Daily Archives

August 15, 2019

ଟଙ୍କା ଫେରସ୍ତ ପାଇବା ପାଇଁ ଜୋମାଟୋର କଷ୍ଟମର କେୟାରକୁ କଲ୍‌ କରିବା ପରେ ଆକାଉଣ୍ଟରୁ ଖାଲି ହୋଇଗଲା ଟଙ୍କା !

ନୂଆଦିଲ୍ଲୀ : ଯଦି ଆପଣ ଅନ୍‌ଲାଇନ ଖାଦ୍ୟ ଡେଲିଭର କରୁଥିବା କମ୍ପାନୀ ଜୋମାଟୋରୁ ଖାଇବା ଅର୍ଡର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ବେଙ୍ଗାଲୁରୁର ଜଣେ ମହିଳା ଖାଇବା ଅର୍ଡର କରି ଏବେ ପଶ୍ଚାତାପ କରୁଥିବା ଜଣା ପଡ଼ିଛି । ଟଙ୍କା ଫେରସ୍ତ ପାଇଁ ସେ ଜୋମାଟୋର କଷ୍ଟମର କେୟାର ନମ୍ବରକୁ ଫୋନ…
ଅଧିକ ଖବର ଦେଖନ୍ତୁ...

ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କଲେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ସିହ୍ନା

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ସିହ୍ନା ୭୨ବର୍ଷ ବୟସରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କୁ ମୁମ୍ବାଇର ସିଟି କେୟାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ଭେଣ୍ଟିଲିଟରରେ ରଖିଥିଲେ । ତାଙ୍କର ହୃଦଜନିତ ଓ ଫୁସ୍‌ଫୁସ୍‌ଜନିତ ସମସ୍ୟା ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାରେ ୨ଟି ଶତକ ହାସଲ କରିବା ପରେ ବିରାଟ କହିଲେ- ଟିମ୍‌ ପାଇଁ ଖେଳିଥିବାରୁ ଗର୍ବ ଅନୁଭବ…

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜରେ ବୁଧବାର ଶେଷ ହୋଇଥିବା ୩ ଦିନିକିଆ ଶୃଙ୍ଖଳାକୁ ଟିମ ଇଣ୍ଡିଆ ୨-୦ରେ ଜିତିଛି। ଏହି ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଏହା ପରେ ଟିମ୍‌ ଇଣ୍ଡିଆ ପରବର୍ତ୍ତୀ ୨ଟି ମ୍ୟାଚ୍‌ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟୀ ହୋଇଛି। ବିରାଟ କୋହଲି…
ଅଧିକ ଖବର ଦେଖନ୍ତୁ...

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ: ମାମୁଁ ଘରେ କୂଅରେ ପଡି ଭଣଜାର ମୃତ୍ୟୁ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚାକିଡି ଗ୍ରାମରେ ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ ଘଟିଛି। ଚାକିଡି ଗ୍ରାମର ଭାଇ ଗୁଲାମ ମୁର୍ମୁଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଭିଣେଇ ସହିତ ଭଉଣୀ ଓ ଚାରି ବର୍ଷର ପୁଅ ମେଘରାୟ ମୁର୍ମୁ ବିଶୋଇ ଥାନା ବାଉତିବେଡାରୁ ଆସିଥିଲେ। ରାକ୍ଷୀ…
ଅଧିକ ଖବର ଦେଖନ୍ତୁ...

ଖାରବେଳ ଭବନ ଉଦ୍‌ଘାଟିତ, ‘ପରଶମଣି’କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଗୁରୁବାର ବହୁ ପ୍ରତୀକ୍ଷିତ ଖାରବେଳ ଭବନ ଉଦ୍‌ଘାଟିତ ହୋଇଯାଇଛି। ପ୍ରାୟ ୧୨୮ କୋଟି ଟଙ୍କାରେ ନିର୍ମିତ ଏହି ଭବନରେ ୧୧ଟି ବିଭାଗ କାର୍ଯ୍ୟ କରିବ। ଏଲ୍‌ ଆଣ୍ଡ ଟି ଦ୍ୱାରା ଏହି ଭବନକୁ ନିର୍ମାଣ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

