Daily Archives

November 2, 2019

ଖୁବ୍‌ ଶୀଘ୍ର ବିବାହ କରିବେ କାଜଲ ଅଗ୍ରଓ୍ଵାଲ! ଭାବିସ୍ୱାମୀଙ୍କୁ ନେଇ କହିଲେ ଏଭଳି କଥା

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ଏବଂ ବଲିଉଡ୍‌ରେ ମଧ୍ୟ ଫିଲ୍ମ କରି ସାରିଥିବା ଅଭିନେତ୍ରୀ କାଜୋଲ ଅଗ୍ରଓ୍ଵାଲଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖୁବ୍‌ ଶୀଘ୍ର ସେ ବିବାହ କରି ପାରନ୍ତି ବୋଲି ଖବର ମିଳିଛି । ଏକ ସାକ୍ଷାତକାରରେ ଯୋଗ ଦେଇ କାଜୋଲ ନିଜ ବିବାହ ବିଷୟରେ କହିଛନ୍ତି । କମଲ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ କଡ଼ା ଜବାବ : ବାର୍ଷିକ ଶିଳ୍ପ ମେଳାରେ ଅଂଶଗ୍ରହଣ ପାଇଁ ପାକିସ୍ତାନକୁ ଆମନ୍ତ୍ରଣ କଲା ନାହିଁ ଆଗ୍ରା

ଆଗ୍ରା : ନଭେମ୍ବର ୮ରେ ଆଗ୍ରାର ଚମଡ଼ା ଶିଳ୍ପଗୁଡ଼ିକ ବାର୍ଷିକ ଶିଳ୍ପ ମେଳାର ଆୟୋଜନ କରିବାକୁ ଯାଉଛନ୍ତି । ମେଳାଟି ୩ଦିନ ଧରି ଚାଲୁ ରହିବାକୁ ଥିବା ବେଳେ ଏହି ମେଳାକୁ ପାକିସ୍ତାନୀ ବ୍ୟବସାୟୀଙ୍କୁ ଆମନ୍ତ୍ରଣ କରାଯାଇ ନଥିବା ଜଣା ପଡ଼ିଛି । ଏହି ମେଳାରେ ଚମଡ଼ାର ଜୋତା ଓ ପୋଷାକ ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ଡିସେମ୍ବର ୧୪ରୁ ମାସେ ପର୍ଯ୍ୟନ୍ତ ‘ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ’

ଭୁବନେଶ୍ବର : ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭରେ କୋଣାର୍କ ଠାରୁ ୮କିଲୋମିଟର ଦୂରରେ ଡିସେମ୍ବର ୧୪ରୁ ଜାରୁଆରି ୧୪ ପର୍ଯ୍ୟନ୍ତ ମେରାଇନ୍‌ ଡ୍ରାଇଭ ଇକୋ ରିଟ୍ରିଟ ଫେଷ୍ଟିଭାଲ ଅନୁଷ୍ଠିତ ହେବ ବୋଲି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିିତ ଏକ ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: କିଛି ନା କିଛି ଇଚ୍ଛା ପୂରା ହେବ। ବୁଧ ଓ ଗୁରୁବାର: ବିଜ୍ଞାନ ଛାତ୍ରଙ୍କ ଲାଗି ସମୟ ଅନୁକୂଳ। ଶୁକ୍ର ଓ ଶନିବାର: ପ୍ରିୟତମଙ୍କୁ ମନର କଥା କହିବେ। ରବି, ସୋମ ଓ ମଙ୍ଗଳବାର: ଧର୍ମକର୍ମରେ ରୁଚି ବଢ଼ିବ। ବୁଧ ଓ ଗୁରୁବାର: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ।…
ଅଧିକ ଖବର ଦେଖନ୍ତୁ...

ଆଶ୍ରମ ସ୍କୁଲରୁ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଲେ ଛାତ୍ରୀଙ୍କ ବାପା

ଆନନ୍ଦପୁର: ଆଶ୍ରମ ସ୍କୁଲରୁ ଶନିବାର ଜଣେ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ ହେବା ଘଟଣା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁସାରେ ଘସିପୁରା ଥାନା ଅନ୍ତର୍ଗତ ତ୍ରିଲୋଚନପୁର (ତାଳଗାଁ) ଆଶ୍ରମ ସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ଆଜି ପୂର୍ବାହ୍ନ ୯ଟାରେ…
ଅଧିକ ଖବର ଦେଖନ୍ତୁ...

