Daily Archives

November 16, 2019

ଚାଷ ଜମିରେ ପାଣି ମଡ଼ାଇବାକୁ ଯାଇଥିଲେ ଯୁବକ, ନଦୀରେ ବୁଡି ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଚଚରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କଲାର ଗୁଡ଼ାର ଜଣେ ଯୁବକ ନଦୀରେ ବୁଡ଼ି ଯିବାରୁ ମୃତ୍ୟୁ ଘଟିଛି। ଯୁବକ ଜଣକ କଲାର ଗୁଡ଼ାର ପୂରନ କଲାର (୨୭ ) ବୋଲି ଜଣା ପଡିଛି। ଏ ନେଇ ମୃତ ପୂରନର ବାପା ଯଦୁ କଲାର ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ମୃତଦେହ…
ଅଧିକ ଖବର ଦେଖନ୍ତୁ...

ସାବରିମାଳାରେ ମହିଳାଙ୍କ ପ୍ରବେଶକୁ ନେଇ ଭଗବାନ ଅୟାପ୍ପାଙ୍କ ଭକ୍ତ ଦେଲେ କଡ଼ା ଟିପ୍ପଣୀ: ସୁପ୍ରିମକୋର୍ଟ ଭଗବାନଙ୍କଠାରୁ…

ସାବରିମାଳା: ଶନିବାର କେରଳର ପ୍ରସିଦ୍ଧ ଶାବରିମାଳା ମନ୍ଦିର ଦୁଇ ମାସ ପାଇଁ ଖୋଲିଥିବା ବେଳେ ଶହ ଶହ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ଖୋଲା ଯାଇଥିବା ବେଳେ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ପହଞ୍ଚିଥିଲେ। କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଅନେକ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: ଆୟ ବଢ଼ିବ। ସୋମ ଓ ମଙ୍ଗଳବାର: ପରିବାରରେ ସୁଖଶାନ୍ତି ବଜାୟ ରହିବ। ବୁଧ ଓ ଗୁରୁବାର: ନିଜ କାମରେ ପୂରା ଆନନ୍ଦ ମିଳିବ। ଶୁକ୍ର ଓ ଶନିବାର: ଶତ୍ରୁଙ୍କୁ ପରାସ୍ତ କରିବେ। ରବିବାର: ଧନଲାଭ ହେବ। ସୋମ ଓ ମଙ୍ଗଳବାର: ନୂଆ କାମ ଶିଖିବାକୁ ପାଇବେ। ବୁଧ ଓ ଗୁରୁବାର: କୌଣସି ବି…
ଅଧିକ ଖବର ଦେଖନ୍ତୁ...

ଇଞ୍ଜିନିୟରିଂ ପାଠ ପଢ଼ିଥିବା ୭୮ ହଜାର ଛାତ୍ରଛାତ୍ରୀ ବେକାର, ବୈଷୟିକ ମନ୍ତ୍ରୀ ରଖିଲେ ଲିଖିତ ଉତ୍ତର

ଭୁବନେଶ୍ବର: ସାମ୍ନାକୁ ଆସିଛି ରାଜ୍ୟରେ ବେକାରୀ ସମସ୍ୟାର ବିକଳ ଚିତ୍ର। ସାରା ଦେଶରେ ବେକାରୀ ସମସ୍ୟାକୁ ନେଇ ତର୍କବିତର୍କ। ଦେଶରେ ରେକର୍ଡ ସୃଷ୍ଟି କରିଛି ବେକାରୀ ସମସ୍ୟା। ତେବେ ଆଜି ବିଧାନସଭାରେ ବେକାରୀକୁ ନେଇ ଚିନ୍ତା କଲା ଭଳି ତଥ୍ୟ ସାମନାକୁ ଆସିଛି। ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ…
ଅଧିକ ଖବର ଦେଖନ୍ତୁ...

