Daily Archives

November 11, 2019

ଫ୍ଲାଏଓଭର ଉପରେ ଠିଆ ହୋଇ ସେଲଫି ନେଉଥିବା ବେଳେ ପଛପଟୁ ଧକ୍କା ଦେଲା କାର୍, ତଳକୁ ଖସି ଉଡ଼ିଗଲା ଦୁଇ ସାଙ୍ଗଙ୍କ…

ହାଇଦ୍ରାବାଦ୍ : ହାଇଦ୍ରାବାଦରେ ଥିବା ଏକ ଫ୍ଲାଏଓଭର ଘଟିଛି ଏକ ଦୁଃଖଦ ଘଟଣା। ସାଙ୍ଗ ସହ ଫ୍ଲାଏଓଭର କଡ଼ରେ ଠିଆ ହୋଇ ଦୁଇ ସାଙ୍ଗ ସେଲଫି ନେଉଥିବା ବେଳେ ହଠାତ୍ ଏକ କାର୍ ଆସି ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। କାରଟି ଏତେ ଜୋରେ ଧକ୍କା ଦେଇଥିଲା ଯେ, ଦୁହେଁ ଫ୍ଲାଏଓଭର ତଳକୁ ଖସି…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ନାଗାଲାଣ୍ଡ ବି‌ଦ୍ରୋହୀ ନେତାଙ୍କ ପୁଅର ବିବାହ ଭୋଜି : ହାତରେ ଏକେ ୫୬ ରାଇଫଲ୍ ଧରି ଫଟୋସୁଟ୍ କରାଇଲେ…

ଗୌହାଟୀ : ନାଗାଲାଣ୍ଡର ବି‌ଦ୍ରୋହୀ ନେତାଙ୍କ ପୁଅର ବିବାହ ଭୋଜି ଏବେ ଚର୍ଚ୍ଚାରେ ରହିଛି।  ବିବାହ ଭୋଜିର ଆୟୋଜନ ବା ବେଶ ପୋଷାକକୁ ନେଇ ନୁହେଁ ବରଂ ବର-ବଧୂ କରିଥିବା ଫଟୋସୁଟ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଷ୍ଟେଜ୍ ଉପରେ ଦୁହେଁ ଏକେ ୫୬ ଓ ଏମଆଇ୧୬ରାଇଫେଲ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ର ରାଜନୈତିକ ସଂକଟ : ସରକାର ଗଠନ ପାଇଁ ଏନସିପିକୁ ଡାକିଲେ ରାଜ୍ୟପାଳ

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡ଼ାଛୁଟୁଛି । ସରକାର ଗଠନ ପାଇଁ ବିଜେପି ଓ ତାପରେ ଶିବସେନା ବିଫଳ ହେବା ପରେ ରାଜ୍ୟପାଳ ରାଜ୍ୟପାଳ ଭଗତ ସିଂ କୋସ୍ୟାରୀ କିଛି ସମୟ ପୂର୍ବରୁ ଏନସିପିକୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିଛନ୍ତି । ଆବଶ୍ୟକ ସଂଖ୍ୟା ପ୍ରମାଣ ଲାଗି ଏନସିପିକୁ ୨୪…
ଅଧିକ ଖବର ଦେଖନ୍ତୁ...

ନଭେମ୍ବର ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଭୁବନେଶ୍ୱର: ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୧୯’ ସମାରୋହ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହେଉଛି। ତଦନୁଯାୟୀ ୧୪ରୁ ୧୬ ଯାଏଁ ୩ଦିନ ବ୍ୟାପୀ ଏହି ଉତ୍ସବ ୟୁନିଟ-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ିପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮। ବୃଷ: ବ୍ୟବସାୟ ଉପରେ ବିରୋଧୀଙ୍କ ନଜର ରହିବ। ଘରର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ। ପ୍ରିୟ ବନ୍ଧୁଙ୍କ ସହିତ ମିଶିବା…
ଅଧିକ ଖବର ଦେଖନ୍ତୁ...

