Daily Archives

November 17, 2019

ପୁଣି ଇସଲାମ୍ ପାଇଁ ଅଭିନୟ ଛାଡ଼ିଲେ ଏହି ଅଭିନେତା, ଦେଇ ସାରିଛନ୍ତି ଭାରତ ବିରୋଧି ମନ୍ତବ୍ୟ

ନୂଆଦିଲ୍ଲୀ: କିଛି ମାସ ତଳେ ଇସଲାମ ଧର୍ମ ପାଇଁ ଅଭିନୟଠାରୁ ନିଜକୁ ଦୂରେଇ ଦେଇଥିଲେ ଲୋକପ୍ରିୟ ଅଭିନେତ୍ରୀ ଜାଇରା ୱସିମ୍। ଯାହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଏବେ ପୁଣି ଜଣେ ଅଭିନେତା ଇସଲାମ ଧର୍ମ ପାଇଁ ଅଭିନୟ ଛାଡ଼ିଥିବା ଜଣା ପଡ଼ିଛି। ଭାରତ ବିରୋଧରେ ଉତ୍ତେଜକ…
ଅଧିକ ଖବର ଦେଖନ୍ତୁ...

ବିକ୍ରି କରିବା ପାଇଁ ଗରିବ ଚାଷୀ ଆଣିଥିବା ପରିବାକୁ ନଷ୍ଟ କଲା ୟୁପି ସରକାରୀ କର୍ମଚାରୀଙ୍କ ଗାଡ଼ି, ଭାଇରାଲ ହେଲା ଭିଡିଓ

ହାପୁର(ଉତ୍ତରପ୍ରଦେଶ): ଉତ୍ତରପ୍ରଦେଶରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ସରକାରୀ ଅଧିକାରୀଙ୍କ ଗାଡ଼ି ଗରିବ ଚାଷୀମାନେ ବିକ୍ରି କରିବାକୁ ଆଣିଥିବା ପରିବାକୁ ନଷ୍ଟ କରିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସଫା ସଫା ଏକ ଧଳା ରଙ୍ଗର ସରକାରୀ ଗାଡ଼ି ଗରିବ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାବିଥିବା କାମ ପୂରାହେବ। ପରିବାର ସଦସ୍ୟଙ୍କ ସହିତ ସମୟ ବିତିବ। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୪। ବୃଷ: ଆଧୢାତ୍ମିକ ଦିଗରେ ମନ ଲାଗିରହିବ। କାମରେ ଅଧିକ ସମୟ ଯିବ। ପ୍ରେମ ପ୍ରସଙ୍ଗ ବେଶ ମଧୁର। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୩। ମିଥୁନ:…
ଅଧିକ ଖବର ଦେଖନ୍ତୁ...

ପିଆଜ ପରେ ଆକାଶଛୁଆଁ ହୋଇ ଚାଲିଛି ପରିବା ଦର

ଭୁବନେଶ୍ବର: ପରିବା ଦର ଆକାଶଛୁଆଁ। ବଜାରକୁ ଗଲେ ଡରାଉଛି ପରିବା ଦର। ପିଆଜ ପରେ ଏବେ ୭୦ ଟଙ୍କା ଟପିଛି ପୋଟଳର କିଲୋ ପିଛା ଦର। ତେବେ, କଲରା କିଲୋ ପିଛା ଦର ମଧ୍ୟ ୬୦ ଉପରେ ରହିଛି। ‌ସେହିପରି ବାଇଗଣ, ବିନ୍‌ସ, ଭେଣ୍ଡି ପିଛା ଦର ୫୦ ଉପରକୁ ଟପିଛି। ପରିବା ଯେତେ ଭଲ ହେଉଛି ଦର ସେତେ…
ଅଧିକ ଖବର ଦେଖନ୍ତୁ...

ଟ୍ବିଟ୍‌ କରି ଜଣାଇଲା କମିସନରେଟ୍‌ ପୁଲିସ୍‌, ବାଲିଯାତ୍ରାରେ ଗାଡ଼ି ପାର୍କିଂ ପାଇଁ ଜାଗା ନାହିଁ

କଟକ: କଟକ ବାଲିଯାତ୍ରା ବୁଲି ଆସୁଥିବା ଲୋକଙ୍କ ପାଇଁ ବଡ ଖବର। ଯଦି ଆପଣ ବାଲିଯାତ୍ରା ବୁଲିବାକୁ କଟକ ଆସୁଥାନ୍ତି ତେବେ କମିସନରେଟ ପୋଲିସର ଟ୍ବିଟ୍‌ ଉପରେ ଥରେ ନଜର ପକାନ୍ତୁ। କାରଣ କଟକ ବାଲିଯାତ୍ରାରେ ଅସମ୍ଭବ ଭିଡ। ଏପରି ଭିଡ଼ ହୋଇଛି ଯେ ଗାଡ଼ି ପାର୍କିଂ ପାଇଁ ସ୍ଥାନ ନାହିଁ। ଏପରିକି…
ଅଧିକ ଖବର ଦେଖନ୍ତୁ...

