Daily Archives

November 4, 2019

ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକା ଅସୁସ୍ଥ

ରାୟଗଡ଼ା : ପୂର୍ବତନ ମନ୍ତ୍ରୀ ତଥା ତିନିଥର ବିଜେଡି ବିଧାୟକ ଲାଲ ବିହାରୀ ହିମିରିକା ଅସୁସ୍ଥ ହୋଇଥିବା ଖବର ହସ୍ତଗତ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତରୀତ କରାଯାଇଛି । ହିମିରିକା ଗତ ନିର୍ବାଚନରେ ରାୟଗଡ଼ା ବିଧାନସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ…
ଅଧିକ ଖବର ଦେଖନ୍ତୁ...

ବାସ୍ତବିକ ମଣିଷର ଟ୍ୟାଗ୍‌ ପାଇ ମଧ୍ୟ ସୋ’ ଜିତି ପାରିଲେନି ପ୍ରକୃତି, ଏସ୍‌ ଅଫ୍‌ ସ୍ପେସ୍‌-୨ର ବିଜେତା ହେଲେ ସଲମାନ…

ଭୁବନେଶ୍ୱର: ଅଗଷ୍ଟ ୨୪, ୨୦୧୯ରେ ଆରମ୍ଭ ହୋଇଥିଲା ଏମ୍‌ଟିଭିର ଲୋକପ୍ରିୟ ରିୟାଲିଟି ସୋ’ 'ଏସ୍‌ ଅଫ୍‌ ସ୍ପେସ୍‌-୨' । ଏହି ସୋ’ରେ ଦେଶର ବିଭିନ୍ନ କୋଣରୁ ପ୍ରତିଯୋଗୀମାନେ ଆସି ଯୋଗ ଦେଇଥିବା ବେଳେ ଓଡ଼ିଶାରୁ ଅଂଶଗ୍ରହଣ କରିଥିଲେ ଓଲିଉଡ୍‌ ଓ ହୀନ୍ଦି ଧାରାବାହିକ ଅଭିନେତ୍ରୀ ପ୍ରକୃତି ମିଶ୍ର ।…
ଅଧିକ ଖବର ଦେଖନ୍ତୁ...

ଟ୍ରାଇ ଜାରି କଲା ମୋବାଇଲ ପୋର୍ଟେବିଲିଟିର ନୂଆ ନିୟମ, ଏବେ ୨ଦିନରେ ବଦଳିବ କମ୍ପାନୀ

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଟେଲିଫୋନ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ) ମୋବାଇଲ ନମ୍ବର ପୋର୍ଟେବିଲିଟି ନିୟମକୁ ବଦଳାଇବାକୁ ଯାଉଛି । ଯଦି ଆପଣ ଆପଣଙ୍କ ନମ୍ବରର ପୋର୍ଟେବିଲିଟି କରିବାକୁ ଚାହୁଁଛନ୍ତି, ତେବେ ଏହି ନୂଆ ନିୟମ ବିଷୟରେ ନିଶ୍ଚିତ ଜାଣି ରଖନ୍ତୁ । ନୂଆ ନିୟମ ମୁତାବକ,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ ଖୁବ୍‌ ପରିଶ୍ରମ କରିବେ। ଭାଗୀଦାରି ବ୍ୟବସାୟରୁ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରହିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮। ବୃଷ: ପୂଜାପାଠରେ ଏକାଗ୍ରତା ରହିବ। ଧର୍ମ ଚର୍ଚ୍ଚାରେ ଅ˚ଶ ଗ୍ରହଣ କରିବେ। ଧନଲାଭ ପାଇଁ ସୁଯୋଗ ମିଳିପାରେ। ଶୁଭରଙ୍ଗ:…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣ ମାମଲାରେ କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ୍‌ ସୋସାଇଟି ସଭାପତି ପଦରୁ ହଟିଲେ ପ୍ରମୋଦ ସାହୁ

କେନ୍ଦ୍ରାପଡ଼ା : ଯୌନ ଶୋଷଣ ଭଳି ସଂଗୀନ ଅପରାଧରେ ସଂପୃକ୍ତି ଥିବା ଅଭିଯୋଗରେ ଗିରଫ ହୋଇଥିବା କେନ୍ଦ୍ରାପଡ଼ା କ୍ରେଡିଟ କୋ-ଅପରେଟିଭ୍‌ ସୋସାଇଟି ସଭାପତି ପ୍ରମୋଦ ସାହୁଙ୍କ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ସ୍ଥାନୀୟ ବାରିମୂଳ ଜେଲକୁ ପଠାଇ ଦିଆଯାଇଛି। ଇତିମଧ୍ୟରେ ରେଜିଷ୍ଟ୍ରାର…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ମିଳୁଛି ଗୋଡି-ପଥର ମିଶା ଥଣ୍ଡା ଭାତ ଓ ପଚା ଆଳୁ ତରକାରି

