Daily Archives

November 15, 2019

୬୪ଟି ବେଆଇନ କଳାପଥର ଖାଦାନରେ ଲାଗିବ ନାଲି ପତାକା

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ତହସିଲ ଅଂଚଳରେ ଥିବା ବେଆଇନ୍‌ ୬୪ଟି କଳାପଥର ଖାଦାନରେ ୧୪୪ ଧାରା ଲାଗିବ। ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ତହସିଲ, ବନବିଭାଗ ଓ ପୁଲିସ ପ୍ରଥମ ପର୍ଯ୍ୟାୟରେ ଭୂଆଶୁଣୀ ଫଚାୟତ ଚାକଦର ଗ୍ରାମ ନିକଟରେ ଥିବା ୧୪…
ଅଧିକ ଖବର ଦେଖନ୍ତୁ...

ହତ୍ୟା: ସ୍ୱାମୀର ଭୁଜାଲିମାଡ଼ରେ ସ୍ତ୍ରୀ ମୃତ, ନିଶା ପାଇଁ ଟଙ୍କା ନ ଦେବାରୁ ମା’ର ଜୀବନ ନେଲା ପୁଅ

ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଶୁକ୍ରବାର ୨ଟି ହତ୍ୟାକାଣ୍ଡ ଘଟଣା ଘଟିଛି। ବଣାଇ ଥାନା ଧାତକିପୋଷ ଗାଁରେ ସ୍ୱାମୀର ଭୁଜାଲିମାଡ଼ରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ କେ. ବଲାଙ୍ଗ ଥାନା କୁଦାମୁଷା ଗାଁରେ ମଦ ପିଇବାକୁ ଟଙ୍କା ନ ମିଳିବାରୁ ମାଆକୁ ପିଟିପିଟି ପୁଅ ହତ୍ୟା କରିଛି।…
ଅଧିକ ଖବର ଦେଖନ୍ତୁ...

ଆତ୍ମଘୋଷିତ ଡାକ୍ତର: ଷ୍ଟେଥୋସ୍କୋପ ପକାଇ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଔଷଧ ଦୋକାନୀ

ଭୁବନେଶ୍ୱର: ସୁନ୍ଦରଗଡର ନକଲି ଡାକ୍ତର କାହାଣୀ ସାରା ରାଜ୍ୟକୁ ଦୋହଲାଇ ଦେଇଥିବା ବେଳେ ସେହି ସେହି ଜିଲ୍ଲାରୁ ଆଜି ଆସିଛି ଆଉ ଜଣେ ନକଲି ଡାକ୍ତରୀଙ୍କ ଫର୍ଜରୀ କାରବାର। ଏହି ନକଲି ଡାକ୍ତରଙ୍କ ନାଁ ହେଉଛି ଚକ୍ରନ୍ତ ବେହେରା। ସତକୁ ସତ ଡାକ୍ତର ହେବା ପାଇଁ ସେ ଏଭଳି ଚକ୍ରାନ୍ତ କରିଛନ୍ତି ଯାହା…
ଅଧିକ ଖବର ଦେଖନ୍ତୁ...

‘ବାପା ତୁମେ ଚିନ୍ତା କର ନାହିଁ, ମୁଁ ଘରର…’ଅଭିଷେକଙ୍କ ଏଭଳି ଭାବବିହ୍ବଳ କଲା ଭଳି ଚିଠି ସେୟାର କଲେ ବିଗ୍ ବି

ମୁମ୍ବାଇ: ଏଇ କିଛି ଦିନ ହେବ ନିଜର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ବାରମ୍ବାର ଦେହ ଖରାପ ହେଉଥିବା ହେତୁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ୁଛି। ଏ ନେଇ ତାଙ୍କ ପ୍ରଶଂସକଙ୍କ ସମେତ ତାଙ୍କ ପରିବାର ଲୋକେ ମଧ୍ୟ ଚିନ୍ତାରେ ଅଛନ୍ତି। କିନ୍ତୁ ବିଗ୍ ବି…
ଅଧିକ ଖବର ଦେଖନ୍ତୁ...

ଅମରେଶ ନାୟକ ହତ୍ୟା ଘଟଣା: ପୁଣି ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଘଟଣାରେ କମିସନରେଟ ପୁଲିସ ଶୁକ୍ରବାର ପୁଣି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ରଘୁଆ, ବବୁଲ୍‌ ଓ ଉଙ୍କା। ପୁଲିସ ପୂର୍ବରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅମରେଶ ନାୟକ ହତ୍ୟା ଘଟଣାରେ ପୁଲିସ…
ଅଧିକ ଖବର ଦେଖନ୍ତୁ...

