Daily Archives

November 14, 2019

ଭାରତ-ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ମନ ମୋହୁଛି ‘ଓଡ଼ିଶା ମଣ୍ଡପ’

ଭୁବନେଶ୍ୱର: ପ୍ରଗତି ମଇଦାନରେ ଆରମ୍ଭ ହୋଇଥିବା ‘ଭାରତ ଅନ୍ତର୍ଜାତୀୟ ମେଳା-୨୦୧୯’ରେ ‘ଓଡ଼ିଶା ମଣ୍ଡପ’ ଦର୍ଶକ ଓ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ କେନ୍ଦ୍ର ପାଲଟିଛି। ବିଶ୍ୱର ବିଭିନ୍ନ ଦେଶରୁ ଏଠାକୁ ଆସୁଥିବା ଦର୍ଶକ ଓ ଗ୍ରାହକମାନେ ଓଡ଼ିଶା ସଂପର୍କିତ ଅନେକ ତଥ୍ୟ ହାସଲ କରୁଛନ୍ତି। ସେମାନେ…
ଅଧିକ ଖବର ଦେଖନ୍ତୁ...

‌ଡେଙ୍ଗୁର ଶିକାର ହେଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍, ବାତିଲ କଲେ ସମସ୍ତ ସୁଟିଂ

ମୁମ୍ବାଇ: କିଛି ଦିନ ତଳେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଫିଲ୍ମ ଡ୍ରାଇଭ୍ ରିଲିଜ୍ ହୋଇଥିଲା। ଏଥିରେ ତାଙ୍କ ସହ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ ନଜର ଆସିଥିବା ବେଳେ ଫିଲ୍ମଟି ସେତେଟା ଭଲ ପ୍ରଦର୍ଶନ କରି ପାରିନଥିଲା। ତେବେ ଡ୍ରାଇଭ୍ ପରେ ସୁଶାନ୍ତ ନିଜ ଆଗାମୀ ପ୍ରୋଜେକ୍ଟ ପାଇଁ…
ଅଧିକ ଖବର ଦେଖନ୍ତୁ...

ଘରେ ଘରେ ବାସନ ମାଜୁଛି ମା’, ଅଭାବଅନଟନ ଭିତରେ ପାଠପଢ଼ି ଏବେ ଇସ୍ରୋ‌ରେ ଚାକିରି ପାଇଲା ପୁଅ

ମୁମ୍ବାଇ : ଏବେ ଚର୍ଚ୍ଚ‌ାରେ ମୁମ୍ବାଇର ରାହୁଲ ଘୋଡକେ। ଝୁମ୍ପୁଡ଼ି ଘରୁ ବାହାରି ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିବାରେ ସଫଳ ହୋଇଛନ୍ତି ରାହୁଲ। ମା’ ଘର ଘର ବୁଲି ବାସନ ମାଜୁଥିଲେ ମଧ୍ୟ ସେ ଦେଶର ପ୍ରତିଷ୍ଠିତ ସ୍ପେସ୍ ଏଜେନ୍ସି ଇସ୍ରୋରେ ଚାକିରି ପାଇବାରେ ସଫଳ ହୋଇଛନ୍ତି। ଦୃଢ଼…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନ ପ୍ରସନ୍ନ ରହିବ। ରୋଜଗାରର ସୁଯୋଗ ମିଳିବ। ପ୍ରିୟତମଙ୍କ ସହିତ ମିଶିବା ପାଇଁ ଆଗ୍ରହ ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪। ବୃଷ: ପୂର୍ବ ପରିଶ୍ରମରୁ ଲାଭ ମିଳିବ। ଉପରିସ୍ଥ ଅଧିକାରୀଙ୍କ ଦ୍ବାରା ନୂଆ କାମ ମିଳିପାରେ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ଯାଇପାରେ।…
ଅଧିକ ଖବର ଦେଖନ୍ତୁ...

ଖାକି ପୋଷାକ ଆଢୁଆଳରେ ବ୍ରାଉନସୁଗାର ବେପାର କରୁଥିଲେ ପୁଲିସବାବୁ; କମିସନ୍‌ରେଟ ପୁଲିସ କଲା ଗିରଫ

ଭୁବନେଶ୍ୱର: କମିସନରେଟ୍‌ ପୁଲିସର  ରିଜର୍ଭ ପୁଲିସରେ କାମ କରୁଥିବା ଜଣେ କନେଷ୍ଟବଳଙ୍କୁ ଧଳା ଜହର ବ୍ୟବସାୟ କରୁଥିବା ଅପରାଧରେ କମିସନ୍‌ରେଟ ପୁଲିସ ଗିରଫ କରିଛି। ଗିରଫ କନେଷ୍ଟବଳଙ୍କ ନାମ ଜାନକୀ ବଲ୍ଲଭ ଭାରିମଲ ବୋଲି ଜଣାପଡ଼ିଛି। ଗତକାଲି ବେହେରା ସାହିରେ ସେ ବ୍ରାଉନସୁଗାର ବେପାର କରୁଥିବା…
ଅଧିକ ଖବର ଦେଖନ୍ତୁ...

