Daily Archives

September 4, 2019

ଭାଇରାଲ ଭିଡିଓର ପ୍ରଭାବ: ବେଙ୍ଗାଲୁରୁ କଳାକାର ମହାକାଶଚାରୀ ସାଜି ଭିଡିଓ ବନାଇବା ପରେ ରାସ୍ତା ମରାମତି କଲା ନଗର ନିଗମ

ବେଙ୍ଗାଲୁରୁ : କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ଯୁବକ ମହାକାଶଚାରୀଙ୍କ ଭଳି ସଜ ହୋଇ ଆବଡ଼ାଖାବଡ଼ା ରାସ୍ତାରେ ଚାଲୁଥିବା ଦେଖାଯାଇଥିଲା । ପ୍ରଥମେ ଭିଡିଓଟି ଦେଖି ତାହା ଚନ୍ଦ୍ରପୃଷ୍ଠର ଭିଡିଓ ବୋଲି ଲୋକେ ଧୋକା ଖାଇଥିବା ବେଳେ ପରେ ତାହା…
ଅଧିକ ଖବର ଦେଖନ୍ତୁ...

ଋଷି କପୁରଙ୍କ ଜନ୍ମଦିନରେ ବିବାହ ବନ୍ଧନରେ ବାନ୍ଧି ହେଲେ ରଣବୀର-ଆଲିଆ !

ମୁମ୍ବାଇ : ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ସବୁ ଚର୍ଚ୍ଚାର ଅବସାନ ଘଟିଛି । ଦୁହେଁ ଲୁଚି ଲୁଚି ନିଜ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରି ନେଇଥିବା ଜଣାପଡ଼ିଛି । ସେପ୍ଟେମ୍ବର ୪ରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି : ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଦୁଇଗୁଣା ତଣ୍ଡ ଗଣିବେ

ନୂଆଦିଲ୍ଲୀ : ସେପ୍ଟେମ୍ବର ଆରମ୍ଭରୁ ସାରା ଦେଶରେ ନୂଆ ମଟରଯାନ ଆଇନ ଲାଗୁ କରାଯାଇଥିଲା । ଯାହା ପରେ ପରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ଲକ୍ଷାଧିକ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଛି । ତେବେ ସାଧାରଣ ନାଗରିକଙ୍କଠାରୁ ଏତେ ଟଙ୍କାର ଜରିମାନା ଆଦାୟ କରାଯାଉଥିବା ବେଳେ କିଛି ପୁଲିସ…
ଅଧିକ ଖବର ଦେଖନ୍ତୁ...

ଅକ୍ଟୋବରରୁ ଭୁବନେଶ୍ୱରରୁ ଦେଶର ୩ଟି ସହରକୁ ବିମାନସେବା ଆରମ୍ଭ କରିବ ଏୟାରଏସିଆ

ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ମାସ ୨୯ତାରିଖରୁ ଭୁବନେଶ୍ୱରରୁ ଦେଶର ୩ଟି ବଡ଼ ସହରକୁ ବିମାନ ଚଳାଚଳ ଆରମ୍ଭ କରିବ ଏୟାର ଏସିଆ । ଏହି ୩ଟି ସହର ହେଉଛନ୍ତି ଦିଲ୍ଲୀ, ହାଇଦ୍ରାବାଦ ଓ ବାଙ୍ଗାଲୁରୁ । ଏ ସଂପର୍କରେ ରାଜ୍ୟ ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଶ୍ରୀମନ୍ଦିର ଚାରିପଟେ ଉଚ୍ଛେଦ ନେଇ ରାଜନୈତିକ ବାତାବରଣ ଉଷ୍ଣ; ମଠ ମହନ୍ତମାନେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ…

ଭୁବନେଶ୍ୱର: ପୁରୀ ଶ୍ରୀମନ୍ଦିର ଚାରିପଟେ ଗତ ସପ୍ତାହେ ହେଲା ଚାଲିଥିବା ଜବରଦଖଲ ଉଚ୍ଛେଦ ଅଭିଯାନ ନେଇ କ୍ଷତିଗ୍ରସ୍ତ ମଠର କାର୍ଯ୍ୟକର୍ତ୍ତା ତଥା ଦୋକାନୀମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ରାଜନୈତିକ ପରିବେଶ ମଧ୍ୟ ସରଗରମ ହୋଇ ଉଠିଛି। କ୍ଷତିଗ୍ରସ୍ତ ମଠର ମହନ୍ତ ଓ ସନ୍ଥମାନେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ବନ୍ଧୁଙ୍କ ଠାରୁ କୌଣସି ପ୍ରଶ୍ନ ବୁଝିବାରେ ସାହାଯ୍ୟ ମିଳିବ। ପାରିବାରିକ ମାହୋଲରେ ପ୍ରସନ୍ନତା ବଜାୟ ରହିବ। ଶୁଭରଙ୍ଗ: କଫିରଙ୍ଗ। ଆରାଧନା: ମହାଦେବ। ବୃଷ: କାମ ଧନ୍ଦାରେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ କେ ଏସ୍‌ ଜାଭେରୀଙ୍କ ବରିଷ୍ଠତାକୁ ଅଣଦେଖା; କେନ୍ଦ୍ର ସରକାର ଫେରାଇ…

