ଭାଇରାଲ୍ ହେଲା ଶିକ୍ଷକଙ୍କ ବର୍ବର କାଣ୍ଡ: ଶ୍ରେଣୀ ଗୃହରେ ଛାତ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ବେଳେ ଭିଡିଓ କଲେ ସହପାଠୀ
ବେଙ୍ଗାଲୁର: ସୋସିଆଲ୍ ମିିଡିଆରେ ଭାଇରାଲ୍ ହୋଇଛି ଏକ ହୃଦୟଥରା ଭିଡିଓ। ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଶିକ୍ଷକ ତାଙ୍କ ଛାତ୍ରଙ୍କୁ ପୂରା ଶ୍ରେଣୀର ପିଲାଙ୍କ ସାମ୍ନାରେ ଗୋଡ଼େଇ ଗୋଡ଼େଇ ପିଟୁଛନ୍ତି। ଏହି ଘଟଣାଟି ବେଙ୍ଗାଲୁରର ରାଜାଜିଞ୍ଜର ବାସବେଶ୍ୱର ସ୍କୁଲ୍ର। ତେବେ ପିଲାଟିକୁ ଶିକ୍ଷକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...