Daily Archives

November 19, 2019

ଯୌତୁକରେ ୨ ଲକ୍ଷ ଟଙ୍କା ନ ଦେବାରୁ ବିବାହ କରିବାକୁ ଆସିଲାନି ବର

ମୁରାଦବାଦ: ଉତ୍ତରପ୍ରଦେଶର ମୁରାଦବାଦରେ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି | କନ୍ୟା ଘର ପକ୍ଷରୁ ୨ ଲକ୍ଷ ଟଙ୍କାର ଅଗ୍ରୀମ ଯୌତୁକ ନ ଦିଆଯିବାରୁ ବର ପକ୍ଷ ବିବାହ ମଣ୍ଡପକୁ ନ ଆସିବା ସହ ବିବାହ ପାଇଁ ମନା କରିଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ମୁରାଦବାଦର ଜବାହର କଲୋନୀରେ ଜଣେ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଓ ସୋନିଆ ସାଧାରଣ ଲୋକ ନୁହଁନ୍ତି: କଂଗ୍ରେସ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ଉପରୁ ସ୍ପେଶାଲ ପ୍ରୋଟେକ୍ସନ ଫୋର୍ସ ବା ଏସପିଜି ସୁରକ୍ଷା ଫେରାଇନେବା ନେଇ ଆଜି ଲୋକସଭାରେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ ପ୍ରଦର୍ଶନ କରାଯାଇଛି | ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଏସପିଜି ସୁରକ୍ଷା ହଟାଇବାର…
ଅଧିକ ଖବର ଦେଖନ୍ତୁ...

ବାଲିଆପାଲ ଆଇଆଇସି ରଣଜିତ କୁମାର ସାହୁ ନିଲମ୍ବିତ

ବାଲିଆପାଲ/ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ବାଲିଆପାଲ ଥାନା ଆଇଆଇସି ରଣଜିତ କୁମାର ସାହୁ ମଙ୍ଗଳବାର ନିଲମ୍ବିତ ହୋଇଛନ୍ତି। ଦୀର୍ଘ ଦିନ ହେବ ସେ ଅଫିସକୁ ଆସୁ ନ ଥିବା ଏବଂ ବରିଷ୍ଠ ଅଧିକାରୀଙ୍କ ଫୋନ୍‌ ନ ଉଠାଇବା କାରଣରୁ ଥାନା ଅଧିକାରୀ ରଣଜିତ ସାହୁଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ବିଜୟ…
ଅଧିକ ଖବର ଦେଖନ୍ତୁ...

କଳାହାଣ୍ଡିରୁ ଜେଏନୟୁ ଆନ୍ଦୋଳନ, ଚାଙ୍ଗୁ ବଜାଇ ଆନ୍ଦୋଳନ ଜାରି ରଖିଛନ୍ତି ଓଡ଼ିଆ ପୁଅ ଜିତେନ୍ଦ୍ର ସୁନା

ଭୁବନେଶ୍ୱର: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ନୂଆଦିଲ୍ଲୀରେ ଜେଏନୟୁ(ଜବାହାରଲାଲ ନେହେରୁ ୟୁନିଭର୍ସିଟି) ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ | ବର୍ଦ୍ଧିତ ଫିକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ରଖିଥିବାବେଳେ ସହସ୍ରାଧିକ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ଶୀତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆମଦାନି ବୃଦ୍ଧି। କର୍ତ୍ତୃପକ୍ଷଙ୍କ ଠାରୁ ନୂଆ ଦାୟିତ୍ବ ମିଳିବ। ଜୀବନସାଥୀଙ୍କ ସହ ସଂପର୍କରେ ସୁଧାର ଆସିବ। ଶୁଭରଙ୍ଗ: ଲାଲ। ଶୁଭସ˚ଖ୍ୟା: ୨। ବୃଷ: ପୁରୁଣା କଥାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। ଅଫିସରେ ଅଧିକ କାମ ବୋଝ। ସାମାଜିକ କାର୍ଯ୍ୟରେ ଯୋଗଦାନ। ଶୁଭରଙ୍ଗ: ଲାଲ।…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଅପରାଧୀକୁ ଆଜୀବନ ଜେଲ ଦଣ୍ଡ, ୧୦ ହଜାର ଟଙ୍କା ଜରିମାନା

ଭଦ୍ରକ: ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରଣତି ସାହା ଏକ ହତ୍ୟାମାମଲାର ବିଚାର କରି ଧୁଷୁରୀ ଥାନା ଅନ୍ତର୍ଗତ ବମକୁରା ବନ୍ଧସାହି ଗ୍ରାମର ଶରତ ମଳିକ (୫୩ )କୁ ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଓ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁନଶ୍ଚ ୬ ମାସ ଜେଲ…
ଅଧିକ ଖବର ଦେଖନ୍ତୁ...

