Daily Archives

November 22, 2019

ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଭୁଆଶୁଣୀ ଫଚାୟତ ପୁରୁଷୋତ୍ତମପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି । ଘଟଣାରୁ ଜଣାପଡ଼ିଛି ଯେ, କୁଳିଅଣା ଥାନା ଝିଲିଦାମ ଗ୍ରାମର ପାରାନ ଟୁଡୁଙ୍କ ଝିଅ କାପୁରମୁଲି ମୁର୍ମୁ (୨୫) ଭୂଆଶୁଣୀ ଫଚାୟତ ପୁରୁଷୋତ୍ତମପୁର ଗ୍ରାମର ଲାଲମୋହନ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ମୁମ୍ବାଇର ଏହି ଅଟୋ ଚାଳକ : ଅଟୋ ଭିତରେ ରହିଛି ଟିଭି, ଚାର୍ଜିଙ୍ଗ ପଏଣ୍ଟ, ଫ୍ୟାନ୍ ଓ ବେସିନ୍

ମୁମ୍ବାଇ: ଏବେ ଚର୍ଚ୍ଚାରେ ମୁମ୍ବାଇରେ ରହୁଥିବା ଜଣେ ଅଟୋ ଚାଳକ। ନିଜ ଅଟୋ ଭିତରେ ଯାତ୍ରୀଙ୍କ ପାଇଁ ରଖିଥିବା ସୁବିଧା ପାଇଁ ଆଜି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସାଧାରଣତଃଭାବେ ଲୋକେ ଅଟୋରେ ଏସିର ସୁବିଧା ନଥିବାରୁ କ୍ୟାବ୍ କରି ଯିବା ପାଇଁ ପସନ୍ଦ କରିଥାନ୍ତି। ଏମିତି କି…
ଅଧିକ ଖବର ଦେଖନ୍ତୁ...

ପିଙ୍କ ବଲ୍‌ ଟେଷ୍ଟ: ପ୍ରଥମ ଦିନରେ ଭାରତର ରାଜୁତି, ବାଂଲାଦେଶ ୧୦୬ ରନ୍‌ରେ ଅଲଆଉଟ୍‌ ହେବା ପରେ ବିରାଟ ବାହିନୀ ୬୮…

କୋଲକାତା: ଭାରତରେ ଆୟୋଜିତ ପ୍ରଥମ ପିଙ୍କ ବଲ ଟେଷ୍ଟର ପ୍ରଥମ ଦିନରେ ଶୁକ୍ରବାର ବିରାଟ କୋହଲିଙ୍କ ଟିମ୍‌ ବାଂଲାଦେଶ ବିପକ୍ଷରେ ରାଜୁତି କରିଛି। ଚଳିତ ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ୧୦୬ ରନ୍‌ରେ ଅଲ ଆଉଟ୍‌…
ଅଧିକ ଖବର ଦେଖନ୍ତୁ...

ଜାନୁଆରି ପହିଲାରୁ ପ୍ଲାଷ୍ଟିକ୍ ବ୍ୟବହାର କଲେ ଦେବାକୁ ହେବ ୫୦,୦୦୦ଟଙ୍କାର ଜରିମାନା

ଥିରୁବନନ୍ତପୁରମ୍: ୨୦୧୪ରୁ କ୍ଷମତାକୁ ଆସିବା ପରଠାରୁ ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରୟାସ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶେଷରେ ଗାନ୍ଧୀ ଜୟନ୍ତୀ ଅବସର‌ରେ ଥରେ ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଥିଲେ ମୋଦୀ…
ଅଧିକ ଖବର ଦେଖନ୍ତୁ...