ଜମିବାଡ଼ିକୁ କେନ୍ଦ୍ର କରି ହତ୍ୟା: ବଳି ପଡ଼ିଲେ ମଧ୍ୟସ୍ଥି, ଅଭିଯୁକ୍ତ ଫେରାର

ପାଇକସାହି: ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ଥାନା ଅଂଚଳରେ ଜମିବାଡ଼ିକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ଥିବା ବେଳେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ସୂଚନା ବଡ଼ଖେତା ଗ୍ରାମରେ ବୁଧବାର ରାତି ଏହି ହତ୍ୟାକାଣ୍ଡ ଘଟଣା ଘଟିଛି।…
ଅଧିକ ଖବର ଦେଖନ୍ତୁ...

ପୁଣି ମାଲେସିଆରୁ ଖାଇବା ତେଲ ଆମଦାନୀ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ : ମାଲେସିଆଠାରୁ ପୁଣି ଖାଇବା ତେଲ (ପାମ ଅଏଲ) କିଣିବ ଭାରତ । କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିଥିବାରୁ ମାଲେସିଆଠାରୁ ଗତ ଏକ ମାସ ହେବ ତେଲ ଆମଦାନୀ ବନ୍ଦ ଥିଲା । ଏହା ଦ୍ୱାରା ମାଲେସିଆର ବିପୁଳ କ୍ଷତି ହେବା ପରେ ମାଲେସିଆ ଭାରତ ସହ ଆଲୋଚନା କରି ସ୍ଥିତି…
ଅଧିକ ଖବର ଦେଖନ୍ତୁ...

ଟିକ୍‌ଟକ୍‌ ଜରିଆରେ ଛଅଫୁଟିଆ ଯୁବକଙ୍କ ପ୍ରେମରେ ପଡ଼ିଲେ ଚାରିଫୁଟ ଉଚ୍ଚତା ଥିବା ଯୁବତୀ, ତା’ପରେ କ’ଣ ଘଟିଲା ଜାଣନ୍ତୁ

ବାରାଣାସୀ: ସୋସିଆଲ ମିଡିଆ ସାଇଟ ଟିକ୍‌ଟକ୍‌ ଜରିଆରେ ଜଣେ ଯୁବତୀଙ୍କ ନୃତ୍ୟ ଭିଡିଓ ଦେଖି ବାରାଣାସୀରେ ବସବାସ କରୁଥିବା ଜଣେ ଯୁବକ ତାଙ୍କ ପ୍ରେମରେ ପଡ଼ି ଯାଇଥିଲେ। ଯୁବକଙ୍କ ପ୍ରେମରେ ପାଗଳ ହୋଇ ଯୁବତୀ ଘର ଛାଡି ବାରାଣାସୀରେ ପହଞ୍ଚିବା ପରେ କ’ଣ ଘଟିଲା ଜାଣନ୍ତୁ। ଏଭଳି ଏକ ଘଟଣା…
ଅଧିକ ଖବର ଦେଖନ୍ତୁ...

ଆଇପିଏସ୍‌ ସଂଘକୁ ଅବୈଧ ଘୋଷଣା କରିବା ନେଇ ବିବାଦ ‌‌ତେଜିଲା; ଏ ନିଷ୍ପତ୍ତି ଆଇଏଏସ୍‌ ପକ୍ଷପାତର ନିଦର୍ଶନ ବୋଲି…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଆଇପିଏସ୍‌ ସଂଘର ବୈଧତାକୁ ନେଇ ପ୍ରଶ୍ନ ଉଠାଇବା ପରେ ଦେଶର ଆଇପିଏସ୍‌ ଓ ଆଇଏଏସ୍‌ମାନେ ମୁହଁାମୁହିଁ ଅବସ୍ଥାକୁ ଆସି ଯାଇଛନ୍ତି। ଆଇପିଏସ୍‌ମାନେ ଅଭିଯୋଗ କରି କହିଛନ୍ତି ଯେ ସ୍ବରାଷ୍ଟ୍ର ମନ୍ତ୍ରାଳୟକୁ ନିଜ ହାତ ମୁଠାରେ ରଖିଥିବା…
ଅଧିକ ଖବର ଦେଖନ୍ତୁ...

ବିବାଦର ଅନ୍ତ: ପୁଣି କଂସ ଭୂମିକାରେ ଅଭିନୟ କରିବେ ଭୁବନେଶ୍ୱର ପ୍ରଧାନ, ଡିସେମ୍ବର ପହିଲାରେ ଶୁଭଖୁଣ୍ଟି ସ୍ଥାପନ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଯାତ୍ରା ପାଇଁ କିଛି ଦିନ ପୂର୍ବରୁ ସୃଷ୍ଟି ହୋଇଥିବା ବିବାଦର ଅନ୍ତ ଗୁରୁବାର ଶେଷ ହୋଇଛି। ଭୁବନେଶ୍ୱର ପ୍ରଧାନ ପୁଣି ଥରେ କଂସ ଭୂମିକାରେ ଅଭିନୟ କରିବେ। ବରଗଡ଼ ଜିଲ୍ଲପାଳ ତଥା ଧନୁଯାତ୍ରା କମିଟିର ସଭାପତି ଜ୍ୟୋତିରଂଜନ ପ୍ରଧାନ ଆଜି ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...