Daily Archives

October 15, 2019

ମୋଦୀଙ୍କୁ ମିସ୍‌ କୋହିମା ୨୦୧୯ର ଦ୍ୱିତୀୟ ରନର୍ସ-ଅପ୍‌ଙ୍କ ଉପଦେଶ; ଗାଈମାନଙ୍କୁ ଛାଡ଼ି ମହିଳାଙ୍କ ଉପରେ ଧ୍ୟାନ ଦିଅନ୍ତୁ

ନୂଆଦିଲ୍ଲୀ : ଚର୍ଚ୍ଚାରେ ମିସ୍‌ କୋହିମା ସୁନ୍ଦରୀ ପ୍ରତିଯୋଗିତା ୨୦୧୯ର ଦ୍ୱିତୀୟ ରନର ଅପ୍‌ ବିକୁନୋ ସୋଚୁ । ତାଙ୍କର ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଉପଦେଶ ଦେଉଥିବା ଦେଖାଯାଇଛି । ମଡେଲ ବିକୁନୋ ସୋଚୁଙ୍କୁ ପ୍ରଶ୍ନ-ଉତ୍ତର…
ଅଧିକ ଖବର ଦେଖନ୍ତୁ...

ଅଭିଯୁକ୍ତ ସହ ସେଲଫି ନେଇ ସସପେଣ୍ଡ ହେଲେ ଚନ୍ଦ୍ରଭାଗା ଥାନା ଇନ୍ସପେକ୍ଟର

ଭୁବନେଶ୍ୱର : ହତ୍ୟା ଅଭିଯୁକ୍ତ ସହ ସେଲଫି ନେଇ ବିବାଦୀୟ ହୋଇଥିବା ଚନ୍ଦ୍ରଭାଗା ସମୁଦ୍ରକୂଳ ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କୁ ସସପେଣ୍ଡ କରାଯାଇଛି । ଜିଡିପିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ସସପେଣ୍ଡ କରାଯାଇଛି । ଆଇଆଇସି ବୁଲୁ ମୁଣ୍ଡା ମୁନାଙ୍କୁ ଗିରଫ କରି ନିମାପଡ଼ା ଥାନାକୁ ଆଣୁଥିବା…
ଅଧିକ ଖବର ଦେଖନ୍ତୁ...

ବିଦେଶୀ ସୃଷ୍ଟି କଲେ ସ୍ବଚ୍ଛତାର ନିଆରା ଉଦାହରଣ : ସହର ସାରା ବୁଲି ବୁଲି ଅଳିଆ ଉଠାଇଲେ ସୁଇଜରଲ୍ୟାଣ୍ଡର ତିନି ନାଗରିକ

କୋରାପୁଟ (ପତିତ ପାବନ ସାହୁ): ଗୋଟିଏ ହାତରେ ଗ୍ଲୋଭସ ଆଉ ଅନ୍ୟ ହାତରେ ଅଳିଆ ବ୍ୟାଗ। ଏମିତିରେ ସହର ସାରା ବୁଲି ବୁଲି ଅଳିଆ ଉଠାଉଥିଲେ ସୁଇଜରଲ୍ୟାଣ୍ଡରୁ ଆସିଥିବା ମାର୍ଟିନା ସ୍ଟିଗେର, ଥିଏରି ହନୁଜେକର ଓ ନାଟାଲି ଭତ୍ରା। କୋରାପୁଟ ପୌର ନିର୍ବାହୀ ଅଧିକାରୀ ବି ସାଙ୍ଗରେ ଥିଲେ। ସ୍ବଚ୍ଛ…
ଅଧିକ ଖବର ଦେଖନ୍ତୁ...

‘ଶୁଭ୍ରାଂଶୁ’ ର ରକ୍ତ ଶୋଷିନେଲେ ଟିଙ୍କ, ସାମ୍ନାକୁ ଆସିଲା ବାଘ ମୃତ୍ୟୁର ରିପୋର୍ଟ

ଭୁବନେଶ୍ୱର: ଟିଙ୍କ ପାଇଁ ଯାଇଛି ମହାବଳ ବାଘ ଶୁଭ୍ରାଂଶୁର ଜୀବନ | ପ୍ରାଥମିକ ଶବ ବ୍ୟବଛେଦ ରିପୋର୍ଟରେ ଏ ନେଇ ଖୁଲାସା ହୋଇଛି | ଟିଙ୍କ ବାହିତ ଭୁତାଣୁ ଯୋଗୁଁ ଶୁଭ୍ରାଂଶୁର ମୃତ୍ୟୁ ହୋଇଥିବା ନେଇ କୁହାଯାଇଛି | ଏହି ଘଟଣା ପରେ ଚେତିଛନ୍ତି ନନ୍ଦନକାନନ କର୍ତୃପକ୍ଷ | ଟିଙ୍କ ଦାଉରୁ ଜନ୍ତୁଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଊର୍ଜାବାନ ଓ ସକ୍ରିୟ ରହିବେ। ଆୟ ବୃଦ୍ଧି ଲାଗି ଅଧିକ ସ୍ରୋତ ମିଳିବାର ସମ୍ଭାବନା। ଅଫିସରେ ଅନ୍ୟମାନଙ୍କ ସମ୍ମୁଖରେ ନିଜର ମତ ରଖିବାରେ ସକ୍ଷମ ହେବେ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ରାମଚଣ୍ତୀ। ବୃଷ: ଭାଗ୍ୟର ପୂରା ସାଥ ମିଳିବ। ପୁରୁଣା ବନ୍ଧୁଙ୍କ…
ଅଧିକ ଖବର ଦେଖନ୍ତୁ...