କଶ୍ମୀର : ଧାରା ୩୭୦ ଉଠିବା ପରେ ୧୯୦ଟି ପଥର ଫିିଙ୍ଗା ମାମଲା, ୭୬୫ ଜଣ ଗିରଫ : ଗୃହମନ୍ତ୍ରାଳୟ

ନୂଆଦିଲ୍ଲୀ : ଜାମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଠିବା ପରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ହୋଇଛି ଓ ପଥର ଫିଙ୍ଗା ଘଟଣା ହ୍ରାସ ପାଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଆଜି ସଂସଦରେ ସାଂସଦ କନକ ମଲ କଟାରାଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ପାଇଁ ଖୁସି ଖବର : ମଣ୍ଡିରେ ଧାନ ବିକ୍ରି କରିବାକୁ ଚାଷୀଙ୍କୁ ମିଳିବ ଆଗୁଆ ଟୋକନ୍, ଏସଏମ୍ଏସରେ ଆସିବ…

ଭୁବନେଶ୍ବର: ଚାଷୀଙ୍କ ପାଇଁ ଖୁସି ଖବର । ଧାନ ବିକ୍ରି କରିବାକୁ ଚାଷୀଙ୍କୁ ଆଗୁଆ ଟୋକନ ଦେବେ ସରକାର । ଖରିଫ୍ ଧାନ ସଂଗ୍ରହ ନେଇ ଚାଷୀଙ୍କୁ ଟୋକନ ଦେବାକୁ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଧାନ ସଂଗ୍ରହର ଧାର୍ଯ୍ୟ ଦିବସ ପୂର୍ବରୁ ଚାଷୀମାନଙ୍କୁ ବିକ୍ରି ଯୋଗ୍ୟ ଧାନ ସହ ମଣ୍ଡିରେ…
ଅଧିକ ଖବର ଦେଖନ୍ତୁ...

ସରିଆସୁଛି ଶସ୍ତା ମୋବାଇଲ କଲ୍‌ ଯୁଗ, ଏୟାରଟେଲ, ଭୋଡାଫୋନ ପରେ ଜିଓ ବି ଦରବୃଦ୍ଧି କରିବ

ମୁମ୍ବାଇ : ବୋଧହୁଏ ଦେଶରେ ଶସ୍ତା ମୋବାଇଲ ଫୋନ ଯୁଗ ଶେଷ ହୋଇଆସୁଛି । କାରଣ ଗୋଟିକ ପରେ ଗୋଟିଏ ପ୍ରାୟ ସବୁ ଟେଲିକମ କମ୍ପାନି ଦର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଗତ କାଲି ପ୍ରଥମେ ଭୋଡାଫୋନ-ଆଇଡିଆ ଓ ତାପରେ ଏୟାରଟେଲ ଦରବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଥିଲେ । ଆଜି ରିଲାଏନ୍ସ…
ଅଧିକ ଖବର ଦେଖନ୍ତୁ...

ଏକ ସ୍ୱଚ୍ଛ ହାଓ୍ଵା ଅଭିଯାନ ଆରମ୍ଭ ହେଉ : ସରକାରଙ୍କୁ ତୃଣମୂଳ-କଂଗ୍ରେସର କଟାକ୍ଷ

ନୂଆଦିଲ୍ଲୀ : ଦିଲ୍ଲୀ ଓ ଦେଶର ଅନ୍ୟ ସ୍ଥାନରେ ବଢିଚାଲିଥିବା ବାୟୁପ୍ରଦୂଷଣ ପ୍ରସଙ୍ଗରେ ଆଜି ସଂସଦରେ ଗରମାଗରମ ଆଲୋଚନା ହୋଇଛି । ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ସରକାରଙ୍କୁ ଘେରିଥିଲେ । ତୃଣମୂଳ କଂଗ୍ରେସ ପକ୍ଷରୁ ଏହି ଆଲୋଚନାରେ ଭାଗ ନିଆଯାଇ କୁହାଯାଇଛି ଯେ…
ଅଧିକ ଖବର ଦେଖନ୍ତୁ...