Daily Archives

October 22, 2019

୭ ବର୍ଷର ଏହି ଝିଅ ଏବେ କୋଟିପତି, ଜାଣନ୍ତୁ ଟଙ୍କା ରୋଜଗାର କରିବାର ରହସ୍ୟ

ନିଜ ସ୍ବପ୍ନ ପୂରଣ କରିବା ପାଇଁ ସମସ୍ତ ବ୍ୟକ୍ତି ପରିଶ୍ରମ କରନ୍ତି ଓ ଟଙ୍କା କମାନ୍ତି | କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏଭଳି ଘଟିନଥାଏ | ମାତ୍ର ୭ ବର୍ଷ ବୟସରେ ଏହି ଝିଅ ଏବେ କୋଟିପତିଙ୍କ ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି | ବଡ଼କଥା ଯେ ଏହି ଝିଅର ନାମକୁ ଏବେ ଫୋର୍ବସ ମାଗାଜିନ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଦେବବ୍ରତ ପାଇଁ କାଠଯୋଡ଼ି ଅଭିଶପ୍ତ !

କଟକ: ପୁଣି କାଠଯୋଡିକୁ ଡେଇଁଲେ ଯୁବକ । ବାରଙ୍ଗ ତ୍ରିଶୂଳିଆ ବ୍ରିଜ ଉପରୁ କାଠଯୋଡ଼ିକୁ ଜଣେ ଯୁବକ ଡେଇଁ ପଡିଛନ୍ତି । ଗାଡି ଓ ମୋବାଇଲ ଛାଡି ଯୁବକ ଜଣଙ୍କ ନଦୀକୁ ଡେଇଁ ପଡିଥିବା ସୂଚନା ମିଳିଛି । ତେବେ ନିଖୋଜ ଯୁବକଙ୍କ ନାଁ ଦେବବ୍ରତ ମାଝୀ ହୋଇଥିବା ଜଣାପଡିଥିବା ବେଳେ ତାଙ୍କ ଘର ଗାଢକଣା…
ଅଧିକ ଖବର ଦେଖନ୍ତୁ...

ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଗୁପ୍ତରେ ଜିଲ୍ଲା ଗସ୍ତ କର, ସ୍କୁଲ କିମ୍ବା ଆହାର କେନ୍ଦ୍ରରେ ମଧ୍ୟାହ୍ନ…

ଭୁବନେଶ୍ବର: ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଜିଲ୍ଲା ଗସ୍ତ ସମୟରେ ସ୍କୁଲ, ଅନାଥଶ୍ରମର ସ୍ଥିତି ପରଖନ୍ତୁ । ଏହାଛଡା ସ୍କୁଲ ଓ ଆହାରକେନ୍ଦ୍ର ମଧ୍ୟାହ୍ନ ଭୋଜନ ଖାଇବା ସହ ଖାଦ୍ୟର ମାନ ଯାଞ୍ଚ କରନ୍ତୁ । ଆଉ ଏଥିପାଇଁ ବିଭିନ୍ନ ସ୍କୁଲ, ଅନାଥଶ୍ରମ ଓ ଆହାର କେନ୍ଦ୍ରକୁ ଅଚାନକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ଶାନ୍ତ ଓ ଚିନ୍ତାମୁକ୍ତ ରହିବେ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଜୀବନରେ କିଛି ପରିବର୍ତ୍ତନ ହୋଇପାରେ। ଶୁଭରଙ୍ଗ: ମେରୁନ। ଶୁଭସ˚ଖ୍ୟା: ୪। ବୃଷ: ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି। ଉଚ୍ଚ ଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ; ସକାରାତ୍ମକ ଫଳ ମିଳିବ।…
ଅଧିକ ଖବର ଦେଖନ୍ତୁ...

କଶ୍ମୀର : ୩ ଆତଙ୍କବାଦୀ ନିହତ, ସେନା ଅଫିସର ସହିଦ

ଶ୍ରୀନଗର : ଜମ୍ମୁ ଓ କଶ୍ମୀରର ନୌସେରା ସେକ୍ଟରରେ ଆଜି ଆତଙ୍କବାଦୀଙ୍କ ଗୁଳିବିନିମୟ ବେଳେ ଭାରତୀୟ ସେନାର ଜଣେ ଅଧିକାରୀ ସହିଦ ହୋଇଛନ୍ତି । ସୁରକ୍ଷାବାହିନୀ ଏହି ଅଞ୍ଚଳକୁ ଘେରିଯାଇଛନ୍ତି ଓ ଏନକାଉଣ୍ଟର ଏବେ ମଧ୍ୟ ଚାଲିଛି । ସହିଦ ହୋଇଥିବା ଅଧିକାରୀ ଜଣେ ଜୁନିୟର କମିଶନଡ ଅଫିସର (ଜେସିଓ)…
ଅଧିକ ଖବର ଦେଖନ୍ତୁ...

