Daily Archives

November 18, 2019

ଭୋଡାଫୋନ-ଆଇଡିଆର ବଡ଼ ଘୋଷଣା: ଡିସେମ୍ବର ୧ରୁ ମହଙ୍ଗା ହେବ ସବୁ ଟାରିଫ୍ ପ୍ଲାନ୍

ନୂଆଦିଲ୍ଲୀ: ଭୋଡାଫୋନ-ଆଇଫୋନ ଡିସେମ୍ବର ୧ରୁ ନିଜର ସବୁ ପ୍ଲାନରେ ପରିବର୍ତ୍ତନ ଆଣିବାକୁ ଯାଉଛି। କିଛି ଦିନ ତଳେ ଜିଓ ଆଇୟୁସି କଥା କହି ଜିଓ ନମ୍ବରରୁ ଅନ୍ୟ କମ୍ପାନିର ନମ୍ବରକୁ ଫୋନ ‌କଲେ ୬ପଇସା କଟିବ ବୋଲି ଘୋଷଣା କରିଥିଲା। ସେହିଭଳି ଭାବରେ କମ୍ପାନି ଏବେ କ୍ଷତି‌ ସହୁଥିବାରୁ…
ଅଧିକ ଖବର ଦେଖନ୍ତୁ...

ଅଟକ ଛାତ୍ରନେତାଙ୍କୁ ପୁଲିସ ମୁକ୍ତ କରିବା ପରେ କ୍ୟାମ୍ପସ ଫେରିବାକୁ ରାଜି ହେଲେ ଜେଏନୟୁ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଧର୍ମଘଟ କରୁଥିବା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଛାତ୍ରଛାତ୍ରୀମାନେ କ୍ୟାମ୍ପକୁ ଫେରିବାକୁ ରାଜି ହୋଇଛନ୍ତି । ଅଟକ ରଖାଯାଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁଲିସ ଛାଡିଦେବା ପରେ ଛାତ୍ରଛାତ୍ରୀମାନେ ସେମାନେ ଫେରିବାକୁ ରାଜି ହୋଇଛନ୍ତି । ବର୍ଦ୍ଧିତ ଫି…
ଅଧିକ ଖବର ଦେଖନ୍ତୁ...

କୁନ୍ଦୁଲୀ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଦ୍ୱାରା କୁନ୍ଦୁଲୀ ଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତ କରିବାକୁ ଆଜି ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିଆଇଜି ପାହ୍ୟାର ୩ ଜଣ ପୁଲିସ ଅଧିକାରୀଙ୍କୁ ନେଇ ଏହି ଏସଆଇଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଏହି କ୍ଷେତ୍ରରେ ଦବଙ୍ଗ ଖାନ୍ ସଲମାନଙ୍କୁ ପଛରେ ପକାଇଲେ ରାନୁ ମଣ୍ଡଳ

ମୁମ୍ବାଇ: କିଛି ମାସ ତଳେ ପଶ୍ଚିମବଙ୍ଗର ରାଣୀଘାଟରେ ଗୀତ ଗାଉଥିବା ରାନୁ ମଣ୍ଡଳ ରାତା ରାତି ଷ୍ଟାର ପାଲଟି ଯାଇଥିଲେ। ତାଙ୍କର ଗୋଟେ ଭିଡିଓ ତାଙ୍କୁ ଆଜି ବଲିଉଡରେ ଗାଇବାର ସୁଯୋଗ ଦେଇଥିବା ବେଳେ ଦିନକୁ ଦିନ ତାଙ୍କ ଚାହିଦା ବଢ଼ୁଥିବା ଦେଖାଯାଇଛି। କିଛି ଦିନ ତଳେ ନିଜ ଗୀତ ସହ ପ୍ରଶଂସକଙ୍କ…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ର ରେଳମନ୍ତ୍ରୀଙ୍କ ଘୋଷଣା: ଟ୍ରେନ୍ ବିଳମ୍ବ ହେଲେ ପ୍ଲ‌ାଟଫର୍ମରେ କରିବାକୁ ପଡ଼ିବ ନାହିଁ ଅପେକ୍ଷା

ନୂଆଦିଲ୍ଲୀ: ଶୀତ ଦିନ ଆସିବା ମାତ୍ରେ ଟ୍ରେନ ବିଳମ୍ବ ହେବାକୁ ଲାଗିଥାଏ। ତାପମାତ୍ରା କମିବା ସହ ଘନ କୁହୁଡି ଭିତରେ ଟ୍ରେନ ଚଳାଚଳ ବାଧା ପାଇଥାଏ। ଏମିତି କି କିଛି ଟ୍ରେନକୁ ବାଟରେ ଅଟକିବାକୁ ପଡ଼ିଥାଏ। ଯାହା ପାଇଁ ପ୍ଲାଟଫର୍ମରେ ଠିକ୍ ସମୟରେ ଟ୍ରେନ ପହଞ୍ଚି ନ ପାରୁଥିବାରୁ ଯାତ୍ରୀମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ହାତୀ ଆକ୍ରମଣରେ ଜଣେ ମୃତ

ଖୋର୍ଦ୍ଧା: ସୋମବାର ସନ୍ଧ୍ୟାରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଦଶରଥ ମାଝି ବୟସ ୫୦ ବର୍ଷ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବଡଖାଗରିଆ ପଞ୍ଚାୟତ ଅଧିନସ୍ଥ ବେଡଙ୍ଗରା ଗ୍ରାମରେ ଦଶରଥ ମାଝି ବସବାସ କରନ୍ତି। ଆଜି ସନ୍ଧ୍ୟାରେ ଦଶରଥ ମାଝି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମରେ ସଫଳତା ମିଳିବ। ବ୍ୟବସାୟରେ ବୃଦ୍ଧି। ପରିବାର ଲୋକଙ୍କ ସହିତ ଖୁସିରେ ସମୟ ବିତିବ। ଶୁଭରଙ୍ଗ: କଫି ରଙ୍ଗ। ଶୁଭସ˚ଖ୍ୟା: ୮। ବୃଷ: ଜୀବନକୁ ସୁନ୍ଦର କରିବାର ଉତ୍ତମ ସୁଯୋଗ। ଅଫିସରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଜୀବନସାଥୀଙ୍କ ସାନିଧ୍ୟ ମିଳିବ। ଶୁଭରଙ୍ଗ: ଧଳା।…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ୪ଟି ସ୍ଥାନରେ ନବନିର୍ମିତ ସତସଙ୍ଗ ବିହାରର ଶୁଭ ଉଦବୋଧନ

ଭୁବନେଶ୍ବର : ଓଡ଼ିଶାର ବିଭିନ୍ନ ସ୍ଥାନରେ ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୪ ଗୋଟି ମନ୍ଦିର ପ୍ରତିଷ୍ଠା ହୋଇଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର, କେନ୍ଦ୍ରାପଡ଼ା ଜିଲ୍ଲାର ରାମନଗର, କନ୍ଧମାଳ ଜିଲ୍ଲାର ଫୁଲବାଣୀ ଏବଂ ଖୋର୍ଦ୍ଧା ଜିଲ୍ଲାର ବାଣପୁରରେ ସତସଙ୍ଗ ଶ୍ରୀମନ୍ଦିରର ଉଦଘାଟିତ…
ଅଧିକ ଖବର ଦେଖନ୍ତୁ...