Daily Archives

October 21, 2019

ଗରିବଙ୍କ ପାଇଁ ଭଗବାନ ପାଲଟିଛନ୍ତି କର୍ଣ୍ଣାଟକର ଏହି ଡାକ୍ତର, ମାଗଣାରେ ଦିନକୁ କରୁଛନ୍ତି ୧୫୦ ରୋଗୀଙ୍କ ଚିକିତ୍ସା

ବେଲଗାବି : ଆଜିକାଲି କେହି ବି ନିଜର ଲାଭ ନ ରଖି କାମ କରିବାକୁ ପସନ୍ଦ କରୁ ନାହାନ୍ତି । କୌଣସି କାମ କରିବା ପୂର୍ବରୁ ସେହି କାମରେ ତାଙ୍କର ଲାଭ କେତେ ତାହା ଭଲ ଭାବରେ ଲୋକେ ଦେଖୁଥିବା ବେଳେ କର୍ଣ୍ଣାଟକର ବେଲଗାବିରେ ଜଣେ ଡାକ୍ତର କରୁଥିବା କାମ ଏବେ ଚର୍ଚ୍ଚାରେ ରହିଛି । ଦେଶରେ ଗରିବ…
ଅଧିକ ଖବର ଦେଖନ୍ତୁ...

କେବିସି-୧୧ ଲକି ଡ୍ର’ରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଜିତିଥିବା କଥା କହି ବ୍ୟାଙ୍କ ଆକାଉଣ୍ଟରୁ ଉଠାଇ ନେଲେ ଟଙ୍କା

ନୂଆଦିଲ୍ଲୀ : କୌନ ବନେଗା କରୋଡପତି-୧୧ଏବେ ଚର୍ଚ୍ଚାରେ ରହିଛି । ସୋ’ର ଆରମ୍ଭରୁ ଏ ପର୍ଯ୍ୟନ୍ତ ୩ ଜଣ ଲୋକ କୋଟିପତି ବନିଥିବା ବେଳେ ଅନ୍ୟ ପ୍ରତିଯୋଗୀମାନେ ଲକ୍ଷ ଲକ୍ଷ ଟଙ୍କା ଜିତିଥିବାର ଦେଖାଯାଇଛି । ତେବେ କିଛି ଦୁର୍ବୃତ୍ତ ଏହି କୁଇଜ୍‌ ସୋ’ ସାହାଯ୍ୟରେ ଲୋକମାନଙ୍କୁ ଠକୁ ଥିବାର ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

୩୦୦ କୋଟି କ୍ଲବ୍‌ରେ ‘ଓ୍ଵାର୍‌’, ୨୦୧୯ର ସବୁଠାରୁ ବଡ଼ ବ୍ଲକ୍‌ବଷ୍ଟର ପାଲଟିଲା ରିତିକ୍‌-ଟାଇଗରଙ୍କ ଫିଲ୍ମ

ମୁମ୍ବାଇ : ଅକ୍ଟୋବର ୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଓ୍ଵାର’ କମାଲ କରି ଦେଖାଇଛି । ୨୦୧୯ର ସବୁଠାରୁ ବଡ଼ ବ୍ଲକ୍‌ବଷ୍ଟର ଫିଲ୍ମ ସାଜିବା ସହ ଅନେକ ବଡ଼ ବଡ଼ କଳାକାରଙ୍କ ରେକର୍ଡ ଭାଙ୍ଗିଛି ଏହି ଫିଲ୍ମ । ମାତ୍ର ୩ ସପ୍ତାହରେ ଫିଲ୍ମଟି ୩୦୦କୋଟି କାରବାର ପାର୍‌ କରିଛି । ଫିଲ୍ମଟି ଏବେ ବି…
ଅଧିକ ଖବର ଦେଖନ୍ତୁ...

ପିକଅଫ୍‌ ଭ୍ୟାନ୍‌ ଓଲଟି ୧୪ ଆହତ, ୬ ଗୁରୁତରଙ୍କୁ କୋରାପୁଟ ସ୍ତାନାନ୍ତର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଚମ୍ପି ଗ୍ରାମପଚାଂୟତ ନିକଟ ଫଟା କାକୁଡି ଘାଟୀରେ ପିକଅପ୍‌ ଭ୍ୟାନ ଓଲଟି ସୋମବାର ସନ୍ଧ୍ୟାରେ ୧୪ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନେ ହେଲେ ଡମ୍ବତି ଝୋଡିଆ, ଜାନକି ଝୋଡିଆ, ଈଶ୍ୱର ଝୋଡିଆ। ଏମାନେ ସମସ୍ତେ କାଶିପୁର ବ୍ଲକ କୋଡିଙ୍ଗା ଗାଁର…
ଅଧିକ ଖବର ଦେଖନ୍ତୁ...

