Daily Archives

November 21, 2019

ପୁଲିସ ଡିଜିଙ୍କ ବଦଳି ପରେ ପାଓ୍ଵାର କରିଡର ହଲ୍‌ଚଲ୍‌: ଅଚାନକ ବଦଳି ହେବାରେ ରହିଛି ରହସ୍ୟ!

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ପାୱାର କରିଡ଼ରରେ ହଲଚଲ ଦେଖାଯାଇଛି। ପୁଲିସ୍‌ ବାହିନୀର ସର୍ବୋଚ୍ଚସ୍ତରରେ ଏତେ ଅଚାନକ୍‌ ଡିଜି ବଦଳିର ଖବର ଆସିଲା, ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଜଣାପଡ଼ିଲା ଯେ, ପୁଲିସ୍‌ ଡିଜି ବିଜୟ କୁମାର ଶର୍ମାଙ୍କୁ ସରକାର ପଦରୁ ହଟାଇଦେଇଛନ୍ତି।ତେବେ କାହିଁକି ହଠାତ୍‌…
ଅଧିକ ଖବର ଦେଖନ୍ତୁ...

କାହିଁକି ଅଚାନକ ହେଲା ପୁଲିସ ଡିଜିଙ୍କର ବଦଳି? ଏ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ରାଜଧାନୀର ପ୍ରତିଷ୍ଠିତ ମଲ୍

ଭୁବନେଶ୍ବର: ଗତକାଲି ସନ୍ଧ୍ୟା ପରଠାରୁ ରାଜ୍ୟ ରାଜଧାନୀର ପାୱାର କରିଡ଼ରରେ ହଲଚଲ ଖେଳିଗଲା । ପୁଲିସ୍ ବାହିନୀର ସର୍ବୋଚ୍ଚସ୍ତରରେ ଏତେ ଅଚାନକ୍ ଡିଜି ବଦଳିର ଖବର ଆସିଲା, ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଜଣାପଡ଼ିଲା, ପୁଲିସ୍ ଡିଜି ବିଜୟ କୁମାର ଶର୍ମାଙ୍କୁ ସରକାର ପଦରୁ ହଟାଇଦେଇଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ମାଙ୍କଡ ଆଉ ଫଳ ନୁହେଁ ସିଙ୍ଗଡ଼ା ଖାଇବାକୁ ପସନ୍ଦ କରୁଛନ୍ତି: ହେମା ମାଳିନୀ

ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ବଲିଉଡ ଅଭିନେତ୍ରୀ ହେମା ମାଳିନୀ ମଥୁରା ଓ ଵୃନ୍ଦାଵନରେ ମାଙ୍କଡଙ୍କ ଦ୍ୱାରା ଆତଙ୍କ ପ୍ରସଙ୍ଗ ଲୋକସଭାରେ ଉଠାଇଛନ୍ତି | ସେ କହିଛନ୍ତି ଯେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ମାଙ୍କଡଙ୍କ ପାଇଁ 'ମାଙ୍କଡ ସଫାରୀ' ନିର୍ମାଣ କରିବାର ଆବଶ୍ୟକତା ରହିଛି |…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅସଦାଚରଣ ଅଭିଯୋଗ, ଆନ୍ଦୋଳନ ପରେ ଜେଲ ଗଲେ ରଙ୍ଗିଲା ଅଧ୍ୟାପକ

ବାରିପଦା: ପୁଣି ସାମ୍ନାକୁ ଆସିଛି ଜଣେ ରଙ୍ଗିଲା ଅଧ୍ୟାପକଙ୍କ ନିନ୍ଦନୀୟ କାରନାମା। ସ୍ଥାନୀୟ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଇଂରାଜୀ ବିଭାଗର ମୁଖ୍ୟଙ୍କ ବିରୋଧରେ ଆସିଛି ଜନେକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଘଟଣାର ପ୍ରାୟ ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ କୌଣସି…
ଅଧିକ ଖବର ଦେଖନ୍ତୁ...

ବିବାହ କରୁଥିବା କନ୍ୟାଙ୍କୁ ଏଣିକି ଉପହାର ଭାବେ ସୁନା ଦେବେ ସରକାର

ଗୌହାଟୀ: ଆରମ୍ଭ ହୋଇଯାଇଛି ବିବାହ ଋତୁ | ଏଥିପାଇଁ କନ୍ୟା ଘର ପକ୍ଷରୁ ଝିଅ ପାଇଁ ସୁନା ଗହଣା କିଣିବା ପାଇଁ ବିଭିନ୍ନ ଅଳଙ୍କାର ଦୋକାନରେ ଗହଳି ଲାଗିବା ମଧ୍ୟ ଆରମ୍ଭ ହେଲାଣି | ତେବେ ଏବେ ଆସାମ ସରକାର ସବୁ ଝିଅଙ୍କୁ ସୁନା ଅଳଙ୍କାର ଦେବା ନେଇ ଯୋଜନା ଆରମ୍ଭ କରିଛନ୍ତି | ଅରୁନ୍ଧତୀ ସ୍ବର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ଝଡିଥିବା କେଶରୁ ଉର୍ବରକ ସୃଷ୍ଟି କଲେ ଦୁଇ ଛାତ୍ରୀ, ସାର ଅପେକ୍ଷା ଦେଲା ଅଧିକ ଫଳ

