Daily Archives

September 3, 2019

କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ଗିରଫ କଲା ଇଡି

ବାଙ୍ଗାଲୁରୁ : କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡିକେ ଶିବକୁମାରଙ୍କୁ ୪ ଦିନ ଧରି ଜେରା କରିବା ପରେ ଆଜି ଗିରଫ କରିଛି ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ ବା ଇଡି । ବେଆଇନ ଅର୍ଥ କାରବାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଇଡି ପକ୍ଷରୁ କୁହାଯାଇଛି ଯେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସଙ୍କ ବଡ଼ ଡ଼ର କ’ଣ? ଖୁଲାସା କଲେ ଗେଟସ୍

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ଭାବେ ଜଣା ଯାଉଥିବା ବିଲ୍‌ ଗେଟ୍‌ସଙ୍କ ଜୀବନୀକୁ ନେଇ ନେଟ୍‌ଫ୍ଲିକ୍ସ ଏକ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛି । ଏହାର ଟ୍ରେଲର ରିଲିଜ୍‌ କରାଯାଇଥିବା ବେଳେ ଫିଲ୍ମର ନାଁ ରହିଛି ‘ଇନ୍‌ସାଇଡ୍‌ ବିଲ୍‌ସ ବ୍ରେନ୍‌: ଡିକୋଡିଂ ବିଲ୍‌ସ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ୬ଟି ଜାତୀୟ ଜଳପଥ ଚିହ୍ନଟ: ଜାତୀୟ ଜଳପଥ-୫ର ବିକାଶ ସାଙ୍ଗକୁ ଅନ୍ୟ ୫ଟିର ସର୍ଭେ ଜାରି

ଭୁବନେଶ୍ୱର(ସୁବ୍ରତ ଦାସ): ଓଡ଼ିଶାରେ ଜଳପଥରେ ପରିବହନ ବହୁକାଳରୁ ପ୍ରଚଳିତ । ଜଳପଥରେ ପରିବହନ ହେଲେ ସଡ଼କ ପଥ ଉପରେ ଚାପ କମ୍ ପଡିବ ଏବଂ ପ୍ରଦୂଷଣ ମଧ୍ୟ କମ୍ ହେବ । ଜଳପଥରେ ପରିବହନ କରାଗଲେ ଖର୍ଚ୍ଚ ମଧ୍ୟ କମ୍ ହୁଏ । ଏହି ପରିପ୍ରେକ୍ଷୀରେ ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ…
ଅଧିକ ଖବର ଦେଖନ୍ତୁ...

ଆରମ୍ଭ ହେଲା କାଉଣ୍ଟ୍‌ଡାଉନ୍‌, ଆସନ୍ତା୬-୭ ତାରିଖରେ ଅବତରଣ କରିବ ଚନ୍ଦ୍ରଯାନ-୨

ନୂଆଦିଲ୍ଲୀ: ଇସ୍ରୋ ଯେପରି ସିଗନାଲ ଦେଉଛି, ସେହି ଅନୁରୂପ କାମ କରୁଛି ଚନ୍ଦ୍ରଯାନ-୨। ଗତକାଲି ଅର୍ବିଟରରୁ ଅଲଗା ହେବା ପରେ ଲାଣ୍ଡରର କକ୍ଷପଥକୁ ବଦଳାଇ ଦେଇଛି ଇସ୍ରୋ। ଚନ୍ଦ୍ରର ୧୦୯ କିଲୋମିଟର ନିକଟ ଓ ୧୨୦ କିଲୋମିଟର ଦୂର ଅଣ୍ଡାକାର କକ୍ଷପଥରେ ଘୁରିବୁଲିବା ଆରମ୍ଭ କରିଛି ବିକ୍ରମ ଲାଣ୍ଡର।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ କୌଣସି ମାମଲାରେ ଭାବପ୍ରବଣ ହେବେ। ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ କଥା କହିବା ବେଳେ ସତର୍କ ରହନ୍ତୁ। ଅଫିସ କାମରେ ଆପଣଙ୍କୁ କୌଣସି ଆହ୍ବାନ ଆସିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ମାଣିକେଶ୍ବରୀ। ବୃଷ: ବେପାରରେ ଉନ୍ନତି ପାଇଁ ଭଲ…
ଅଧିକ ଖବର ଦେଖନ୍ତୁ...

ଭାରତର ଚାପ ଆଗରେ ମୁଣ୍ଡ ନୁଆଁଇଲା ପାକିସ୍ତାନ; ଧର୍ମ ପରିବର୍ତ୍ତନର ଶିକାର ହୋଇଥିବା ଶିଖ୍‌ ଯୁବତୀ ଫେରିବେ ପରିବାରକୁ

ନୂଆଦିଲ୍ଲୀ: ଜନୈକା ଅଳ୍ପ ବୟସ୍କା ଶିଖ୍‌ ଯୁବତୀଙ୍କୁ ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ଅପହରଣ କରିନେବା ସେଠାରେ ତାଙ୍କର ଧର୍ମ ପରିବର୍ତ୍ତନ କରାଇ ଜଣେ ମୁସଲମାନ ବ୍ୟକ୍ତିଙ୍କୁ ବଳପୂର୍ବକ ବିବାହ କରାଇଦେବା ଘଟଣାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦର ଶେଷରେ ଆଜି ଅନ୍ତ ଘଟିଛି। ଏବଂ…
ଅଧିକ ଖବର ଦେଖନ୍ତୁ...

