ଜିନିଷ ଡେଲିଭରି କରିବା ନାଁରେ ଯୁବତୀଙ୍କ ଠାରୁ ୫୦ ହଜାର ଟଙ୍କା ଠକେଇ ଅଭିଯୋଗ
ରାଉରକେଲା: ଅନ୍-ଲାଇନରେ ଜିନିଷ ଡେଲିଭରି କରିବା ନାଁରେ ଜଣେ ଯୁବତୀଙ୍କ ଠାରୁ ୫୦ ହଜାର ଟଙ୍କା ଠକି ନିଆ ଯାଇଛି। ବିଶ୍ରା ଅଞ୍ଚଳର ଗରିମା ଅଗ୍ରୱାଲ ଏମିତି ଅନ୍-ଲାଇନ ଠକାମିର ଶିକାର ହୋଇଛନ୍ତି। ସେ ଶନିବାର ଏ ସଂକ୍ରାନ୍ତରେ ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରା ଥାନାରେ ଲିଖିତ ଏତଲା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...