ପୁଣି ପଡିଆକୁ ଫେରିବେ ସଚିନ, ଲାରା, ସେହଓ୍ଵାଗ ଓ ଜଣ୍ଟି ! କଥା କଣ ଜାଣନ୍ତୁ

ନୂଆଦିଲ୍ଲୀ : ପୁଣି ପଡିଆକୁ ଓହ୍ଲାଇବେ ବିଶ୍ୱର କିମ୍ବଦନ୍ତୀ ଖେଳାଳୀ ସଚିନ ତେନ୍ଦୁଲକର, ବ୍ରାୟାନ ଲାରା, ବୀରେନ୍ଦ୍ର ସେହଓ୍ଵାଗ, ଜଣ୍ଟି ରୋଡସ ଓ ବ୍ରେଟ ଲି । ପୁଣି ଦେଖିବାକୁ ମିଳିବ ଏମାନଙ୍କ ବ୍ୟାଟିଂ, ବୋଲିଂ ଓ ଫିଲଡିଂର କରାମତି । କଥା ହେଉଛି ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେଉଛି…
ଅଧିକ ଖବର ଦେଖନ୍ତୁ...

ଦୁଇଦିନ ବଲାଙ୍ଗୀର ବନ୍ଦ ଡାକରା ଦେଲା ଓକିଲ ସଂଘ

ବଲାଙ୍ଗୀର: ବଲାଙ୍ଗୀରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ଦାବିରେ ଓକିଲ ସଂଘ ପକ୍ଷରୁ ୧୬ ଓ ୧୭ ତାରିଖରେ  ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି। କାଲି ଓ ଆସନ୍ତାକାଲି କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ରହିବ। ଗାଡି ଚଳାଚଳ ସ୍ୱାଭାବିକ ରହିବା ସହିତ ଦୋକାନ ବଜାର, ସ୍କୁଲ…
ଅଧିକ ଖବର ଦେଖନ୍ତୁ...

ନୋବେଲ ବିଜେତା ଅଭିଜିତଙ୍କ ପୁସ୍ତକରେ ଓଡ଼ିଶା ପ୍ରସଙ୍ଗ: ‘ପୁଅର୍‌ ଇକୋନୋମିକ୍ସ’ରେ ରହିଛି ଗରିବଙ୍କୁ ଶସ୍ତା ଚାଉଳ…

ନୂଆଦିଲ୍ଲୀ: ଚଳିତ ବର୍ଷ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପ୍ରବାସୀ ଭାରତୀୟ ଅଭିଜିତ୍ ବାନାର୍ଜୀଙ୍କ ଓଡ଼ିଶା ସହ ସଂପର୍କ ଅଛି। ପଡ଼ୋଶୀ ପଶ୍ଚିମବଙ୍ଗରେ ଜନ୍ମିତ ଅଭିଜିତ୍ ବାନାର୍ଜୀଙ୍କ ଓଡ଼ିଶା ସହ ସଂପର୍କ ରହିବା କିଛି ଅସ୍ବାଭାବିକ ନୁହେଁ। ଏପରି କହିବାର…
ଅଧିକ ଖବର ଦେଖନ୍ତୁ...

ମଲା ମୂଷାର ଗନ୍ଧ ଯୋଗୁଁ ବୈଠକକୁ ମଝିରୁ ଛାଡ଼ି ପଳାଇଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏହି ବୈଠକ ଚାଲିଥିବା ସମୟରେ କେଉଁଆଡୁ ଏକ ମଲା ମୂଷାର ଗନ୍ଧ ଆସିଥିଲା। ବୈଠକରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ବି ଥିଲେ। ତେବେ ଏଗନ୍ଧ ଏତେ ଜୋରରେ ହୋଇଥିଲା କି…
ଅଧିକ ଖବର ଦେଖନ୍ତୁ...

ହାତୀ ଉପଦ୍ରବ; ବ୍ୟାପକ ଫସଲ ନଷ୍ଟ

ପାଇକସାହି: ଆଠମଲିକ ବ୍ଲକ ହଣ୍ଡପାରେଞ୍ଜ ରାଇନଳୀ ଗ୍ରାମରେ ଗତ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ଫଳରେ ଗ୍ରାମବାସୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ନିକଟସ୍ଥ ଜଙ୍ଗଲରୁ ହାତୀମାନେ ଗ୍ରାମାଭିମୁଖୀ ହୋଇ ଧାନ ସହ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ କରି ଦେଉଛନ୍ତି। ବାରମ୍ବାର ହାତୀ…
ଅଧିକ ଖବର ଦେଖନ୍ତୁ...