Daily Archives

September 12, 2019

ରାନୁଙ୍କୁ ନେଇ ଲତାଜୀ ଦେଇଥିବା ପ୍ରତିକ୍ରିୟାର ଜବାବ ରଖିଲେ ହିମେଶ

ମୁମ୍ବାଇ : ବୁଧବାର ରାତାରାତି ଇଣ୍ଟରନେଟ୍‌ ସେନ୍‌ସେସନ୍‌ ପାଲଟିଥିବା ରାନୁ ମଣ୍ଡଳଙ୍କ ପ୍ରଥମ ଗୀତ ତେରି ମେରି କାହାନୀ ରିଲିଜ୍‌ ହୋଇଥିଲା । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ତଥା ଅଭିନେତା ହିମେଶ ରେଶମିୟା ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇଥିଲେ । ସାମ୍ବାଦିକ ସମ୍ମିଳନୀରେ ହିମେଶଙ୍କ ସହ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀଙ୍କ ଅଜବ ବୟାନ : ଭଲ ରାସ୍ତା ପାଇଁ ବଢ଼ୁଛି ଦୁର୍ଘଟଣା

ବେଙ୍ଗାଲୁରୁ : ସେପ୍ଟେମ୍ବର ୧ରୁ ନୂଆ ମୋଟରଯାନ ନିୟମ ଲାଗ ହେବା ପରଠାରୁ ଦେଶରେ ଏ ନେଇ ବିତର୍କ ଆରମ୍ଭ ହୋଇଛି । ଦେଶରେ ଅଧାରୁ ଅଧିକ ଲୋକ ଏହି ନିୟମକୁ ବିରୋଧ କରୁଥିବାର ଦେଖାଯାଇଛି । ଦୁର୍ଘଟଣା ହ୍ରାସ କରିବା ପାଇଁ ସରକାର ଏଭଳି ନିୟମ ଲାଗୁ କରିଥିବା କହି ସଫେଇ ଦେଉଥିବା ବେଳେ ରାସ୍ତାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଧୢାତ୍ମିକ ଭାବନାରେ ଅଧିକ ସମୟ ବିତିବ। କାହାରି ସହିତ ଭାଗୀଦାର କରିବା ଲାଗି ଦିନଟି ଭଲ। ବ୍ୟବସାୟର ସଉଦା ପାଇଁ ରାଜ୍ୟ ବାହାରକୁ ଯାଇପାରନ୍ତି। ନାରାଜ ଥିବା ମିତ୍ର ବନ୍ଧୁତାର ହାତ ବଢ଼ାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ରାଜନୀତିଜ୍ଞ ଲାଗି ଦିନଟି ସୁଫଳ ଦେବ।…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ଚୋରି ଧରାଇ ପୁରସ୍କାର ପାଇଲେ ଯୁବକ, ଟ୍ୱିଟ୍ କରି ପ୍ରଶଂସା କଲେ ସେସୁ ସିଇଓ

ଭୁବନେଶ୍ବର:  ବିଦ୍ୟୁତ ଚୋରି ଧରାଇ ପୁରସ୍କାର ପାଇଛନ୍ତି ଯୁବକ । ଶେଖ୍  ରଫିକୁଦ୍ଦିନ୍ ନାମକ ଜଣେ ଯୁବକ ବିଦ୍ୟୁତ ଚୋରି  ବିଷୟରେ ଖବର ଦେଇ ସେସୁ ଦ୍ବାରା ପୁରସ୍କୃତ ହୋଇଛନ୍ତି। ପୁରସ୍କାର ସ୍ୱରୂପ ଜରିମାନା ଅର୍ଥର ୧୦ ପ୍ରତିଶତ ତାଙ୍କୁ ପ୍ରଦାନ କରାଯାଇଛି । ଟ୍ୱିଟ ମାଧ୍ୟମରେ ସେ ନିଜେ ଏକଥା…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ଶେଷ ସପ୍ତାହରେ ଲଗାତାର ୪ ଦିନ ବନ୍ଦ ରହିପାରେ ବ୍ୟାଙ୍କ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଚଳିତ ସେପ୍ଟେମ୍ବର ମାସ ଶେଷ ସପ୍ତାହରେ ସାରା ଦେଶରେ ବ୍ୟାଙ୍କ ସେବା ଲଗାତାର ୪ ଦିନ ବନ୍ଦ ହେବାର ସମ୍ଭାବନା ରହିଛି । ଏହି ୪ ଦିନ ହେଉଛି ୨୬,୨୭,୨୮ ଓ ୨୯ ତାରିଖ । ଏହା ଦ୍ୱାରା ବ୍ୟାଙ୍କ ସେବା ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି । କଥା ହେଉଛି ଆସନ୍ତା ସେପ୍ଟେମ୍ବର ୨୮…
ଅଧିକ ଖବର ଦେଖନ୍ତୁ...

