Daily Archives

December 1, 2019

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବଡ଼ ନିଷ୍ପତ୍ତି: ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ-ହତ୍ୟା ମାମଲାକୁ ନେଇ ଫାଷ୍ଟ…

ହାଇଦ୍ରାବାଦ୍: ତେଲେଙ୍ଗାନାରେ ମହିଳା ପଶୁ ଡାକ୍ତରଙ୍କ ସହ କରାଯାଇଥିବା ବର୍ବରତା ଏବେ ଦେଶବାସୀଙ୍କ ହୃଦୟକୁ ଥରାଇ ଦେଇଥିବା ବେଳେ ନ୍ୟାୟ ଦାବି କରି ଦେଶବାସୀ ରାସ୍ତାକୁ ଓହ୍ଲାଇଛନ୍ତି। କିଭଳି ତୁରନ୍ତ ୪ଜଣ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦିଆଯିବ, ସେ ନେଇ ଲୋକେ ଦାବି କରୁଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କେଉଁ ବଲିଉଡ ଫିଲ୍ମକୁ ଅଧିକ ପସନ୍ଦ କରନ୍ତି ଅନୁଷ୍କା? ବିରାଟ କଲେ ଖୁଲାସା

ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଅନେକ ସମୟରେ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ କଥା ହୋଇଥାନ୍ତି। ଦୁହେଁ ସମସ୍ତଙ୍କ ସାମ୍ନାରେ ଓ ସୋସିଆଲ ମିଡିଆରେ ପରସ୍ପର ପ୍ରତି କେତେ ଭଲ ପାଇବା ରହିଛି, ତାହା ଦେଖାଇଥାନ୍ତି। ଏହା ସହ ଦୁହିଁଙ୍କ ପସନ୍ଦ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ତାର ଲାଗି ଚାଷୀ ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ସାଲେପୁର: ଚାଷ ଜମି ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଲାଗି ରବିବାର ଅପରାହ୍‌ଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରେ ଆଜି ଅପରାହ୍‌ଣ ୨ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ ଚିକୋଳ ପଞ୍ଚାୟତ ଅନ୍ତର୍ଗତ ପୂର୍ବବଣହରା ଗ୍ରାମର ଚାଷୀ…
ଅଧିକ ଖବର ଦେଖନ୍ତୁ...

ହତ୍ୟାକାରୀର ମା’ଙ୍କ ବୟାନ: ଯେଉଁଭଳି ଭାବରେ ମୋ ପୁଅ ମହିଳା ଡାକ୍ତରଙ୍କୁ ହତ୍ୟା କରିଛି, ତାକୁ ମଧ୍ୟ ସେହିଭଳି ଜାଳି…

ହାଇଦ୍ରାବାଦ୍: ଗତ ଗୁରୁବାର ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସାରା ଦେଶବାସୀ ପୀଡ଼ିତାଙ୍କ ପାଇଁ ନ୍ୟାୟ ମାଗିବା ସହ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡ ମିଳୁ ବୋଲି ଦାବି କରିବା ଆରମ୍ଭ କରିଛନ୍ତି। ଘଟଣା ଘଟିବା ପରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବିକା ଅର୍ଜନ କ୍ଷେତ୍ରରେ ଦିନଟି ଶୁଭ। ଧାର ଅର୍ଥ ଫେରସ୍ତ ପାଇପାରନ୍ତି। ପରିବାର ଲୋକଙ୍କ ସହିତ ପ୍ରେମଭାବ ବଢ଼ିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୪। ବୃଷ: ପୂଜାପାଠରେ ସମୟ ବିତିବ। ଆତ୍ମବିଶ୍ବାସ ବଢ଼ିବ। ସ୍କୁଲରେ ଶିକ୍ଷକ ଆପଣଙ୍କ କାମରେ ଖୁସି ହେବେ। ଆଇନଜୀବୀଙ୍କ ଲାଗି ଦିନଟି…
ଅଧିକ ଖବର ଦେଖନ୍ତୁ...

