Daily Archives

December 3, 2019

ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସରକାରଙ୍କୁ ଏଭଳି ଉପଦେଶ ଦେଲେ ସାଉଥ୍ ସୁପରଷ୍ଟାର…

ମୁମ୍ବାଇ: ଗତ ଗୁରୁବାର ହାଇଦ୍ରାବାଦ ସହରରେ ଘଟିଥିବା ଘଟଣାକୁ ନେଇ ଏବେ ସାରା ଦେଶ ଏକତ୍ରିତ ‌ହୋଇଛି। ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବେ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି, ତାହା ଏବେ ସମସ୍ତଙ୍କୁ ପୁଣି ଥରେ ଦୋହଲାଇ ଦେଇଛି। ଦିଲ୍ଲୀର ନିର୍ଭୟା କାଣ୍ଡ ପରେ ଏବେ ମହିଳା ଡାକ୍ତରଙ୍କ…
ଅଧିକ ଖବର ଦେଖନ୍ତୁ...

୨୦ ଦିନ ପଥର ଫିଙ୍ଗିଲେ କୋଟିଏ, ସ୍କୁଲରେ ନିଆଁ ଲଗାଇଲେ ୨ କୋଟି ! ଷ୍ଟିଙ୍ଗ ଅପରେସନରୁ ଜଣାପଡିଲା କଶ୍ମୀର ସମ୍ପର୍କରେ…

ନୂଆଦିଲ୍ଲୀ : କଶ୍ମୀରରୁ ଧାରା ୩୭୦ ଉଠିବାର ଇତି ମଧ୍ୟରେ ୪ ମାସ ବିତିଗଲାଣି । କଶ୍ମୀର ଲୋକଙ୍କ ଉପରେ ସରକାର ଲଗାଇଥିବା କେତେକ କଟକଣା ଏବେବି ବଳବତ୍ତର ରହିଛି । ଏହାକୁ ନେଇ ଆମ ଦେଶର ବିରୋଧୀ ଦଳ ଓ ବିଦେଶୀ ଗଣମାଧ୍ୟମରେ ଭାରତ ସରକାରଙ୍କୁ ସମାଲୋଚନା କରାଯାଉଛି । ଅନ୍ୟପକ୍ଷରେ କଶ୍ମୀରରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଲାଭ। ସମାଜିକ ମାନ-ସମ୍ମାନ ବଢ଼ିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଶୁଭଙ୍କର। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୨। ବୃଷ: କାମ ପାଇଁ ପ୍ରଶ˚ସିତ ଓ ପୁରସ୍କୃତ ହେ‌େବ। ବ୍ୟବସାୟ ବଢ଼ିବ। ଅଧିକ ଲାଭବାନ୍ ହେବେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ଶୁଭରଙ୍ଗ:…
ଅଧିକ ଖବର ଦେଖନ୍ତୁ...

କିଲୋ ପିଛା ୪ ହଜାର ଟଙ୍କାରେ ବଜାରରେ ମିଳେ ଏହି ଗାଈର ଘିଅ

ହରିଦ୍ୱାର: ସାଧାରଣତଃ ବଜାରରେ ମିଳୁଥିବା ଗାଈ ଘିଅ ଆପଣ କିଲୋପିଛା ୪୦୦ରୁ ୫୦୦ ଟଙ୍କାରେ କିଣୁଥିବେ | କିନ୍ତୁ ଜାଣିଛନ୍ତି ଭାରତରେ ଏମିତି ଏକ ଗାଈ ରହିଛି ଯାହାର କ୍ଷୀରରେ ପ୍ରସ୍ତୁତ ଘିଅ ପାଇଁ ଆପଣଙ୍କୁ ୧ କିଲୋ ପିଛା ୪ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ | ଉତ୍ତରାଖଣ୍ଡରେ…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷା ବଳୟ ଭେଦକରି ଅଜ୍ଞାତ ଯୁବକ ପ୍ରିୟଙ୍କାଙ୍କୁ ସେଲ୍‌ଫି ମାଗିବା ଘଟଣା: ଯାଞ୍ଚ ଆଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଏସ୍‌ପିଜି ସୁରକ୍ଷା ବଳୟ ହଟିବା ପରେ କଂଗ୍ରେସର ସାଧାରଣ ସଂପାଦିକା ତଥା ସୋନିଆ ଗାନ୍ଧୀଙ୍କ କନ୍ୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଘରେ ଜଣେ ଅଜ୍ଞାତ ଯୁବକ ପ୍ରବେଶ କରି ତାଙ୍କ ସହ ସେଲ୍‌ଫି ମାଗିବା ଘଟଣାକୁ କେନ୍ଦ୍ରକରି ରାଜନୈତିକ ହଟଚମଟ ସୃଷ୍ଟି ହେବା ପରେ କେନ୍ଦ୍ରର ମୋଦୀ…
ଅଧିକ ଖବର ଦେଖନ୍ତୁ...

