Daily Archives

November 3, 2019

ପ୍ରଣବ ମୁର୍ଖାଜୀ ଓ ଭିକେ ସିଂହଙ୍କ ଉପରେ ଗୁଇନ୍ଦାଗିରି କରିବାକୁ ଉପା ସରକାର ଅମଳରେ ନିର୍ଦ୍ଦେଶ ଦେଇଥିଲା କିଏ?…

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ ସ୍ପାଇୱେର ଦ୍ବାରା ଇସ୍ରାଏଲର ଏକ ଗୁଇନ୍ଦା ସଂସ୍ଥା ଦ୍ବାରା ଏନ୍‌ଡିଏ ସରକାର ଦେଶର ସାମ୍ବାଦିକ ଓ ରାଜନେତାମାନଙ୍କର ଫୋନ୍‌କୁ ହ୍ୟାକ୍‌ କରି ଗୁଇନ୍ଦାଗିରି କରୁଥିଲେ ବୋଲି କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଅଭିଯୋଗ କରିବା ପରେ ଏହି ଘଟଣାକୁ କେନ୍ଦ୍ର କରି…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା ଗାନ୍ଧୀ ମଧ୍ୟ ହ୍ବାଟସ୍‌ଆପ୍‌ ସ୍ପାଇୱେର ଶିକାର ହୋଇଛନ୍ତି; କଂଗ୍ରେସ କଲା ଅଭିଯୋଗ

ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସଂପାଦିକା ତଥା ଅନ୍ୟତମ ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମୋବାଇଲ ମଧ୍ୟ ହ୍ବାଟସ୍‌ଆପ୍‌ ସ୍ପାଇୱେର ଦ୍ବାରା ଗୁଇନ୍ଦାଗିରିର ଶିକାର ହୋଇଥିଲା ବୋଲି ଆଜି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଏବଂ ପ୍ରିୟାଙ୍କ ମୋବାଇଲରୁ କାହା କାହା ନିକଟକୁ…
ଅଧିକ ଖବର ଦେଖନ୍ତୁ...

୨୦୨୨ ସୁଦ୍ଧା ମୋଦୀ ସରକାର ନିର୍ମାଣ କରିବେ ନୂତନ ସଂସଦ ଭବନ; ରାଷ୍ଟ୍ରପତି ଭବନକୁ ଲାଗିକରି ନିର୍ମିତ ହେବ…

ନୂଆଦିଲ୍ଲୀ: କେନ୍ଦ୍ରୀୟ ଦିଲ୍ଲୀର ନକ୍ସାରେ ଏକ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଯୋଜନା କରୁଛନ୍ତି ମୋଦୀ ସରକାର। ଏହି ଯୋଜନା ଅଧୀନରେ ରାଷ୍ଟ୍ରପତି ଭବନକୁ ଲାଗିକରି ପ୍ରଧାନମନ୍ତ୍ରୀଙ୍କ ନିମନ୍ତେ ଏକ ନୂତନ ଆବାସ ନିର୍ମାଣ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପାଇଁ ଏକ ନୂତନ…
ଅଧିକ ଖବର ଦେଖନ୍ତୁ...

ଗୋଆର ନୂତନ ରାଜ୍ୟପାଳ ରୂପେ ଶପଥ ନେଲେ ସତ୍ୟପାଲ ମଲ୍ଲିକ

ପାନାଜୀ: ଗୋଆର ନୂତନ ରାଜ୍ୟପାଳ ରୂପେ ସତ୍ୟପାଲ ମଲ୍ଲିକ ଆଜି ଅପରାହ୍ଣରେ ଶପଥ ଗ୍ରହଣ କରିଛନ୍ତି। ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପ୍ରଦୀପ୍‌ ନନ୍ଦରାଜୋଗ୍‌ ନୂତନ ରାଜ୍ୟପାଳଙ୍କୁ ତାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଗୋଆ ରାଜଭବନ ପରିସରରେ ଆୟୋଜିତ ଏକ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ଓକିଲ- ପୁଲିସ୍‌ ସଂଘ‌ର୍ଷର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ତିସ୍‌ହଜାରୀ କୋର୍ଟରେ ଗାଡି ପାର୍କିଂକୁ କେନ୍ଦ୍ର କରି ଗତକାଲି ପୁଲିସ୍‌ ଓ ଓକିଲଙ୍କ ମଧ୍ୟରେ ଘଟିଥିବା ସଂଘ‌ର୍ଷର ବିଚାର ବିଭାଗୀୟ ତଦନ୍ତ ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏସ୍‌ପି ଗର୍ଗ…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ଚରମବାଣୀ ଶୁଣାଇଲା ଶିବସେନା; କହିଲା କଂଗ୍ରେସ ଓ ଏନ୍‌ସିପି ସମର୍ଥନରେ ମହାରାଷ୍ଟ୍ରରେ ଗଢ଼ିବ ନୂତନ ସରକାର

ମୁମ୍ୱାଇ: ମହାରାଷ୍ଟ୍ରରେ ନୂତନ ସରକାର ଗଠନକୁ କେନ୍ଦ୍ରକରି ବିଜେପି ଓ ଶିବସେନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ବିଜେପି ତା’ ନିଜ ଫର୍ମୂଲାରେ ସରକାର ଗଠନ ପାଇଁ ଜିଦ୍‌ ଧରି ବସିଥିବା ବେଳେ ସହଯୋଗୀ ଶିବସେନା ନିଜର ୫୦-୫୦ ଫର୍ମୂଲାରେ ସରକାର ଗଠନ ପାଇଁ କରିଥିବା…
ଅଧିକ ଖବର ଦେଖନ୍ତୁ...

