Monthly Archives

September 2019

କନ୍ଧମାଳ: ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳଙ୍କ ଦ୍ୱାରା ଶୁଣାଣି ହେଲା ୪୮ଟି ଜନ ଅଭିଯୋଗ

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ପରିସରରେ ଆଜି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିଛନ୍ତି।ମୋଟ ୪୮ଗୋଟି ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ଯଥା ବାର୍ଦ୍ଧକ୍ୟ ଭତ୍ତା,ଗୃହ ନିର୍ମାଣ,…
ଅଧିକ ଖବର ଦେଖନ୍ତୁ...

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ : ୬ଟି ସ୍ଥାନରେ ଗାନ୍ଧୀଙ୍କ ପୂର୍ଣ୍ଣାବୟବ ତୈଳଚିତ୍ର ସ୍ଥାପିତ

ଭୁବନେଶ୍ୱର : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ସମାରୋହର ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି। ଅକ୍ଟୋବର ୨ ତାରିଖ ବୁଧବାର ଦିନ ଭୁବନେଶ୍ୱରଠାରେ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ଶିରିଡି-ପୁରୀ ଏକ୍ସପ୍ରେସ ଟ୍ରେନରୁ ଅଲଗା ହେଲା ଇଞ୍ଜିନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଖୋର୍ଦ୍ଧା : ଡେଲାଙ୍ଗ ଷ୍ଟେସନ୍‌ରେ ଶିରିଡି-ପୁରୀ ଏକ୍ସପ୍ରେସ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛି । ଟ୍ରେନ ନଂ -୧୮୪୦୮ ଶିରିଡି-ପୁରୀ ଏକ୍ସପ୍ରେସ ଟ୍ରେନଟି ଶିରିଡିରୁ ପୁରୀ ଅଭିମୁଖେ ଆସୁଥିବା ବେଳେ ଡେଲାଙ୍ଗ ଷ୍ଟେସନରେ ଟ୍ରାକ ପରିବର୍ତ୍ତନ ସମୟରେ ଇଞ୍ଜିନ ବଗକୁ ଛାଡି ୩୦୦ ମିଟର…
ଅଧିକ ଖବର ଦେଖନ୍ତୁ...

ରକ୍ତରେ ଆଇରନ୍‌ର ଅଭାବକୁ ଦୂର କରିବା ପାଇଁ ଆଜିଠାରୁ ଏହି ସବୁ ଫଳ ଖାଇବା ଆରମ୍ଭ କରନ୍ତୁ

ପରିବର୍ତ୍ତିତ ଜୀବନଶୈଳୀ ପାଇଁ ଖାଇବା ପିଇବାରେ ଠିକ୍‌ ଠିକଣା ରହୁ ନ ଥିବାରୁ ଶରୀରରେ ଅନେକ ସମସ୍ୟା ଦେଖାଦେଉଛି । ସନ୍ତୁଳିତ ଏବଂ ପୋଷକ ତତ୍ତ୍ୱରେ ଭରପୂର ଥିବା ଖାଦ୍ୟ ଲୋକମାନେ ଖାଇବାରୁ ବଞ୍ଚିତ ହେଉଥିବାରୁ ସେମାନଙ୍କ ରକ୍ତରେ ଆଇରନ୍‌ର ଅଭାବ ଦେଖା ଦେଉଛି । ଠିକ୍‌ ଭାବରେ ଖାନ୍ୟ ନ…
ଅଧିକ ଖବର ଦେଖନ୍ତୁ...

ତିହାର୍‌ ଜେଲ୍‌ରେ ଏଭଳି କଟିଥିଲା ଜୀବନ, ୫ ଥର ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ : ୨୦୧୩ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍‌ର ଜଣେ ଆଗଧାଡ଼ିର ଖେଳାଳି ଥିଲେ ଶ୍ରୀସନ୍ଥ । ସେ କେବେ ହେଲେ ବି ହାର୍‌ ମାନୁ ନ ଥିବା ବେଳେ ନିଜ ଦଳକୁ ଜିତାଇବା ପାଇଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖୁଥିଲେ । କିନ୍ତୁ ସ୍ପଟ୍‌ ଫିକ୍ସିଂ ମାମଲାରେ ପଡ଼ିବା ପରେ ଶ୍ରୀସନ୍ଥଙ୍କ କ୍ୟାରିୟର…
ଅଧିକ ଖବର ଦେଖନ୍ତୁ...

