Daily Archives

November 19, 2019

ସାବଧାନ ! ଆପଣଙ୍କ ହ୍ବାଟସ୍‌ଆପ୍ ଚାଟିଂ ଓ ମେସେଜ୍‌ ହୋଇ ପାରୁଥାଏ ହ୍ୟାକ୍‌, ଟ୍ୟାପ୍‌ ଓ ଟ୍ରାକ୍‌: ସ୍ବରାଷ୍ଟ୍ର…

ନୂଆଦିଲ୍ଲୀ: ଆପଣ ଆପଣଙ୍କ ମୋବାଇଲର ହ୍ବାଟସ୍‌ଅପ୍ ଚାଟିଂ ଓ ମେସେଜ୍‌ରେ କୌଣସି ପ୍ରକାରର ଗୁପ୍ତ ଓ ଗୋପନୀୟ ତଥ୍ୟର ଆଦାନପ୍ରଦାନ କରୁଛନ୍ତି କି? ଯଦି କରୁଥାଆନ୍ତି ତେବେ ସାବଧାନ! କାରଣ, କେନ୍ଦ୍ର ସରକାରଙ୍କର ସ୍ବରାଷ୍ଟ୍ର ମନ୍ତ୍ରାଳୟ ଆଜି ସଂସଦର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡ଼ାରୁ ବିମାନରେ ମାଲ୍‌ ପରିବହନ ସେବା ଆରମ୍ଭ କରିବାକୁ ଦାବି କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ,…

ଭୁବନେଶ୍ୱର: ଝାରସୁଗୁଡ଼ାରୁ ବିମାନରେ ମାଲ୍‌ ପରିବହନ ସେବା ଆରମ୍ଭ କରିବା ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଚିଠିରେ  ବିମାନରେ ମାଲ୍‌ ପରିବହନ ସେବା ଆରମ୍ଭ କରିବାକୁ ଦାବି କରିଛନ୍ତି। ସେ ଲେଖିଛନ୍ତି ଯେ,…
ଅଧିକ ଖବର ଦେଖନ୍ତୁ...

ରାଜଧାନୀ ଦିଲ୍ଲୀରେ ଭୂକମ୍ପ, ଉତ୍ତର ଭାରତର କିଛି ସ୍ଥାନରେ ହୋଇଛି ଅନୁଭୂତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ଦିଲ୍ଳୀ ଏନ୍‌ସିଆର୍‌ ବ୍ୟତୀତ ଲକ୍ଷ୍ନୌ, ଚଣ୍ଡିଗଡ଼, ନୋଏଡ଼ା ଓ ଗୁରୁଗ୍ରାମ ସମେତ ଉତ୍ତର ଭାରତର ଅନେକ ସ୍ଥାନରେ ଏହି ଭୂକମ୍ପ ‌ଅନୁଭୂତ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ଭୂକମ୍ପ…
ଅଧିକ ଖବର ଦେଖନ୍ତୁ...

ଚୀନ ଭାରତର ୫୦ରୁ ୬୦ କିଲୋମିଟର ସ୍ଥାନ ମାଡ଼ି ବସିଛି: ବିଜେପି ସାଂସଦ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସାଂସଦ ତପିର ଗାଓ ମଙ୍ଗଳବାର କହିିଛନ୍ତି କି ଭାରତର ପ୍ରାୟ ୫୦ରୁ ୬୦ କିଲୋମିଟର ଜାଗା ଚୀନ ମାଡ଼ି ବସିଛି। ସେ ଆହୁରି ବି ‌କହିଛନ୍ତି ଯେ ଏହାକୁ ନେଇ ଯଦି ଭାରତ ଓ ଚୀନ ସେନା ଭିତରେ ଡୋକଲାମ ଭଳି ମୁହାଁମୁହିଁ ହୁଏ ତେବେ ଅରୁଣାଚଳ ପ୍ରଦେଶରେ ହିଁ ଏପରି…
ଅଧିକ ଖବର ଦେଖନ୍ତୁ...