ଶସ୍ତା କଲ ଓ ଡାଟାର ସମୟ ଶେଷ: ୩ ଡିସେମ୍ବରରୁ ଏହି ଟେଲିକମ୍‌ କମ୍ପାନି ଇଣ୍ଟରନେଟ ପ୍ୟାକ୍‌କୁ ମହଙ୍ଗା କଲେ

ନୂଆଦିଲ୍ଲୀ: ଆସନ୍ତା ମଙ୍ଗଳବାର ଅର୍ଥାତ ଡିସେମ୍ବର ୩ରୁ ଭୋଡାଫୋନ୍‌ ଆଇଡିଆ ତଥା ଏୟାରଟେଲର ପ୍ରିପେଡ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବ। ଦୁଇଟି କମ୍ପାନି ପ୍ରିପେଡ ସେବାର ଦରକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ରବିବାର ଘୋଷଣା କରିଛନ୍ତି। ଚାରିବର୍ଷ ଭିତରେ ପ୍ରିପେଡ ସେବାର…
ଅଧିକ ଖବର ଦେଖନ୍ତୁ...

ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ମାମଲା: ଏହିପରି ଭାବେ ନିଜ ଜାଲରେ ନିଜେ ଛନ୍ଦି ହୋଇଥିଲେ ଅଭିଯୁକ୍ତ

ହାଇଦ୍ରାବାଦ୍‌: କୁହାଯାଏ ଅପରାଧୀ ଯେତେ ଚାଲାକ ହେଲେ ବି ନିଜ କୁକର୍ମର ସୁରାଗ ଛାଡିଯାଇଥାଏ । ହାଇଦ୍ରାବାଦରେ ୨୭ ବର୍ଷ ବୟସ୍କ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରିଥିବା ଅପରାଧୀଙ୍କ କ୍ଷେତ୍ରରେ ବି ଠିକ୍ ସେୟା ଘଟିଛି । ପୁଲିସ ଗୁରବାର ମୃତଦେହ ଜବତ କରିବା ପରେ ମାତ୍ର ୪୮ ଘଂଟା…
ଅଧିକ ଖବର ଦେଖନ୍ତୁ...

୨୦୨୪ ଯାଏଁ ବଢ଼ିପାରେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ

ମୁମ୍ବାଇ: ବିସିସିଆଇ (ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ) ରବିବାର ନିଜର ପଦାଧିକାରୀଙ୍କ କାର୍ଯ୍ୟକାଳର ସୀମା କୋହଳ କରିବାକୁ ମଂଜୁରୀ ଦେଇଛି। ବିସିସିଆଇର ୮୮ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନୂତନ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ଧନୁଯାତ୍ରା: ଶୁଭସ୍ତମ୍ଭ ସ୍ଥାପନ କଲେ ଜିଲ୍ଲାପାଳ, ୩୧ରୁ ୧୦ ଦିନିଆ ଯାତ୍ରା ଆରମ୍ଭ

ବରଗଡ଼: ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ରବିବାର ସନ୍ଧ୍ୟାରେ ଶୁଭସ୍ତମ୍ଭ ସ୍ଥାପନ ହୋଇଛି। ଜିଲ୍ଲାପାଳ ଜ୍ୟୋତି ରଂଜନ ପ୍ରଧାନ ହାଟପଦା ସଞ୍ଜାର ପଡ଼ିଆରେ ଶୁଭସ୍ତମ୍ଭ ସ୍ଥାପନ କରିଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ ଉପସ୍ଥିତ ଥିଲେ। ଶୁଭସ୍ତମ୍ଭ ସ୍ଥାପନ ପୂର୍ବରୁ ମା’…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ: ୫ ଜଣ ମିଶି ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ

ରାଜକୋଟ: ଜାମନଗରଠାରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ୫ ଜଣ ମିଶି ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନଙ୍କୁ ଶନିବାର ଗିରଫ କରାଯାଇଛି। ଜାମନଗରର ସାତ ରସ୍ତା ଅଞ୍ଚଳରେ ଥିବା ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଏପରି ଘଟିଛି। ଅଭିଯୁକ୍ତମାନଙ୍କ…
ଅଧିକ ଖବର ଦେଖନ୍ତୁ...