ବେଲଗାଭି: ଆପଣ କେବେ ଭାବିଛନ୍ତି କି ଆପଣଙ୍କ ମୁଣ୍ଡରୁ ଝଡ଼ୁଥିବା କେଶରୁ ବି ଉର୍ବରକ ଉତ୍ପାଦନ ହୋଇପାରିବ | ଆପଣଙ୍କ କେଶ ବି ଆପଣଙ୍କ ବଗିଚାରେ ଥିବା ଗଛକୁ ହୃଷ୍ଟପୃଷ୍ଟ କରିପାରିବ | ଯଦି ନୁହେଁ ତେବେ ଆପଣଙ୍କୁ ଏବେ ଭୁଲ ପ୍ରମାଣିତ କରିଦେବେ ଦୁଇ ଜଣ ଛାତ୍ରୀ | କର୍ଣ୍ଣାଟକ ବେଲଗାଭିର ଦୁଇ ଜଣ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଆ ଗାୟିକା ସୋନା ମହାପାତ୍ରଙ୍କ ଅଭିଯୋଗ ପରେ ଇଣ୍ଡିଆନ୍‌ ଆଇଡଲ୍‌ ୧୧ରୁ ବିଦା ହେଲେ ଅନୁ ମଲିକ୍‌ 

ନୂଆଦିଲ୍ଲୀ: ଓଡ଼ିଆ ଗାୟିକା ସୋନା ମହାପାତ୍ର  ଏବଂ ଅନ୍ୟ କେତେଜଣ ବଲିଉଡ୍ ଗାୟିକାଙ୍କ ଅଭିଯୋଗ ପରେ ସଙ୍ଗୀତଭିତ୍ତିକ ରିୟଲିଟି ସୋ’ ଇଣ୍ଡିଆନ୍‌ ଆଇଡଲ୍‌ ସିଜନ୍‌-୧୧ରୁ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ ବିଦା ହୋଇଛନ୍ତିି । ଏହି ରିୟଲିଟି ସୋ’ରେ ଅନୁ ଅନ୍ୟତମ ବିଚାରକ ଭାବରେ ଅଂଶ ଗ୍ରହଣ…
ଅଧିକ ଖବର ଦେଖନ୍ତୁ...

ଅଗ୍ନିଶମ ନିର୍ଦ୍ଦେଶାଳୟରେ ଅଦଳବଦଳ; ମୁଖ୍ୟ ଅଗ୍ନିଶମ ଅଧିକାରୀ ପଦରୁ ହଟିଲେ

ଭୁବନେଶ୍ୱର: ଅଗ୍ନି ସୁରକ୍ଷା ପ୍ରମାଣପତ୍ର ବା ଫାୟାର ସେଫଟି ସାର୍ଟିଫିକେଟ ଦେବାରେ ଅହେତୁକ ବିଳମ୍ବ ନେଇ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି ରାଜ୍ୟ ସରକାର | ଗତକାଲି ଅଗ୍ନିଶମ ନିର୍ଦ୍ଦେଶାଳୟ ଡିଜି ଦାୟିତ୍ବ ସହ ପୁଲିସ ଡିଜି ଥିବା ବିଜୟ ଶର୍ମାଙ୍କୁ ପଦରୁ ହଟାଇବା ପରେ ଆଜି ଅଗ୍ନିଶମ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅର୍ଥ ସହିତ ସ˚ଶ୍ଳିଷ୍ଟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁନାହିଁ। ଅଫିସରେ ବ୍ୟକ୍ତିଗତ କଥା ଆଲୋଚନା କରନ୍ତୁ ନାହିଁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮। ବୃଷ: ଜୀବନରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ବ୍ୟବସାୟରେ ଯୋଜନାବଦ୍ଧ…
ଅଧିକ ଖବର ଦେଖନ୍ତୁ...

ପିଙ୍କ ବଲ ଟେଷ୍ଟ କେବେ କେମିତି ଠିକ୍‌, କ୍ରମାଗତ ଭାବେ ଠିକ୍‌ ନୁହେଁ: କୋହଲି

କୋଲକାତା: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଗୁରୁବାର କହିଛନ୍ତି ଯେ, ଦିବା-ରାତ୍ର ଟେଷ୍ଟ କେବେ କେମିତି ଆୟୋଜନ ହେବା ଠିକ୍‌ କିନ୍ତୁ କ୍ରମାଗତ ଭାବେ ହେବା ଠିକ୍‌ ନୁହେଁ। କାରଣ ସକାଳୁ ସକାଳୁ ନାଲି ବଲକୁ ସମ୍ମୁଖୀନ ହେବା ମନୋରଞ୍ଜନ ସହିତ ସାଲିସ କରାଯାଇପାରିବ ନାହିଁ।…
ଅଧିକ ଖବର ଦେଖନ୍ତୁ...