାଦର ୨୧ବର୍ଷୀୟ ମିହିର ପଟେଲ କାର୍ଡବୋର୍ଡ ଜରିଆରେ ଫାଇଟର ଏୟାରକ୍ରାଫ୍ଟର ମଡେଲ ବନାଇଛନ୍ତି। ଏହାର ଫଟୋ ଦେଖି ଆପଣ ବି ଖୁସି ହୋଇଯିବେ। ମିହିର ପଟେଲ ଗୁଜୁରାଟର ଜେତଲପୁରର ନରନାରାୟଣ ଶାସ୍ତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଟେକ୍‌ନୋଲୋଜିରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ…
ଅଧିକ ଖବର ଦେଖନ୍ତୁ...

ଚୋରି କରିବା ପାଇଁ ଘରେ ପଶିଥିବା ଦୁର୍ବୃତ୍ତଙ୍କ ସହ ଲଢ଼ିଲେ ବୃଦ୍ଧ ଦମ୍ପତି, ଭୟରେ ଘଟଣାସ୍ଥଳ ଛାଡ଼ି ଦୌଡ଼ିଲେ ଚୋର 

ତାମିଲନାଡୁ: ତାମିଲନାଡୁର ତିରୁନେଲବେଲି ଜିଲ୍ଲାରେ ବସବାସ କରୁଥିବା ବୃଦ୍ଧ ଦମ୍ପତିଙ୍କ ଘରକୁ କେତେଜଣ ଦୁର୍ବୃତ୍ତ ଚୋରି କରିବାକୁ ଆସିଥିଲେ। ବୃଦ୍ଧ-ବୃଦ୍ଧା ଦୁହେଁ ଚୋରକୁ ଏମିତି ମଜା ଚଖାଇଛନ୍ତି କି ସେମାନେ ଆଗକୁ ଚୋରି କରିବା ପୂର୍ବରୁ ଥରେ ଭାବିବାକୁ ଚିନ୍ତା କରିବେ। ସୂଚନାଯୋଗ୍ୟ,…
ଅଧିକ ଖବର ଦେଖନ୍ତୁ...

ଅଲଗା ହୋଇଯାଇଥିବା ଭାଇ-ଭଉଣୀ ଫେସ୍‌ବୁକ୍‌ ଜରିଆରେ ମିଶି ପାରିଲେ, ଏବେ ୧୪ବର୍ଷ ପରେ ଭଉଣୀ ବାନ୍ଧିବ ଭାଇ ହାତରେ ରାକ୍ଷୀ

ଗାଜିଆବାଦ: ଦୀର୍ଘ ୧୪ବର୍ଷ ପରେ ଅଲଗା ହୋଇଥିବା ଭାଇ-ଭଉଣୀ ଏକାଠି  ହୋଇ ପାରିଛନ୍ତି। ଏହି ଭାଇ-ଭଉଣୀ ଦୁହିଁଙ୍କୁ ମିଶାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଫେସ୍‌ବୁକ୍‌ ନିଭାଇଛି। ଦୀର୍ଘ ୧୪ବର୍ଷ ପରେ  ଭଉଣୀ ତାର ଭାଇ ହାତରେ ରାକ୍ଷୀ ବାନ୍ଧିବ, ଯାହାକୁ ନେଇ ଦୁଇ ଭାଇ-ଭଉଣୀ ବେଶ୍‌ ଖୁସି…
ଅଧିକ ଖବର ଦେଖନ୍ତୁ...

୫ ଜିଲ୍ଲାକୁ ୭ ଦିନିଆ ରିଲିଫ ଘୋଷଣା କଲେ ନବୀନ, ବୟସ୍କ ବ୍ୟକ୍ତି ଦିନକୁ ପାଇବେ ୬୦ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସନ୍ଧ୍ୟାରେ ବନ୍ୟା ପ୍ରଭାବିତ ୫ ଜିଲ୍ଲା ପାଇଁ ୭ ଦିନିଆ ରିଲିଫ ଘୋଷଣା କରିଛନ୍ତି। କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ସ୍ଥିତି ଖରାପ ହୋଇଛି। ରାଜ୍ୟ ସରକାର…
ଅଧିକ ଖବର ଦେଖନ୍ତୁ...

ଇରାନର ଜାହାଜ ଛାଡିବାକୁ ରାଜି ହେଲା ବ୍ରିଟେନ !