୯୦ବର୍ଷ ବୟସରେ ଇନ୍‌ଷ୍ଟାଗ୍ରାମରେ ପାଦ ରଖିଲେ କୋକିଳକଣ୍ଠୀ ଲତା, ସ୍ୱାଗତ କଲେ ପ୍ରଶଂସକ

ମୁମ୍ବାଇ : କିଛି ଦିନ ତଳେ ୯୦ବର୍ଷରେ ପାଦ ଦେଇଥିଲେ ବଲିଉଡ୍‌ର କୋକିଳକଣ୍ଠୀ ଲତା ମଙ୍ଗେସକର । ପରିବାର ସହ ସେ ନିଜର ଜନ୍ମଦିନ ପାଳନ କରିଥିବା ବେଳେ ଏବେ ତାଙ୍କୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଗୀତ ସହ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଥିବା ଲତାଜୀ ଏବେ ଇନ୍‌ଷ୍ଟାରେ ନିଜର ଅକାଉଣ୍ଟ…
ଅଧିକ ଖବର ଦେଖନ୍ତୁ...

୨ ଘଣ୍ଟା ଧରି ଦୋକାନ ସାମ୍ନାରେ ଲାଗିଥିବା ସ୍କ୍ରିନ୍‌ରେ ଚାଲିଲା ପର୍ଣ୍ଣ ଭିଡିଓ, ପରେ ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ : ଅକ୍‌ଲାଣ୍ଡର କୁଇନ୍‌ ଷ୍ଟ୍ରିଟ୍‌ରେ ଏକ ଅଜବ ଘଟଣା ଘଟିଛି । ବିଭିନ୍ନ ପ୍ରକାରର ଜୋତାର ବିଜ୍ଞାପନ ପାଇଁ ଦୋକାନ ବାହାରେ ଲାଗିଥିବା ସ୍କ୍ରିନ୍‌ରେ ହଠାତ୍‌ ପର୍ଣ୍ଣ ଭିଡିଓ ଚାଲିବା ଦେଖି ଦୋକାନୀଙ୍କ ସମତେ ସେଇ ବାଟ ଦେଇ ଯାଉଥିବା ଲୋକଙ୍କୁ ଏହି ଦୃଶ୍ୟ ଆଶ୍ଚର୍ଯ୍ୟ କରିଥିଲା ।…
ଅଧିକ ଖବର ଦେଖନ୍ତୁ...

ମୋତେ ନେବାକୁ ଚାହୁଁଥିଲେ ପ୍ରଯୋଜକ, କିନ୍ତୁ ଏହି କାରଣ ପାଇଁ ଶେଷରେ ଶାହିଦ୍‌ଙ୍କୁ ମିଳିଲା କବୀର ସିଂହରେ କାମ କରିବାର…

ମୁମ୍ବାଇ : ବଲିଉଡ୍‌ ଅଭିନେତା ଶାହିଦ୍‌ କପୁରଙ୍କ ସୁପରହିଟ୍‌ ଫିଲ୍ମ କବୀର ସିଂହଙ୍କୁ ନେଇ ଅଭିନେତା ଅର୍ଜୁନ କପୁର ନିଜର ବୟାନ ଦେଇଛନ୍ତି । ଯେଉଁ ସମୟରେ ସୁପରହିଟ୍‌ ତେଲୁଗୁ ଫିଲ୍ମର ହିନ୍ଦୀ ରିମେକ୍‌ ରାଇଟ୍‌ସ ନିଆଯାଉଥିଲା, ସେ ସମୟରେ ପ୍ରଯୋଜକ ମୋତେ ହିରୋ ଭାବରେ ନେବାକୁ ଚହୁଁଥିଲେ ।…
ଅଧିକ ଖବର ଦେଖନ୍ତୁ...

ମଞ୍ଜିତ ଦାସଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଅନୁଭବଙ୍କ ପିଏସଓ

ଭୁବନେଶ୍ବର : ଗତ କାଲିର ଗାଳିଗୁଲଜ ଘଟଣାରେ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ମଞ୍ଜିତ ଦାସଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ନିରାପତ୍ତା ରକ୍ଷୀ ବା ପିଏସଓ । ଅନୁଭବଙ୍କୁ ମଞ୍ଜିତ ଧମକଚମକ ଦେଇଥିବା ସେ ନିଜ…
ଅଧିକ ଖବର ଦେଖନ୍ତୁ...

ଅଦରକାରୀ ପ୍ଲାଷ୍ଟିକକୁ ନେଇ ନିର୍ମାଣ ହେଲା ସଡ଼କ

ନୂଆଦିଲ୍ଲୀ : ଗାଜିଆବାଦ୍‌ରେ ଅଦରକାରୀ ପ୍ଲାଷ୍ଟିକ୍‌କୁ ବ୍ୟବହାର କରାଯାଇ ରାସ୍ତା ନିର୍ମାଣ କରାଯାଇଛି । ୩ମିଟର ଚଉଡ଼ାର ପ୍ରାୟ ୩୦୦ମିଟର ଲମ୍ବା ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଏଥିପାଇଁ ୩୫୦କିଲୋ ପ୍ଲାଷ୍ଟିକ୍‌ର ବ୍ୟବହାର କରାଯାଉଛି । ରବିବାର ସ୍ଥାନୀୟ ମେୟର ଓ ନିଗମ କମିଶନର ରାସ୍ତାର…
ଅଧିକ ଖବର ଦେଖନ୍ତୁ...