Daily Archives

October 19, 2019

ସୁନ୍ଦରଗଡ଼ : ୪ ବର୍ଷର ଶିଶୁ କନ୍ୟାର ସଂଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା, ମହିଳାଙ୍କୁ ନିସ୍ତୁକ ମାଡ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଜିଲ୍ଲାର ଧରଓ୍ଵାଡିହି ଥାନା ଘୁମୁଡା ଗାଁରେ ଏକ ୪ ବର୍ଷର ଶିଶୁ କନ୍ୟାର ସଂଦେହଜନକ ମୃତ୍ୟକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଶିଶୁ କନ୍ୟାଟି ଆଜି ଅଙ୍ଗନଓ୍ଵାଡି କେନ୍ଦ୍ରକୁ ଯାଇ ଆଉ ଫେରନଥିଲା । ପରିବାର ଲୋକେ ବହୁ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଖୁବ୍ ଶୀଘ୍ର ଗଠନ ହେବ କେନ୍ଦ୍ରୀୟ ସାମୁଦ୍ରିକ ପୁଲିସ ବାହିନୀ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଏକ କେନ୍ଦ୍ରୀୟ ପୁଲିସ ଫୋର୍ସ ଗଠନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହି ନୂତନ ଫୋର୍ସର ନାମକରଣ ସେଣ୍ଟ୍ରାଲ୍ ମେରାଇନ୍ ପୂୁଲିସ୍ ଫୋର୍ସ ବା କେନ୍ଦ୍ରୀୟ ସାମୁଦ୍ରିକ ସୁରକ୍ଷା ବଳ ରଖାଯିବ ଲାଗି ସ୍ଥିର ହୋଇଛି । ଦେଶର ୭୫୧୬ କିଲୋମିଟର  ଦୀର୍ଘ ଉପକୂଳର…
ଅଧିକ ଖବର ଦେଖନ୍ତୁ...

ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ -୨୦୧୯ର ସିଙ୍ଗଲ୍ସ, ଡବଲ୍ସରେ ବ୍ରୋଞ୍ଜ ଜିତିଲେ ଓଡ଼ିଶାର ପ୍ରମୋଦ ଭଗତ

ଭୁବନେଶ୍ୱର : ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଡେନମାର୍କର ଓଡେନ୍ସଠାରେ ଅନୁଷ୍ଠିତ ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାସନାଲ ୨୦୧୯ରେ ଏସଏଲଥ୍ରୀ ସିଙ୍ଗଲ୍ସ ଓ ଡବଲ୍ସ ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ଵିଟ କରି…
ଅଧିକ ଖବର ଦେଖନ୍ତୁ...

ମନମୋହନ ରକ୍ଷା କ‌ଲେ ପାକିସ୍ତାନର ନିମନ୍ତ୍ରଣ ! କର୍ତ୍ତାରପୁର କରିଡର ଉଦଘାଟନ ସମାରୋହରେ ଅତିଥି ନୁହେଁ, ‘ଯାତ୍ରୀ’…

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ‘ମନମୋହନ ସିଂ ପାକିସ୍ତାନର ନିମନ୍ତ୍ରଣ ରକ୍ଷା କରିଛନ୍ତି। କର୍ତ୍ତାରପୁର କରିଡର ଉଦଘାଟନ ଉତ୍ସବକୁ  ସେ ଜଣେ ଅତିଥି ନୁହେଁ, ‘ଯାତ୍ରୀ’ ଭାବେ ଯୋଗ ଦେବେ। ଏକଥା ଆଜି ପ୍ରକାଶ କରିଛନ୍ତି ପାକ୍ ବୈଦେଶିକ ମନ୍ତ୍ରୀ ମେହେମ୍ମୁଦ କ୍ୟୁରେସୀ। ନଭେମ୍ବର ୮…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ପରିଶ୍ରମରେ ଉଚିତ ଫଳ ପାଇବେ। ମଙ୍ଗଳ ଓ ବୁଧବାର: କିଛି ଘରୋଇ ସାମଗ୍ରୀ କିଣିବେ। ଗୁରୁ ଓ ଶୁକ୍ରବାର: ପ୍ରିୟଜନ ମିଳନ। ଶନିବାର: ପାରିବାରିକ ସମସ୍ୟାର ସମାଧାନ ବାହାରିବ। ରବି ଓ ସୋମବାର: ଆର୍ଥିକ ଲାଭ ହେବ। ମଙ୍ଗଳ ଓ ବୁଧବାର: ଦାୟିତ୍ଵକୁ ପୂରା କରିବାରେ ସଫଳ ହେବେ। ଗୁରୁ…
ଅଧିକ ଖବର ଦେଖନ୍ତୁ...