ଷ୍ଟେସନରେ ଫୋନ୍ ଛାଡ଼ି ଦେଲେ ବିଦେଶୀ, ଖୋଜି ଖୋଜି ଫେରାଇ‌ଲା ପୁଲିସ୍ ! ଖୁସିରେ କହିଲେ ‘ଧନ୍ୟବାଦ ଭାରତ’

ଲକ୍ଷ୍ନ‌ୌ: ବିଦେଶୀ ପର୍ଯ୍ୟଟକଙ୍କୁ ସାହାଯ୍ୟ କରି  ପ୍ରଶଂସାର ପାତ୍ର ପାଲଟିଲା ଉତ୍ତର ପ୍ରଦେଶ ପୁଲିସ୍ । ଉତ୍ତର ପ୍ରଦେଶର ସରକାରୀ ରେଲୱେ ପୋଲିସ୍ (ଜିଆରପି)  ସୋମବାର ରାତିରେ ଜଣେ ଆମେରିକୀୟ ନାଗରିକଙ୍କୁ ତାଙ୍କ ହଜିଯାଇଥିବା ମୋବାଇଲ୍ ଫୋନ୍ ଫେରସ୍ତ କରି ପ୍ରଶଂସା ସାଉଁଟିଛି । …
ଅଧିକ ଖବର ଦେଖନ୍ତୁ...

ବିବାହର ପ୍ରତିଶ୍ରୁତି ଦେଇ ଡାକ୍ତରାଣୀଙ୍କୁ ପ୍ରତାରଣା, ଥାନାରେ ଅଭିଯୋଗ

ତୁମୁଡିବନ୍ଧ: ଜଣେ କାର୍ଯ୍ୟରତ ମହିଳା ଡାକ୍ତରାଣୀଙ୍କୁ ମେଡିକାଲ ବିପିଏମ ବିବାହର ପ୍ରତିଶୃତି ଦେଇ ପରେ ପ୍ରତାରଣା କରି ହତ୍ୟା ଧମକ ଦେଇଥିବା ନେଇ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ…
ଅଧିକ ଖବର ଦେଖନ୍ତୁ...

୩ଟି ଟ୍ରେନ୍‌ ଉପରେ ଚାଲିଗଲା, ତଥାପି ଜୀବିତ ରହିଲେ ଏହି ବ୍ୟକ୍ତି; ଚେତା ଫେରିବା ପରେ ପ୍ରଥମେ ବାପାଙ୍କୁ ଖୋଜିଲେ

ଭୋପାଳ: ଯେପର୍ଯ୍ୟନ୍ତ ଜଣେ ଲୋକର ଆୟୁଷ ପୂରିନି ତାକୁ ଦୁନିଆର କୌଣସି ବି ଶକ୍ତି ମାରିପାରେନା। ମଧ୍ୟପଦେଶର ଅଶୋକ ନଗରରେ ଜଣେ ବ୍ୟକ୍ତି ରେଳ ଧାରଣାରେ ପଡ଼ି ରହିଲେ, ତାଙ୍କ ଉପରେ ୩ଟି ଟ୍ରେନ୍‌ ଚାଲିଗଲା। ଈଶ୍ୱରଙ୍କ କୃପାରୁ ବ୍ୟକ୍ତି ଜଣକ ସେହିପରି ଜୀବିତ ରହିଲେ! ପୁଲିସ୍‌ ବ୍ୟକ୍ତିଙ୍କୁ ମୃତ…
ଅଧିକ ଖବର ଦେଖନ୍ତୁ...

ଆସନ୍ତା ୩୧ରୁ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବ ଜମ୍ମୁ-କଶ୍ମୀର, ବର୍ତ୍ତମାନର ରାଜ୍ୟପାଳ ହେବେ ଉପ-ରାଜ୍ୟପାଳ

ନୂଆଦିଲ୍ଲୀ : ଆସନ୍ତା ୩୧ ତାରିଖରୁ ଜମ୍ମୁ-କଶ୍ମୀର ଓ ଲଦାଖ ଅଲଗା ଅଲଗା କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବେ । ଏହି ଦୁଇ ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜଣେ ଜଣେ ଉପରାଜ୍ୟପାଳଙ୍କ ଦ୍ୱାରା ଶାସିତ ହେବ । ଜମ୍ମୁକଶ୍ମୀରର କିଏ ଉପରାଜ୍ୟପାଳ ହେବ ତାହାକୁ ନେଇ ଏବେଠାରୁ କଳ୍ପନାଜଳ୍ପନା ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଆଇନଜୀବୀ ଆନ୍ଦୋଳନ: ବର୍ଷିଲେ ସୁପ୍ରିମ୍‌ କୋର୍ଟ; କହିଲେ ଆବଶ୍ୟକ ପଡ଼ିଲେ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରି…

ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କୋର୍ଟ ବର୍ଜନ ସହ ଆଇନ୍‌ଜୀବୀମାନେ ଚଳାଇଥିବା ଆନ୍ଦୋଳନ ଘଟଣାରେ ଆଜି  ତୀବ୍ର ଅସନ୍ତୋଷ ଜାହିର କରିଛନ୍ତି ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ। ଏ ସଂପର୍କରେ ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ପ୍ରତିନିଧିତ୍ୱ କରୁଥିବା…
ଅଧିକ ଖବର ଦେଖନ୍ତୁ...