Daily Archives

August 14, 2019

ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପ୍ରବେଶ କରୁଛି ୨ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ ଜଳ

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବର୍ଷା ଜଳ ପ୍ରବେଶ କରୁଛି। ଫଳରେ ଡ୍ୟାମ୍‌ରେ ଜଳସ୍ତର ବଢୁଛି। ରାତି ୯ଟା ସୁଦ୍ଧା ଜଳସ୍ତର ୬୧୯.୯୩ ଫୁଟ ରହିଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୨ ଲକ୍ଷ ୩୪ ହଜାର ୭୩୫…
ଅଧିକ ଖବର ଦେଖନ୍ତୁ...

ବନ୍ୟାପାଣିରେ ଭାସି ଯାଉଥିବା ବେଳେ ଯୁବତୀଙ୍କୁ ଉଦ୍ଧାର କଲେ ଯୁବକ

ଝାରସୁଗୁଡା: ସିରିଆପାଲି ନାଳରେ ପ୍ରବାହିତ ବନ୍ୟାପାଣିରେ ଭାସି ଯାଉଥିବା ବେଳେ ବୁଧବାର ସକାଳୁ ଜଣେ ଯୁବକ ନାଳ ଭିତରକୁ ଡେଇଁ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି। ପାଣିରେ ବୁଡ଼ି ବେହୋସ ହୋଇ ପଡ଼ିଥିବା ଯୁବତୀଙ୍କ ନାମ କଲ୍ୟାଣୀ ତାଣ୍ଡି(୨୨)। ତାଙ୍କ ଘର ଲଇକେରା ଥାନା ଗୁଡ଼ିଗାଁରେ ବୋଲି କୋଲାବିରା…
ଅଧିକ ଖବର ଦେଖନ୍ତୁ...

‘ବଟାଲା ହାଉସ୍‌’ର ସ୍କ୍ରିନିଙ୍ଗ୍‌ ପରେ ଜନ୍‌ଙ୍କୁ ନ୍ୟାସ୍‌ନାଲ ଆଓ୍ଵାର୍ଡ ମିଳିବା ଦରକାର ବୋଲି ଦାବି କଲେ ପ୍ରଶଂସକ

ମୁମ୍ବାଇ : ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଫିଲ୍ମ ବଟାଲା ହାଉସ୍‌ ଆସନ୍ତାକାଲି ସ୍ୱାଧୀନତା ଦିବସ ଅବସରରେ ରିଲିଜ୍‌ ହେବାକୁ ଯାଉଛି । ତେବେ ମଙ୍ଗଳବାର ଏହାର ସ୍ୱତନ୍ତ୍ର ସ୍କ୍ରିନିଙ୍ଗ ରଖାଯାଇଥିବା ବେଳେ ଫିଲ୍ମଟି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିବା ଜଣାପଡ଼ିଛି । ସ୍କ୍ରିନିଙ୍ଗ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ଭିଡିଓରେ ନଜର ଆସିଲା ୧୨ବର୍ଷୀୟ ନାବାଳକଙ୍କ ସାହସିକତା: ଜଳମଗ୍ନ ପୋଲ ଉପରେ ଆମ୍ବୁଲାନ୍ସକୁ ଦେଖାଇଲେ ବାଟ 

ବେଙ୍ଗାଲୁରୁ : ଲଗାଣ ବର୍ଷା ପାଇଁ ଏବେ କର୍ଣ୍ଣାଟକର ସ୍ଥିତି ସଙ୍ଗୀନ୍‌ ହୋଇ ପଡ଼ିଛି । ବନ୍ୟା ଯୋଗୁଁ ଲୋକମାନଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି । ଚାରିଆଡ଼େ ବନ୍ୟାଜଳ ଭରି ରହିଥିବାରୁ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି ଲୋକେ । ଏଭଳି ପରିସ୍ଥିତିରେ ଜଣେ ୧୨ବର୍ଷୀୟ ନାବାଳକ ସାହାସିକତାର…
ଅଧିକ ଖବର ଦେଖନ୍ତୁ...