ମାନସିକ ଅନଗ୍ରସର ମହିଳାଙ୍କ ପୁତ୍ର ସନ୍ତାନ: ଗୁରୁତର ଅବସ୍ଥାରେ ଜିଲ୍ଲା ମେଡିକାଲରେ ଭର୍ତ୍ତି

ଜୟପୁର (ଶ୍ରୀକାନ୍ତ ସାହୁ): ମାନସିକ ଅନଗ୍ରସରଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ଘରେ ନ କହିବାକୁ ଧମକ। ଆଉ ପୁତ୍ରସନ୍ତାନ ଜନ୍ମ ପରେ ଚିହ୍ନି ନ ଥିବା କହି ଠକିଦେଲେ ଯୁବକ। ଏନେଇ ଜୟପୁର ମହିଳା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ୫ ଦିନ ହେଲା ଜିଲ୍ଲା ମେଡିକାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

କେରଳ ସରକାରଙ୍କ କଡ଼ା ପଦକ୍ଷେପ: ସ୍କୁଲରେ ଛାତ୍ରୀଙ୍କୁ ସାପ କାମୁଡ଼ିବା ପରେ ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ, ଭଙ୍ଗା…

ୱାୟନାଡ: ଶ୍ରେଣୀଗୃହରେ ୧୦ବର୍ଷୀୟା ଛାତ୍ରୀର ସାପ କାମୁଡ଼ାରେ ମୃତ୍ୟୁ ହେବା ପରେ କେରଳ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିବା ସହ ସ୍କୁଲରେ ଥିବା ଅଭିଭାବକ ସଂଘକୁ ମଧ୍ୟ ଭାଙ୍ଗି ଦେଇଛନ୍ତି କେରଳ ସରକାର। ଅନ୍ୟ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କୁ ଏସିଡ୍‌ ମାଡ଼ ଘଟଣା: ମାଷ୍ଟରମାଇଣ୍ଡ ଯୁବତୀ ସହ ୩ ଗିରଫ, ଜଣେ ଫେରାର

ନୂଆପଡ଼ା: ବଙ୍ଗାମୁଣ୍ଡାର ଆଲୋକ ସାହୁଙ୍କୁ ଏସିଡ୍‌ ମାଡ଼ ଘଟଣାରେ ଲଖନା ପୁଲିସ ତଦନ୍ତ କରି ମାଷ୍ଟରମାଇଣ୍ଡ ଯୁବତୀ ସହ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ଥିବା ଲଖନା ଥାନା ଅଧିକାରୀ ତପନ ଦାସ ସୂଚନା ଦେଇଛନ୍ତି। ଗିରଫ ୩ ଜଣ ଯୁବତୀ ହେଲେ ଲଖାନା ଥାନାର ମାଷ୍ଟରମାଇଣ୍ଡ ସନ୍ତୋଷିନୀ ଯାଦବ…
ଅଧିକ ଖବର ଦେଖନ୍ତୁ...

ଅନଲାଇନ ଲିକ୍ ହେଲା ୧.୨ ବିଲିୟନ୍ ବ୍ୟବହାରକାରୀଙ୍କ ଡାଟା, ଫେସବୁକ ଓ ଟୁଇଟର ବ୍ୟବହାରକାରୀ ପ୍ରଭାବିତ

ନୂଆଦିଲ୍ଲୀ: କିଛି ଦିନ ତଳେ ଫେସବୁକ୍ ବ୍ୟବହାରକାରୀଙ୍କ ଡାଟା ଲିକ୍ ହେବା ମୁଖ୍ୟ ଖବର ପାଲଟିଥିଲା। ଏ ନେଇ ଫେସବୁକର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ କ୍ଷମା ମାଗିବା ସହ ଆଗକୁ ଏଭଳି ହେବ ନାହିଁ ବୋଲି କହିଥିଲେ। କିନ୍ତୁ ଏବେ ପୁଣି ଏକ ବଡ଼ ଧରଣର ଡାଟା ଚୋରିର ଖବର ସାମ୍ନାକୁ ଆସିଛି।…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାମରେ ସଫଳତା ପାଇଁ ସହ‌େଯାଗ ମିଳିବ। ଖୁସି ଖବର ପାଇବେ। ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହେବେ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪। ବୃଷ: ସମୟ ପୂର୍ବରୁ କାମ ଶେଷ ହେବ। ସାମାଜିକ କାର୍ଯ୍ୟରେ ସମୟ ବିତିବ। ପ୍ରିୟତମଙ୍କ ସହ ସମ୍ବନ୍ଧରେ ସୁଧାର ଆସିବ। ଶୁଭରଙ୍ଗ: ବାଦାମୀ। ଶୁଭସ˚ଖ୍ୟା:…
ଅଧିକ ଖବର ଦେଖନ୍ତୁ...