Daily Archives

November 5, 2019

ପୀଡ଼ିତାଙ୍କୁ ନେଇ ଏସପି-ଆଇଜିଙ୍କ ମଧ୍ୟରେ ଟ୍ୱିଟରରେ ମତଭେଦ !

ଭୁବନେଶ୍ୱର: ପୀଡିତାଙ୍କ ନେଇ ଟ୍ୱିଟରରେ ମତଭେଦ | ଭଦ୍ରକ ଜିଲ୍ଲା ପୁଲିସ ଓ ପୂର୍ବାଂଚଳ ଡ଼ିଆଇଜିଙ୍କ ମଧ୍ୟରେ ଟ୍ୱିଟରରେ ମତଭେଦ ଏବେ ଚର୍ଚ୍ଚାରେ ରହିଛି | ମିଳିଥିବା ସୂଚନା ମୁତାବକ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅହିୟାସ ଗ୍ରାମର ନବମ ଶ୍ରେଣୀର ଛାତ୍ରୀ ମୀର ସରାଫତ୍‌ଙ୍କ ଝିଅ ତବସୁନ୍…
ଅଧିକ ଖବର ଦେଖନ୍ତୁ...

ଲଣ୍ଡନରେ ପ୍ରବାସୀ ଓଡ଼ିଆଙ୍କ ନିଆରା ଦୀପାବଳି ପାଳନ

ଭୁବନେଶ୍ୱର: ଶରୀର ସିନା ବିଦେଶରେ କିନ୍ତୁ ମନ ଓଡିଶାରେ | ସେଥିପାଇଁ ତ ଓଡିଶାରୁ ବହୁ ଦୂରରେ ଥିଲେ ବି ଭୁଲିପାରିନାହାନ୍ତି ଓଡ଼ିଆ ସଂସ୍କୃତି ଓ ପରମ୍ପରା | ସବୁ ବର୍ଷ ଭଳି ଏହି ବର୍ଷ ବି ଆଲୋକର ପର୍ବ ଦୀପାବଳିକୁ ଲଣ୍ଡନରେ ଥିବା ପ୍ରବାସୀ ଓଡ଼ିଆମାନେ ଧୂମଧାମରେ ପାଳନ କରିଛନ୍ତି | ବାଣ…
ଅଧିକ ଖବର ଦେଖନ୍ତୁ...

ବ୍ରଜରାଜନଗରରେ ପୁଣି ଫୁଟିଲା ଗୁଳି, ମଣ୍ଟୁ ଘୋଷଙ୍କ ମୃତ୍ୟୁ

ଝାରସୁଗୁଡ଼ା: ବ୍ରଜରାଜନଗରରେ ମଙ୍ଗଳବାର ରାତି ସାଢ଼େ ୮ଟାରେ ପୁଣି ଥରେ ଗୁଳି ଫୁଟିଛି। ଏଥିରେ ମଣ୍ଟୁ ଘୋଷ(୩୦) ନାମରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବ୍ରଜରାଜନଗର ମୁଖ୍ୟ ବଜାରରେ ଥିବା ଏକ ଜଳଖିଆ ଦୋକାନ ଲକ୍ଷ୍ମୀ କ୍ୟାବରେ ଏହି ଗୁଳିକାଣ୍ଡ ଘଟିଛି। ଜଳଖିଆ ଦୋକାନର କାଉଣ୍ଟରରେ ଛିଡ଼ା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ପୁଲିସ କର୍ମଚାରୀଙ୍କ ଧର୍ମଘଟ ପ୍ରତ୍ୟାହୃତ

ନୂଆଦିଲ୍ଲୀ : କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ଓକିଲଙ୍କ ମାଡ ପ୍ରତିବାଦରେ ଆଜି ଧର୍ମଘଟରେ ବସିଥିବା ଦିଲ୍ଲୀ ପୁଲିସ କର୍ମଚାରୀମାନେ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି । ଦୋଷୀ ଓକିଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀଙ୍କ ପ୍ରତିଶ୍ରୁତି ପରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଧିକ ଉତ୍ସାହିତ ରହିବେ। ନୂଆ କିଛି କରିବାର ଇଚ୍ଛା ମନରେ ଜାଗିଉଠିବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ବଢ଼ିଆ ହେବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪। ବୃଷ: ବ୍ୟବସାୟରେ ଆମଦାନି ବୃଦ୍ଧିର ସୁଯୋଗ ରହିଛି। ରାଜନୀତି ‌େକ୍ଷତ୍ରରେ ଥିବା ନେତାଙ୍କ ଲାଗି ଦିନଟି ଭଲ। ପିଲାଦିନର ସାଙ୍ଗ ସହିତ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ରେ ‘ନୋ ବଲ୍‌’ ପାଇଁ ରହିବେ ସ୍ୱତନ୍ତ୍ର ଅମ୍ପାୟାର!