୭ ଜିଲ୍ଲାରେ ସୁଧୁରିଛି ବନ୍ୟା ପରିସ୍ଥିତି, ମହାନଦୀ ପାଇଁ ବଢୁଛି ବିପତ୍ତି

ଭୁବନେଶ୍ୱର: ବିଗତ ଦିନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ୭ଟି ଜିଲ୍ଲାରେ ଦେଖାଯାଇଥିବା ବନ୍ୟା ପରିସ୍ଥିତି ବୁଧବାର ସାମାନ୍ୟ ସୁଧୁରିଥିବା ବେଳେ ମହାନଦୀ ପାଇଁ ବିପତ୍ତି ବଢ଼ିଛି। ପଶ୍ଚିମାଂଚଳର ନଦୀଗୁଡ଼ିକରୁ ପ୍ରବାହିତ ହେଉଥିବା ପାଣି ମହାନଦୀରେ ମିଶି ଥିବାରୁ ବିପତ୍ତି ବଢ଼ିଛି।…
ଅଧିକ ଖବର ଦେଖନ୍ତୁ...

ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନର ଆକାଶୀ ଆକ୍ରମଣକୁ ରୋକିଥିଲେ ଏହି ମହିଳା, ଏବେ ଯୁଦ୍ଧ ସେବା ପଦକରେ…

ନୂଆଦିଲ୍ଲୀ : ପୁଲଓ୍ଵାମାରେ ଭାରତୀୟ ଯବାନମାନଙ୍କ ଉପରେ ଆକ୍ରମଣ କରାଯିବା ପରେ ଏହାର ଜବାବ ଦେବା ପାଇଁ ପାକିସ୍ତାନର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା । ବାଲାକୋଟ୍‌ରେ ଥିବା ଜୈସ୍‌-ଇ-ମହମ୍ମଦର ଆତଙ୍କୀ କ୍ୟାମ୍ପ ଉପରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିବା ବେଳେ ପ୍ରାୟ ୩୦୦…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ା ଏଡ଼ିଏମ୍‌ ପ୍ରଦୀପ ସାହୁଙ୍କୁ ଜିଲ୍ଲାପାଳ ଦାୟିତ୍ୱ

ଝାରସୁଗୁଡା: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ବୁଧବାର ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ଓ ତାଙ୍କ ସ୍ଥାନରେ ଝାରସୁଗୁଡ଼ା ଏଡ଼ିଏମ୍‌ ପ୍ରଦୀପ ସାହୁଙ୍କୁ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ଦିବସରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ରେକର୍ଡର ସମକକ୍ଷ ହେବେ ମୋଦୀ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ଭାବେ ଗୁରୁବାର ନିଜର ଷଷ୍ଠତମ ସ୍ୱାଧୀନତା ଦିବସ ଭାଷଣ ଦେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ । ୨୦୧୯ରେ ପୁଣି ଥରେ କ୍ଷମତାକୁ ଆସିବା ପରେ ଏହା ମୋଦୀଙ୍କ ପ୍ରଥମ ସ୍ୱାଧୀନତା ଦିବସ ଭାଷଣ ହେବ । କାଲି ଦେବାକୁ ଥିବା ଭାଷଣରେ ସେ ଜମ୍ମୁ-କଶ୍ମୀରରେ ୩୭୦ଧାରା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। କୌଣସି କାମରେ ଯଥେଷ୍ଟ ବ୍ୟସ୍ତ ରହିପାରନ୍ତି। କାନୁନ ବିବାଦ ସମାଧାନ କରିବାରେ ସଫଳତା ମିଳିବ। ବ୍ୟବସାୟରେ ନୂଆ ନେଣଦେଣ ହୋଇପାରେ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ବାବା କପିଳାସ। ବୃଷ: ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ।…
ଅଧିକ ଖବର ଦେଖନ୍ତୁ...

ପୁଲଓ୍ଵାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି: ବିଗ୍‌ ବି, ଶାହାରୁଖ୍‌ ଓ ଅମୀରଙ୍କୁ ନେଇ ପ୍ରସ୍ତୁତ ହେଲା ‘ତୁ ଦେଶ ମେରା’ ଗୀତ

ନୂଆଦିଲ୍ଲୀ: ବଲିଉଡ ଷ୍ଟାରମାନେ ବିପଦ ସମୟରେ ସବୁବେଳେ ଦେଶ ସହିତ ଏକାଠି ଛିଡା ହୋଇଥାଆନ୍ତି। ସେ ବନ୍ୟା ପ୍ରଭାବିତ ଅଞ୍ଚଳ ହେଉ ଅବା ଦେଶର ରକ୍ଷା ପାଇଁ ନିଜ ଜୀବନକୁ ବଳି ଦେଇଥିବା ଯବାନ ପରିବାରଙ୍କ ପାଇଁ ହେଉ। ଚଳିତ ବର୍ଷ ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦେଶ ୪୦ଜଣ ଯବାନଙ୍କୁ…
ଅଧିକ ଖବର ଦେଖନ୍ତୁ...