ମା’ ବୈଷ୍ଣୋଦେବୀଙ୍କ ପୀଠରେ ନିର୍ମାଣ ହେଉଛି ସୁନାର ଦ୍ୱାର; ଲଗାଯିବ ୨୫ କିଲୋ ସୁନା ଓ ରୁପା

ଜମ୍ମୁ: ମା’ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ପ୍ରତିବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥାଆନ୍ତି। ଖୁବ୍‌ ଶୀଘ୍ର ଶ୍ରଦ୍ଧାଳୁ ବିଶ୍ୱପ୍ରସିଦ୍ଧ ତୀର୍ଥସ୍ଥଳ ବୈଷ୍ଣୋ ଦେବୀ ଭବନରେ ଦେବୀଙ୍କ ବାସସ୍ଥଳୀ ପ୍ରାଚୀନ ଗୁମ୍ଫାର ପ୍ରବେଶ ଦ୍ୱାରକୁ ସ୍ୱର୍ଣ୍ଣରେ ସଜ୍ଜିତ ହୋଇଥିବା ଦେଖିବାକୁ ପାଇ‌ବେ।…
ଅଧିକ ଖବର ଦେଖନ୍ତୁ...

୧୪ରେ କଟକ ରାଉଣ୍ଡ୍ ଟେବୁଲ ଆୟୋଜନ କରୁଛି ‘କମେଡି ନାଇଟ୍‌’; ହସାଇବାକୁ ଆସୁଛନ୍ତି ‘କମେଡିକା କିଙ୍ଗ୍‌’ ଜିଭେଶୁ…

କଟକ/ ଭୁବନେଶ୍ୱର: କଟକ ରାଉଣ୍ଡ ଟେବୁଲ୍‌ ୧୩୭ ଓ ରାଉଣ୍ଡ ଟେବୁଲ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଏବଂ ଫାଲକନ୍‌ ରିଏଲ ଇଷ୍ଟେଟ୍‌ ସହଯୋଗରେ ଏକ ‘କମେଡି ନାଇଟ୍‌’ର ଆୟୋଜନ କରାଯାଉଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ  ହାସ୍ୟ ଅଭିନେତା ( ଷ୍ଟାଣ୍ଡ-ଅପ୍ କମେଡିଆନ୍) ଭାବେ ଯଥେଷ୍ଟ ଖ୍ୟାତି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ନିର୍ଧୁମ ମାଡ: କୁଳପଞ୍ଚାୟତରେ ହୋଇପାରିଲାନି ସମାଧାନ, ଥାନାରେ ଦ୍ୱାରସ୍ଥ ହେଲେ ପୀଡ଼ିତା

ଲକ୍ଷ୍ମୀପୁର: ମୋ ସ୍ତ୍ରୀକୁ ତୋ ସ୍ୱାମୀ ଉଠାଇ କି ନେଇଯାଇଛି। ତୁ ତୋ ସ୍ୱାମୀଙ୍କୁ ଲୁଚାଇ ରଖିଛୁ। କିଛି ନବୁଝି ନସୁଝି ଜଣେ ୫୦ ବର୍ଷୀୟା ମହିଳାଙ୍କୁ ବିଲରେ କାମ କରିବା ସମୟରେ ଏପରି କହିବା ସହ ନିର୍ଧୁମ ମାଡ ମାରିଛନ୍ତି ଜଣେ ପୁରୁଷ। ମହିଳା ଜଣଙ୍କ ଗୁରୁତର ଆହତ ହୋଇ ଗାଁରେ ମଧ୍ୟ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପୁଣି ଭାରତ ବିରୋଧରେ ବିଷୋଦଗାର କଲା ଜାକିର ନାଏକ, କଶ୍ମୀରକୁୁ ପାଲେଷ୍ଟାଇନ ସହ ତୁଳନା କଲା

କ୍ୱାଲାଲୁମ୍ପୁର : ପୁଣି ଭାରତ ବିରୋଧରେ ବିଷୋଦଗାର କରିଛି ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଏକ । ଭାରତରେ ଶାସନ କରୁଥିବା ବିଜେପି ସରକାର କଶ୍ମୀରକୁ ଆଉ ଏକ ପାଲେଷ୍ଟାଇନରେ ପରିଣତ କରିଦେବେ । କଶ୍ମୀର ଏକ ମୁସଲିମ ବହୁଳ ରାଜ୍ୟ ହୋଇଥିବାରୁ ଦକ୍ଷିଣପନ୍ଥୀ ବିଜେପି ସରକାର ଏହି ଦମନମୂଳକ…
ଅଧିକ ଖବର ଦେଖନ୍ତୁ...

କୋହଲିଙ୍କ ଟୁଇଟ ପରେ ଧୋନିଙ୍କ ସନ୍ୟାସ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି

ନୂଆଦିଲ୍ଲୀ: କ୍ୟାପଟେନ କୋହଲିଙ୍କ ଏକ ଟୁଇଟ୍ ପରେ ଏବେ ସୋସିଆଲ ମିଡିଆରେ ଧୋନିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଧୋନି କ୍ରିକେଟକୁ ଅଲବିଦା କହିପାରନ୍ତି ବୋଲି କ୍ରିକେଟ ପ୍ରଂଶସକମାନେ ଜୋରଦାର ଆଲୋଚନା କରୁଛନ୍ତି, ଯାହା ମାହିଙ୍କ ଫ୍ୟାନଙ୍କ ହାର୍ଟବିଟ୍‌ ବଢାଇ ଦେଇଛି । ବିରାଟ୍ କୋହଲି…
ଅଧିକ ଖବର ଦେଖନ୍ତୁ...