ମାନସିକ ବିକୃତ ବ୍ୟକ୍ତିଙ୍କୁ ନିସ୍ତୁକମାଡ ମାରିଲେ ଆରଜିଏଚ ହସ୍‌ପିଟାଲ୍‌ର ସୁରକ୍ଷାକର୍ମଚାରୀ

ରାଉରକେଲା: ରାଉରକେଲାର ସରକାରୀ ହସ୍‌ପିଟାଲ୍‌ (ଆରଜିଏଚ)ରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମଚାରୀ ସାର୍ବଜନୀନ ଭାବେ ଜଣେ ମାନସିକସ୍ତରରେ ଦୁର୍ବଳ ଥିବା ବ୍ୟକ୍ତିଙ୍କୁ ନିସ୍ତୁକମାଡ ମାରୁଥିବାର ଭିଡିଓ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହି ଘଟଣାର ଦୃଶ୍ୟ ଭାଇରାଲ ହେବା ପରେ ରଘୁନାଥପାଲି…
ଅଧିକ ଖବର ଦେଖନ୍ତୁ...

ଜର୍ମାନୀ ଖାଦ୍ୟ ପ୍ରଦର୍ଶନୀରେ ଗୋମାଂସକୁ ନେଇ ବିବାଦରେ ଫସିଲା କେରଳର ଏହି ସଂଗଠନ

ଫ୍ରାଙ୍କଫର୍ଟ : ଜର୍ମାନୀର ଫ୍ରାଙ୍କଫର୍ଟ ସହରରେ ଅନୁଷ୍ଠିତ ଏକ ଖାଦ୍ୟ ପ୍ରଦର୍ଶନୀରେ କେରଳର ଏକ ସଂଗଠନ ଗୋମାଂସକୁ ନେଇ ପ୍ରସ୍ତୁତ କେତେକ ଖାଦ୍ୟ ପ୍ରଦର୍ଶନ କରିବା ପରେ ତାହାକୁ ନେଇ ବିବାଦ ଉଠିଛି । ଏହାକୁ କେତେକ ହିନ୍ଦୁବାଦୀ ସଂଗଠନ ବିରୋଧ କରିବା ପରେ ସେଠାରେ ଥିବା ଭାରତୀୟ କନସୁଲେଟ…
ଅଧିକ ଖବର ଦେଖନ୍ତୁ...

ସାମି ନିଜକୁ ଜଣେ ବଡ଼ କ୍ରିକେଟ ତାରକା ବୋଲି ଭାବନ୍ତି: ପତ୍ନୀ ହାସିନ୍‌

ନୂଆଦିଲ୍ଲୀ: କ୍ରିକେଟ୍‌ ତାରକା ମହମ୍ମଦ ସାମିଙ୍କ ନାମରେ ଗିରଫ ପରଓ୍ଵାନା ଜାରି ହେବା ପରେ ନ୍ୟାୟିକ ପ୍ରକ୍ରିୟାକୁ ଧନ୍ୟବାଦ ଦେଇଛନ୍ତି ତାଙ୍କର ଅଭିଯୋଗକାରୀ ପତ୍ନୀ ହାସିନ ଯାହାଁ। ଗତ ବର୍ଷ ପତ୍ନୀ ହାସିନ ସାମିଙ୍କ ନାମରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ। ସାମିଙ୍କୁ ୧୫ ଦିନ ମଧ୍ୟରେ ଆତ୍ମ…
ଅଧିକ ଖବର ଦେଖନ୍ତୁ...

ସାମୟିକ ସ୍ଥଗିତ ରହିଲା ପୁରୀ ବଡ଼ ଆଖଡ଼ା ମଠ ଉଚ୍ଛେଦ, ୨/୩ ଦିନ ଭିତରେ ପଦକ୍ଷେପ ନିଆଯିବ: ପୁରୀ ଜିଲ୍ଲାପାଳ

ପୁରୀ: ବଡ଼ ଆଖଡ଼ା ମଠର ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରହିଛି। ପ୍ରଶାସନ ପକ୍ଷରୁ ଆଜି ମଠର ମହନ୍ତଙ୍କ ସହିତ ଆଲୋଚନା କରାଯାଇଛି। ବଡ଼ ଆଖଡ଼ା ମଠର ଉଚ୍ଛେଦକୁ ସାଧୁସନ୍ଥ ଓ ଆଧ୍ୟାତ୍ମବାଦୀ ଜନସାଧାରଣ ବିରୋଧ କରିବାରୁ ପ୍ରଥମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ଭଙ୍ଗା କାର୍ଯ୍ୟକୁ ସାମୟିକ ସ୍ଥଗିତ…
ଅଧିକ ଖବର ଦେଖନ୍ତୁ...