ଜୋମାଟୋକୁ ଝଟକା: ଏଭଳି ଭୁଲ ପାଇଁ ଦେବ ୧ ଲକ୍ଷ ଟଙ୍କାର ଜରିମାନା

ଚେନ୍ନାଇ : ପୂର୍ବରୁ ବିଭିନ୍ନ କାରଣ ପାଇଁ ବିବାଦରେ ଛନ୍ଦି ହୋଇଛି ଜୋମାଟୋ । ଖାଦ୍ୟର ମାନ ଠିକ୍‌ ନ ହେବା କଥା ହେଉ ବା ଡେଲିଭରୀ ବଏଙ୍କ ଅସଦାଚାରଣ କଥା ହେଉ, ଅନେକ ସମୟରେ ଜୋମାଟୋକୁ ଅପମାନର ସାମ୍ନା କରିବାକୁ ପଡ଼ିଛି । ଏବେ ଚେନ୍ନାଇସ୍ଥିତ ଜୋମାଟୋ ଅଫିସକୁ ୧ଲକ୍ଷ ଟଙ୍କା ଜରିମାନା ଦେବାକୁ…
ଅଧିକ ଖବର ଦେଖନ୍ତୁ...

କମଲେଶ ହତ୍ୟାକାଣ୍ଡ : ୪ର୍ଥ ଅଭିଯୁକ୍ତ ନାଗପୁରରୁ ଗିରଫ

ନାଗପୁର : ଲକ୍ଷ୍ନୌରେ ଗତ ସପ୍ତାହରେ ହୋଇଥିବା ବହୁଚର୍ଚ୍ଚିତ କମଲେଶ ତିଓ୍ଵାରୀ ହତ୍ୟାକାଣ୍ଡରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏହି ଅଭିଯୁକ୍ତର ନାଁ ସୟଦ ହାସିମ ଅଲ୍ଲୀ । ତାକୁ ମହାରାଷ୍ଟ୍ରର ଏଟିଏସ ନାଗପୁରରୁ ଗିରଫ କରିଛି । ନାଗପୁରରେ ସେ ଏକ ହାର୍ଡଓ୍ଵାର ଷ୍ଟୋର ଚଳାଉଥିଲା ।…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଉପନିର୍ବାଚନ: ମତଦାନ ଶେଷ, ୨୪ରେ ବାହାରିବ ଫଳାଫଳ

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁରରେ ଉପନିର୍ବାଚନ ପାଇଁ ସୋମବାର ସନ୍ଧ୍ୟାରେ ମତଦାନ ଶେଷ ହୋଇଛି। ଉପନିର୍ବାଚନରେ ୭୮.୯୬ ପ୍ରତିଶତ ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏହି ସୂଚନା ଦେଇଛନ୍ତି। ମତଦାନ ଶେଷ ହୋଇଥିବା ବେଳେ ପୁଲିଂ ଅଧିକାରୀ ଓ…
ଅଧିକ ଖବର ଦେଖନ୍ତୁ...

କର୍ତ୍ତାରପୁର କରିଡର ଚୁକ୍ତିରେ ବୁଧବାର ସ୍ୱାକ୍ଷର କରିବ ଭାରତ: ସ୍ୱାକ୍ଷର ପୂର୍ବରୁ କି ଅନୁରୋଧ କରି…

ନୂଆଦିଲ୍ଲୀ: ଭାରତ କର୍ତ୍ତାରପୁର କରିଡର୍‌ ନେଇ ଆସନ୍ତା ବୁଧବାର ଦିନ ପାକିସ୍ତାନ ସହ ଚୂଡ଼ାନ୍ତ ଚୁକ୍ତି ସ୍ୱାକ୍ଷର କରିବାକୁ ପ୍ରସ୍ତୁତ ଅଛି ବୋଲି ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ତେବେ, କର୍ତ୍ତାରପୁର କରିଡର୍‌ ଚୁକ୍ତି ସ୍ୱାକ୍ଷର ପୂର୍ବରୁ ନୂଆଦିଲ୍ଲୀ ପକ୍ଷରୁ ଆଜି…
ଅଧିକ ଖବର ଦେଖନ୍ତୁ...