Daily Archives

November 12, 2019

ପ୍ରେମିକାକୁ ଧୋକା ଦେବା କୌଣସି ଅପରାଧ ନୁହେଁ: ହାଇକୋର୍ଟ

ନୂଆଦିଲ୍ଲୀ: ପ୍ରେମିକାକୁ ଧୋକା ଦେବା କୌଣସି ଅପରାଧ ନୁହେଁ | କିଛି ଏଭଳି କହି ଜଣେ ଦୁଷ୍କର୍ମ ଅଭିଯୋଗ ଥିବା ଅଭିଯୁକ୍ତକୁ ଛାଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଶାରୀରିକ ସମ୍ପର୍କ ପରେ ପ୍ରେମିକାକୁ ଧୋକା ଦେବା ଯେତେ ଖରାପ ଲାଗିଲେ ବି ଏହା କୌଣସି ଅପରାଧ…
ଅଧିକ ଖବର ଦେଖନ୍ତୁ...

ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇବେ ଜଗା-ବଳିଆ

ଭୁବନେଶ୍ୱର: ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇବେ ଜଗା- ବଳିଆ । ଯୋଡା ମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅପରେସନ ଲିମକା ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି । ତେବେ ଏନେଇ ଆନୁଷ୍ଠାନିକ ଭାବେ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଡାକ୍ତର ଅଶୋକ ମହାପାତ୍ର । ଆସନ୍ତା ବର୍ଷ ଅର୍ଥାତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ସୁଖମୟ ହେବ। ବନ୍ଧୁବାନ୍ଧବଙ୍କ ସହ ସନ୍ଧ୍ୟା ସମୟ ହସଖୁସି‌େର କଟିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮। ବୃଷ: ମନରୁ ଆତ୍ମବିଶ୍ବାସ କମିବ ନାହିଁ। ନିଜ ବୃତ୍ତିରେ ଅଧିକ ସଫଳ ହେବେ। ଖାଦ୍ୟ ଓ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୬। । ମିଥୁନ:…
ଅଧିକ ଖବର ଦେଖନ୍ତୁ...

ଭାରତ ବନାମ ବାଂଲାଦେଶ: ପ୍ରଥମ ଟେଷ୍ଟ ତୁଳନାରେ ୨ୟ ମୁକାବିଲାକୁ ଅଧିକ ଗୁରୁତ୍ୱ ଦେଉଛି ଭାରତୀୟ ଟିମ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ ବାଂଲାଦେଶ ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଉଭୟ ଟିମ୍‌ ମଧ୍ୟରେ ଦିନକ ପରେ ଅର୍ଥାତ ନଭେମ୍ବର ୧୪ରୁ ପ୍ରଥମ ଟେଷ୍ଟ ଖେଳାଯିବ। ଏହା ପରେ କୋଲକାତାରେ ନଭେମ୍ବର ୨୨ରୁ ଦ୍ୱିତୀୟ ମୁକାବିଲା ହେବ। ଇଡେନ ଗାର୍ଡେନରେ…
ଅଧିକ ଖବର ଦେଖନ୍ତୁ...

ବର୍ଷରେ ଥରେ ଦିନଟିଏ ପାଇଁ ଖୋଲଯାଏ ମା’ଙ୍କ ଏହି ମନ୍ଦିର; ଭକ୍ତଙ୍କ ରହିଛି ଏଭଳି ବିଶ୍ୱାସ

କଟକ: କଟକଠାରୁ ୫୦କିମି ତଥା ତିଗିରିଆଠାରୁ ୩ମିମି ଦୂର ବିନ୍ଧାଣିମା ପଞ୍ଚାୟତରେ ମା’ଲୋଭେଇ ଠାକୁରାଣୀ ଅଧିଷ୍ଠିତ । ଏହି ଲୋଭେଇ ଠାକୁରାଣୀଙ୍କ ମନ୍ଦିର ବହୁତ ପୁରୁଣା ବୋଲି କୁହାଯାଉଛି। ପୁରାଣ ଶାସ୍ତ୍ର ଅନୁସାରେ ଆଜି ବି ବିଶ୍ୱାସ ଅଛି ମା’ ଲୋଭେଇ ଠାକୁରାଣୀଙ୍କ ପାଖରେ ସନ୍ତାନ ପାଇଁ…
ଅଧିକ ଖବର ଦେଖନ୍ତୁ...

ପୁଣି ଅସ୍ତ୍ରବିରତି ଉଲଂଘନ କଲା ପାକିସ୍ତାନ

ଜମ୍ମୁ-କଶ୍ମୀର: ପାକିସ୍ତାନ ମଙ୍ଗଳବାର ପୁଣି ଅସ୍ତ୍ରବିରତି ଉଲଂଘନ କରିଛି। ଜମ୍ମୁ-କଶ୍ମୀରର ପୁନଛ ଜିଲ୍ଲାର ସାହପୁର ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲଂଘନ କରିଛି। ପାକିସ୍ତାନ ସେନା ପକ୍ଷରୁ ଶାହପୁରରେ ଅକାରଣ ଗୁଳିବିନିମୟ ଆରମ୍ଭ କରିଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ସରକାର ଗଢିବାକୁ ଆଉ କିଛିଦିନ ସମୟ ଆବଶ୍ୟକ : କଂଗ୍ରେସ-ଏନସିପି

ମୁମ୍ବାଇ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଜାରି ହେବା ପରେ ମଧ୍ୟ ଏନସିପି, କଂଗ୍ରେସ ଓ ଶିବସେନା ମଧ୍ୟରେ ଭାଗ ଛିଣ୍ଡିପାରିନାହିଁ । ଶିବସେନାକୁ ସମର୍ଥନ ନେଇ କଂଗ୍ରେସ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ । କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲ, ମଲ୍ଲିକାର୍ଜୁନ ଖଡଗେ ଓ କେସି…
ଅଧିକ ଖବର ଦେଖନ୍ତୁ...