ଏପ୍ରିଲ ୨୦୧୭-ଜାନୁଆରୀ ୨୦୧୮ ମଧ୍ୟରେ ହ୍ୟାକ୍ ହୋଇଛି ୨୨,୦୦୦ୱେବ୍ସାଇଟ୍
ନୂଆଦିଲ୍ଲୀ : ୱେବ୍ସାଇଟ୍ ହ୍ୟାକିଂକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତରେ ୧୦ମାସ ମଧ୍ୟରେ ୨୨,୦୦୦ୱେବ୍ସାଇଟ୍ ହ୍ୟାକ୍ ହେବା ନେଇ ସୂଚନା ମିଳିବା ପରେ ଖବରଟି ଚର୍ଚ୍ଚାର ବିଷୟ ପାଲଟିଛି । ଗୁରୁବାର ସିବିଆଇ ଦ୍ୱାରା ଆୟୋଜିତ କରାଯାଇଥିବା ସାଇବର ଫରେନ୍ସିକ୍ ସମ୍ମିଳନୀରେ ଏହି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...