ସଂସଦରେ ଏସପିଜି ସଂଶୋଧନ ବିଲ ଗୃହୀତ: ଏସପିଜି କେବଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥାଏ

ନୂଆଦିଲ୍ଲୀ: ଆଜି ସଂସଦରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ-ଏସପିଜି (ସଂଶୋଧନ) ବିଲ, ୨୦୧୯ ଅନୁମୋଦନ ଲାଭ କରିଛି । ଏହି ବିଲ ସମ୍ପର୍କରେ ହୋଇଥିବା ବିତର୍କରେ ଉତ୍ତର ରଖି କେନ୍ଦ୍ର ଗୃହ ଗୃହ ମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ମୂଳ ଆଇନର ଉଦ୍ଦେଶ୍ୟ ଅନୁଯାୟୀ, ଏସପିଜି କେବଳ ପ୍ରଧାନମନ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ପିଆଜର ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ : ୫ ଟନରୁ ଅଧିକ ପିଆଜ ରଖିପାରିବେନି ବ୍ୟବସାୟୀ

ନୂଆଦିଲ୍ଲୀ : ଦେଶ ଏବେ ପିଆଜର ଦରବୃଦ୍ଧିକୁ ନେଇ ପଡୁଛି ଉଠୁଛି । ଦେଶର ପ୍ରତି ରାଜ୍ୟରେ ପିଆଜ ଦର ଏବେ ୧୦୦ ଟଙ୍କା ନିକଟବର୍ତ୍ତି ହେଲାଣି । କେତେକ ସ୍ଥାନରେ ତ ଏହା କିଲୋ ପିଛା ୧୧୦ ଟଙ୍କା ଟପିଲାଣି । ଏହାକୁ ଦୃଷ୍ଟିରେ ରଖି ସରକାର ଜମାଖୋର ବ୍ୟବସାୟୀଙ୍କ ଉପରେ ଚଢଉ ଅବ୍ୟାହତ ରଖିଛନ୍ତି ।…
ଅଧିକ ଖବର ଦେଖନ୍ତୁ...

ଝାରସୁଗୁଡା ଓ କନ୍ଧମାଳରୁ ୮୩ କିଲୋଗ୍ରାମ ଗଞ୍ଜେଇ ଜବତ

ଝାରସୁଗୁଡା/ କନ୍ଧମାଳ: ଝାରସୁଗୁଡ଼ାରେ ୪୯ ନମ୍ବର ଜାତୀୟ ରାଜପଥର ନୂଆଡ଼ିହି ନିକଟରେ ବ୍ରଜରାଜନଗର ପୁଲିସ ଅଟୋରେ ଆସୁଥିବା ଜଣେ ଯୁବକ ନିକଟରୁ ୧୩ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ଯୁବକର ନାମ ପିଣ୍ଟୁ ବାରିକ(୩୦) ଓ ତାହାର ଘର ବ୍ରଜରାଜନଗର ପୌରାଞ୍ଚଳ ଅନ୍ତର୍ଗତ ଗଣେଶ ନଗରରେ ବ‌ୋଲି…
ଅଧିକ ଖବର ଦେଖନ୍ତୁ...

ପୁଞ୍ଚ୍‌ଠାରେ ପାକିସ୍ତାନର ଅସ୍ତ୍ର ବିରତି ଉଲ୍ଲଂଘନ, ୨ ସାଧାରଣ ଜନତା ନିହତ

ପୁଞ୍ଚ୍‌: ପାକିସ୍ତାନୀ ସେନାର ଅସ୍ତ୍ରବିରତି ଉଲ୍ଲଂଘନରେ ୨ ଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲାସ୍ଥିତ ସାହସପୁର ସେକ୍ଟରର ନିୟନ୍ତ୍ରଣ ରେଖା ପାର୍‌ କରି ପାକିସ୍ତାନୀମାନେ  ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୬ ଜଣ ସାଧାରଣ ନାଗରିକ ଗୁରୁତର ଆହତ ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଭାରତରୁ ଫେରାର ହୋଇ ଏକ ଦ୍ୱୀପ କିଣି ରହୁଛି ବିବାଦୀୟ ବାବା ନିତ୍ୟାନନ୍ଦ, ଏହାକୁ ଏକ ସ୍ୱତନ୍ତ୍ର ହିନ୍ଦୁରାଷ୍ଟ୍ର ବୋଲି…

ନୂଆଦିଲ୍ଲୀ : ଭାରତରୁ ଫେରାର ହୋଇଯାଇଥିବା ବିବାଦୀୟ ସାଧୁ  ତଥା ଦୁଷ୍କର୍ମ ଅଭିଯୁକ୍ତ ନିତ୍ୟାନନ୍ଦର ଏକ ବଡ଼ କାରନାମା ସାମନାକୁ ଆସିଛି । ସେ ଦକ୍ଷିଣ ଆମେରିକାର ଇକ୍ୱେଡର ନିକଟସ୍ଥ ପ୍ରଶାନ୍ତ ମହାସାଗରରେ ଥିବା ଏକ ଦ୍ୱୀପରେ ରହୁଛି । ତାହାକୁ ଏକ ସ୍ୱତନ୍ତ୍ର ଦେଶ କୈଳାସ ବୋଲି ଘୋଷଣା କରିଛି ।…
ଅଧିକ ଖବର ଦେଖନ୍ତୁ...