Monthly Archives

November 2019

ରାସ୍ତାକଡ଼ରେ ଥିବା ହାଇଓ୍ଵା ଟିପରକୁ ଧକା ଦେଲା ଅନ୍ୟ ଏକ ହାଇଓ୍ଵା ଟିପର, ୨ ଗୁରୁତର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କେଲାର ନିକଟ ୩୨୬ ନମ୍ବର ଜାତୀୟ ରାଜପଥ କଡରେ ଶନିବାର କୋଡିଙ୍ଗା ମାଳିର ଖଣି ପରିବହନରେ ନିୟୋଜିତ ଦୁଇଟି ହାଇଓ୍ଵା ଟିପର ମଧ୍ୟରେ ଧକା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କୋରାପୁଟ ମେଡିକାଲରେ…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବାକୁ ପର୍ଯ୍ୟାପ୍ତ ସମୟ ଅଛି: ସୌରଭ ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି, ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବାକୁ ଏବେ ପର୍ଯ୍ୟାପ୍ତ ସମୟ ଅଛି। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗାଙ୍ଗୁଲି କହିଛନ୍ତି, ଧୋନିଙ୍କ ଭବିଷ୍ୟତ ଉପରେ କିଛି ମାସ…
ଅଧିକ ଖବର ଦେଖନ୍ତୁ...

ଶୀତଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ ଜାଣନ୍ତୁ?

ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି? କିଛି ଲୋକ ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ସ୍ତ୍ରୀକୁ ଅପହରଣ କରି ସାଙ୍ଗମାନଙ୍କ ସହ ଦୁଷ୍କର୍ମ କଲା ସ୍ବାମୀ

ବୁନ୍ଦି: ରାଜସ୍ଥାନର ବୁନ୍ଦିରେ ଜଣେ ୧୫ବର୍ଷୀୟା ନାବାଳିକାକୁ ତା’ର ସ୍ବାମୀ ସମେତ ୪ଜଣ ଅଭିଯୁକ୍ତ ଅପହରଣ ଓ ପରେ ଦୁଷ୍କର୍ମ କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏବେ ଏ ନେଇ ପୁଲିସରେ ଅଭିଯୋଗ କରାଯାଇଥିବା ବେଳେ ଅଭିଯୋଗ ରଖି ତଦନ୍ତ ଆରମ୍ଭ କରିଛି ପୁଲିସ।…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ସଞ୍ଜୟ ଲୀଲା ଭଂସାଲୀଙ୍କ ସହ କାମ କରିବାର ସୁଯୋଗ ପାଇ‌ଲେ ତାପସୀ ପନ୍ନୁ, ଡବଲ ରୋଲରେ ଆସିବେ ନଜର

ମୁମ୍ବାଇ: ବଲିଉଡରେ ନିଜର ସ୍ଥାନ ସୁଦୃଢ଼ କରିବାରେ ସଫଳ ହୋଇ ସାରିଛନ୍ତି ଅଭିନେତ୍ରୀ ତାପସୀ ପନ୍ନୁ। ଲଗାତାର ସୁପରହିଟ୍ ଫିଲ୍ମ ଦେବା ସହ ଇଣ୍ଡଷ୍ଟ୍ରିରେ ମହିଳାଧର୍ମୀ ଫିଲ୍ମ ମଧ୍ୟ ସୁପରହିଟ୍ ହୋଇ ପାରିବ ବୋଲି ପ୍ରମାଣ କରିଛନ୍ତି ତାପସୀ। ଏବେ ବଲିଉଡର ଅନେକ ନିର୍ମାତା ତାଙ୍କ ସହ କାମ…
ଅଧିକ ଖବର ଦେଖନ୍ତୁ...

ୟୁକୋ ବ୍ୟାଙ୍କରେ ଅଗ୍ନିକାଣ୍ଡ, କମ୍ପ୍ୟୁଟର-କାଗଜପତ୍ର ନଷ୍ଟ

ନୂଆପଡ଼ା: ଖରିଆର ରୋଡସ୍ଥିତ ୟୁକୋ ବ୍ୟାଙ୍କରେ ଶନିବାର ରାତି ଅଗ୍ନିକାଣ୍ଡ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବ୍ୟାଙ୍କ ବନ୍ଦ ଥିବା ବେଳେ ଆଜି ରାତି ପ୍ରାୟ ୮ଟା ୩୦ରେ ଭିତର ପାର୍ଶ୍ୱରୁ ନିଆଁ ଲାଗିଛି। ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ କିଛି କମ୍ପ୍ୟୁଟର ପୋଡ଼ି ପାଉଁଶ…
ଅଧିକ ଖବର ଦେଖନ୍ତୁ...