କାର ଭିତରେ ଛାତ୍ରଙ୍କ ସହିତ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଥିଲେ ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର ଜଣେ ଶିକ୍ଷୟିତ୍ରୀ ନିଜର ଛାତ୍ରଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଓ ଅଶ୍ଳୀଳ ଚାଟ କରିବା ସହିତ ନଗ୍ନ ଫଟୋ ପଠାଇବା ଘଟଣା ସାମ୍ନାକୁ ଆସିଛି। ଶିକ୍ଷୟିତ୍ରୀ ଅଦାଲତରେ ନିଜ ଦୋଷକୁ ସ୍ୱୀକାର ମଧ୍ୟ କରିଛନ୍ତି। ପୂର୍ବତନ ଶିକ୍ଷୟିତ୍ରୀ ଜଣକ ପ୍ରଥମେ ଜଣେ…
ଅଧିକ ଖବର ଦେଖନ୍ତୁ...

‘ସାଓ୍ଵାସଦୀ ପିଏମ୍‌ ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ଥାଇଲାଣ୍ଡ୍‌ ସହ ଭାରତର ଐତିହାସିକ ସଂପର୍କକୁ ମନେପକାଇଲେ…

ନୂଆଦିଲ୍ଲୀ: ବ୍ୟାଙ୍କ୍‌କ୍‌ରେ ‘ସାଓ୍ଵାସଦୀ ପିଏମ୍‌ ମୋଦୀ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ସହ ଥାଇଲାଣ୍ଡ୍‌ର ଐତିହାସିକ ସଂପର୍କକୁ ମନେ ପକାଇଛନ୍ତି। ବ୍ୟାଙ୍କ୍‌କରେ ଥିବା ହଜାର ହଜାର ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧନ କରି ଥାଇଲାଣ୍ଡ୍‌ ସହ ସମାନତା ଥିବା…
ଅଧିକ ଖବର ଦେଖନ୍ତୁ...

ଟୋକିଓ ପାଇଁ ଟିକେଟ୍‌: ଅଲିମ୍ପିକ ଖେଳିବ ଭାରତୀୟ ମହିଳା ହକି ଟିମ୍‌, ମୁଖ୍ୟମନ୍ତ୍ରୀ ନବୀନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲିମ୍ପିକ-୨୦୨୦ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଶନିବାର ମ୍ୟାଚ୍‌ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ୨ ଦିନର ଖେଳ ପ୍ରଦର୍ଶନ ଆଧାରରେ ଭାରତୀୟ ଟିମ୍‌ ଟୋକିଓ ପାଇଁ ଟିକେଟ ହାସଲ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟ ଭାରତ ଓ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲାରେ ବାରହା ଉପଦ୍ରବରୁ ରକ୍ଷା ପାଇବା ପାଇଁ ଚାଷୀ ରାତି ଅନିଦ୍ରା

ଗଞ୍ଜାମ: ଏବେ ଧାନ ଫସଲ ଧୀରେଧୀରେ ପାଚି ଆସୁଛି। ଧାନ ଫସଲ ପାଚି ଆସିବା ସମୟରେ କ୍ଷେତରେ ବାରହା ଉପଦ୍ରବ ଚରମ ସୀମାରେ ପହଞ୍ଚିଛି। ଏହି ବାରହାଙ୍କୁ କ୍ଷେତରୁ ଘଉଡାଇବାକୁ ଗଞ୍ଜାମ ଜିଲ୍ଲାର ଚାଷୀମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି। ହେଲେ ବି ଏଥିରୁ ମୁକ୍ତି ପାଇ ପାରୁ ନାହାନ୍ତି।…
ଅଧିକ ଖବର ଦେଖନ୍ତୁ...

ମମତାଙ୍କ ଗମ୍ଭୀର ଆରୋପ; ମୋଦୀ ସରକାର ମୋ ଫୋନ୍‌ ଟ୍ୟାପିଂ କରୁଛନ୍ତି

କୋଲକାତା: ପଶ୍ଚିମବଙ୍ଗ ମୁୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର କେନ୍ଦ୍ର ସରକାରଙ୍କ ଉପରେ ଏକ ଗମ୍ଭୀର ଆରୋପ ଲଗାଇଛନ୍ତି। ସେ ଅଭିଯୋଗ ଆଣି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଫୋନ୍‌ ଟ୍ୟାପିଂ କରୁଛନ୍ତି। ମୋଦୀ ସରକାରଙ୍କ ଏଜେନ୍ସିଂ ତାଙ୍କ ଫୋନ୍‌ ଟ୍ୟାପିଂ କରୁଛନ୍ତି…
ଅଧିକ ଖବର ଦେଖନ୍ତୁ...