କମିସନରେଟ୍ ପୁଲିସର ସିଲ୍ ନୋଟିସ୍ ପରେ ଉତ୍କଳ-କନିକା ଗ୍ୟାଲେରିଆ ମଲକୁ ବନ୍ଦ ରଖିଲେ କର୍ତ୍ତୃପକ୍ଷ

ଭୁବନେଶ୍ବର: ଭୁବନେଶ୍ୱର କଳ୍ପନା ଛକରେ ଥିବା ଉତ୍କଳ କନିକା ଗାଲେରିଆ ସପିଙ୍ଗ ମଲକୁ ୧୪୪ଧାରା  ଆଧାରରେ ସିଲ୍ କରିବାକୁ ନୋଟିସ୍ କରିଥିଲା କମିସନରେଟ୍ ପୁଲିସ । ଏହା ପୂର୍ବରୁ ମଲ୍ ମାଲିକ ସପିଙ୍ଗ ମଲକୁ ନିଜ ଆଡୁ ବନ୍ଦ କରି ଦେଇଥିବା ସୂଚନା ରହିଛି । ମଲର ଫାୟାର ସେଫ୍ଟି ସାର୍ଟିଫିକେଟ୍ ଏବଂ…
ଅଧିକ ଖବର ଦେଖନ୍ତୁ...

ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ, ନିୟମ ଉଲଂଘନ କଲେ ୨୫ ହଜାର ଟଙ୍କା ଯାଏଁ ଜରିମାନା

ଭୁବନେଶ୍ୱର: ଓଡ଼ିଶା ସରକାର ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ୱ ଦେଉଛନ୍ତି। ଏ ନେଇ ମଙ୍ଗଳବାର ଇଏସ୍‌ଆଇ କାର୍ଯ୍ୟାଳୟଠାରେ ଶ୍ରମବିଭାଗର ୱେବ୍‌ ପୋର୍ଟାଲ ‘ଓଡ଼ିଆ ଫଳକ’ ଲୋକାର୍ପିତ ହୋଇଯାଇଛି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହାକୁ ଉନ୍ମୋଚନ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ନିଲମ୍ବନ ପରେ ଭୁବନେଶ୍ୱରରୁ ନବରଙ୍ଗପୁର-ଦେବଗଡ଼ ବଦଳି ହେଲେ ୨ ପୁଲିସ କର୍ମଚାରୀ

ଭୁବନେଶ୍ୱର: କମିସନରେଟ ପୁଲିସ ୨ ନିଲମ୍ବିତ ପୁଲିସ କର୍ମଚାରୀଙ୍କୁ ନବରଙ୍ଗପୁର ଓ ଦେବଗଡ଼ ବଦଳି କରିଛି। ଡିଜିପି ବି.କେ. ଶର୍ମା ଏହି ୨ ପୁଲିସ କର୍ମଚାରୀଙ୍କୁ ବଦଳି କରିଥିବା ଜଣାପଡ଼ିଛି। ନିଲମ୍ବିତ ଏଏସ୍‌ଆଇ ଅର୍ଜୁନ କହଁରଙ୍କୁ ନବରଙ୍ଗପୁର ଓ କନଷ୍ଟେବଳ ସଂଗ୍ରାମ ପରିଡ଼ାଙ୍କୁ ଦେବଗଡ଼ ବଦଳି…
ଅଧିକ ଖବର ଦେଖନ୍ତୁ...

ସଡ଼କ ଦୁର୍ଘଟଣାରେ ଭାରତ ବିଶ୍ୱରେ ନଂ୧, ୨୦୧୮ରେ ଦେଢ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି

ନୂଆଦିଲ୍ଲୀ : ସଡ଼କ ଦୁର୍ଘଟଣା ଯୋଗୁଁ ଗତ ବର୍ଷ ଭାରତରେ ପ୍ରାୟ ଦେଢ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି । ସର୍ବାଧିକ ମୃତ୍ୟୁ ଦ୍ରୁତ ଗାଡିଚାଳନା ଯୋଗୁଁ ହୋଇଛି ବୋଲି ଏକ ସରକାରୀ ରିପୋର୍ଟରୁ ଜଣାପଡିଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଆଜି ପ୍ରକାଶିତ ‘ଭାରତରେ ସଡ଼କ…
ଅଧିକ ଖବର ଦେଖନ୍ତୁ...