ମସ୍କୋରେ ରୁଷ ସେନାର ଯବାନ ଗାଇଲେ ମହମ୍ମଦ ରଫିଙ୍କ ‘ୟେ ବତନ୍’ ଗୀତ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ୧୯୬୫ରେ ରିଲିଜ୍ ହୋଇଥିଲା ଫିଲ୍ମ ସହିଦ୍। ଏହି ଫିଲ୍ମରେ ଥିବା ଗୀତ 'ୟେ ବତନ' ‌ସେ ସମୟରେ ଲୋକପ୍ରିୟ ହୋଇଥିବା ବେଳେ ଏବେ ମଧ୍ୟ ଲୋକଙ୍କ ମନରେ ଗୀତଟି ସ୍ବତନ୍ତ୍ର ଘର କରି ରହିଛି। ଭ‌ାରତରେ ଏହି ଗୀତର ଅର୍ଥକୁ ଦେଶବାସୀ ବୁଝିଥିବା ବେଳେ ରୁଷିଆର ଯବାନମାନେ ମଧ୍ୟ ଗୀତର…
ଅଧିକ ଖବର ଦେଖନ୍ତୁ...

ଫିଲ୍ମରେ ନାୟକନାୟିକା ପିନ୍ଧୁଥିବା ପୋଷାକକୁ ସୁଟିଂ ପରେ କ’ଣ କରାଯାଏ? ଜାଣନ୍ତୁ କ’ଣ କହନ୍ତି ବଲିଉଡ୍ ଫେସନ୍…

ମୁମ୍ବାଇ: ପ୍ରତି ଶୁକ୍ରବାର ସିନେମା ହଲରେ ନୂଆ ନୂଆ ଫିଲ୍ମ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରିଲିଜ୍ ହୋଇଥାଏ। ସେ ମଧ୍ୟରେ କିଛି ଫିଲ୍ମ ସଫଳ ହୋଇଥାଏ ତ କିଛି ଫିଲ୍ମକୁ ବିଫଳତାର ସ୍ବାଦ ଚାଖିବାକୁ ପଡ଼ିଥାଏ। ତେବେ ଫିଲ୍ମ ହିଟ୍ ହେଉ ବା ଫ୍ଲପ୍, କିନ୍ତୁ ଫିଲ୍ମରେ କଳାକାରମାନେ ପିନ୍ଧିଥିବା…
ଅଧିକ ଖବର ଦେଖନ୍ତୁ...

ଏବେ ସାବରୀମାଳା ଯିବା ପାଇଁ ଭଡ଼ାରେ ମିଳିବ ବୁଲେଟ୍ ଓ ହାର୍ଲେ ଡେଭିଡସନ୍ ବାଇକ୍

କୋଚି: ସାବରୀମାଳା ମନ୍ଦିର ଦର୍ଶନ ପାଇଁ ଯାଉଥିବା ତୀର୍ଥଯାତ୍ରୀଙ୍କ ପାଇଁ ବଡ଼ ସୁବିଧା ଆଣିଛନ୍ତି ଦକ୍ଷିଣ ରେଳପଥ। ଏବେ ତୀର୍ଥଯାତ୍ରୀମାନେ ଦର୍ଶନ ପାଇଁ ବୁଲେଟ ଭଡ଼ାରେ ନେଇ ପାରିବେ। ଚେଙ୍ଗାନ୍ନୁର ରେଳ ଷ୍ଟେସନରୁ ପମ୍ପା ପର୍ଯ୍ୟନ୍ତ ତୀର୍ଥଯାତ୍ରୀମାନେ ଗାଡ଼ି ଭଡ଼ାରେ ନେଇ ପାରିବେ। ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

ନେହାଙ୍କୁ ପ୍ରତିଯୋଗୀ ଚୁମ୍ବନ ଦେଉଥିବାର ଭିଡିଓକୁ ଟିଆରପି ପାଇଁ ବ୍ୟବହାର କରୁଥିବାରୁ ଚାନେଲ୍ ଉପରେ ବର୍ଷିଲେ ସୋନା…

ମୁମ୍ବାଇ: ଏକାକୀ ଲଢ଼େଇ କରି ଶେଷରେ ରିୟାଲିଟି ସୋ’ ଇଣ୍ଡିଆନ ଆଇଡଲର ବିଚାରକ ମଣ୍ଡଳୀରୁ ଅନୁ ମଲିକଙ୍କୁ ହଟାଇ ଥିଲେ କଣ୍ଠଶିଳ୍ପୀ ସୋନା ମହାପାତ୍ର। #ମି ଠୁ ଅଭିଯାନରେ ଅନୁ ମଲିକଙ୍କ ଉପରେ ଯୌନ ଅସଦାଚରଣର ଅଭିଯୋଗ ଲାଗିଥିବା ସତ୍ତ୍ବେ ପୁଣି ଥରେ ତାଙ୍କୁ ସୋ’କୁ ଅଣାଯିବା ପରେ ସୋନା ଏ…
ଅଧିକ ଖବର ଦେଖନ୍ତୁ...