ନୂଆଦିଲ୍ଲୀ: ଦେଶର ଚାରିଟି ରାଜ୍ୟ ହାଇକୋର୍ଟ- ପଞ୍ଜାବ ଓ ହରିୟାଣା, ରାଜସ୍ଥାନ, ହିମାଚଳ ପ୍ରଦେଶ ଓ କେରଳ-ର ମୁଖ୍ୟ ବିଚାରପତିମାନଙ୍କୁ ପଦୋନ୍ନତି ଦେଇ ସେମାନଙ୍କୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପ୍ରିମ୍‌ କୋର୍ଟର କଲେଜିୟମ କରିଥିବା…
ଅଧିକ ଖବର ଦେଖନ୍ତୁ...

ଝିଅର ଅଭିଯୋଗକୁ ଖଣ୍ଡନ କଲେ ରାନୁ ମଣ୍ଡଲ, କେହି ବି ତାଙ୍କ ଟଙ୍କା ନେଉନାହାନ୍ତି

ମୁମ୍ବାଇ: ଝିଅ ଏଲିଜାବେଥ୍‌ ସଥି ରୟଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଲ। ଝିଅ ଏଲିଜାବେଥ୍‌ ଅଭିଯୋଗ ଆଣି କହିଥିଲେ ଯେ ତାଙ୍କ ମାଆଙ୍କ ଟଙ୍କାକୁ କିଛି ଲୋକ ଅପବ୍ୟବହାର କରୁଛନ୍ତି। ମାତ୍ର ରାନୁ ଏ କଥାରେ ଦ୍ୱିମତ ପ୍ରକାଶ କରିଥିବା ଜାଣିବାକୁ ମିଳିଛି।…
ଅଧିକ ଖବର ଦେଖନ୍ତୁ...

ପଞ୍ଜାବ ବାଣକାରଖାନା ବିସ୍ଫୋରଣ : ମୃତ୍ୟୁସଂଖ୍ୟା ୨୨ ଛୁଇଁଲା, ୭ ଆହତଙ୍କ ଅବସ୍ଥା ସଂକଟାପନ୍ନ

ଗୁରୁଦାସପୁର : ପଞ୍ଜାବର ଗୁରୁଦାସପୁର ଜିଲ୍ଲା ବାଟାଲାଠାରେ ଥିବା ଏକ ବାଣ କାରଖାନାରେ ଆଜି ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨୨ରେ ପହଞ୍ଚିଛି । ଏହି ଘଟଣାରେ ଆହୁରି ୩୦ ଜଣ ଆହତ ଅଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି, କାରଣ ଏହି ଆହତମାନଙ୍କ ମଧ୍ୟରୁ ପ୍ରାୟ ୭…
ଅଧିକ ଖବର ଦେଖନ୍ତୁ...

ଟ୍ରକ୍‌ ଚଳାଉଥିବା ସମୟରେ ଚାଳକଙ୍କୁ ହେଲା ହୃଦଘାତ, ଘଟିଲା ଏମିତି ଘଟଣା

ଭୋପାଳ: ମଧ୍ୟପ୍ରଦେଶ ସାଗର ସହର କେଣ୍ଟ ଥାନା ନିକଟ ବାଇପାସ୍‌ରେ ଗତ ମଙ୍ଗଳବାର ଏକ ଲୋମଟାଙ୍କୁରା ଦୁର୍ଘଟଣା ଘଟିଛି। ଗ୍ୟାସ ସିଲିଣ୍ଡର ଭର୍ତ୍ତି ଥିବା ଏକ ଟ୍ରକ ନେଇ ଯାଉଥିବା ସମୟରେ ହଠାତ ଚାଳକଙ୍କୁ ହୃଦ୍‌ଘାତ ହୋଇଥିଲା। ଫଳରେ ଚାଳକ ତିନିଜଣ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଭାରସାମ୍ୟ ହରାଇ…
ଅଧିକ ଖବର ଦେଖନ୍ତୁ...