ବିଜେପି ନେତାଙ୍କ ବୟାନ: ପ୍ରତିଦିନ ବିବାହ ହେଉଛି, ଟ୍ରେନ-ବିମାନର ଟିକେଟ୍ ମିଳୁ ନାହିଁ; ଆର୍ଥିକ ମାନ୍ଦାବସ୍ଥା ଥିବା…

ନୂଆଦିଲ୍ଲୀ:  କର୍ଣ୍ଣାଟକର ବିଜେପି ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ସୁରେଶ ଅଙ୍ଗଡୀ ଦେଶର ଅର୍ଥନୀତିକୁ ନେଇ ଯେଉଁ ବୟାନ ଦେଇଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପିର ବିରୋଧି ଦଳ ଦେଶରେ ଆର୍ଥିକ ମାନ୍ଦାବସ୍ଥା ଚାଲୁଥିବା ନେଇ ଦାବି କରି ଆସୁଥିବା ବେଳେ ଏହାକୁ ଭିତ୍ତିହୀନ ବୋଲି…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ଭାଇ-ଭଉଣୀ ମୃତ

ଯାଜପୁର: ଧର୍ମଶାଳା ଥାନା ବାରବାଟୀ ୧୬ ନଂ ଜାତୀୟ ରାଜପଥ ଦୁର୍ଗାପୁର ନିକଟରେ ଅଜଣା ଗାଡି ଧକ୍କାରେ ଭାଇ ଭଉଣୀଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମସୁରପୁର ଗାଁର ଆଦିତ୍ୟ ମହାନ୍ତି (୩୮) ଓ ସସ୍ମିତା ମହାନ୍ତି (୩୨)। ଭାଇ ଭଉଣୀ ଏକ ବାଇକ ଯୋଗେ ଆସୁଥିବା ବେଳେ ପଛରୁ ଅଜଣା ଗାଡି ଧକ୍କା…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟାଳୟର ବାତାବରଣ ଅନୁକୂଳ ରହିବ। ବୃତ୍ତିଗତ ଦାୟିତ୍ବ ମିଳିପାରେ। ବ୍ୟବସାୟରୁ ଅଧିକ ଲାଭର ସୁଯୋଗ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮। ବୃଷ: ଉଦ୍ୟମରେ ଫଳପ୍ରାପ୍ତି। ଆୟ ବୃଦ୍ଧି। ଆର୍ଥିକ ଚିନ୍ତା ଦୂର। ପ୍ରେମ ପ୍ରସଙ୍ଗରେ ଦିନଟି ଭଲ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା: ୫।…
ଅଧିକ ଖବର ଦେଖନ୍ତୁ...

ବାଙ୍ଗିରିପୋଷି ଓ ବୁଢାମରା ରେଳଷ୍ଟେସନ ପରିଦର୍ଶନ କଲେ ଡିଆରଏମ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଓ ବୁଢ଼ାମରା ରେଳଷ୍ଟେସନକୁ ଖଡକପୁର ଡିଆରଏମ କେ.ଆର. ରେଡ୍ଡି ସହିତ ୨୦ ଜଣିଆ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ଡିଆରଏମ୍‌ ଶ୍ରୀ ରେଡ୍ଡି ରେଳ ବିଭାଗ ଦ୍ଵାରା ନିର୍ମିତ ହେଉଥିବା ଷ୍ଟାଫ୍‌ କ୍ୱାଟର, ଟିକେଟ୍‌ ବୁକିଂଗ…
ଅଧିକ ଖବର ଦେଖନ୍ତୁ...

ଯୁବପିଢ଼ିଙ୍କ ପାଇଁ ଉଦାହରଣ ପାଲଟିଲେ ସୁଶ୍ରୀ, ପୁରୁଣା ଖବରକାଗଜରେ ଚମତ୍କାର କଳାକୃତି

ବାଲେଶ୍ବର: ପଢି ସାରିବା ପରେ ଖବରକାଗଜର ମୂଲ୍ୟହୀନ ହୋଇ କେତେବେଳେ କବାଡ଼ି ଖାନାକୁ ଯାଏ ତ କେତେବେଳେ ଅଳିଆ ଗଦାକୁ। କିନ୍ତୁ ଏହି ଅଦରକାରୀ ଖବରକାଗଜ ଯେତେବେଳେ ସୁଶ୍ରୀ ତନ୍ମୟୀଙ୍କ ହାତକୁ ଆସେ ତାହା ରୂପ ନିଏ ଏକ ସୁନ୍ଦର ସାମଗ୍ରୀର। ବିନା ତାଲିମରେ ସୁଶ୍ରୀ ବନେଇ ପାରନ୍ତି ସୁନ୍ଦର ଘର ସଜ୍ଜା…
ଅଧିକ ଖବର ଦେଖନ୍ତୁ...