କଳା ହୋଇଗଲା ଇମ୍ରାନଙ୍କ ଟ୍ୱିଟର, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତର ସ୍ୱାଧୀନତା ଦିବସକୁ କଳା ଦିବସ ରୂପେ ପାଳନ କରୁଛନ୍ତି | ଏଥିପାଇଁ ସୋସିଆଲ ମିଡିଆରେ ମଧ୍ୟ ନିଜର ଫଟୋ ହଟାଇ ଏହାକୁ କଳା କରିଦେଇଛନ୍ତି | କଶ୍ମୀରରୁ ଧାରା ୩୭୦ ଉଠିବା ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ସଂପର୍କ ଅଧିକ ତିକ୍ତ…
ଅଧିକ ଖବର ଦେଖନ୍ତୁ...

ସ୍ୱାଧୀନତା ଦିବସରେ ୩ ପାକିସ୍ତାନୀ ସୈନିକ ମାରିଲା ଭାରତୀୟ ସେନା

ଶ୍ରୀନଗର : ଆଜି ଭାରତର ସ୍ୱାଧୀନତା ଦିବସ ଅବସରରେ ମଧ୍ୟ ନିୟନ୍ତ୍ରଣ ରେଖାନିକଟରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରହିଛି । ନିୟନ୍ତ୍ରଣ ରେଖା ନିକଟରେ ଥିବା ଉରି ଓ ରାଜୌରୀ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅବିରତଭାବେ ଗୁଳିବର୍ଷଣ ଚାଲିଛି । ତେବେ ସତର୍କ ଥିବା ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ଏହି ଅନ୍‌ସ୍କ୍ରିନ୍‌ ଯୋଡ଼ିଙ୍କ ମଧ୍ୟରେ ଥିବା ବୟସ ପାର୍ଥକ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ ଆପଣ

ବଲିଉଡ୍‌ ହେଉ ବା ଟଲିଉଡ୍‌ ଦୁଇଟି ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କର କ୍ୟାରିୟର ବହୁତ କମ ସମୟ ପାଇଁ ଚାଲିଥାଏ । ବହୁତ କମ ଅଭିନେତ୍ରୀ ଲମ୍ବା ସମୟ ପାଇଁ ଇଣ୍ଡଷ୍ଟ୍ରିରେ ତିଷ୍ଠି ରହି ପାରିଥାନ୍ତି । କିଛି ଅଭିନେତା ବୟସ୍କ ହୋଇ ମଧ୍ୟ ଇଣ୍ଡଷ୍ଟ୍ରିରେ ରାଜ୍‌ କରି ଚାଲୁଥିବା ବେଳେ କିଛି…
ଅଧିକ ଖବର ଦେଖନ୍ତୁ...

୧୫ ଅଗଷ୍ଟରେ ଭାରତ ସହ ଏହି ଦେଶମାନଙ୍କୁ ବି ମିଳିଥିଲା ସ୍ୱାଧୀନତା

ଆଜି(ଅଗଷ୍ଟ ୧୫)କୁ ସମଗ୍ର ଭାରତବାସୀ ସ୍ୱାଧୀନତା ଦିବସ ଭାବେ ପାଳନ କରୁଛନ୍ତି | ଭାରତୀୟ ଇତିହାସର ଏହି ସ୍ୱର୍ଣ୍ଣିମ ଅଧ୍ୟାୟ ପାଇଁ ଦେଶବାସୀ ପ୍ରତି ବର୍ଷ ଉତ୍ସାହର ସହିତ ସ୍ୱାଧୀନତା ଦିବସକୁ ପାଳନ କରିଥାନ୍ତି | ଇଂରେଜଙ୍କର ୨୦୦ ବର୍ଷର ଶାସନର ପରିସମାପ୍ତି ଘଟି ନୂଆ ଭାରତର ପରିକଳ୍ପନା…
ଅଧିକ ଖବର ଦେଖନ୍ତୁ...