ବାଲେଶ୍ୱର: ବାଲେଶ୍ୱରରୁ ଆସିଛି ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର। ପିଲାଙ୍କ ଥାଳିରେ ପରଷା ଯାଉଛି ଗୋଡି, ପଥର ମିଶା ଥଣ୍ଡା ଭାତ ଓ ପଚା ଆଳୁର ତରକାରି। ଏପରି ନିମ୍ନମାନର ମଧ୍ୟାହ୍ନ ଭୋଜନ କୁନି କୁନି ପିଲାଙ୍କୁ କାହିଁକି ଖାଇବାକୁ ଦିଆଯାଉଛି ତାକୁ ନେଇ ପ୍ରଶ୍ନ ଉଠୁଛି। ପିଲାଙ୍କ ଥାଳିରେ…
ଅଧିକ ଖବର ଦେଖନ୍ତୁ...

କେନ୍ଦୁଝର: ସୋରିଷ କ୍ଷେତ ଦେଇ ଟ୍ରାକ୍ଟର ଚଳାଚଳକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା; ଦୁଇ ଗିରଫ

ଗୋନାସିକା: ସୋରିଷ କ୍ଷେତ ଦେଇ ଟ୍ରାକ୍ଟର ଚଳାଚଳକୁ ବିରୋଧ କରିବାରୁ  ବା˚ଶପାଳ ବ୍ଲକ ଗୋନାସିକା ପଞ୍ଚାୟତ ତଳବୈତରଣୀ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ଲକ୍ଷ୍ମଣ ନାଏକଙ୍କ ପୁଅ ଟୁଟୁ (୨୪)। ଏହି ମାମଲାରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ୨୯…
ଅଧିକ ଖବର ଦେଖନ୍ତୁ...

କର୍ତ୍ତାରପୁର କରିଡର ଖୋଲିବା ପଛରେ ପାକିସ୍ତାନର ଏକ ଗୋପନ ଷଡଯନ୍ତ୍ର ରହିଛି : କ୍ୟାପ୍ଟେନ ଅମରିନ୍ଦର ସିଂ

ଚଣ୍ଡିଗଡ଼ : ପାକିସ୍ତାନରେ ଥିବା ଶିଖ ଧର୍ମର ପବିତ୍ର ତୀର୍ଥକ୍ଷେତ୍ର କର୍ତ୍ତାରପୁରକୁ ଖୋଲିବା ପାଇଁ ଗତ ୭୦ ବର୍ଷ ଧରି ଦାବି ହୋଇଆସୁଥିଲା । କିନ୍ତୁ ହଠାତ ପାକିସ୍ତାନ ସରକାର ଏଥିରେ ରାଜି ହୋଇ ଏହାକୁ ଖୋଲିଦେବା ସଂଦେହ ସୃଷ୍ଟି କରୁଛି ବୋଲି କହିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲରେ ଲାଗୁ ହୋଇପାରେ ‘ପାୱାର ପ୍ଲେୟାର’ ନିୟମ, ମ୍ୟାଚ୍ ମଝିରେ ବଦଳିବେ ଖେଳାଳି

ମୁମ୍ବାଇ: ଫୁଟବଲ ଢ଼ାଞ୍ଚା ଆସିବ କ୍ରିକେଟକୁ।  ମ୍ୟାଚ୍ ମଝିରୁ ବଦଳିବେ ଖେଳାଳି ଏହି ନୂଆ ବ୍ୟବସ୍ଥା ଦେଖିବାକୁ ମିଳିବ ଆଇପିଏଲରେ । ଫଟାଫଟ୍ କ୍ରିକେଟର ଏହି ଫର୍ମାଟକୁ ଆହୁରି ରୋମାଞ୍ଚକର କରିବାକୁ ଆଇପିଏଲ ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି । ଆଇପିଏଲରେ ପାୱାର ପ୍ଲେୟାର ନିୟମ…
ଅଧିକ ଖବର ଦେଖନ୍ତୁ...

ନବମଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହେବାପରେ ୫ମାସର ଅନ୍ତସତ୍ତ୍ୱା; ଦୁଷ୍କର୍ମକାରୀ ଗିରଫ

ମୟୁରଭଞ୍ଜ: ମୟୁରଭଞ୍ଜ ରରୁଆଁ ଥାନା ସୁକୃଲି ବ୍ଲକ୍‌ ଜାମଦାପାଳ ଆଶ୍ରମର ନବମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ହେବା ପରେ ଅନ୍ତସତ୍ତ୍ୱା ହେବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ନବମଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଦୁଷ୍କର୍ମକାରୀର ନାମ ପରମେଶ୍ୱର ହନଗା…
ଅଧିକ ଖବର ଦେଖନ୍ତୁ...