୨୭ ବର୍ଷ ଧରି ଅନ୍ନ ସ୍ପର୍ଶ କରିନଥିବା ବୃଦ୍ଧା , ରାମମନ୍ଦିର ଦେଖିବା ପରେ ହିଁ ଅନ୍ନ ସ୍ପର୍ଶ କରିବେ

ଜବଲପୁର : ଭାଗବାନ ରାମ ଓ ରାମଜନ୍ମଭୂମି ରାଜନୈତିକ ଦଳମାନଙ୍କ ପାଇଁ ଏକ ରାଜନୈତିକ ପ୍ରସଙ୍ଗ ହୋଇଥାଇପାରେ, କିନ୍ତୁ ଭାରତର କୋଟି କୋଟି ହିନ୍ଦୁଙ୍କ ପାଇଁ ଏହା ଆସ୍ଥା ଓ ବିଶ୍ୱାସର ପ୍ରସଙ୍ଗ । ଅନେକ ଦଶନ୍ଧୀ ଧରି ସାଧାରଣ ଧର୍ମପ୍ରାଣ ହିନ୍ଦୁ ଏହି ମନ୍ଦିର ନିର୍ମାଣକୁ ଅପେକ୍ଷା କରିଥିଲା ।…
ଅଧିକ ଖବର ଦେଖନ୍ତୁ...

ବାଧା ଉପୁଜାଇ ପାରିଲାନି ଅଚଳ ହାତ, ଜାଣନ୍ତୁ ଆୟକର ଅଧିକାରୀ ଆନନ୍ଦୀଙ୍କ ପ୍ରେରଣାଦାୟକ କାହାଣୀ

କୋଏମ୍ବାଟୋର: ବାହାନା ହିଁ ମଣିଷକୁ ପଙ୍ଗୁ ସଜାଇ ଦିଏ। ଇଚ୍ଛା ଶକ୍ତି ଥିଲେ ସଂସାରର କୌଣସି ଶକ୍ତି ‌ଯେ ରାସ୍ତା ଅବରୋଧ କରିପାରେ ନାହିଁ ତାହା ପ୍ରମାଣ କରି ଦେଖାଇଛନ୍ତି କୋଏମ୍ବାଟୋରର ଆର୍ ଆନନ୍ଦୀ। ଏହି ଆୟକର ଅଧିକାରୀଙ୍କ ଗୋଟାଏ ହାତ ଅଚଳ ହୋଇଥିଲେ ମଧ୍ୟ ତାଙ୍କର ସେ ଅଚଳ ହାତକୁ…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିକ ପୂର୍ଣ୍ଣିମାରେ ଯାତ୍ରୀମାନଙ୍କ ଭିଡ଼ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଟ୍ରେନ୍‌ରେ ଯିବା ଆସିବା ସମୟରେ ଯାତ୍ରୀମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ ବୋଲି ସୋମବାର ଘୋଷଣା କରାଯାଇଛି। ପୁରୀ ଠାରୁ ପଲାସା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ…
ଅଧିକ ଖବର ଦେଖନ୍ତୁ...

ଅଙ୍ଗଦାନ କରି ଅମର ହୋଇଥିବା ଓଡ଼ିଆ ପୁଅ ସୂରଜଙ୍କ ନାଁରେ ପୁରସ୍କାର ପ୍ରତିଷ୍ଠା କଲେ ରାଜ୍ୟ ସରକାର

ଭୁବନେଶ୍ବର: ସୁରଟରେ ଅଙ୍ଗଦାନ କରି ଅମର ହୋଇଥିବା ଓଡ଼ିଆ ପୁଅ ସୂରଜଙ୍କ ନାଁରେ ଏକ ପୁରସ୍କାର ପ୍ରତିଷ୍ଠା କରିଛନ୍ତି ରାଜ୍ୟ ସରକାର । ଆଗାମୀ ଦିନରେ ରାଜ୍ୟରେ ସ୍ୱଇଚ୍ଛାରେ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ସଂସ୍ଥାକୁ ମିଳିବ ‘ସୂରଜ ପୁରସ୍କାର’ । ସୂରଜଙ୍କ ସ୍ମୃତିରେ ଏହି ପୁରସ୍କାର ଦିଆଯିବାକୁ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି, ରାଷ୍ଟ୍ରପତି ଶାସନ ଆଶଙ୍କା

ମୁମ୍ବାଇ : ମହାରାଷ୍ଟ୍ର ଦିନକୁ ଦିନ ରାଜନୈତିକ ଅସ୍ଥିରତା ଆଡକୁ ଗତି କରୁଛି । କଂଗ୍ରେସ ଓ ଏନସିପି ସମର୍ଥନରେ ସରକାର ଗଠନ ଲାଗି ଶିବସେନା ଉଦ୍ୟମ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କଂଗ୍ରେସର ସ୍ଥିତି ସ୍ପଷ୍ଟ ହୋଇନଥିବାରୁ ସରକାର ଗଠନ ହୋଇପାରିନାହିଁ । ଏହା ଫଳରେ ରାଜ୍ୟ ରାଷ୍ଟ୍ରପତି ଶାସନ ଆଡକୁ…
ଅଧିକ ଖବର ଦେଖନ୍ତୁ...