ବାଂଲାଦେଶ ବିପକ୍ଷ ଟେଷ୍ଟ ବିଜୟ ପରେ ବିରାଟ କହିଲେ- ଏତେ ଖୁସି ଅଛି ଯେ, କ’ଣ କହିବି ବୁଝି ପାରୁନି

ନୂଆଦିଲ୍ଲୀ: ଇନ୍ଦୋରରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟରେ ଭାରତ ଶନିବାର ବାଂଲାଦେଶ ବିପକ୍ଷରେ ବିଜୟୀ ହୋଇଛି। ଏହା ଭାରତର ରନ୍‌ ବ୍ୟବଧାନ ଦୃଷ୍ଟିରୁ ୧୪ତମ ସର୍ବବୃହତ୍ତ ଓ ବାଂଲାଦେଶ ବିପକ୍ଷରେ ତୃତୀୟ ସର୍ବବୃହତ୍ତ ବିଜୟ ଥିଲା। ଏହା ପୂର୍ବରୁ ଢାକାରେ ଭାରତ ଉଭୟ ବିଶାଳ ବିଜୟ ଲାଭ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ୍‌ ହେଲା ଫ୍ୟାନଙ୍କୁ ଦୀପିକାଙ୍କ କୌତୂକିଆ ଉତ୍ତର

ମୁମ୍ବାଇ: ନଭେମ୍ବର ୧୪ ତାରିଖରେ ଦୀପିକା ଓ ରଣବୀଙ୍କ ବିବାହକୁ ଏକ ବର୍ଷ ପୂରିଛି। ସେମାନେ ଆଶୀର୍ବାଦର ସହ ସେମାନଙ୍କ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ଦମ୍ପତି ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରକୁ ଯାଇ ଆଶୀର୍ବାଦ ଗ୍ରହଣ କରିବା ପରେ ପଞ୍ଜାବ ଅମ୍ରିତସରର ଗୋଲ୍‌ଡେନ ଟେମ୍ପୁଲ୍‌କୁ ବି…
ଅଧିକ ଖବର ଦେଖନ୍ତୁ...

‘ଅଗ୍ନି-୨’ର ସଫଳ ପରୀକ୍ଷଣ

ଭୁବନେଶ୍ୱର : ଆଜି ଓଡ଼ିଶାର ଭଦ୍ରକ ଜିଲ୍ଲା ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପରୁ ଅଣୁ ଅସ୍ତ୍ର ବହନ କରିପାରୁଥିବା ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ରାତ୍ରିକାଳୀନ ପରୀକ୍ଷଣ ହୋଇଛି । ଡିଆରଡିଓ ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ର ୧୫୦୦-୨୦୦୦ କିଲୋମିଟର ଅତିକ୍ରମ କରି ଲକ୍ଷ୍ୟଭେଦ କରିପାରିବ ।…
ଅଧିକ ଖବର ଦେଖନ୍ତୁ...

କଶ୍ମୀର : ବାରାମୂଲାରୁ ୫ ସଂଦିଗ୍ଧ ଆତଙ୍କବାଦୀ ଗିରଫ

ଶ୍ରୀନଗର : ଉତ୍ତର କଶ୍ମୀରର ବାରାମୂଲା ଜିଲ୍ଲାର ସପୋର ଟାଉନରୁ ଆଜି ୫ ଜଣ ସଂଦିଗ୍ଧ ଆତଙ୍କବାଦୀ ଦୁଇ ଅଲଗା ଅଲଗା ସ୍ଥାନରୁ ଗିରଫ ହୋଇଛନ୍ତି । ଏମାନେ ପାକିସ୍ତାନ ସମର୍ଥୀତ ଆତଙ୍କବାଦୀ ସଂଗଠନ ଲସ୍କର ଇ-ତୋଇବାର ସଦସ୍ୟ ବୋଲି ସଂଦେହ କରାଯାଉଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣରେ…
ଅଧିକ ଖବର ଦେଖନ୍ତୁ...