ଭାରତର ଏହି ଗାଁର ନାଁ ପାକିସ୍ତାନ ! ଲୋକେ ଏବେ ନିଜ ଗାଁ ନାଁ ବଦଳାଇବାକୁ ଚାହୁଁଛନ୍ତି , ରାଜି ହେଲା ପ୍ରଶାସନ

ପାଟନା : ପାକିସ୍ତାନ ନାଁ ଶୁଣିଲେ ଆମେ ଭାରତୀୟମାନଙ୍କ ମନରେ ହଠାତ ରାଗ ଓ ଘୃଣାଭାବ ଦେଖାଦିଏ । ପୁଣି ଆଜିକାଲି ପାକିସ୍ତାନ ଓ ଭାରତ ମଧ୍ୟରେ ସଂପର୍କ ଆହୁରି ଖରାପ ହୋଇଯାଇଥିବାରୁ ପାକିସ୍ତାନୀଙ୍କ ପ୍ରତି ଭାରତୀୟଙ୍କ ଘୃଣାଭାବ ଓ ଶତ୍ରୁତାଭାବ ବଢିଯାଇଛି । କିନ୍ତୁ ପାକିସ୍ତାନ ପ୍ରତି…
ଅଧିକ ଖବର ଦେଖନ୍ତୁ...

ରାୟଗଡା ଷ୍ଟେସନରୁ ଗଞ୍ଜେଇ ଜବତ, ୨ ଗିରଫ

ରାୟଗଡା: ରାୟଗଡା ଷ୍ଟେସନରୁ ରେଳ ପୁଲିସ୍‌ ବଳ (ଆରପିଏଫ୍‌) ଦୁଇ ଗଞ୍ଜେଇ ମାଫିଆ ଧୀରେନ୍ଦ୍ର ଅହିରୱାଲ୍‌, ଶିବରାମ ପ୍ରଧାନଙ୍କୁ ଗିରଫ କରିଛି। ଉଭୟଙ୍କ ନିକଟରୁ ପୁଲିସ୍‌ ୨୧ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି…
ଅଧିକ ଖବର ଦେଖନ୍ତୁ...

କଟକ ଡିସିପି କହି ୭ ଲକ୍ଷ ଟଙ୍କା ଠକେଇ ବେଳେ ଧରା ପଡିଲା ଇଞ୍ଜିନିୟର

କୋରାପୁଟ: ନିଜକୁ କଟକ ଡିସିପି କହି ଠକେଇ। ପୁଣି ହଜାରେ କି ଲକ୍ଷେ ନୁହେଁ। ପୁରା ୭ ଲକ୍ଷ ୨୦ ହଜାର। ଏମିତି ଜାଲିଆତି କରି ପୁଲିସ ଖାପଚାରେ ପଡିଛନ୍ତି ଜଣେ ଯୁବ ଇଂଜିନିୟର। ଭଲ ପରିବାରର ଶିକ୍ଷିତ ଯୁବକ ହୋଇ ଠକେଇ କରୁଥିବା ଦାମନଯୋଡିର ପବିତ୍ର ମୋହନ ମହାନ୍ତିଙ୍କୁ ସେମିଳିଗୁଡା ପୁଲିସ…
ଅଧିକ ଖବର ଦେଖନ୍ତୁ...

ଏଣିକି ସମସ୍ତ ସରକାରୀ ଏବଂ ବେସରକାରୀ ଆମ୍ବୁଲାନ୍ସକୁ ଗୋଟିଏ କଲ୍‌ ସେଣ୍ଟରରେ ଅନ୍ତର୍ଭୁକ୍ତ କରାଯିବ,…

ଭୁବନେଶ୍ୱର: ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିମାନଙ୍କର ଜୀବନରକ୍ଷା ନିମନ୍ତେ ସବୁଠାରୁ ‘ଗୁରୁତ୍ୱପୂର୍ଣ୍ଣ ସମୟ’ (ଗୋଲ୍‌ଡେନ୍‌ ଆଓ୍ଵାର) ପରିଚାଳନାକୁ ଅଧିକ ଦ୍ରୁତ, ପ୍ରଭାବଶାଳୀ ଏବଂ ଫଳପ୍ରସୁ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ…
ଅଧିକ ଖବର ଦେଖନ୍ତୁ...

କମଲେଶ ହତ୍ୟା ମାମଲା : ଗିରଫ ୩ ଅଭିଯୁକ୍ତଙ୍କ ହତ୍ୟା କଲେ ୧ କୋଟି ପୁରସ୍କାର ଦେବାକୁ ଶିବସେନା ନେତାଙ୍କ ଘୋଷଣା

ମୁମ୍ବାଇ : ଉତ୍ତରପ୍ରଦେଶର ଲକ୍ଷ୍ନୌରେ ହିନ୍ଦୁମହାସଭାର ନେତା କମଲେଶ ତିଓ୍ଵାରୀଙ୍କ ହତ୍ୟା ମାମଲାରେ ଆଜି ଉତ୍ତରପ୍ରଦେଶ ଓ ଗୁଜୁରାଟ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । କିନ୍ତୁ ଏହି ଘଟଣାକୁ ନେଇ ସାଂପ୍ରଦାୟିକ ଉତ୍ତେଜନା ବଢିବାରେ ଲାଗିଛି । ଏହି ୩ ଅଭିଯୁକ୍ତଙ୍କ ମୁଣ୍ଡକାଟ କଲେ ୧…
ଅଧିକ ଖବର ଦେଖନ୍ତୁ...