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ (ଆଇପିଏଲ୍‌) ପରିଚାଳନା ପରିଷଦ ପ୍ରଥମ ଥର ‘ନୋ ବଲ୍‌ ପାଇଁ ସ୍ୱତନ୍ତ୍ର ଅମ୍ପାୟାର ରଖିବା ନେଇ ବିଚାର ବିମର୍ଶ କରୁଛି। କାରଣ ଅତୀତରେ ଅନେକ ବିବାଦୀୟ ନିଷ୍ପତ୍ତି ଦେଖାଯାଇଛି। ଏମିତି ବୁଝା ଯାଇଥାଏ ଯେ, ଆଇପିଏଲ ମ୍ୟାଚ ସମୟରେ ‘ପାଓ୍ଵାରପ୍ଲେ’…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶ ଆଡକୁ ମୁହାଁଇଛି ବାତ୍ୟା ବୁଲବୁଲ, ବର୍ତ୍ତିଯିବ ଓଡ଼ିଶା

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି । ଏବେ ଏହା ପାରାଦୀପଠାରୁ ୮୯୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ରହିଛି । ଆସନ୍ତା ୧୨ ଘଣ୍ଟାରେ ଏହା ଡିପ ଡିପ୍ରେସନରେ ପରିଣତ ହେବ ଓ ପରବର୍ତ୍ତି ୨୪ ଘଣ୍ଟାରେ ଅର୍ଥାତ ୭ ତାରିଖ…
ଅଧିକ ଖବର ଦେଖନ୍ତୁ...

ହର୍ଣ୍ଣ ବଜାଇବାରୁ ରାଗିଗଲା ଷଣ୍ଢ, କାରକୁ ଉଠାଇ ରାସ୍ତାରେ କଚାଡି ଦେଲା

ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କ କାରରେ ବିହାର ବୈଶାଳି ଜିଲ୍ଲାର ମୁଖ୍ୟାଳୟ ହଜିପୁର ଯାଉଛନ୍ତି ତେବେ କାର ହର୍ଣ୍ଣ ବଜାଇବାରୁ ନିଜକୁ ସତର୍କ ରଖନ୍ତୁ। ଏଭଳି କହିବାର କାରଣ ହେଉଛି ହାଜିପୁରରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏହି ରାସ୍ତା ଦେଇ ଯାଉଥିବା ସମୟରେ ଜଣେ ବ୍ୟକ୍ତି କାରର ହର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବ୍ଲାକମେଲ କରୁଥିଲା ଯୁବକ, ମାଲେସିଆ ଫେରାର

ପୁରୀ: ଗୋପ ଅଞ୍ଚଳର ଜଣେ ଯୁବକ କଲେଜ ଛାତ୍ରୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବ୍ଲାକମେଲିଂ କରୁଥିଲା। ଥାନାରେ ଅଭିଯୋଗ ହେବା ପୂର୍ବରୁ ମାଲେସିଆ ଫେରାର ହୋଇଯାଇଛି। ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ କଲେଜ ଛାତ୍ରୀ ଥାନାରେ ଅଭିଯୋଗ ଆଣିଛନ୍ତି। ପୁରୀ ଅତିରିକ୍ତ ଏସ୍‌ପି ଅରୁଣ ଜେନା…
ଅଧିକ ଖବର ଦେଖନ୍ତୁ...

ଆଉ ମାତ୍ର ୪୮ ଘଣ୍ଟା, କିନ୍ତୁ ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡା ଛୁଟୁଛି

ମୁମ୍ବାଇ : ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଦୁଇ ସପ୍ତାହ ହୋଇଯାଇଥିଲେ ମଧ୍ୟ ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚିତତା ଜାରି ରହିଛି । ସେପଟେ ନୂଆ ବିଧାନସଭା ଗଠନ ଲାଗି ସମୟ ମଧ୍ୟ ସରିଆସୁଛି । କାରଣ ଚଳିତ ବିଧାନସଭାର ମିଆଦ ଆସନ୍ତା ୮ ତାରିଖରେ ସମାପ୍ତ ହେଉଛି । ଏଣୁ ୮ ତାରିଖ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...