ଶ୍ରେଷ୍ଠ ସହରାଞ୍ଚଳ ସେବା ପାଇଁ ‘ମୋ ବସ୍‌’କୁ ଲକ୍ଷ୍ନୌରେ ମିଳିଲା ପୁରସ୍କାର

ଭୁବନେଶ୍ୱର: ଶ୍ରେଷ୍ଠ ସହରାଞ୍ଚଳ ବସ୍‌ ସେବା ପାଇଁ ରବିବାର ‘ମୋ ବସ୍‌’କୁ ପୁରସ୍କାର ମିଳିଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ତମ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସ କମ ଏକସ୍‌ପୋ-୨୦୧୯ କାର୍ଯ୍ୟକ୍ରମରେ ଏହି ପୁରସ୍କାର ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଡ୍ରେନକୁ ଜଗିବା ପାଇଁ ବିଏମ୍‌ସି ଗଠନ କଲା ସ୍କ୍ଵାର୍ଡ

ଭୁବନେଶ୍ୱର: ଏଣିକି ରାସ୍ତାକଡ଼ରେ ଥିବା ଡ୍ରେନକୁ ଅଳିଆ ଆବର୍ଜନା ଫିଙ୍ଗିଲେ ଆଗାମୀ ଦିନରେ ହଇରାଣ ହେବାକୁ ପଡ଼ିବ। ଡ୍ରେନକୁ ଆବର୍ଜନା ମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମନୂଆ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏପରିକି ଡ୍ରେନକୁ ଜଗିବା ପାଇଁ ବିଏମ୍‌ସି ସ୍କ୍ଵାର୍ଡ ଗଠନ କରିଛି।…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ-କଶ୍ମୀରରେ ଆଇଡି ବିସ୍ଫୋରଣ: ୧ ସେନା ଯବାନ ସହିଦ, ୨ ଗୁରୁତର

ଶ୍ରୀନଗର: ନିୟନ୍ତ୍ରଣ ରେଖା ନିକଟରେ ରବିବାର ହୋଇଥିବା ଆଇଇଡି ବିସ୍ଫୋରଣରେ ଜଣେ ସେନା ଯବାନ ସହିଦ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପଲନୱାଲା ସେକ୍ଟରରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ସେନା ପକ୍ଷରୁ ଜାଣିବାକୁ ମିଳିଛି ଯେ ପୁଲିସ୍‌ମାନେ ସେନା…
ଅଧିକ ଖବର ଦେଖନ୍ତୁ...

ବୁଲବୁଲ ଛାଡ଼ି ଯାଇଥିବା କ୍ଷତ ଏଯାଏଁ ପୂରି ନାହିଁ; ଦୁଇ ବାପ ଛେଉଣ୍ଡ ପୁଅକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି କୁସୁମ

କେନ୍ଦ୍ରାପଡା: ବାତ୍ୟା ବୁଲବୁଲ ଓଡ଼ିଶାର ଅତି ନିକଟରୁ ଚାଲି ଯାଇଥିଲେ ମଧ୍ୟ ଅନେକ ପରିବାରର ସ୍ୱପ୍ନକୁ ଭାଙ୍ଗି ଦେଇ ଯାଇଛି। ବାତ୍ୟା ଚାଲିଯିବାର ୮ ଦିନ ବିତିଯାଇଛି ସତ, କିନ୍ତୁ ଛାଡି ଯାଇଥିବା କ୍ଷତ ଏଯାଏଁ ପୂରି ନାହିଁ। କିଏ ବାସହରା ହୋଇଛି ତ ପୁଣି କାହାର ଜୀବନ ଯାକର ପୁଞ୍ଜିକୁ ଉଡାଇ…
ଅଧିକ ଖବର ଦେଖନ୍ତୁ...

ରାସ୍ତାକଡ଼ର ଡ୍ରେନ୍‌କୁ ଫିଙ୍ଗନ୍ତୁ ନାହିଁ ଆବର୍ଜନା, ବିଏମ୍‌ସି ହାତରେ ଧରାପଡ଼ିଯିବେ

ଭୁବନେଶ୍ୱର: ରାସ୍ତାକଡ଼ରେ ଥିବା ଡ୍ରେନକୁ ଅଳିଆ ଆବର୍ଜନା ଫିଙ୍ଗିଲେ ଆଗାମୀ ଦିନରେ ହଇରାଣ ହେବାକୁ ପଡ଼ିବ। ଡ୍ରେନକୁ ଆବର୍ଜନା ମୁକ୍ତ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସସ) ଯୋଜନା ପ୍ରସ୍ତୁତ କରିଛି। ଏପରିକି ଡ୍ରେନକୁ ଜଗିବା ପାଇଁ ବିଏମ୍‌ସି ସ୍କ୍ଵାର୍ଡ ଗଠନ କରିଛି। ସ୍କ୍ଵାର୍ଡ…
ଅଧିକ ଖବର ଦେଖନ୍ତୁ...