ଓ୍ଵାସିଂଟନ : ଉପସାଗରୀୟ ଅଞ୍ଚଳରେ ଇରାନକୁ ନେଇ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଉଛି । ଏ ଅଞ୍ଚଳରେ ନିଜର ସାମରିକ ଶକ୍ତି ବୃଦ୍ଧି କରିବାଲାଗି ଆମେରିକା ସୋମବାରଦିନ ନିଜର ଏକ ଯୁଦ୍ଧ ଜାହାଜ ପଠାଇଛି । ଏହାର ନାଁ ହେଉଛି ଏଚଏମଏସ କେଣ୍ଟ । ଏହି ଯୁଦ୍ଧ ଜାହାଜ ଉପସାଗରୀୟ ଅଂଚଳରେ ଥିବା ଆମେରିକା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କୌଣସି ସୁଯୋଗ ମିଳିବା ହେତୁ ଧନଲାଭ ହେବ। ଅଫିସରେ କୌଣସି ସିନିଅରଙ୍କ ସହଯୋଗରେ ସ୍ଥଗିତ ଥିବା କାର୍ଯ୍ୟ ପୂରା ହୋଇଯିବ। ଛାତ୍ରଙ୍କୁ କୌଣସି ଶୁଭ ସମାଚାର ମିଳିବାର ସମ୍ଭାବନା। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ। ବୃଷ:…
ଅଧିକ ଖବର ଦେଖନ୍ତୁ...

ସିବିଏସ୍‌ଇ ପରୀକ୍ଷା ‘ଫି’ ବୃଦ୍ଧି ପ୍ରସଙ୍ଗ : ନବୀନଙ୍କୁ ସମର୍ଥନ କଲେ କେଜରିଓ୍ଵାଲ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ‘ଫି’ ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖି ବର୍ଦ୍ଧିତ ଫି’ର ପୁନର୍ବିଚାର କରିବାକୁ ଅନୁରୋଧ…
ଅଧିକ ଖବର ଦେଖନ୍ତୁ...

ସିବିଏସ୍‌ଇ ପରୀକ୍ଷା ‘ଫି’ ବୃଦ୍ଧି ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ‘ଫି’ ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖିଛନ୍ତି। ବର୍ଦ୍ଧିତ ଫି’ର ପୁନର୍ବିଚାର କରିବାକୁ…
ଅଧିକ ଖବର ଦେଖନ୍ତୁ...

ଆସିପାରେ ବଡ଼ ବନ୍ୟା ! ମହାନଦୀରେ ଦିନକ ପରେ ପ୍ରବାହିତ ହେବ ୧୦ ଲକ୍ଷ କ୍ୟୁସେକ ଜଳ, ୬ଟି ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ହୀରାକୁଦ ଜଳ ଭଣ୍ଡାରରୁ ମହାନଦୀକୁ ବନ୍ୟା ଜଳ ଆସନ୍ତା ବୁଧବାର ଦିନ ଛଡ଼ାଯାଉଥିବାରୁ ବନ୍ୟା ଆଶଙ୍କା ଦେଖା ଦେଇଛି। ଏହି ନଦୀ କୂଳବର୍ତ୍ତୀ ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇ ଦିଆଯିବା ସଂଗେ ସଂଗେ ନଦୀ ବନ୍ଧ ଉପରେ ପେଟ୍ରୋଲିଂ ବା ପଇଁତରା ସୁଦୃଢ କରିବାକୁ ପରାମର୍ଶ…
ଅଧିକ ଖବର ଦେଖନ୍ତୁ...

ଶ୍ୱେତା ତିଓ୍ଵାରୀଙ୍କ ପରେ ଝିଅ ପଲକ୍‌ ବି ବାହାରିଲେ ବାପାଙ୍କ ବିରୋଧରେ, ଲେଖିଲେ ଲମ୍ବା ଇନ୍‌ଷ୍ଟା ପୋଷ୍ଟ୍‍

ମୁମ୍ବାଇ: ସ୍ୱାମୀ ଅଭିନବ କୋହଲିଙ୍କ ନାମରେ ଅଭିନେତ୍ରୀ ପତ୍ନୀ ଶ୍ୱେତା ତିଓ୍ଵାରୀ ଘରୋଇ ହିଂସାର ଅଭିଯୋଗ ଆଣିବା ପରେ ଏହାକୁ ସମର୍ଥନ କରିଛନ୍ତି ତାଙ୍କ ଝିଅ ପଲକ୍‌। ପଲକ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ନିଜ ମାଆଙ୍କ ସମର୍ଥନରେ ଏକ ଲମ୍ବା ପୋଷ୍ଟ୍‍ ଲେଖିଛନ୍ତି। ସେ ତାଙ୍କ୍‌…
ଅଧିକ ଖବର ଦେଖନ୍ତୁ...