ଉଦ୍‌ଘାଟନ ପୂର୍ବରୁ କର୍ତ୍ତାରପୁର କରିଡରର ଫଟୋକୁ ଟୁଇଟରରେ ଛାଡ଼ିଲେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ: ବହୁ ଚର୍ଚ୍ଚିତ କର୍ତ୍ତାରପୁର କରିଡର ସମେତ କର୍ତ୍ତାରପୁର କମ୍ପ୍ଲେକ୍ସ ଓ ଗୁରୁଦ୍ବାରା ଦର୍‌ବାର ସାହିବର ଫଟୋକୁ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ଛାଡ଼ିଛନ୍ତି। ଆସନ୍ତା ୯ ତାରିଖରେ କର୍ତ୍ତାରପୁର କରିଡରର ଉଦ୍‌ଘାଟନ ଉତ୍ସବ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଉତ୍କଟ ହେଉଛି ବାୟୁ ପ୍ରଦୂଷଣ: ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିପାରିଲା ନାହିଁ ୩୨…

ନୂଆଦିଲ୍ଲୀ: ଦୀପାବଳି ପରେ ପରେ ରାଜଧାନୀ ନୂଆଦିଲ୍ଲୀରେ ସୃଷ୍ଟି ହୋଇଥିବା ବାୟୁ ପ୍ରଦୂଷଣ କ୍ରମଶଃ ଉତ୍କଟ ହେବାରେ ଲାଗିଛି। ବାୟୁ ପ୍ରଦୂଷଣ କାରଣରୁ ଦିଲ୍ଲୀରେ ପାଗ ଖରାପ ହେବା ସହ ଘନ କୁହୁଡ଼ି ସୃଷ୍ଟି ହେବା ଯୋଗୁଁ ଦିନରେ ମଧ୍ୟ କିଛି ଦେଖାଯାଉ ନାହିଁ। ଫଳରେ ଦିଲ୍ଲୀ ବିମାନ ବନ୍ଦରରେ ୩୨…
ଅଧିକ ଖବର ଦେଖନ୍ତୁ...

ଛଟ୍‌ ପୂଜା ଚାଲିଥିବା ବେଳେ ଭୁଶୁଡ଼ି ପଡ଼ିଲା ମନ୍ଦିର କାନ୍ଥ; ୨ ମହିଳା ମୃତ

ପାଟନା: ଆଜି ଛଟ୍‌ ପୂଜା ଚାଲିଥିବା ବେଳେ ବିହାରର ସମସ୍ତିପୁର ଠାରେ ଘଟିଯାଇଛି ଏକ ଅଘଟଣ। ଛଟ୍‌ପୂଜା ଉଦ୍ଦେଶ୍ୟରେ ଏକ ନଦୀର ଘାଟରେ ନଦୀ ଜଳରେ ପ୍ରବେଶ କରି ସୂର୍ଯ୍ୟଙ୍କୁ ଅର୍ଘ ପ୍ରଦାନ କରୁଥିବା ବେଳେ ଘାଟ କୂଳରେ ଥିବା ଏକ ମନ୍ଦିରର କାନ୍ଥ ମହିଳାମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ଫାଶ ଛିଡ଼ାଇ ଫାଶ ବସାଇଥିବା ଲୋକକୁ ଆକ୍ରମଣ କଲା ବାର୍ହା

ବାଣପୁର: ଶନିବାର ସନ୍ଧ୍ୟା ପ୍ରାୟ ଛଅଟା ବେଳେ ବାଣପୁର ବ୍ଲକ୍‌ ଅଞ୍ଚଳର ନୀଳାଦ୍ରିପ୍ରସାଦ ଗ୍ରମପଞ୍ଚାୟତ ଅନ୍ତର୍ଗତ ଅରାଙ୍ଗ ଗାଁର ଜଣେ ବ୍ୟକ୍ତି ଜଙ୍ଗଲି ବାର୍ହା ଆକ୍ରମଣର ସରବ୍ୟ ହୋଇ ଭୁବନେଶ୍ୱର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତ ବ୍ୟକ୍ତି ହେଉଛନ୍ତି ୪୨ ବର୍ଷିୟ ବସନ୍ତ ଜାନି।…
ଅଧିକ ଖବର ଦେଖନ୍ତୁ...